Breaking News

ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରର ମୂର୍ତ୍ତି ଭାଙ୍ଗିବା ଘଟଣାରେ ଜଣେ ଗିରଫ

ଢାକା: ବାଂଲାଦେଶରେ ଥିବା ହିନ୍ଦୁ ମନ୍ଦିରରେ ଆଠଟି ମୂର୍ତ୍ତି ଭଙ୍ଗାଯିବାର ୨ ଦିନ ପରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି। ବାଂଲାଦେଶର ମାଇମେନସିଂହ ଏବଂ ଦିନାଜପୁର ଜିଲ୍ଲାର ତିନୋଟି ହିନ୍ଦୁ ମନ୍ଦିରରେ ୮ଟି ମୂର୍ତ୍ତି ଭଙ୍ଗା ଯାଇଥିବା ଶୁକ୍ରବାର ଦିନ ସ୍ଥାନୀୟ ଗଣମାଧ୍ୟମରେ ରିପୋର୍ଟ…

ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣା: ଖ୍ରୀଷ୍ଟମାସ୍‌ ବଜାରର ଅଘଟଣରେ ୨ ମୃତ

ନୂଆଦିଲ୍ଲୀ: ଜର୍ମାନୀର ମାଗ୍‌ଡେବର୍ଗରେ ଦୁର୍ଘଟଣା। ଖ୍ରୀଷ୍ଟମାସ୍‌ ବଜାରରେ ବଡ଼ ଅଘଟଣ । ଦ୍ରୁତଗତିରେ କାର୍‌ ଆସି ଖ୍ରୀଷ୍ଟମାସ ବଜାରରେ ଥିବା ଭିଡ଼ ଉପରେ ଚଢିଗଲା । ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୭୦ରୁ ଅଧିକ ଆହତ ହୋଇଛନ୍ତି । ଘଟଣାରେ ସାଉଦୀର ଜଣେ ୫୦ ବର୍ଷୀୟ ଡାକ୍ତରଙ୍କୁ…

ଦୁଇ ଦିନିଆ କୁଏତ ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜିଠାରୁ ଦୁଇ ଦିନିଆ କୁଏତ ଯାତ୍ରା ଆରମ୍ଭ କରିଛନ୍ତି। ଯେଉଁଠାରେ ସେ ଦେଶର ସର୍ବୋଚ୍ଚ ନେତୃତ୍ୱଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତ ବେଶ ଗୁରୁତ୍ବ ବହନ କରୁଛି । ୪୩ ବର୍ଷ ପରେ ପ୍ରଥମ ଥର ପାଇଁ ଜଣେ…

ହଜିଥିବା ଜିନିଷ ଖୋଜି ଦେବ Jio Tag Go, କିଣି ଆଣନ୍ତୁ ମାତ୍ର ୧୪୯୯ ଟଙ୍କା

ନୂଆଦିଲ୍ଲୀ,୨୦/୧୨: ଆପଣଙ୍କର କିଛି ଜିନିଷ ହଜିଯାଇଛି କି । ପର୍ସ, ଚାବି କିମ୍ବା ଅନ୍ୟ କିଛି ନିତି ଦିନିଆ ଜିନିଷ ମିଳୁ ନାହିଁ କି କିମ୍ବା କେଉଁଠି ରଖି ଦେଇ ଭୁଲି ଯାଇଛନ୍ତି କି । ଏଣିକି ଆଉ ଚିନ୍ତା ନାହିଁ । ହଜିଥିବା ଜିନିଷ ଖୋଜି ଦେବ ଜିଓ ଟ୍ୟାଗ ଗୋ । ରିଲିୟାନ୍ସ ଗ୍ରୁପ ଜିଓ ଟ୍ୟାଗ…

ଗୋବିନ୍ଦାଙ୍କ ପୁଅ ଯଶବର୍ଦ୍ଧନ ଅହୁଜାଙ୍କ ବଲିଉଡ଼ରେ ଡ଼େବ୍ୟୁ

ମୁମ୍ବାଇ,୨୦/୧୨: ବଲିଉଡ଼ର ଜଣାଶୁଣା ଅଭିନେତା ମଧ୍ୟରୁ ଅନ୍ୟତମ  ଗୋବିନ୍ଦା । ନିଜର ଅଭିନୟ ଯୋଗୁଁ ଅନେକ ପ୍ରଶଂସକଙ୍କ ହୃଦୟରେ କରୁଛନ୍ତି ରାଜ । ସେ ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବରେ ବିବେଚିତ ହୋଇଛନ୍ତି। ତେବେ ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ପୁଅ ଯଶବର୍ଦ୍ଧନ…

