Breaking News

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରୁ ଆରମ୍ଭ, ନୌସେନା ଦିବସ ପାଳନରେ ସରିଲା ବର୍ଷ…

ପୁରୀ ୨୦/୧୨(ରାଜଶ୍ରୀ ସାହୁ): ନୂଆ ଉନ୍ମାଦନା ନେଇ ଆସିବ ନୂଆବର୍ଷ । ବଦଳିବ  କ୍ୟାଲେଣ୍ଡର । ଉତ୍ସବ, ଉତ୍ସାହ, ଓ ଉତ୍କଣ୍ଠା ସ୍ୱାଦରେ ଭରି ରହିଥିଲା ବିଦାୟୀ ବର୍ଷ ୨୦୨୪ । ଜାନୁଆରୀରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବଠାରୁ ଆରମ୍ଭ ହୋଇଥିବା ଉତ୍ସବ  ଡିସେମ୍ବରରେ ନୌସେନା ଦିବସ ପାଳନ ସହ…

ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ, ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ

ଭୁବନେଶ୍ଵର, ୨୦/୧୨ : ଆସିବ ନୂଆ କୃଷି ନୀତି । ଜୈବିକ କୃଷି ଉପରେ ଦିଆଯିବ ଅଧିକ ଗୁରୁତ୍ଵ । ଓଡ଼ିଶାରେ କୃଷି ଉତ୍ପାଦନ ବୃଦ୍ଧି ଲାଗି ନିଆଯିବ ପଦକ୍ଷେପ। ଚାଷୀଙ୍କ ଉତ୍ପାଦିତ ସାମଗ୍ରୀକୁ ବୈଦେଶିକ ବଜାରକୁ ପଠାଇବା ପାଇଁ ବ୍ୟବସ୍ଥା କରିବେ ସରକାର । ଏଥିପାଇଁ କାର୍ଗୋ ଫ୍ଲାଇଟ୍‌ର ବ୍ୟବହାର…

ବନ୍ଦ ଘରେ ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ ଘଟଣା: ୩ ଗିରଫ

ରାଉରକେଲା, ୨୦/୧୨: ବନ୍ଦ ଘରେ  ପଣବନ୍ଦୀ ରଖି ନାବାଳିକାକୁ ଗଣଦୁଷ୍କର୍ମ । ଦୁଇଦିନ ଯୌନ ଉତ୍ପୀଡ଼ନ ପରେ ଛାଡ଼ିଦେଇଥିଲେ  ତିନି ଜଣ ଯୌନପିପାସୁ । ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ଉଦିତ ନଗର ପୋଲିସ । ଶୁକ୍ରବାର ତିନି ଗିରଫ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସରିଛି । ଅନ୍ୟ ପଟେ…

ଓଡ଼ିଶା ହାଇକୋର୍ଟଙ୍କ ଅନେକ ବଡ଼ ନିଷ୍ପତ୍ତି…

କଟକ ୨୦/୧୨(ଜଗନ୍ନାଥ ରାଉତ): ୨୦୨୪ ମସିହାରେ ରାଜ୍ୟର ଏକାଧିକ ଗୁରୁତ୍ୱପୂର୍ଣ୍ଣ  ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କୁ କରିବାକୁ ପଡ଼ିଥିଲା ହସ୍ତକ୍ଷେପ । ଅନେକ ବିବାଦରେ ଅଦାଲତଙ୍କ ରାୟ  ସମାଧାନର ବାଟ ଦେଖାଇଥିଲା, ପ୍ରଶାସନିକ  ମନ୍‌ମାନିକୁ ନିୟନ୍ତ୍ରଣ କରିଥିଲା । ଶିକ୍ଷା ବ୍ୟବସ୍ଥାଠାରୁ…

ରେଳବାଇରେ ଚାକିରି ଦେବାକୁ କହି ଠକେଇ ମାମଲା: ଲମ୍ବୁଛି ଆଶାୟୀଙ୍କ ଅଭିଯୋଗ,ଫେରାର୍‌ ଅଭିଯୁକ୍ତ ମା’କୁ ଧରିବାକୁ ପୁଲିସର…

କଟକ,୨୦/୧୨: ରେଳବାଇରେ ଚାକିରି  ପାଇବା ପାଇଁ ଲକ୍ଷାଧିକ ଟଙ୍କା ଦେଇ ଠକେଇର  ଶିକାର ହୋଇଥିବା ଆଶାୟୀଙ୍କ ତାଲିକା ଲମ୍ବିବାରେ  ଲାଗିଛି । ଗୋଟିଏ ମାମଲା ରୁଜୁ କରି ବିଡ଼ାନାସୀ  ଥାନା ପୁଲିସ ସୁଭଦ୍ରା ନଗରର ଡାନିଏଲ୍‌ ରାଜକୁ  ଗିରଫ କରିଛି । ଏହି ଗିରଫଦାରୀ ଖବର ପ୍ରଚାରିତ  ହେବା ପରେ…

