Breaking News

ଓଏଏସ୍‌ ଚାକିରିରୁ ବଞ୍ଚିତ ପ୍ରାର୍ଥୀଙ୍କୁ ଲକ୍ଷେ ଟଙ୍କା କ୍ଷତିପୂରଣ ଦେବ ଓପିଏସ୍‌ସି

ଭୁବନେଶ୍ବର: କର୍ତ୍ତୃପକ୍ଷଙ୍କ ତ୍ରୁଟି ପାଇଁ ୫ବର୍ଷ ଧରି ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍‌) ଚାକିରିରୁ ବଞ୍ଚିତ ଜଣେ ପ୍ରାର୍ଥୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଲକ୍ଷେ ଟଙ୍କା କ୍ଷତିପୂରଣ ପ୍ରଦାନ କରିବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ…

ଇସ୍ତଫା ଦିଅନ୍ତୁ ଗଣଶିକ୍ଷା ମନ୍ତ୍ରୀ: ବିଜେଡି

ନବରଙ୍ଗପୁର: ତତ୍କାଳୀନ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ ଘଟଣାରେ ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଆକ୍ଷେପ କରିଛି ବିଜେଡି। ନବରଙ୍ଗପୁରରେ ସମ୍ବାଦିକ ସମ୍ମିଳନୀ କରି ମନ୍ତ୍ରୀଙ୍କୁ ସିବିଆଇ ପକ୍ଷଭୁକ୍ତ କରୁ ଏବଂ ମନ୍ତ୍ରୀ…

ପର୍ଯ୍ୟଟକଙ୍କ ମନମହୁଛି ଖାଣ୍ଡିଆ ଜଳପ୍ରପାତ

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଆସିଛି ପିକନିକ୍ ସମୟ। ଜମୁଛି ବଣଭୋଜିର ମଜା। ପରିବାର ଓ ସାଙ୍ଗସାଥୀ ମେଳରେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରୁଛନ୍ତି ପର୍ଯ୍ୟଟକ। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ସହରରୁ ୫୦କିମି  ଓ ସଦର ମହକୁମା ବାରିପଦାଠାରୁ ୬୦କିମି ଦୂରରେ ଅବସ୍ଥିତ ଖଣ୍ଡିଆ…

କଣ୍ଟାବାଞ୍ଜିରେ କପାର ଅଭାବୀ ବିକ୍ରି

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ କପାର ଅଭାବୀ ବିକ୍ରି ଲାଗିରହିଛି। ତୁରେକେଲା ଅଞ୍ଚଳରେ ଚଳିତବର୍ଷ ପ୍ରଚୁର କପା ଚାଷ ହୋଇଛି। ଚାଷୀ ଭଲ ଅମଳ ପାଇଁ ଆଶାବାଦୀ। ସରକାରୀ ହିସାବରେ, ଚଳିତବର୍ଷ ତୁରେକେଲା ବ୍ଲକ୍‌ର ୧୯ଟି ପଞ୍ଚାୟତରେ ୯୧୧୨ ହେକ୍ଟର କପା ଚାଷ ହୋଇଛି।…

ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି, ଶେଷ ଜୀବନରେ କାନ୍ଦିବା ଅଭିଶାପ ସଦୃଶ: କଳାକାର ହସିଲେ ଓଡ଼ିଶା ହସିବ

ଭୁବନେଶ୍ୱର: ଜୀବନସାରା ସମସ୍ତଙ୍କୁ ହସାଉଥିବା ବ୍ୟକ୍ତି ଯଦି ଶେଷ ଜୀବନରେ କାନ୍ଦେ ତେବେ ତାହା ଅଭିଶାପ ସଦୃଶ। ଏଭଳି ଜଣେ କଳାକାର ନିଜ ଶେଷ ଜୀବନ ‌ଯେଭଳି ହସି ହସି କାଟିବ ଏଥିପାଇଁ ଆମେ ସମସ୍ତେ ସଂକଳ୍ପବଦ୍ଧ ହେବା ଆବଶ୍ୟକ। ସରକାର କଳାକାରଙ୍କ ପାଇଁ ବହୁତ କିଛି କରୁଛନ୍ତି। କଳାକାରଙ୍କ ପାଇଁ…

