Breaking News

ତାଗିଦା ପରେ ତତ୍ପରତା: ପଥ ଉତ୍ସବ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ସରକାରଙ୍କ ତାଗିଦା ପରେ ଚେତିଛି ବିଏମ୍‌ସି। ଜାନୁଆରି ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ୧୮ତମ ପ୍ରବାସୀ ଭାରତୀୟ ଦିବସ ଅବ୍ୟବହିତ ପୂର୍ବରୁ ବିଏମ୍‌ସି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଉଛି। ଆଜି ବିଏମ୍‌ସିରେ ଏ ନେଇ ସ୍ବତନ୍ତ୍ର କର୍ପୋରେସନ ବୈଠକରେ ଏହା…

ଝିପିଝିପି ବର୍ଷା ସାଙ୍ଗକୁ ଶୀତ: ନାକେଦମ୍‌ ସହରବାସୀ

ଭୁବନେଶ୍ବର: ଝିପିଝିପି ବର୍ଷା ଲାଗିରହିଛି। ତା’ସାଙ୍ଗକୁ କାଲୁଆ ପବନ ମାଡ଼ରେ ଅସ୍ତବ୍ୟସ୍ତ ରାଜଧାନୀବାସୀ। ଥଣ୍ଡା ଅନୁଭୂତ ହେଉଥିବାରୁ ଜ୍ୟାକେଟ୍‌ ପିନ୍ଧି ଲୋକେ ବାହାରକୁ ବାହାରିଥିଲେ। ମାତ୍ର ହଠାତ୍‌ ବର୍ଷା ହେବାରୁ ଶୀତଦିନେ ରେନ୍‌କୋର୍ଟର ଆବଶ୍ୟକତା ପଡ଼ିଥିଲା। ସ୍ଥିତି ଏପରି ହୋଇଥିଲା…

ରାଶିଫଳ: ଶନିବାର, ଡିସେମ୍ବର ୨୧ ତାରିଖ

ମେଷ ସାମଗ୍ରୀକ ଦୃଷ୍ଟିକୋଣରୁ ଦିନଟି ଭଲ। ସକାଳୁ କୌଣସି ଶୁଭ ଖବର ପାଇ ଖୁସି ହେବେ। ଶନିକ୍ଷେତ୍ରସ୍ଥ ଶୁକ୍ର ଯୋଗୁ କାର୍ଯ୍ୟ ତ୍ୱରାନ୍ବିତ ହେବା ବଦଳରେ ହଠାତ୍‍ ଅଟକିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ପରିବାରର ନିର୍ଦ୍ଦେଶକ୍ରମେ ଗୃହକୁ ଧାତୁ, ଅଳଙ୍କାରାଦି…

ଆଜି ସକାଳେ ବି ଜାରି ରହିଛି ମଧ୍ୟମ ଧରଣର ବର୍ଷା, ଲୋକେ ହନ୍ତସନ୍ତ

ଭୁବନେଶ୍ବର: ଗତକାଲି ସକାଳ ପ୍ରାୟ ୯ଟାରୁ ଅବିରତ ଚାଲିଛି ବର୍ଷା ଟୁଇନ୍ ସିଟି କଟକ ଓ ଭୁବନେଶ୍ବରରେ। ଆଜି ସକାଳେ ବି ମଧ୍ୟମ ଧରଣର ବର୍ଷା ଚାଲିଛି। କେବଳ ଟୁଇନ୍ ସିଟି ନୁହେଁ, ରାଜ୍ୟର ୧୯ଟି ଜିଲ୍ଲାରେ ଅବସ୍ଥା ସମାନ। ଶନିବାର ସକାଳେ ବର୍ଷ ହେଉଥିବାରୁ ବସ୍ ସମେତ ଅନ୍ୟ ଯାନବାହନ ଚଳାଚଳ କମ୍…

ସୁରକ୍ଷାକର୍ମୀଙ୍କୁ ଛୁରି ଭୁସି ହତ୍ୟା: ରାସ୍ତାକଡ଼ରୁ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

ଝାରସୁଗୁଡ଼ା/କୋଲାବିରା: ଝାରସୁଗୁଡ଼ା ଜିଲ୍ଲା କୋଲାବିରା ଥାନା ଭାଲୁପତ୍ରା ରାସ୍ତାର ପୁଡ଼ିଡିହି ନିକଟରେ ଜଣେ ଯୁବକଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି। ମୃତକ ହେଲେ ସ୍ଥାନୀୟ ନୂଆଡ଼ିହି ଗ୍ରାମର ସନ୍ତୋଷ ନାୟକ(୩୭)। କୋଲାବିରା ପୁଲିସ୍‌ ଓ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳ‌ରେ ପହଞ୍ଚି ତଦନ୍ତ…

