Breaking News

ରାଜ୍ୟଗୋଷ୍ଠୀ ଯୁବ ଭରୋତ୍ତୋଳନ: ହୃଦାନନ୍ଦ ଦାସ ଜିତିଲେ ସ୍ବର୍ଣ୍ଣ, ଆଣିଲେ ରାଜ୍ୟ ପାଇଁ ଗୌରବ

ଭୁବନେଶ୍ବର: ଉତ୍ତରପ୍ରଦେଶର‌‌ ଗ୍ରେଟର୍‌ ନୋଏଡ଼ାରେ ଚାଲିଥିବା‌ ରାଜ୍ୟଗୋଷ୍ଠୀ ଯୁବ ଭାରୋତ୍ତୋଳନ ପ୍ରତିଯୋଗିତାରେ ଆଉ ଜଣେ ଓଡ଼ିଆ ଖେଳାଳି ସ୍ବର୍ଣ୍ଣ ପଦକ ଜିତିନେଇଛନ୍ତି। ଭାରୋତ୍ତୋଳନ ଏଚ୍‌ପିସି ଢ଼େଙ୍କାନାଳ କେନ୍ଦ୍ରର ଅନ୍ତେବାସୀ ହୃଦାନନ୍ଦ ଦାସ ପୁରୁଷ ୭୩ କିଲୋଗ୍ରାମ ବର୍ଗରେ ମୋଟ…

ପଶ୍ଚିମ ଓଡିଶା ପାଇଁ ମୋର ସବୁ ବେଳେ ସ୍ୱତନ୍ତ୍ର ଧ୍ୟାନ ରହିଛି – ମୁଖ୍ୟମନ୍ତ୍ରୀ

୧୨୫ କୋଟି, ୨୦୦୦ ସଭାଗୃହ ୩୩ କୋଟି ଟଙ୍କାର ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିସ୍ଥାପନ ପଶ୍ଚିମ ଓଡିଶାର ବିକାଶରେ WODC ମୁଖ୍ୟ ଭୂମିକା ଗ୍ରହଣ କରିଛି ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶାରେ ମୁଖ୍ୟମନ୍ତ୍ରୀ ସଭାଗୃହ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି…

ଦେଶ- ବିଦେଶରାଜ୍ୟକରୋନାଜିଲ୍ଲାମହାନଗରଖେଳବାଣିଜ୍ୟରାଜନୀତିଅଧିକ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କଲା ଚନ୍ଦ୍ରଯାନ-୩ :…

ଶ୍ରୀହରିକୋଟା : ଭାରତର ଚନ୍ଦ୍ରଯାନ-୩ ମିସନ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି । ଏହା ସହିତ ଏହି ମହାକାଶ ଯାନ ସମସ୍ତ ଅଙ୍ଗ ସ୍ବାଭାବିକଭାବେ କାମ କରୁଛି ବୋଲି ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଘୋଷଣା କରିଛି । ଉତକ୍ଷେପଣର ପ୍ରାୟ ୩୦ ମିନିଟ ପରେ ଇସ୍ରୋ ପକ୍ଷରୁ…

ଫସଲ ବୀମା ପ୍ରିମିୟମ୍‌ର କୃଷକଙ୍କ ଅଂଶ ନିଜସ୍ୱ ସମ୍ବଳରୁ ବହନ କରିବେ ରାଜ୍ୟ ସରକାର 

ଭୁବନେଶ୍ୱର : ଖରିଫ ୨୦୧୬ଠାରୁ ରାଜ୍ୟରେ ଫସଲ ବୀମା ଯୋଜନା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍‌ଏଫ୍‌ବିୱାଇ) କାର୍ଯ୍ୟକାରୀ ହେଉଛି। ପାଣିପାଗର ଅନିଶ୍ଚିତତା କାରଣରୁ ଚାଷୀମାନଙ୍କ ଫସଲ ଉତ୍ପାଦନରେ କ୍ଷତିରୁ ଏହି ଫସଲ ବୀମା ଯୋଜନା ସୁରକ୍ଷା ପ୍ରଦାନ କରିଥାଏ। ଏହି ଫସଲ ବୀମା ଯୋଜନା…

ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ପୂର୍ବାନୁମାନ, ଆସନ୍ତା ୪ ଦିନ ଭଲ ବର୍ଷା ସମ୍ଭାବନା

ଭୁବନେଶ୍ବର:  ପଶ୍ଚିମ-କେନ୍ଦ୍ରୀୟ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ୧୬ ତାରିଖ ବେଳକୁ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୪ଦିନ କେତେକ…

