Breaking News

ରାଜନୀତିର ଚରିତ୍ର

ମୁଦ୍ରାସ୍ଫୀତି, ବେକାରି, ଦାରୁଣ ଲିଙ୍ଗଗତ ବୈଷମ୍ୟ, ଦୁର୍ନୀତି ଭଳି ଭାବଗମ୍ଭୀର ଓ ସାଧାରଣ ନାଗରିକଙ୍କ ଦୈନନ୍ଦିନ ଜୀବନକୁ ଆକ୍ରାନ୍ତ କରୁଥିବା ଭଳି ମୂଳ ସମସ୍ୟାମାନ ବିଶେଷ ଆଲୋଡ଼ନ ସୃଷ୍ଟି କରୁ ନ ଥିବାବେଳେ ବାବାସାହେବ ଆମ୍ବେଦକରଙ୍କ ଉତ୍ତରାଧିକାର ଦଖଲ ଲାଗି ତୀବ୍ର ପ୍ରତିଦ୍ବନ୍ଦ୍ବତା,…

ଚମତ୍କାର ୨୪: ଚର୍ଚ୍ଚିତ ଚାଞ୍ଚଲ୍ୟ ଲୋମହର୍ଷକ

୨୦୨୪ ଥିଲା ରାଜ୍ୟ ପୁଲିସ ପାଇଁ ଅନେକ ଦୃଷ୍ଟିରୁ ଆହ୍ବାନମୂଳକ। ସାଧାରଣ ନିର୍ବାଚନ ସମୟରେ ବରିଷ୍ଠ ଆଇପିଏସ୍‌ ଅଧିକାରୀମାନଙ୍କ ଭୂମିକାକୁ ନେଇ ଓଡ଼ିଶା ପୁଲିସ ଉପରେ ନିର୍ବାଚନ କମିସନଙ୍କ ଛାଟ ବାଜିଥିଲା। ପରବର୍ତ୍ତୀ ସମୟରେ ଭରତପୁର ଥାନାରେ ଜଣେ ସେନା ଅଧିକାରୀଙ୍କ ସହ ଆଚରଣକୁ ନେଇ…

୨୪ରେ ବି ସନମୀରା ଅନୁପସ୍ଥିତ

୨୦୨୪ରେ ବଡ଼ ପରଦାରେ ଓଲିଉଡ୍‌ର କେତେଜଣ ନାମୀ ନାୟିକାଙ୍କୁ ଦେଖିବାକୁ ମିଳିନାହିଁ। ସେମାନଙ୍କ ମଧ୍ୟରୁ ଶିଶୁ କଳାକାରରୁ ନାୟିକା ବନିଥିବା ସନମୀରା ଅନ୍ୟତମ। ଏ ବର୍ଷ ସନମୀରା ନିଜର ପାଠପଢ଼ାକୁ ନେଇ ବ୍ୟସ୍ତ ଥିବାରୁ କୌଣସି ନୂଆ ସିନେମାରେ କାମ କରିନାହାନ୍ତି। ଏହାଛଡ଼ା ସନମୀରାଙ୍କ ଆଗାମୀ ଫିଲ୍ମ…

ପ୍ରଥମ ସିନେମାରୁ ଶ୍ରେଷ୍ଠ ନିର୍ଦ୍ଦେଶକ

ପ୍ରଥମ ସିନେମାରେ ଶ୍ରେଷ୍ଠ ନିର୍ଦ୍ଦେଶକର ସ୍ବୀକୃତି ପାଇଥିବା ହାତଗଣତି ବ୍ୟକ୍ତିଙ୍କ ମଧ୍ୟରେ ରାକେଶ ସାମଲ ସଦ୍ୟତମ। ୨୦୨୦ ମସିହା ଲାଗି ‘ରୋମିଓ ରାଜା’ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ଲାଭ କରିଛନ୍ତି ସେ। କେବଳ ସେତିକି ନୁହେଁ, ଶ୍ରେଷ୍ଠ ଅଭିନେତା ସମେତ ୧୦ଟି ବିଭାଗରେ…

ମାନବିକତା ଉପରେ ଆସ୍ଥା ପୁନଃସ୍ଥାପନାର କାହାଣୀ ପରବ୍‌

ସମସାମୟିକ ସିନେମାର ଧାରା ଦୃଷ୍ଟିରୁ ପରଦାରେ ନିଆଁ ଝୁଲ ସହିତ ଚଳଚ୍ଚିତ୍ରର ଶୀର୍ଷକ ଉଦ୍‌ଭାସିତ ହେବାରୁ ଅନୁମାନ କରିହୁଏ ଯେ ସଂଘର୍ଷ ଓ ରକ୍ତପାତର ଅବିଚାରିତ ଦୃଶ୍ୟ ଏହାର କେନ୍ଦ୍ରସ୍ଥଳ ଅଧିକାର କରିବ। ତେବେ ଏହି ଧାରଣାକୁ ଭୁଲ୍ ପ୍ରମାଣିତ କରି ପରବର୍ତ୍ତୀ ଦୃଶ୍ୟରେ ସିନ୍ଧାନ୍ତ ଓ ଅନୁଙ୍କ…

