Breaking News

ଆମ୍ବେଦକରଙ୍କୁ ନେଇ ଶାହାଙ୍କ ବିବାଦୀୟ ବୟାନ । ସାରା ଦେଶରେ ଆନ୍ଦୋଳନ କରିବାକୁ ବିଏସପିର ଧମକ । ମାୟାବତୀ…

ଆମ୍ବେଦକରଙ୍କୁ ନେଇ ସଂସଦରେ ଗୃହମନ୍ତ୍ରୀ ଦେଇଥିବା ବିବାଦୀୟ ବୟାନକୁ ନେଇ ତେଜିଛି ରାଜନୀତି । ଗୋଟିଏ ପଟେ ଏହାକୁ ନେଇ ବିରୋଧୀ ସରକାରକୁ ଘେରୁଥିବାବେଳେ, ଏବେ ବହୁଜନ ସମାଜବାଦୀ ପାର୍ଟିର ମୁଖିଆ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ସାରା ଦେଶରେ ଏହାକୁ ନେଇ ଆନ୍ଦୋଳନ…

ଟଙ୍କିକିଆ ଚାଉଳ ପାଇଁ ୫ଶହ ଟଙ୍କା ଅଟୋ ଖର୍ଚ୍ଚ । ହନ୍ତସନ୍ତ ହେଉଛନ୍ତି ହିତାଧିକାରୀ ।

ଗାଁରେ ରାସନ ସାମଗ୍ରୀ ପାଇବା ପାଇଁ ହିତାଧିକାରୀଙ୍କୁ ଦେବାକୁ ପଡୁଛି ଟଙ୍କା । ଟଙ୍କା ନଦେଲେ ଯିବାକୁ ପଡୁଛି ୨୦ କିଲୋମିଟର ଦୂର । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକରୁ ଏମିତି ଏକ ଖବର ଆସିଛି । ନଦୀ ଆରପଟେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ୍ ଟୁଙ୍ଗା ପଞ୍ଚାୟତର ବଉଳଯୋଡ଼ି ଡ଼ିହା ଗାଁ ।…

ବର୍ଡର ଗାଭାସ୍କର ଟ୍ରଫି : ଶେଷ ଦୁଇ ଟେଷ୍ଟ ପାଇଁ ଅଷ୍ଟ୍ରେଲିଆର ଦଳ ଘୋଷଣା । ଏହି ୧୯ ବର୍ଷୀୟ ଖେଳାଳିଙ୍କୁ ମିଳିଲା…

ଭାରତ-ଅଷ୍ଟ୍ରେଲିଆ ଭିତରେ ଚାଲିଛି ବର୍ଡର ଗାଭାସ୍କର ଟ୍ରଫି । କଡା ଟକ୍କର ଭିତରେ ଚାଲିଥିବା ଏହି ଟେଷ୍ଟ ସିରିଜ୍ ଏବେ ୧-୧ରେ ବରାବର ଅଛି । ଆଉ ଏହାରି ଭିତରେ ଚତୁର୍ଥ ଏବଂ ପଞ୍ଚମ ଟେଷ୍ଟ ପାଇଁ ଦଳ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ତେବେ ଏହି ଦଳ ଘୋଷଣାରେ ଅଷ୍ଟ୍ରେଲିଆ ଦଳରେ ବଡ଼…

ଚାଷ ଜମିରୁ ଉଦ୍ଧାର ହେଲା ବିଶାଳ ଅଜଗର । ସାପର ମୁଣ୍ଡରେ ଲାଗିଛି ଆଘାତ ।

ଉଦ୍ଧାର ହେଲା ବିରାଟ କାୟ ଅଜଗର । କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ରାଜେନ୍ଦ୍ର ନାରାୟଣପୁର ଗାଁ ବାଇଶିଘେରି ଚାଷ ଜମିରୁ ଏକ ୧୯ ଫୁଟର ବିଶାଳ ଅଜଗର ଉଦ୍ଧାର ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ରଖାଯାଇଛି । ଅଜଗର ସାପଟିର ମୁଣ୍ଡରେ ସାମାନ୍ୟ ଆଘାତ ଥିବାରୁ ଡ଼ିଏଫଓ ଙ୍କ ନିର୍ଦେଶ…

