Breaking News

ଟଙ୍କା ପାଇଁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ୪ ଜଣଙ୍କୁ ହାଣିଲେ

ଭଦ୍ରକ:  ଭଦ୍ରକ ନୂଆବସ୍ ଷ୍ଟାଣ୍ଟ ପୋଲ ତଳେ ଟଙ୍କା ନ ଦେବାରୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡାଇ ଜଣେ ଡ୍ରାଇଭରଙ୍କୁ ୩ ନିଶାସକ୍ତ ଦୁର୍ବୃତ୍ତ ହାଣିଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷି ହୋଇଥିଲା। ଅଣ୍ଡା ବୋଝେଇ ଟ୍ରକ୍ ଡ୍ରାଇଭର ଟଙ୍କା ନ…

ରାଶିଫଳ: ଗୁରୁବାର, ଡିସେମ୍ବର ୧୯ ତାରିଖ

ମେଷ ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ କୌଶଳରେ କାର୍ଯ୍ୟ ସାଧନ କରିପାରିବେ। ସହକର୍ମୀଙ୍କୁ ସୁପରାମର୍ଶ ଦେଇ ପ୍ରଶଂସିତ ହୋଇପାରନ୍ତି। ସାଧାରଣ କଥାକୁ ନେଇ ସମ୍ପର୍କୀୟଙ୍କ ଅସହଯୋଗରୁ ଶେଷ ପର୍ଯ୍ୟାୟରେ କାମଗୁଡିକ ଅଧାରେ ଅଟକିଯିବ। କର୍ମକ୍ଷେତ୍ରରେ ଶାରୀରିକ କଷ୍ଟ…

ଗୋଚାଲାଣ ବେଳେ ମାଡ଼ିବସିଲା ପୁଲିସ, ମୁର୍ମୁଷ ଅବସ୍ଥାରେ ୨ଷଣ୍ଡ ଉଦ୍ଧାର

ବୈଶିଙ୍ଗା: ବେଆଇନ ଗୋଚାଲାଣ ସମ୍ପର୍କରେ ଖବରପାଇ ବୈଶିଙ୍ଗା ଥାନା ଅନ୍ତର୍ଗତ କଦଳିଆ-ମଛପଦା ରାସ୍ତାରେ ଚଢ଼ଉକରି ଏକ ଷଣ୍ଢ ବୋଝେଇ ଟାଟା ଏସି ଭ୍ୟାନ ସମେତ ୪ ମୋଟର ସାଇକେଲକୁ ପୁଲିସ ଜବତ କରିଛି। ବେଆଇନ ଗୋଚାଲାଣ ସୂଚନା ଆଧାରରେ  ବୈଶିଙ୍ଗା ଥାନା ଅଧିକାରୀ ତପନ କୁମାର…

ପିଲାଙ୍କ ଆଇକ୍ୟୁ ବଢ଼ାଏ ଭିଡିଓଗେମ୍‌!

ଆଜିର ପିଲାମାନେ ଭିଡିଓଗେମ୍‌ ଖେଳିବାରେ ନିମଗ୍ନ ରହିବାକୁ ଅଭିଭାବକମାନେ ଗ୍ରହଣ କରିପାରୁନାହାନ୍ତି। ସେମାନଙ୍କର ଆଶଙ୍କା ହେଉଛି, ପିଲାମାନେ ଭିଡିଓଗେମ୍‌ ଖେଳିବାରେ ସମୟ ଅପଚୟ କରି ନିଜ ଭବିଷ୍ୟତକୁ ନଷ୍ଟ କରିଦେଉଛନ୍ତି। ମାତ୍ର ବାସ୍ତବରେ ଭିଡିଓଗେମ୍‌ ଖେଳିବା ଦ୍ବାରା କିଛି ପିଲାଙ୍କର…

ଅର୍ଥ ସୂତ୍ର: ବିନା ପାନ୍‌କାର୍ଡରେ ଜାଣନ୍ତୁ ସିବିଲ୍‌ ସ୍କୋର୍‌

କ୍ରେଡିଟ୍‌ ଇନ୍‌ଫର୍‌ମେସନ୍‌ ବ୍ୟୁରୋ (ଇଣ୍ଡିଆ) ଲିମିଟେଡ୍‌ ବା ‘CIBIL’ ଋଣଧାରକଙ୍କୁ ସେମାନଙ୍କ କ୍ରେଡିଟ୍‌ ସ୍କୋର୍‌ ପ୍ରଦାନ କରିଥାଏ। ସାଧାରଣତଃ ସିବିଲ୍‌ ସ୍କୋର୍‌ ଯାଞ୍ଚ ପାଇଁ ପାନ୍‌ କାର୍ଡ ନିହାତି ଆବଶ୍ୟକ। ଆପଣ କ୍ରେଡିଟ୍‌ ବ୍ୟୁରୋକୁ ସିଧାସଳଖ ଯୋଗାଯୋଗ କରି ଅଥବା ତାଙ୍କ…