ଚର୍ଚ୍ଚାରେ କୀର୍ତ୍ତିଙ୍କ ମଙ୍ଗଳସୂତ୍ର

ଦକ୍ଷିଣଭାରତୀୟ ଚଳଚ୍ଚିତ୍ର ଶିଳ୍ପର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ କୀର୍ତ୍ତି ସୁରେଶ ଅନ୍ୟତମ। ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚା‌ରେ ଥିବା କୀର୍ତ୍ତି ଫିଲ୍ମ ‘ମହାନତୀ’ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଛନ୍ତି। ଏଇ କିଛିଦିନ ହେଲା ନବବିବାହିତା କୀର୍ତ୍ତି ତାଙ୍କ…

‘ପରୀ’ରେ ଜ୍ୟୋତି

ଜଣାଶୁଣା ଓଲିଉଡ୍‌ ଅଭିନେତା ଜ୍ୟୋତିରଞ୍ଜନ ନାୟକ ଓରଫ ଜ୍ୟୋତିଙ୍କୁ ମିଳିଛି ଆଉ ଏକ ନୂଆ ଓଡ଼ିଆ ସିନେମା। ‘ପରୀ’ ଶୀର୍ଷକ ଏହି ସିନେମାର ଜ୍ୟୋତି ମୁଖ୍ୟ ଭୂମିକାରେ ଥିବା ବେଳେ ତାଙ୍କ ପାଇଁ ନାୟିକା ଖୋଜା ଚାଲିଛି। ତେବେ ଏହି ସିନେମାରେ ଅଭିନେତା ଶ୍ରୀତମ ଦାସଙ୍କୁ ଏକ…

ଛାଇଗଲାଣି ଚୀନ୍ ଇସ୍ପାତ: ଆମଦାନି ୮ ବର୍ଷରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶର ଇସ୍ପାତ ଶିଳ୍ପ ଏବେ ଏକ ଭିନ୍ନ ସମସ୍ୟା ଦେଇ ଗତି କରୁଛି। ତାହା ହେଉଛି ଚୀନ୍‌ରୁ ଶସ୍ତାରେ ହେଉଥିବା ଆମଦାନି। ଚଳିତ ଆର୍ଥିକ ବର୍ଷର ପ୍ରଥମ ଆଠ ମାସରେ ଚୀନ୍‌ରୁ ୧.୯୬ ନିୟୁତ ଟନ୍ ଇସ୍ପାତ ଆମଦାନି କରାଯାଇଛି ଯାହା ଗତ ଆଠ ବର୍ଷ ମଧ୍ୟରେ ସର୍ବାଧିକ। ଗତବର୍ଷ ତୁଳନାରେ ଚଳିତ…

ନିଷିଦ୍ଧ ହେବ ଲଗାମହୀନ ଋଣ: ନିୟମ ଖିଲାପ କଲେ ୭ ବର୍ଷ ଜେଲ୍, ୫୦ କୋଟି ଜରିମାନା

ନୂଆଦିଲ୍ଲୀ: କୌଣସି ପ୍ରକାର ବ୍ୟବସ୍ଥା ଅଧୀନରେ ନ ରହି ଖୋଲାଖୋଲି ଭାବେ ବେଆଇନ ଋଣ କାରବାର କରୁଥିବା ସଂସ୍ଥାଗୁଡ଼ିକ ଉପରେ ଲଗାମ କଷିବା ଲାଗି ଏକ କଡ଼ା ଆଇନ ଆଣିବା ଉପରେ ସରକାର ବିଚାର କରୁଛନ୍ତି। ଏହି ଆଇନରେ ଏଭଳି ଲଗାମହୀନ ସଂସ୍ଥାଗୁଡ଼ିକ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନେବାର ବ୍ୟବସ୍ଥା…

ଚମକ ହରାଇଲା ବିଟ୍‌କଏନ୍‌: ଦାମ୍ ୯୩,୦୦୦ ଡଲାରକୁ ଖସିଲା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବାର କିଛି ଦିନ ମଧ୍ୟରେ ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ଦାମ୍‌ ଦ୍ରୁତ ଗତିରେ ବଢ଼ିଥିଲା। କିଛି ଦିନ ତଳେ ତାହାର ଦାମ୍ ୧ ଲକ୍ଷ ୬ ହଜାର ଡଲାରରୁ ଅଧିକ ହୋଇଯାଇଥିଲା। ମାତ୍ର ଆମେରିକାର…