Breaking News

ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମିଳିଲା ଆମେରିକା ନୌସେନାର ସର୍ବୋଚ୍ଚ ସମ୍ମାନ

ଲସ ଆଞ୍ଜେଲସ,୧୯।୧୨: ଯେତେବେଳେ ଲୋକପ୍ରିୟ ହଲିଉଡ ତାରକାମାନଙ୍କ ବିଷୟରେ ଆଲୋଚନା ହୁଏ, ଟମ କ୍ରୁଜଙ୍କ ନାମ ନିଶ୍ଚିତ ଭାବରେ ଏହି ତାଲିକାରେ ଆସିଥାଏ। ସେ ନିଜେ ମୁଭିରେ ବିପଜ୍ଜନକ ଷ୍ଟଣ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା। ଜଣେ ଆକ୍ସନ ଅଭିନେତା ଭାବରେ, ହଲିଉଡରେ ତାଙ୍କ ସହିତ କେହି…

୪୫ ବର୍ଷ ପରେ ୨୦୨୪ରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ,୧୯।୧୨: ୨୦୨୪ ବର୍ଷ ଭାରତୀୟ କ୍ରିକେଟ ପାଇଁ ଏପରି ଉତ୍ଥାନ-ପତନ ଆଣିଥିଲା, ଯାହା ପ୍ରଶଂସକମାନେ ଭୁଲିଯିବା କଷ୍ଟକର। ଯଦିଓ ଭାରତୀୟ ଦଳ ଚଳିତ ବର୍ଷ ଟି-୨୦ ବିଶ୍ୱକପ ଜିତିଛି, ତେବେ ଇତିହାସରେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡକୁ ମଧ୍ୟ ଟେଷ୍ଟ ସିରିଜ ହରାଇଛି। କିନ୍ତୁ ଯେପରି ଏହା…

ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍‌, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ ମେଲବର୍ନ ବିମାନବନ୍ଦରରେ ଉପସ୍ଥିତ ଥିବା ଟିଭି ଖବରଦାତାଙ୍କ ଉପରେ ବିରାଟ ରାଗିଯାଇଛନ୍ତି। ଫଟୋ କିମ୍ବା ଭିଡିଓ…

ଜାଲରେ ପଡ଼ିଲା ୩ କ୍ୱିଣ୍ଟାଲ ଓଜନର ସାର୍କ ମାଛ

ଭୋଗରାଇ, ୧୯/୧୨: ପଶ୍ଚିମବଙ୍ଗ ଦିଘା ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଲା ଏକ ବିରାଟକାୟ ସାର୍କ ମାଛ । ଏହି ମାଛର ଓଜନ ପ୍ରାୟ ୩ କୁଇଣ୍ଟାଲ ହୋଇଥିବା ବେଳେ ଲମ୍ୱ ୭ ଫୁଟ ରହିଛି । ଏହି ମାଛଟିକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି । ଦିଘା ମୁହାଣରେ…

ଆନନ୍ଦ ବଜାର ସଂସ୍କାର: ୨୫ ସୁଦ୍ଧା ସୁଆର ସେବକଙ୍କ ସହାୟକ ପିନ୍ଧିବେ ସ୍ୱତନ୍ତ୍ର ଗଞ୍ଜି

ପୁରୀ,୧୯/୧୨: ଶ୍ରୀମନ୍ଦିରରେ ଆନନ୍ଦ ବଜାରରେ ସଂସ୍କାର ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ସୁଆର ସେବକଙ୍କ ସହାୟକଙ୍କୁ ସ୍ୱତନ୍ତ୍ର ପୋଷାକ ପିନ୍ଧାଇବାକୁ ପଦକ୍ଷେପ ନେଇଛି । ଆନନ୍ଦ ବଜାରରେ ଦୋକାନ କରିଥିବା ସୁଆର ସେବକମାନେ ଜଣେ ଲେଖାଏଁ ସହାୟକଙ୍କୁ ନିଯୁକ୍ତ କରିପାରିବେ । ଏହାକୁ ଅନୁମତି…

ବୁଦା ଭିତରୁ ମିଳିଲା ଡ୍ରାଇଭରଙ୍କ ମୃତଦେହ, ହତ୍ୟା ଅଭିଯୋଗ

ବଡବିଲ,୧୯/୧୨: ପାର୍କିଂ ନିକଟ ବୁଦାରୁ ଟ୍ରକ୍ ଡ୍ରାଇଭରଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ଅଭିଯୋଗ କଲେ ପରିବାର ଲୋକେ । ମୃତକ ଘଟଗାଁ ବ୍ଲକ୍ ସାନ୍ତରାପୁର ଗାଁର ସୁଶାନ୍ତ ମହାକୁଡ଼ ବୋଲି ଜଣାପଡ଼ିଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଜରିବାହାଳ…