+୨ ପରୀକ୍ଷା ପ୍ରସ୍ତୁତି ଆରମ୍ଭ: ୨୩ରୁ ପଠାଯିବ ପ୍ରାକ୍ଟିକାଲ୍‌ ପ୍ରଶ୍ନପତ୍ର

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। ତାରିଖ ଘୋଷଣା ସହ ପରୀକ୍ଷା କେନ୍ଦ୍ର ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି। ୧୨୭୬ କେନ୍ଦ୍ରରେ ଥିଓରି ପରୀକ୍ଷା…

ଶୀତ କାକରରେ ରୋଗୀଙ୍କ ସଂପର୍କୀୟ ‌‌ପଡ଼ି ରହିବା ଘଟଣା: ହାଇକୋର୍ଟଙ୍କ ଉଦ‌ବେଗ

କଟକ: ଶୀତ କାକରରେ ଖୋଲା ଆକାଶ ତଳେ ରୋଗୀଙ୍କ ସଂପର୍କୀୟ ବା ଆଟେଣ୍ଡାଣ୍ଟ ଏସସିବି ମେଡିକାଲ ପରିସରରେ ରାତିରେ ‌‌ପଡ଼ି ରହିବା ଘଟଣାକୁ ନେଇ ହାଇକୋର୍ଟ ଉଦ‌ବେଗ ପ୍ରକାଶ କରିଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁ ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ଶୁଣାଣି ସମୟରେ…

ସଡ଼କ ଦୁର୍ଘଟଣାରେ ପ୍ଲାଣ୍ଟ କର୍ମଚାରୀଙ୍କ ଜୀବନ ଗଲା, ଜଣେ ଗୁରୁତର

ନାଲକୋ ନଗର:୫୫ଜାତୀୟ ରାଜପଥ ଅନଗୁଳ ଥାନା ଅନ୍ତର୍ଗତ ପ୍ରଶାନ୍ତି ହୋଟେଲ ନିକଟରେ ବାଇକକୁ ଅଜଣା ଟ୍ରକ୍ ଧକ୍କା ଦେବା ଫଳରେ ଘଟଣାସ୍ଥଳ‌ରେ ବାଇକ ଆରୋହୀ ମୃତ। ଆଜି ଭୋର ୫.୩୦ସମୟରେ ତୁରଙ୍ଗ ଦୁର୍ଗା ବିହାର  ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଦୁଇ ସାଥୀ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟକୁ…

ସଂସଦରେ ହାଇଡ୍ରାମା: ରାହୁଲଙ୍କ ଧକ୍କାରେ ସାଂସଦ ପ୍ରତାପ ଷଡ଼ଙ୍ଗୀ, ମୁକେଶ ଆହତ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଶୁକ୍ରବାର ଶେଷ ହେବ। ଏହାର ଦିନକ ପୂର୍ବରୁ ଆଜି ସଂସଦ ଭବନରେ ଦିନସାରା ହାଇଡ୍ରାମା ଦେଖିବାକୁ ମିଳିଛି। ସମ୍ବିଧାନ ଉପରେ ହୋଇଥିବା ବିତର୍କରେ ମଙ୍ଗଳବାର ରାଜ୍ୟସଭାରେ ସମ୍ବିଧାନ ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଉପରେ ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା…

ଦଳୀୟ କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ବିଜେଡିକୁ ନୋଟିସ୍‌

ନୂଆଦିଲ୍ଲୀ: ସମ୍ବିଧାନ ସଦନରୁ ବିଜେଡି କାର୍ଯ୍ୟାଳୟ ସ୍ଥାନାନ୍ତର ପାଇଁ ଲୋକସଭା ସଚିବାଳୟ ନୋଟିସ୍‌ କରିଛି। ଦଳର କାର୍ଯ୍ୟାଳୟ କୋଠରି ନମ୍ବର ୪୫-୧ରେ ରହିଛି। ନିୟମ ଅନୁସାରେ ଅତିକମ୍‌ରେ ଆଠଜଣ ସାଂସଦ ବିଶିଷ୍ଟ ଦଳକୁ କୋଠରୀ ଦିଆଯାଏ। ଏହାଠାରୁ କମ୍ ସଦସ୍ୟ ‌ଥିଲେ ବାଚସ୍ପତି ନିଷ୍ପତ୍ତି…