୨୦୨୪ରେ ଜୀବନସାଥୀ ପାଇଥିଲେ ଏହି ସେଲିବ୍ରିଟି, ଦେଖନ୍ତୁ ପୁରା ଲିଷ୍ଟ

ନୂଆଦିଲ୍ଲୀ,୨୦/୧୨: ସରିବାକୁ ଯାଉଛି ୨୦୨୪ । ଆଉ ମାତ୍ର ୧୦ ଦିନ ବାକି ରହିଛି ବର୍ଷ ୨୦୨୪ ଶେଷ ହେବାକୁ । ଚାହୁଁଚାହୁଁ ୨୪ ସରିବାକୁ ବସିଲାଣି । ସବୁ ବର୍ଷ ପରି ଏ ବର୍ଷ ମଧ୍ୟ ଅନେକଙ୍କ ସ୍ବତନ୍ତ୍ର ଥିଲା । ୨୪ରେ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଓଲିଉଡରୁ ବଲିଉଡ ଓ…

ଏଥର ଗୋଟିଏ ଦିନରେ ରାଜ୍ୟ ସାରା ପକ୍ଷୀ ଗଣନା, ଫୋକସରେ ଫ୍ଲେମିଙ୍ଗୋ

ଭୁବନେଶ୍ୱର,୨୦/୧୨: ବଗ ଭଳି ଲମ୍ବା ଲମ୍ବା ଗୋଡ଼ । ଧଳା ଗେରୁଆ ରଙ୍ଗ ମିଶା ଚେହେରାକୁ କଳା  ମଚମଚ ଥଣ୍ଟ । ଚିଲିକା, ଭିତରକନିକା ଓ ହୀରାକୁଦ  ଜଳ ଭଣ୍ଡାରରେ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି  ଫ୍ଲେମିଙ୍ଗୋ । ଏହି ବିଦେଶୀ ପକ୍ଷୀର ଠିକଣା କେଉଁଠି? କେତେ ଦୂରରୁ ଏମାନେ ଉଡି ଓଡିଶା…

ଭାରସାମ୍ୟ ହରାଇ ଓଲଟିଲା ଟ୍ରାକ୍ଟର, ଡ୍ରାଇଭର ମୃତ

ପାଟଣା, ୨୦/୧୨: ଧାନ ବିଡା ଖାଲି କରି ଆସୁଥିବା ସମୟରେ ଅଘଟଣ । ଭାରସାମ୍ୟ ହରାଇ ଓଲଟି ପଡ଼ିଲା ଟ୍ରାକ୍ଟର । ଦୁର୍ଘଟଣାରେ ଟାଲିଗଲା ଡ୍ରାଇଭରଙ୍କ ଜୀବନ । ମୃତକ ବଡ଼ବାଲିପଶି ଗ୍ରାମର ସଞ୍ଜିବ କୁମାର ମହାନ୍ତ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଏଭଳି ଘଟଣା ଘଟିଛି ।…

ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍, ଲୋକଙ୍କ ଧର୍ମୀୟ ଭାବନାକୁ ଦେଖି ନିଆଯିବ ନିଷ୍ପତ୍ତି

ଭୁବନେଶ୍ଵର, ୨୦/୧୨ : ବଦଳିବ ପରିକ୍ରମା ପ୍ରକଳ୍ପ ଡିଜାଇନ୍। ନୂଆ ଡିଜାଇନ ନେଇ ଆଲୋଚନା ଚାଲିଥିବା କହିଲେ ଆଇନ ମନ୍ତ୍ରୀ । ଲୋକଙ୍କ ଧର୍ମୀୟ ଭାବନାକୁ ଦେଖି ନିଷ୍ପତ୍ତି ନିଆଯିବ। ଗୃତ ଯଜ୍ଞ, ଅନ୍ନ ଯଜ୍ଞ, ଜ୍ଞାନ ଯଜ୍ଞ ମଣ୍ଡପ ତିଆରି ହେବ। ୨ ରୁ ୩ ମାସ ଭିତରେ ଏନେଇ ସ୍ପଷ୍ଟ ନିଷ୍ପତ୍ତି ଆସିବ…

ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍

ଭୁବନେଶ୍ଵର, ୨୦/୧୨ : ବରିଷ୍ଠ କଂଗ୍ରେସ ନେତା ତଥା ଶିଳ୍ପପତି ନିରଞ୍ଜନ ପଟ୍ଟନାୟକଙ୍କ ଘରେ ଇଡି ରେଡ୍। ଭୁବନେଶ୍ଵର ନୟାପଲ୍ଲୀ ସ୍ଥିତ ବାସଭବନ ସମେତ ଅନ୍ୟ ୩ଟି ସ୍ଥାନରେ ଅଣ୍ଡାଳୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଟିମ୍। ସେପଟେ ଘଟଣା ସମ୍ପର୍କରେ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନି।…