୧୪ବର୍ଷ ପୁରିଲା: ଅତିରିକ୍ତ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାହାନ୍ତି କର୍ମଚାରୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରିକୁ ଉପଖଣ୍ଡ ମାନ୍ୟତା ଦୀର୍ଘ ବର୍ଷ ହେଲେ ମଧ୍ୟ ଅଞ୍ଚଳବାସୀଙ୍କ ଦାବିକୁ ରାଜ୍ୟ ସରକାର ଅଣଦେଖା କରିଚାଲିଛନ୍ତି। ତତ୍କାଳୀନ ରାଜ୍ୟ ସରକାର ୨୦୧୦ ମସିହାରେ ଏହାକୁ ହୃଦୟଙ୍ଗମ କରି ଘୁ.ଉଦୟଗିରି ଠାରେ ଏକ ଅତିରିକ୍ତ ଉପଜିଲ୍ଲାପାଳ କାର୍ଯ୍ୟାଳୟ…

ଅନୁଗୁଳରେ କଲରାପତରିଆ ଗଣନା: ଜଙ୍ଗଲରେ ଲାଗିଲା ୩୭୦ଟି କ୍ୟାମେରା

ଅନୁଗୁଳ: ମହାବଳ ପରେ ଏବେ ବିଭିନ୍ନ ସ୍ଥାନରେ କଲରାପତରିଆ ବାଘ ଶିକାର କରାଯାଉଛି। ଚଳିତବର୍ଷ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଏକାଧିକ କଲରାପତରିଆ ଚମଡ଼ା ଜବତ ଘଟଣା ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ। ତେବେ ମହାବଳ ପରେ କଲରାପତରିଆଙ୍କ ଜୀବନ ପ୍ରତି ବିପଦ ଥିବାରୁ ଏହି ପ୍ରଜାତି…

ବିକାଶ ସ୍ରୋତରେ ଯୋଡ଼ିହେବ ବଣ୍ଡାଘାଟି: ଉପମୁଖ୍ୟମନ୍ତ୍ରୀ

ମାଲକାନଗିରି/କୁଡୁମୁଲୁଗୁମ୍ମା/ଖଇରପୁଟ: ଗତ ୨୪ ବର୍ଷର ସରକାରରେ ଅଣଦେଖାର ଶିକାର ହୋଇଛି ବଣ୍ଡାଘାଟି। ସମାଜର ମୁଖ୍ୟସ୍ରୋତରେ ସାମିଲ୍ ହୋଇପାରିନାହାନ୍ତି ଆଦିମ ବଣ୍ଡା ଜନଜାତି। ବଣ୍ଡାଘାଟିକୁ ଆବାସ ଅପହଞ୍ଚ ପାଲଟିଥିବା ବେଳେ ସୁଭଦ୍ରା ଯୋଜନାରେ ବି ହିତାଧିକାରୀ ହୋଇପାରିନାହାନ୍ତି…

ଭୋଟ ପାଇଁ ସାଲେପୁରର ବଣ୍ଟା ଯାଉଥିଲା ନକଲି ଭତ୍ତା

ସାଲେପୁର: ନିର୍ବାଚନ ସମୟରେ ସାଲେପୁର ନିର୍ବାଚନ ମଣ୍ଡଳୀରେ ଦିଆଯାଉଥିଲା ନକଲି ଭତ୍ତା। ନିର୍ବାଚନ ପୂର୍ବରୁ ୨/୩ ମାସ ଲୋକଙ୍କୁ ଭତ୍ତା ଦେଇ ପରେ ତାହାକୁ ବନ୍ଦ କରି ଦିଆଯାଇଥିବା ଭଳି ସଙ୍ଗିନ ଅଭିଯୋଗ ସାମନାକୁ ଆସିଛି। ସାଲେପୁର ବ୍ଲକ୍‌ କଟରପା ପଞ୍ଚାୟତର ଜାଗୁଳାଇପଡ଼ା ଗ୍ରାମରେ ଭୋଟ…

ହଟିଲା ‘ମୋ ସ୍କୁଲ’, ଲାଗୁ ହେବ ‘ପଞ୍ଚସଖା ଶିକ୍ଷା ସେତୁ’

ଭୁବନେଶ୍ବର: ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମି ବିକାଶ କରିବାକୁ ରାଜ୍ୟ ସରକାର ‘ପଞ୍ଚସଖା ଶିକ୍ଷା ସେତୁ’ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ପୁରାତନ ଛାତ୍ରଛାତ୍ରୀ, ଗୋଷ୍ଠୀ ସହଭାଗିତା ମା‌ଧ୍ୟମରେ ବିଦ୍ୟାଳୟର ଉନ୍ନତି କରାଯିବ। ତେଣୁ ପୂର୍ବରୁ ଥିବା ‘ମୋ ସ୍କୁଲ…