Breaking News

ଆଜି ଭୁବନେଶ୍ୱରରେ ବର୍ଷର ସବୁଠାରୁ ଛୋଟ ଦିନ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ରାଜଧାନୀ ଭୁବନେଶ୍ୱର ପାଇଁ ଶନିବାର ଚଳିତବର୍ଷର ସବୁଠାରୁ ଛୋଟ ଦିନ ଓ ଦୀର୍ଘତମ ରାତି ହେବ। ଦିନର ଅବଧି ପ୍ରାୟ ୧୦ଘଣ୍ଟା ୫୪ ମିନିଟ୍‌ ୨୪ ସେକେଣ୍ଡ ଏବଂ ରାତି ପ୍ରାୟ ୧୩ ଘଣ୍ଟା ୫ ମିନିଟ ୩୬ ସେକେଣ୍ଡ ରହିବ। ସାଧାରଣତଃ ଡିସେମ୍ବର ୧୫ରୁ ୨୭ ତାରିଖ…

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଣ୍ଡା ଜନଜାତିଙ୍କୁ ଅଧିକ ୫୦ ହଜାର

ମାଲକାନଗିରି/ଖଇରପୁଟ, ୨୧।୧୨ (ଦୁର୍ଯ୍ୟୋଧନ ପାତ୍ର/ ଜଗନ୍ନାଥ ମାଝୀ): ବଣ୍ଡା ଜନଜାତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅଧିକ ୫୦ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି ଶୁକ୍ରବାର ମାଲକାନଗିିରି ଗସ୍ତରେ ଯାଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରିଛନ୍ତି। ସମସ୍ତ ବଣ୍ଡା ମହିଳା…

ଓଡ଼ିଶା ପାଇଁ ସ୍ବତନ୍ତ୍ର ସହାୟତା ଦାବି କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧ା୧୨(ଅନିଲ ଦାସ): ୨୦୨୫-୨୬ ଆର୍ଥିକବର୍ଷ ପାଇଁ କେନ୍ଦ୍ର ସରକାର ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଏ ନେଇ ରାଜସ୍ଥାନର ଜୟସାଲମେରଠାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବଜେଟ ପରାମର୍ଶ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୋଗଦେଇ…

ହନି ସିଂଙ୍କୁ ଚାପୁଡ଼ା ମାରିଥିଲେ ଶାହାରୁଖ! ୯ ବର୍ଷ ପରେ ଖୁଲାସା କଲେ ଗାୟକ

ମୁମ୍ବାଇ,୨୧।୧୨: ଗାୟକ-ରାପର୍‌ ହନି ସିଂ ଆଜିକାଲି ତାଙ୍କ ଡକ୍ୟୁମେଣ୍ଟାରୀ ‘ୟୋ ୟୋ ହନି ସିଂ: ଫେମସ’ ସହିତ ଖବରରେ ଅଛନ୍ତି। ମୋଜେଜ ସିଂଙ୍କ ନିର୍ଦ୍ଦେଶିତ ଏବଂ ଗୁନିତ ମୋଙ୍ଗାଙ୍କ ଦ୍ୱାରା ନିର୍ମିତ ଏହି ଡକ୍ୟୁମେଣ୍ଟାରୀରେ ହନି ତାଙ୍କ ବ୍ୟକ୍ତିଗତ ତଥା ବୃତ୍ତିଗତ ଜୀବନ ବିଷୟରେ ଅନେକ ଘଟଣା…

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ବିନା ମୁଖ୍ୟମନ୍ତ୍ରୀ ଚେହେରାରେ ଲଢ଼ିବ ବିଜେପି ।

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି। ନିର୍ବାଚନ ଆୟୋଗ ମଧ୍ୟ ନିର୍ବାଚନ ପ୍ରସ୍ତୁତିକୁ ନେଇ ଦୁଇ ଦିନ ଧରି ବୈଠକ କରିଛନ୍ତି। ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ସବୁ ରାଜନୈତିକ ଦଳ ରାଜଧାନୀ ହାତେଇବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହାରି ଭିତରେ କେଉଁ…

କୁଏତ ଗସ୍ତରେ ମୋଦୀ । ସ୍ୱାଗତ ପାଇଁ ପ୍ରବାସୀ ଭାରତୀୟଙ୍କ ବଡ଼ ଆୟୋଜନ ।

ଆଜିଠୁ ଦୁଇ ଦିନିଆ କୁଏତ ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀ କୁଏତ ଗସ୍ତରେ ଯାଉଛନ୍ତି । କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜବର…