ଫୋକସ୍‌ରେ ଗ୍ୟାଜେଟ୍: ୧୭ ହଜାରରେ ଦୁଇଟି ଡିସ୍‌ପ୍ଲେର ସ୍ମାର୍ଟଫୋନ୍‌

ଭାରତର ଅନ୍ୟତମ ଫୋନ୍‌ ନିର୍ମାତା କମ୍ପାନି ‘ଲାଭା’ ପକ୍ଷରୁ ତାହାର ସଦ୍ୟତମ ଉତ୍ପାଦ ‘ଲାଭା ବ୍ଳେଜ୍‌ ଡୁଓ ୫ଜି’ର ବଜାର ପ୍ରବେଶ କରାଯାଇଛି। ଏହି ୫ଜି ସ୍ମାର୍ଟଫୋନ୍‌ର ବିଶେଷତ୍ବ ହେଲା ଏହାର ପଛପଟେ ମଧ୍ୟ ଏକ ପରଦା ରହିଛି। ଆଣ୍ଡ୍ରଏଡ୍‌ ୧୪ ଉପରେ ପର୍ଯ୍ୟବସିତ ତଥା ୬ ନାନୋମିଟର୍‌ ଅକ୍ଟାକୋର୍‌…

ଚମତ୍କାର ୨୪: ଆଇନ ଅଦାଲତ ସମୀକ୍ଷା; ସକ୍ରିୟ, ସଜାଗ, ସତର୍କ

ଦେଶର ଫୌଜଦାରୀ ନ୍ୟାୟ ବ୍ୟବସ୍ଥାରେ ଯୁଗାନ୍ତକାରୀ ପରିବର୍ତ୍ତନର ସାକ୍ଷୀ ହୋଇଛି ବର୍ଷ ୨୦୨୪। ତିନି ନୂଆ ‌ଆଇନ ଜୁଲାଇ ୧ରୁ କାର୍ଯ୍ୟକାରୀ ହୋଇଥିଲା। ଏହା ସହିତ ଅନେକ ଚର୍ଚ୍ଚିତ ତଥା ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ଓଡ଼ିଶା ହାଇକୋର୍ଟ ଉଦାହରଣ ସୃଷ୍ଟି କରିଛନ୍ତି। ଅନେକ ସାମାଜିକ…

ଜାନୁଆରି ୬ରେ ବିଜେଡିର ଗଣବିକ୍ଷୋଭ: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧିର ପ୍ରତିବାଦ

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦର ବୃଦ୍ଧି ଜନସାଧାରଣଙ୍କୁ ଅତିଷ୍ଠ କଲାଣି। ଏହାର ପ୍ରତିବାଦରେ ବିଜେଡି ରାସ୍ତାକୁ ଓହ୍ଲାଇବ। ଆସନ୍ତା ଜାନୁଆରି ୬ ତାରିଖରେ ଲୋକସେବା ଭବନ ସମ୍ମୁଖରେ ଦଳ ପକ୍ଷରୁ ଗଣବିକ୍ଷୋଭ କରାଯିବ। ଆଜି ଶଙ୍ଖଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର…

ରାହୁଲଙ୍କ ଠେଲାରେ ସଂସଦରେ ଆହତ ହେଲେ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଳୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଡକ୍ଟର ବିଆର୍‌ ଆ‌ମ୍ବେଦକରଙ୍କ ସଂପର୍କିତ ବୟାନକୁ ନେଇ ଗୁରୁବାର ଦିନ ସଂସଦରେ ଉତ୍ତେଜନା ଦେଖାଦେଇଥିଲା। ଏହାରି ମଧ୍ୟରେ ବିଜେପି ସାଂସଦ ଦାବି କରିଛନ୍ତି ଯେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ଜଣେ ସାଂସଦଙ୍କୁ ଠେଲିଦେଇଥିଲେ।…

ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ଅଷ୍ଟମ ସଂସ୍କରଣ ଲୋଗୋ ଉନ୍ମୋଚିତ

ଭୁବନେଶ୍ବର: ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ଓଡ଼ିଶା ଉଦ୍ୟୋଗ ଓ ଉଦ୍ୟୋଗୀମାନଙ୍କୁ ସ୍ବୀକୃତି ପ୍ରଦାନ ଅଭିଯାନ ‘ସମ୍ବାଦ କର୍ପୋରେଟ୍‌ ଏକ୍ସଲେନ୍ସ ଆୱାର୍ଡସ୍‌-୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ଅଷ୍ଟମ ସଂସ୍କରଣ ଲୋଗୋ ସମ୍ବାଦ ଭବନରେ ଆୟୋଜିତ ଏକ…