Breaking News

ପାକିସ୍ତାନୀ ବେଟିଂ ଆପର ଶିକାର ଭାରତୀୟ ସେଲିବ୍ରେଟି, ଇଡ଼ିର ଖୁଲାସା

ନୂଆଦିଲ୍ଲୀ,୧୮/୧୨:ଭାରତରେ ପାକିସ୍ତାନୀ ବେଟିଂ ଆପ ମାଲିକଙ୍କ ରାଜୁତି । ଭାରତୀୟ ସେଲିବ୍ରେଟିଙ୍କୁ ମୋହରା ବନାଇଛନ୍ତି ପାକିସ୍ତାନୀ ବେଟିଂ ଆପ୍ ମାଲିକ । ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଥିବା ବେଳେ ଭାରତରେ ଚାଲିଥିବା ଏହି ଠକାମିର ଖୁଲାସା କରିଛି ଇଡ଼ି । ସୂଚନା…

ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ସହ ଇମ୍ଫାର ବୁଝାମଣା

ଭୁବନେଶ୍ୱର,୧୯।୧୨: ଇଣ୍ଡିଆ ମେଟାଲ୍ସ ଆଣ୍ଡ ଫେରୋ ଆଲଏଜେ (ଇମ୍ଫା) ଲିମିଟେଡ୍‌ ଏବଂ ଜେଏସ୍‌ଡବ୍ଲ୍ୟୁ ଗ୍ରୀନ୍‌ ଏନର୍ଜି ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ଇମ୍ପାର ସ୍ମେଲଟର ୟୁନିଟ୍‌ ଲାଗି ଅକ୍ଷୟ ଶକ୍ତି ସଂଗ୍ରହ କରିବା ନିମନ୍ତେ ଜେଏସ୍‌ଡବ୍ଲ୍ୟୁ ଏନର୍ଜି ସହ…

ଫେବୃଆରୀ ୨୮ରୁ ଇଣ୍ଡ୍‌ପ୍ଲାସ୍‌-୨୫

ଭୁବନେଶ୍ୱର,୧୯।୧୨: ଇଣ୍ଡିଆନ୍‌ ପ୍ଲାଷ୍ଟିକ୍‌ ଫେଡେରେଶନ (ଆଇପିଏଫ୍‌)ର ବହୁ ପ୍ରତୀକ୍ଷିତ ବି୨ବି କାର୍ଯ୍ୟକ୍ରମ ତଥା ଅନ୍ତର୍ଜାତୀୟ ପ୍ଲାଷ୍ଟିକ୍‌ ପ୍ରଦର୍ଶନୀ ‘ଇଣ୍ଡ୍‌ପ୍ଲାସ୍‌-୨୫’ର ୧୦ମ ସଂସ୍କରଣ କୋଲକାତାର ବିଶ୍ୱ ବାଙ୍ଗଳା ମେଳା ପ୍ରାଙ୍ଗଣରେ ଅନୁଷ୍ଠିତ ହେବାକୁ ଯାଉଛି। ଏପରିକି ଏହି ମେଳା…

ଇନ୍ଦ୍ରଭୂତି କେଉଁ ଦେଶର

ପାରମ୍ପରିକ ତାନ୍ତ୍ରିିକ କାହାଣୀ ଅନୁଯାୟୀ, ଇନ୍ଦ୍ରଭୂତି ନାଲି ପକ୍ଷୀମାନଙ୍କୁ ଆକାଶରେ ଉଡ଼ୁଥିବାର ଦେଖିଲେ। ସେ ହୃଦୟଙ୍ଗମ କଲେ ଯେ ସେମାନେ ପକ୍ଷୀ ନୁହନ୍ତି, ବରଂ ଲାଲ୍‌ ରଙ୍ଗ ପୋଷାକରେ ଭିକ୍ଷୁମାନେ ଆକାଶକୁ ଉଠୁଥିଲେ। ଏହି ଭିକ୍ଷୁମାନଙ୍କ ମଧ୍ୟରୁ ଜଣେ ଇନ୍ଦ୍ରଭୂତିଙ୍କ ଜିଜ୍ଞାସା ପୂରଣ…

କଳାଧନ ମହଜୁଦକାରୀ

ଭାରତର ଉଚ୍ଚତମ ନ୍ୟାୟାଳୟ କହିଛନ୍ତି, ”କଳା ଧନ ମହଜୁଦକାରୀମାନେ ଜଣେ ଜଣେ ଆତଙ୍କବାଦୀ“। ବାସ୍ତବିକ କଳାଧନ ଅଧିକାରୀମାନେ କୋଟି କୋଟି ଜନତାଙ୍କ ଟିକସକୁ ଦୁର୍ନୀତି ଉପାୟରେ ହଡପକରି ଟଙ୍କାର ପାହାଡ଼ ଉପରେ ବସି ଅଟ୍ଟହାସ୍ୟ କରନ୍ତି। ସୀମାନ୍ତରେ ଆତଙ୍କବାଦୀମାନେ ଯେତିକି ରକ୍ତପାତ ଘଟାନ୍ତି ଓ…