ଧାନ ନଷ୍ଟ ହେଲେ ମିଳିବ କ୍ଷତି ପୂରଣ । ସୂଚନା ଦେଲେ ସମୟବାୟ ମନ୍ତ୍ରୀ ।

ଧାନ ନଷ୍ଟ ହେଲେ ଦିଆଯିବ କ୍ଷତି ପୂରଣ । ବଙ୍ଗୋପସାଗରରେ ସକ୍ରିୟ ଅବପାତ ପାଇଁ ରାଜ୍ୟରେ ୨ ଦିନ ଧରି ଜାରି ରହିଛି ବର୍ଷା । ଆଉ ଅନେକ ସ୍ଥାନରୁ ଆସୁଛି ଫସଲ ନଷ୍ଟର ଖବର । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ। ଧାନ ନଷ୍ଟ ହେଲେ କ୍ଷତିପୂରଣ ଦିଆଯିବ ବୋଲି…

ବର୍ଷା ସାଙ୍ଗକୁ ଶୀତରେ ଅସ୍ତବ୍ୟସ୍ତ ରାଜ୍ୟବାସୀ । କାଲିଠୁ ପାଗରେ ଆସିପାରେ ପରିବର୍ତ୍ତନ ..

ରାଜ୍ୟରେ ଲଗାଣ ବର୍ଷା । ବର୍ଷା  ଯୋଗୁ ବଢିଛି ଶୀତ।  ଯାହାଫଳରେ ଅସ୍ତବ୍ୟସ୍ତ ଜନଜୀବନ ।  ବଙ୍ଗୋପସାଗରରେ ସକ୍ରିୟ ଅବପାତ । ୨୪ ଘଣ୍ଟା ପର୍ଯ୍ୟନ୍ତ ଉତ୍ତରପୂର୍ବ ମୁହାଁ ହେବ ଅବପାତ । ଏହାର ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ଏବଂ ପଶ୍ଚିମା-ଝଡ଼ର ଉପସ୍ଥିତି ଯୋଗୁ ଉପକୂଳ ଓଡିଶା ତଥା…

Flashback 2024: ସତ୍ତା ପରିବର୍ତ୍ତନର ସାକ୍ଷୀ ସାଜିଲା ‘ବର୍ଷ-୨୦୨୪’ । ୨୪’ରେ ବଦଳିଲା ୨୪…

ଏ ବର୍ଷ, ୨୦୨୪ ଥିଲା ନିର୍ବାଚନର ବର୍ଷ । ଓଡ଼ିଶାରେ ବିଧାନସଭା ସହିତ ଦେଶ ଦେଖିଥିଲା ଲୋକସଭା ନିର୍ବାଚନ । ତେବେ ଓଡ଼ିଶାର ସତ୍ତା ପରିବର୍ତ୍ତନର ଏକମାତ୍ର ସାକ୍ଷୀ ସାଜିଥିଲା- ବର୍ଷ ୨୦୨୪ । ଯେଉଁଠି ଦୀର୍ଘ ୨୪ ବର୍ଷ କାଳ କ୍ଷମତାରେ ଥିବା ବିଜେଡି, ଶାସନରୁ ହଟିବା ସହ, ପ୍ରଥମ ଥର ପାଇଁ ନିଜ…

ଭୂମିକମ୍ପରେ ଥରିଲା ନେପାଳ ଏବଂ ଉତ୍ତରାଖଣ୍ଡ । ଭୟରେ ଦୌଡିଲେ ଲୋକେ..

ଭୂମିକମ୍ପରେ ଥରିଲା ଭାରତର ପଡୋଶୀ ଦେଶ ନେପାଳ  । ଏହି ଭୂକମ୍ପର ଝଟକା ଆଜି ସକାଳେ ଅନୁଭୂତ ହୋଇଛି । NCSର ସୂଚନାଅନୁସାରେ  ରିକ୍ଟର ସ୍କେଲରେ ଏହାର ତିବ୍ରତା ୪.୮ ରହିଛି।  ତେବେ ଭାରତୀୟ ସମୟ ଅନୁସାରେ ଭୂକମ୍ପର ସମୟ  ସକାଳ ୩ ଟା ୫୮ ମିନିଟ୍‌ ଅନୁଭୂତ ହୋଇଥିବା ସୂଚନା  ।  ଏଥିରେ କୌଣସି…