ସୁସ୍ଥ ଅଛନ୍ତି ସାଂସଦ ପ୍ରତାପ ଷଡ଼ଙ୍ଗୀ; ସୂଚନା ଦେଲେ ଡାକ୍ତର

ନୂଆଦିଲ୍ଲୀ: ସୁସ୍ଥ ଅଛନ୍ତି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ । ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଆରଏମଏଲ ହସ୍ପିଟାଲ ଡାକ୍ତର ସୂଚନା ଦେଇଛନ୍ତି। ରକ୍ତଚାପ ସ୍ଥିର ରହିଥିବାବେଳେ ତାଙ୍କର ସାମାନ୍ୟ ମୁଣ୍ଡ ବୁଲାଉଥିବା ଡାକ୍ତର ଅଜୟ ଶୁକ୍ଳା କହିଛନ୍ତି । ଏବେ ପ୍ରତାପ ଷଡ଼ଙ୍ଗୀଙ୍କ ସହ ସାଂସଦ…

ନିଆଁ ଲାଗିବା ଘଟଣାରେ ପ୍ରତ୍ୟେକ୍ଷଦର୍ଶୀ କହିଲେ ଲୋମଟାଙ୍କୁରା ଅଭିଜ୍ଞତା

ଜୟପୁର:  ଜୟପୁରର ଏକ ତୈଳ ଟାଙ୍କି ସାମ୍ନାରେ ଶୁକ୍ରବାର ଦିନ ଅଗ୍ନିକାଣ୍ଡ ଘଟି ଅତି କମରେ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୪ ଜଣ ଆହତ ହୋଇଛନ୍ତି। ଏହି ଭୟଙ୍କର ଅଗ୍ନିକାଣ୍ଡକୁ ନେଇ ପ୍ରତ୍ୟେକ୍ଷଦର୍ଶୀମାନେ ସେମାନଙ୍କର ଲୋମ ଟାଙ୍କୁରା ଅଭିଜ୍ଞତା ବଖାଣିଛନ୍ତି।…

ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ବସିବ ପ୍ରାକ୍ ବଜେଟ୍ ବୈଠକ

ନୂଆଦିଲ୍ଲୀ: ଆଜି ବସୁଛି ପ୍ରାକ୍ ବଜେଟ୍ ବୈଠକ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସାମିଲ ହେବେ । ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆସନ୍ତା ଫେବ୍ରୁଆରି ୧ ତାରିଖରେ ବଜେଟ୍ ଆଗତ ହେବ। ଏହା ପୂର୍ବରୁ ଆଜି ଏହି ବୈଠକ ବସୁଛି ।…

ଶୁଦ୍ଧିକ୍ରିୟାକୁ ଯାଇଥିଲା ପରିବାର, ଲକ୍ଷାଧିକ ଟଙ୍କାର ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ

ବାଲିପାଟଣା,୨୦/୧୨: ସମ୍ପର୍କୀୟଙ୍କୁ ଘର ଚାବି ଦେଇ ଶୁଦ୍ଧିକ୍ରିୟାରେ ଯାଇଥିଲେ ପରିବାର ଲୋକେ । ଘରକୁ ଫେରିଲା ବେଳକୁ ସବୁ ଲୁଟି ନେଇଛନ୍ତି ଲୁଟେରା । ବାଲିପାଟଣା ଥାନା ଅଠାନ୍ତର ମେଡିକାଲ ଛକରେ ଥିବା ମହିଳା ଆଡଭୋକେଟ ନମିତା ସାମନ୍ତସିଂହାରଙ୍କ ଘରେ କଳାକନା ବୁଲାଇଛନ୍ତି ଲୁଟେରା ।…

କମୁନି ‘ପୁଷ୍ପା୨’ କ୍ରେଜ; ୧୫ଦିନରେ ୧୫୦୦କୋଟି ପାର୍

ମୁମ୍ବାଇ,୨୦/୧୨:  ବକ୍ସ ଅଫିସରେ ଧମାକା କରୁଛି 'ପୁଷ୍ପା ୨' । ଦିନକୁ ଦିନ ଫିଲ୍ମ ବମ୍ପର କଲେକ୍ସନ ସହ ନୂଆ ସଫଳତା ହାସଲ କରୁଛି ଫିଲ୍ମ । ତେବେ  ଫିଲ୍ମ ରିଲିଜର ୧୫ଦିନରେ ପହଞ୍ଚିଥିବା ବେଳେ ତଥାପି ଫିଲ୍ମର କ୍ରେଜରେ ଲାଗୁନି ବ୍ରେକ । ଦିନକୁ ଦିନ ଫିଲ୍ମ ଦେଖିବାକୁ ପ୍ରେକ୍ଷାଳୟରେ ଜମୁଛି…