ଟ୍ରମ୍ପ୍‌ ଓ ସମ୍ଭାବ୍ୟ ଅର୍ଥନୀତି

ମେରିକାର ରାଷ୍ଟ୍ରପତି ଭାବେ ଦ୍ୱିତୀୟ ଥର ପାଇଁ ଡୋନାଲ୍ଡ ଟ୍ରମ୍ପ୍‌ ନିର୍ବାଚିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ଟ୍ରମ୍ପ୍‌ କେବଳ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇନାହାନ୍ତି ବରଂ ସର୍ବାଧିକ ଜନପ୍ରିୟ ଭୋଟ ପାଇ ଆମେରିକାରେ ତଥାକଥିତ ଟ୍ରିଫେକ୍ଟର କୁହାଯାଉଥିବା ସମସ୍ତ ଗୃହ ଯଥା…

ମହାକାଶରେ ଫସିଛନ୍ତି ସୁନୀତା ଓ୍ବିଲିୟମ୍ସ: ଏପ୍ରିଲ ପୂର୍ବରୁ ଫେରିପାରିବେନି

ଓ୍ବାଶିଂଟନ, ୧୯।୧୨:ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ସାଥୀ ମହାକାଶଚାରୀ ବୁଚ୍‌ ଓ୍ବିଲମୋରଙ୍କ ସହ ୬ ମାସରୁ ଅଧିକ ସମୟ ଧରି ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର(ଆଇଏସ୍‌ଏସ୍‌)ରେ ଫସି ରହିଛନ୍ତି। ତେବେ ଉଭୟଙ୍କୁ ପୃଥିବୀ ଫେରାଇ ଆଣିବାରେ ବିଳମ୍ବ ହେବ ବୋଲି…

ମାଡିଗଲାଣି ନୂଆ ଭାଇରସ୍‌, ପ୍ରବଳ ଜର ସହ ଦେଖାଯାଉଛି ଏସବୁ ଲକ୍ଷଣ

ଉଗାଣ୍ଡା,୧୯।୧୨: ପୁଣି ଥରେ ବିଶ୍ୱବାସୀଙ୍କୁ ଡରାଇଲାଣି ଏକ ନୂଆ ଭାଇରସ। ଏହି ଜୀବାଣୁର ନାମ ହେଉଛି ଡିଙ୍ଗା-ଡିଙ୍ଗା। ଏହାର ଅର୍ଥ ହେଉଛି‘ ନୃତ୍ୟ ପରି ଗତି କରିବା ’। ଏହି ରହସ୍ୟମୟ ରୋଗ ମୁଖ୍ୟତ ଉଗାଣ୍ଡାର ବୁଣ୍ଡିବୁଗୁ ଜିଲାର ମହିଳା ଏବଂ ଝିଅମାନଙ୍କୁ ପ୍ରଭାବିତ କରୁଛି। ରିପୋର୍ଟ…

ଖୁବ ଶୀଘ୍ର ପୃଥିବୀରେ ଓହ୍ଲାଇବ ସୂର୍ଯ୍ୟ! ୨୪ ଘଣ୍ଟା ରହିବ ଆଲୋକ, ଜାଣନ୍ତୁ ନ୍ୟୁକ୍ଲିୟର ଫ୍ୟୁଜନ ପ୍ଲାନ କ’ଣ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୯।୧୨: ଆମେ ସୌର ଶକ୍ତି ଏବଂ ଆଣବିକ ଶକ୍ତି ବିଷୟରେ ବହୁତ କିଛି ଦେଖିଛୁ ଏବଂ ଶୁଣିଛୁ, କିନ୍ତୁ ଖୁବ ଶୀଘ୍ର ହାଇଡ୍ରୋଜେନ ଆଧାରିତ ଶକ୍ତି ବିଶ୍ୱରେ ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବ୍ୟବହୃତ ହେବାକୁ ଯାଉଛି। ଯଦି ସବୁ ଯୋଜନା ଅନୁଯାୟୀ ଚାଲିଥାଏ, ତେବେ ଆମେରିକାରେ ବିଶ୍ୱର…

ତାଲିବାନ୍‌କୁ ଆତଙ୍କବାଦୀ ତାଲିକାରୁ ହଟାଇବ ରୁଷିଆ

ମସ୍କୋ,୧୯ା୧୨: ରୁଷିଆ ସରକାର ଏକ ନୂଆ ଆଇନ ଆଣିଛନ୍ତି, ଯଦ୍ଦ୍ବାରା ସେଠାକାର ଅଦାଲତଗୁଡ଼ିକ ମସ୍କୋ ଦ୍ୱାରା ନିଷିଦ୍ଧ ଘୋଷିତ ଆତଙ୍କବାଦୀ ସଙ୍ଗଠନଗୁଡ଼ିକ ଉପରୁ କଟକଣା ହଟାଇବାରେ ସହାୟକ ହେବ। ପାର୍ଲାମେଣ୍ଟର ନିମ୍ନ ସଦନ ଷ୍ଟେଟ୍‌ ଡୁମାରେ ପାରିତ ଏହି ଆଇନ ବଳରେ ଆଫଗାନିସ୍ତାନର ତାଲିବାନ୍‌ ଏବଂ…