ଆରମ୍ଭ ହେଲା ଜିଏସ୍‌ଟି କାଉନ୍‌ସିଲ୍ ବୈଠକ । ଇଲେକ୍ଟ୍ରିକ୍ ଯାନ ହୋଇପାରେ ମହଙ୍ଗା ।

ଆରମ୍ଭ ହେଲା ଜିଏସ୍‌ଟି କାଉନ୍‌ସିଲ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ବୈଠକରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହୋଇଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗ ଦେଇଛନ୍ତି । ବୈଠକରେ ସ୍ବିଗି ଓ ଜମାଟୋ ଭଳି ଫୁଡ୍ ଡେଲିଭରୀ ପ୍ଲାଟ୍‌ଫର୍ମ…

ରେଲ ଲାଇନ୍ ପାର୍ କରୁଥିଲେ: ଟ୍ରେନ୍ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ନରସିଂହଗଡ଼ ରେଳ ଷ୍ଟେସନ୍ ନିକଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ସେଠାରେ ଜଣେ ମହିଳା ରେଳ ଧାରଣା ପାର ହୋଇ ନିଜ ବିଲକୁ ଯାଉଥିବା ବେଳେ ଏକ ଟ୍ରେନ୍ ଧକ୍କା ଦେଇଥିଲା। ଏହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା।…

ବୋଟ୍‌ ବୁଡ଼ିବା ଘଟଣା: କ୍ୟାପ୍‌ଟେନ୍‌ ଶ୍ରୀବାସ୍ତବଙ୍କ ପାଇଁ ବଞ୍ଚିଗଲା ଅନେକ ଜୀବନ

ମୁମ୍ବାଇ: ମୁମ୍ବାଇ ଗେଟ୍‌ୱେ ଅଫ୍‌ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଥିବା ଘଟଣା ଗତ ଦୁଇ ଦିନ ହେବ ଚାଞ୍ଚଲ୍ୟ ସୃଷ୍ଟି କରିଛି। ନୌସେନାର ଏକ ସ୍ପିଡ୍ ବୋଟ୍‌ ଇଞ୍ଜିନ ପରୀକ୍ଷଣ ବେଳେ ନିୟନ୍ତ୍ରଣ ହରାଇ…

ଶୋଇଥିବା ଅବସ୍ଥାରେ ଘରେ ଲାଗିଲା ନିଆ: ବାପାମଆ, ୨ ପିଲା ମୃତ

ଭୋପାଳ: ମଧ୍ୟପ୍ରଦେଶର ଦେବାସ ଜିଲ୍ଲାରେ ଶନିବାର ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଘରେ ଅଗ୍ନିକାଣ୍ଡ ଘଟି ପରିବାରର ୪ ଜଣଙ୍କର ମୃତ୍ୟୁ ଘଟିଛି। ଖବର ପାଇଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଘଣ୍ଟା ଘଣ୍ଟା ଧରି କାର୍ଯ୍ୟରେ ଲାଗିବା ପରେ ଯାଇ ନିଆଁକୁ ଆୟତ୍ତ କରାଯାଇଛି।…

କଥାଟିଏ-ଯାଯାବର: ପ୍ରକୃତ ଶିକ୍ଷା

ଜଣେ ବିଖ୍ୟାତ ସୁଫି ସନ୍ଥ ଥିଲେ। ଲୋକଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ସେ ଶିକ୍ଷା ଦେବାକୁ ମନା କରୁଥିଲେ। ତାଙ୍କ ସୁନାମ ବାବଦରେ ଶୁଣି ଦୂର ସ୍ଥାନରୁ ଜଣେ ମହାନ ବିଦ୍ବାନ ଆସି କହିଲେ- ମହାତ୍ମା କିଛି ଶିକ୍ଷା ଦିଅନ୍ତୁ। ସୁଫି ସନ୍ଥ ମନା କଲେ। କିନ୍ତୁ ବିଦ୍ବା‌ନ ଜଣକ ନଛୋଡ଼ବନ୍ଦା।…

ବହୁବଚନ: ସମ୍ବଲପୁର ସମ୍ବଳବୀର

ବିଜୟ ନାୟକ ସମସ୍ୟାରେ ହିଁ ସମାଧାନର ସୂତ୍ର ନିହିତ ଥାଏ। ସମସ୍ୟାର ସାମ୍ନା କରୁଥିବା ଲୋକମାନେ ସମାଧାନର ସୂତ୍ରଧର ପାଲଟନ୍ତି। ବ୍ରିଟିସ ଅମଳରେ ଓଡ଼ିଶାର ଉପାନ୍ତ ଅଞ୍ଚଳ ଅତ୍ୟଧିକ ପ୍ରଶାସନିକ ଅବହେଳାର ଶିକାର ହୋଇଥିଲା। ବାଲେଶ୍ୱରରେ ଓଡ଼ିଆ ଭାଷା ବିଲୋପ ଚକ୍ରାନ୍ତ…