ଦାଦନ ଖଟିବାକୁ ଯାଇ ଯୁବକଙ୍କ ମୃତ୍ୟୁ, ଅର୍ଥାଭାବ ପାଇଁ ଘରକୁ ଆସି ପାରୁନି ଶବ

ସୁବର୍ଣ୍ଣପୁର,୧୯/୧୨: ଦାଦନ ଖଟିବାକୁ ଯାଇ ମୃତ୍ୟୁର ଶିକାର ହେଲେ ଯୁବକ । ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ । ଅର୍ଥାଭାବରୁ ତାମିଲନାଡୁରୁ ଫେରି ପାରୁନି ମୃତଦେହ । ଶବକୁ ଘରକୁ ଆଣିବା ପାଇଁ ଓଡିଶା ସରକାରଙ୍କୁ ଅନୁରୋଧ କଲେ ପରିବାରଲୋକେ । ସୁବର୍ଣ୍ଣପୁର ଜିଲ୍ଲାରେ ଏଭଳି ଘଟଣା ଘଟିଛି ।…

ଆସୁଛି ମାଟ୍ରିକ୍ ପରୀକ୍ଷା, ନୂଆ ପ୍ରମେୟ ‘ମାଟ୍ରିକ୍‌ ଗାଇଡ୍‌’ ପଢ଼ି ସଫଳତାର ବାଟ ପରିଷ୍କାର କରିବେ ପରୀକ୍ଷାର୍ଥୀ

ଭୁବନେଶ୍ୱର ୧୯/୧୨ (ଗୋପାଳକୃଷ୍ଣ ମହାପାତ୍ର,ସମ୍ପାଦକ): ପ୍ରିୟ ପରୀକ୍ଷାର୍ଥୀ ! ମାଟ୍ରିକ୍‌ ପରୀକ୍ଷା ସମୟ ଆସିଗଲା ।  ତାରିଖ ସ୍ଥିର ହୋଇଛି ଫେବ୍ରୁଆରୀ ୨୧ । ମାଟ୍ରିକ୍‌ ପରୀକ୍ଷା ଆସୁଛି ମାନେ ‘ପ୍ରମେୟ’  ବି ତା’ର ନୂଆ ‘ମାଟ୍ରିକ୍‌ ଗାଇଡ୍‌’ ସାଥିରେ ନେଇ ଆସିବା ସ୍ୱାଭାବିକ ନା ?…

ମାଲାୟଲମ୍ ଅଭିନେତ୍ରୀ ମୀନା ଗଣେଷଙ୍କ ଦେହାନ୍ତ

ମୁମ୍ବାଇ,୧୯/୧୨: ଭେଟେରେନ୍ ମାଲାୟଲମ ଅଭିନେତ୍ରୀ ମୀନା ଗଣେଷଙ୍କ ଦେହାନ୍ତ । ୮୧ ବର୍ଷ ବୟସରେ ସେ ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ଗତ ୫ ଦିନ ଧରି ହୃଦଘାତ ଜନିତ ସମସ୍ୟା ଯୋଗୁଁ ଡ଼ାକ୍ତରଖାନାରେ ଚିକିତ୍ସାରେ ଥିବା ବେଳେ ଗତକାଲି ସକାଳେ ତାଙ୍କର ଦେହାନ୍ତ ହୋଇଛି।…

ଅସ୍କାର ଶର୍ଟଲିଷ୍ଟ୍‌ରେ ‘ସନ୍ତୋଷ’: ଭାରତ ନୁହେଁ, ବ୍ରିଟେନର ହିନ୍ଦୀ ସିନେମା…

ମୁମ୍ବାଇ ୧୯/୧୨: ‘ଲାପତା ଲେଡିଜ୍‌’ ନୁହେଁ, ଅସ୍କାର ନୋମିନେସନ୍‌ ପାଇଁ ଶର୍ଟଲିଷ୍ଟ୍‌ ହୋଇଛି ‘ସନ୍ତୋଷ’ । ଦ ଏକାଡେମୀ  ଅଫ୍‌ ମୋସନ ପିକ୍‌ଚର ଆର୍ଟସ ଆଣ୍ଡ୍‌ ସାଇନ୍ସେସ୍‌  (ଏଏମ୍‌ପିଏଏସ୍‌) ଗତ ବୁଧବାର ଅସ୍କାର-୨୦୨୫ ରେସ୍‌  ପାଇଁ ଯୋଗ୍ୟ ପ୍ରୋଜେକ୍ଟଗୁଡ଼ିକର ନାଁ ଘୋଷଣା କରିଛି ।  ଏହି…