ଘରେ ପଶି ଯୁକ୍ତ ୨ ଛାତ୍ରୀଙ୍କ ତଣ୍ଟି କାଟିଦେଲା ଦୁର୍ବୃତ୍ତ

ବଲାଙ୍ଗୀର: ବାପା ଓ ମା’ ଘରେ ଅନୁପସ୍ଥିତ ଥିବା ବେଳେ ଜଣେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି। ବଲାଙ୍ଗୀର ଟାଉନ୍‌ ଥାନା ଅନ୍ତର୍ଗତ ନିଖିଲନଗରରେ ଆଜି ପୂର୍ବାହ୍‌ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଛାତ୍ରୀ ହେଲା ଶେଷାଦ୍ରି ନାଗ (୧୫) ହତ୍ୟାକାଣ୍ଡ ପରେ…

ନଅଙ୍କ ଦୁର୍ଭିକ୍ଷର ଚିତ୍ର ସହ ରାଜ୍ୟର ସମସ୍ୟାକୁ ଲୋକଲୋଚନକୁ ଆଣିବାକୁ ‘ଉତ୍କଳ ଦୀପିକା’ ପ୍ରକାଶନ କରିଥିଲେ କର୍ମବୀର…

ଭୁବନେଶ୍ୱର: ସମ୍ବାଦପତ୍ର ‘ଉତ୍କଳ ଦୀପିକା’ର ପ୍ରତିଷ୍ଠାତା, ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ଅନ୍ୟତମ ସଂଗ୍ରାମୀ, କଟକ ପ୍ରିଣ୍ଟିଙ୍ଗ କମ୍ପାନୀର ପ୍ରତିଷ୍ଠାତା, ଓଡ଼ିଶାର ସ୍ୱାର୍ଥ ପାଇଁ ଅହରହ ସଂଗ୍ରାମ କରିଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ୧୮୫ତମ ଜୟନ୍ତୀ ଓଡ଼ିଆ ଭାଷା, ସାହିତ୍ୟ ଓ…

ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ ମମତା ବସ୍ତିଆ

ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ସହିଦନଗର ଏଏସଆଇ । ଲାଞ୍ଚ ନେବା ବେଳେ ଏଏସଆଇ ମମତା ବସ୍ତିଆଙ୍କୁ ଧରିଛି ଭିଜିଲାନ୍ସ । ମାମଲାର ରଫାଦଫା କରିବା ପାଇଁ ଜଣେ ଏତଲାକାରୀଙ୍କୁ ମମତା ବସ୍ତିଆ ଲାଞ୍ଚ ମାଗିଥିଲେ । ତାଙ୍କ ଠାରୁ ୧୫ ହଜାର ଟଙ୍କ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଏଏସଆଇଙ୍କୁ ଧରିଛି…

ସେତୁ ଯୋଜନା:  ଚିତ୍ରକୋଣ୍ଡା ଓ କୋରୁକୁଣ୍ଡା ବ୍ଲକ୍‌ର ୧୦ ପଞ୍ଚାୟତ ହେବ ଅନ୍ତର୍ଭୁକ୍ତ, ବ୍ୟୟ ଅଟକଳ ୫୦ ରୁ ୧୦୦ କୋଟି…

ଭୁବନେଶ୍ୱର : ସେତୁ ଯୋଜନାରେ ସ୍ବାଭିମାନ ଅଞ୍ଚଳରେ ଦ୍ରୁତ ପରିବର୍ତ୍ତନକୁ ଉପଲବ୍‌ଧି କରି ଚିତ୍ରକୋଣ୍ଡା ବ୍ଲକ୍‌ର ଅବଶିଷ୍ଟ ୯ ଗୋଟି ପଞ୍ଚାୟତ ଯଥା – ଆନ୍ଦ୍ରପାଲ୍ଲୀ, ପଣସପୁଟ, ଜୋଡାମ୍ବୋ, ରାଲିଗଡା, ପେପରମେଟଲା, ବଡପଦା, ଗଜଲମାମୁଣ୍ଡି, ଜନ୍ତ୍ରୀ ଓ ଧୁଳିପୁଟ ଏବଂ କୋରୁକୁଣ୍ଡା ବ୍ଳକ୍‌ର…

ରୋଗର ସଠିକ୍ ନିଦାନ ହେଲା, ଟିକିନୀକୁ ଚିକିତ୍ସା ସହାୟତା ମିଳିଲା

ଭୁବନେଶ୍ଵର:  ଦାନଗଦି ବ୍ଲକ୍ ଅନ୍ତର୍ଗତ ଦେଦୁରୀ ସାହିର ଟିକିନୀ ନାଏକଙ୍କ ରୋଗ ଯନ୍ତ୍ରଣା ଓ ସଂଘର୍ଷ କଥା ଗଣମାଧ୍ୟମରୁ ଜାଣିବାମାତ୍ରେ ରାଜ୍ୟ ବି.ଏସ୍.କେ.ୱାଇ. ର ଟିମ୍ ପକ୍ଷରୁ ତାଙ୍କର ସହାୟତା ପାଇଁ ମିଶନ୍ ମୋଡ୍ ରେ ଉଦ୍ୟମ ଆରମ୍ଭ ହୋଇଥିଲା । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ…