Breaking News

କଳାହାଣ୍ଡିରେ ସ୍ବାସ୍ଥ୍ୟମନ୍ତ୍ରୀ: ବିଭିନ୍ନ ମଣ୍ଡି ବୁଲି ବୁଝିଲେ ଚାଷୀଙ୍କ ସମସ୍ୟା, କହିଲେ ଦେଇଥିବା ପ୍ରତିଶ୍ରୁତି…

ଭବାନୀପାଟଣା,୧୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ଦିନିକିଆ ଗସ୍ତରେ ଆସିଛନ୍ତି ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗ। ଏହି ଅବସରରେ ଗୁରୁବାର ସକାଳ ୮ଟା ୪୫ରେ ଉତ୍କେଲା ଏୟାରପୋର୍ଟରୁ ଓହ୍ଲାଇ ଜିଲାର ବିଭିନ୍ନ ମଣ୍ଡି ପରିଦର୍ଶନ…

ସଶସ୍ତ୍ର ପୁଲିସ ଜଗିବେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ

ମୟୂରଭଞ୍ଜ: ଏକ କମ୍ପାନୀ ସଶସ୍ତ୍ର ପୁଲିସ ବାହିନୀ  ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ଜଗିବେ। କୌଣସି ଅଭୟାରଣ୍ୟ ସୁରକ୍ଷା ପାଇଁ ଏକ କମ୍ପାନୀ ଆର୍ମଡ୍ ପୁଲିସ୍ ନିୟୋଜିତ ହେବା ଦେଶରେ ପ୍ରଥମ ଘଟଣା ବୋଲି କୁହାଯାଉଛି। ମୟୂରଭଞ୍ଜ ଏସପି ଏହାର ପ୍ରଶାସନିକ ଦାୟିତ୍ୱରେ ରହିବ। ଏହି…

ଆଗାମୀ ଜାନୁଆରିରୁ ଉତ୍ତରାଖଣ୍ଡରେ ଲାଗୁ‌ହେବ ୟୁନିଫର୍ମ ସିଭିଲ କୋଡ୍

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଖୁବ୍ ଶୀଘ୍ର ୟୁନିଫର୍ମ ସିଭିଲ କୋଡ୍ ବା ୟୁସିସି ଲାଗୁ ହେବାକୁ ଯାଉଛି। ଏନେଇ ଘୋଷଣା କରିଛନ୍ତି  ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି । ମୁଖ୍ୟମନ୍ତ୍ରୀ ଧାମୀ ଘୋଷଣା କରିଛନ୍ତି ଜାନୁଆରି ୨୦୨୫ରୁ ଉତ୍ତରାଖଣ୍ଡରେ ୟୁନିଫର୍ମ ସିଭିଲ କୋଡ୍ (ୟୁସିସି) ଲାଗୁ ହେବ।…

ବିନାଶ କାଳେ ବିପରୀତ ବୁଦ୍ଧି: ରୁଦ୍ର ପାଣି

ନୂଆଦିଲ୍ଲୀ/ଭୁବନେଶ୍ବର: ଆମ୍ବେଦକର ପ୍ରସଙ୍ଗରେ ସଂସଦ ଅଚଳ ହୋଇପଡ଼ିଛି। ଏପରିସ୍ଥଳେ ଗୁରୁବାର ସଂସଦରେ କାର୍ଯ୍ୟକାଳ ଆରମ୍ଭ ହେବା ପୁର୍ବରୁ ସଂସଦ ପରିସରରେ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା । ଉଭୟ ଦଳର ସଦସ୍ୟଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଠେଲାପେଲାରେ…

ଦୁଷ୍ଟ ବାଳକ

ଭା‌ରତରେ ‘ପଦ୍ମ’ ସମ୍ମାନ ଠାରୁ ଆମେରିକାରେ ‘ଗ୍ରାମି’ ସମ୍ମାନ ପର୍ଯ୍ୟନ୍ତ ଅସଂଖ୍ୟ ସମ୍ମାନରେ ପୋତି ହୋଇପଡ଼ିଥିଲେ ବି ଶେଷ ପର୍ଯ୍ୟନ୍ତ ଜାକିର୍ ତାଙ୍କର ଶିଶୁସୁଲଭ ସରଳତା ହରାଇ ନ ଥିଲେ। ଜାକିର୍‌ଙ୍କ ହାତ ଆଉ ତାବଲାରେ ତାଳ ସୃଷ୍ଟି କରିବ ନାହିଁ‌; ଜାକିର୍‌ଙ୍କ ସଙ୍ଗୀତର ଅସୁମାରି…

ଢିଙ୍କିଶାଳରୁ ଢେଙ୍କାନାଳ: ଅବସର ନେବାର ପ୍ରକୃଷ୍ଟ ସମୟ

ସନ୍ଦୀପ ସାହୁ ସର୍ବକାଳୀନ ମହାନ କ୍ରିକେଟର୍‌ ଓ ଲୋକପ୍ରିୟ ଭାଷ୍ୟକାର ସୁନୀଲ ଗାଭାସ୍କର ସବୁବେଳେ କୁହନ୍ତି: ‘ଏଭଳି ସମୟରେ ଅବସର ଗ୍ରହଣ କରିବା ଉଚିତ, ଯେତେବେଳେ ଲୋକେ ପଚାରିବେ: ‘ଏବେ କାହିଁକି?’; ଏଭଳି ସମୟରେ ନୁହେଁ ଯେତେବେଳେ ଲୋକେ ପଚାରିବେ: ‘କାହିଁକି ନୁହେଁ?’ ଅନ୍ୟ…

କୁମ୍ଭୀର ସଂରକ୍ଷଣ କାହିଁକି ବା କାହିଁକି ନୁହେଁ!

ଜିତଶତ୍ରୁ ମହାନ୍ତି ପାଣିର ପରାକ୍ରମୀ ପ୍ରାଣୀ କୁମ୍ଭୀର କବଳରୁ ରକ୍ଷା ପାଇବା ଲାଗି ଅତିକାୟ ହସ୍ତୀ କିଭଳି ଭଗବାନଙ୍କ ଶରଣାପନ୍ନ ହୋଇଥିଲା, ତାହା ମହାପ୍ରଭୁଙ୍କ ମହିମା ବର୍ଣ୍ଣନକାରୀ ଅନେକ ଜଣାଣ, ଭଜନ ଓ ପ୍ରାର୍ଥନାର ବିଷୟବସ୍ତୁ। କହିବାର ତାତ୍ପର୍ଯ୍ୟ, ଏହି ହିଂସ୍ର ଓ…

କଥାଟିଏ-ଯାଯାବର: ହିଂସାର ଆରମ୍ଭ

ପ୍ରସିଦ୍ଧ ଜେନ୍‌ ଗୁରୁ ନେନେଙ୍କ ସହିତ କୌଣସି ବିଷୟରେ ଆଲୋଚନା କଲାବେଳେ ହା ହୁଇ ଥରେ କହି ପକାଇଲେ- ଏହା ହିଁ ସତ! କେଉଁ ପ୍ରସଙ୍ଗରେ ସେ ଏହା କହିଲେ ସେ ବିଷୟରେ ଜାଣିବାର ଆବଶ୍ୟକତା ନାହିଁ। କେବଳ ଏତିକି ଜାଣିଲେ ଯଥେଷ୍ଟ ଯେ ହା ହୁଇ କହିଲେ, ‘ଏହା ହିଁ ସତ!’ ଆଲୋଚନାକୁ ସେଇଠାରେ ଛାଡ଼ି…

ନିଯୁକ୍ତି ଲୋଭ ଦେଖାଇ ଠକିନେଲେ ୨ କୋଟି: ଠକ ଗ୍ୟାଙ୍ଗ୍‌ର ମୁଖ୍ୟ ନକଲି ମହିଳା ଆଇଏଏସ୍‌

କଟକ: ପଞ୍ଚାୟତିରାଜ ବିଭାଗର ବରିଷ୍ଠ ଆଇଏଏସ୍ ଅଧିକାରୀ ପରିଚୟରେ ଜଣେ ମହିଳା ନିଜ ଗ୍ୟାଙ୍ଗ ମାଧ୍ୟମରେ ରାଜ୍ୟରୁ ୨ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକି ନେଇଛି। ବିଡ଼ାନାସୀ ପୁଲିସ ଜଣେ ଠକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ବିଡ଼ାନାସୀ ସୁଭଦ୍ରାନଗର ଅଞ୍ଚଳର ଡାନିଏଲ୍ ରାଜ୍। ଏହି ମାମଲାରେ ନକଲି…

ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

ଭବାନୀପାଟଣା: ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ  ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ।…