Breaking News

ପ୍ରାଣଘାତୀ ସାଜିଛି ମାଞ୍ଜା ସୂତା: ଗୋଟିଏ ଦିନରେ ଦୁଇ ଆହତ

ଖଣ୍ଡଗିରି: ପ୍ରାଣଘାତୀ ସାଜିଛି ମାଞ୍ଜା ସୂତା। ଯେତେ କଟକଣା ହେଲେ ବି କେହି ମାନୁ ନାହାନ୍ତି। ଯେଉଁଥିପାଇଁ ଅଘଟଣ ବଢ଼ିବାରେ ଲାଗିଛି। ମକର ସଂକ୍ରାନ୍ତି ଅବ୍ୟବହିତ ପୂର୍ବରୁ ମାଞ୍ଜା ସୂତା ଲାଗି ଗୋଟିଏ ଦିନରେ ଦୁଇ ଜଣ ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ସେମାନଙ୍କୁ ହସ୍‌ପିଟାଲ୍‌ରେ…

ଉଠାଦୋକାନ ହଟାଇବାକୁ ଜୋରଦାର ବିରୋଧ

ଚନ୍ଦ୍ରଶେଖରପୁର: ଭୁବନେଶ୍ବରରେ ହେବାକୁ ଥିବା ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ପାଖାପାଖି ୬୦ଟି ଅଞ୍ଚଳରୁ ୮ହଜାରରୁ ଅଧିକ ଉଠାଦୋକାନୀଙ୍କୁ ଉଚ୍ଛେଦ କରାଯାଉଛି। ବିଏମ୍‌ସି ଓ ବିଡିଏର ମିଳିତ ସ୍କ୍ୱାଡ୍‌ ଆଜି ସହରର ୭ଟି ଅଞ୍ଚଳରେ ଉଠାଦୋକାନୀଙ୍କୁ ଉଚ୍ଛେଦ କରିବାକୁ ଯିବା ସମୟରେ ଉଚ୍ଛେଦକାରୀ…

ଆଳୁ ଖୋଳୁ ଖୋଳୁ… ଖାତାରେ ୫୬୦ ଏକର, ବିକାକିଣା ହୋଇଛି ୬୦୦

ଭୁବନେଶ୍ବର: ବିଡିଏର ବହୁ ଚର୍ଚ୍ଚିତ ଟିପି ସ୍କିମ୍‌ ବିବାଦମୁକ୍ତ ହୋଇ ପାରୁନି। ପ୍ରକଳ୍ପ ଆରମ୍ଭ ହେବାରେ ଅହେତୁକ ବିଳମ୍ବ ଯୋଗୁ ଜମି ମାଲିକ ଏବେ ବି ଫସି ରହିଥିବା ବେଳେ ଏବେ ନୂଆ ଅଡ଼ୁଆ ଛିଡ଼ା ହୋଇଛି। ଏହି ସ୍କିମ୍‌ର ପ୍ରଥମ ପ୍ରକଳ୍ପ (ପାଇକରାପୁର) ଅଧାପନ୍ତରିଆ ପଡ଼ିଥିବା ବେଳେ ଆସନ୍ତା…

ଔଷଧୀୟ ଜ୍ଞାନକେନ୍ଦ୍ରରେ ପ୍ରାତଃଭ୍ରମଣ ପାଇଁ ବଢ଼ୁଛି ଆଗ୍ରହ: ମନକୁ ସତେଜ ରଖୁଛି ଚରକ ଉଦ୍ୟାନ

ଖଣ୍ଡଗିରି: କଳିଙ୍ଗବିହାରସ୍ଥିତ ନଗର ବନଖଣ୍ଡ ଅଧୀନ ଔଷଧୀୟ ଜ୍ଞାନକେନ୍ଦ୍ର ପ୍ରାତଃଭ୍ରମଣ ପାଇଁ ବରିଷ୍ଠ ନାଗରିକଙ୍କୁ ଆକର୍ଷିତ କରୁଛି। ଏଠାରେ ଥିବା ବିଭିନ୍ନ ଔଷଧୀୟ ଗୁଳ୍ମ ଓ ବୃକ୍ଷରାଜି ପରିବେଶକୁ ସତେଜ କରୁଛି। ଗଛଲତା ଗହଣରେ ତଥା ଖୋଲା ଆକାଶ ତଳେ ଯୋଗ ବ୍ୟାୟାମ କରିବାକୁ ପ୍ରତ୍ୟହ…

ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ହେଲା ନାହିଁ: ହଟିବେ ୧୧ ପରିବାର

ଚନ୍ଦ୍ରଶେଖରପୁର: ମାସ ପରେ ମାସ ଗଡ଼ିଚାଲିଛି। ଜଣଙ୍କ ପରେ ଜଣେ ବିଏମ୍‌ସି କମିସନର ଆସି ପ୍ରତିଶ୍ରୁତି ଦେଇଯାଉଛନ୍ତି। କିଏ ପାର୍କ କରିବାକୁ ତ ଆଉ କିଏ ଗଦା ହୋଇଥିବା ଶହ ଶହ ଟନ୍‌ ଆବର୍ଜନା ଶେଷ କରିଦେବେ ବୋଲି କହୁଛନ୍ତି। କେହି କେହି ସମ୍ପୂର୍ଣ୍ଣ ଅଳିଆ ସ୍ଥାନାନ୍ତର କରିଦେବାକୁ ଘୋଷଣା…

ପୁଣି ମାତିଲେ ସିନ୍ଧିଚୋର: ଧଉଳି ବିଜୟବିହାରରେ ଗ୍ରିଲ୍‌ ଓ ଆଲ୍‌ମିରା ତାଡ଼ି ଅଳଙ୍କାର ଲୁଟିନେଲେ

ଧଉଳି: ଆପାର୍ଟମେଣ୍ଟ୍‌ରୁ ଘନଘନ ସିନ୍ଧିଚୋରି କରୁଥିବା ଗ୍ୟାଙ୍ଗ୍‌ କମିସନରେଟ୍‌ ପୁଲିସର ନିଦ ହଜେଇ ଦେଇଛି। ବିଶେଷକରି ଆପାର୍ଟମେଣ୍ଟର ବରିଷ୍ଠ ନାଗରିକ ବାସିନ୍ଦାମାନେ ତ୍ରାହି ତ୍ରାହି ଡାକିଲେଣି। ରାତିକ ପାଇଁ ଘରୁ ଗୋଡ଼ କାଢ଼ିଲେ, ସକାଳକୁ କଳାକନା ବୁଲିଯାଉଛି। ଏଥିପାଇଁ ସବୁ ମହଲରୁ ପୁଲିସ…

୨୪ ଜଣଙ୍କୁ ମିଳିଲା ପିପିଏଲ୍ ଓଡ଼ିଆ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଡିଜିଟାଲ୍ ମିଡ଼ିଆ ନେଟୱର୍କ ‘ପିପିଏଲ୍ ଓଡ଼ିଆ’ ତରଫରୁ ୟୁଥ୍ ଲିଡରସିପ୍ ଆୱାର୍ଡ-୨୦୨୪ ଅୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ମହିଳାନେତ୍ରୀ ଶ୍ରୀମୟୀ…

ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କ ୫ ଦିନିଆ ଦିଲ୍ଲୀ-ରାଜସ୍ଥାନ ଗସ୍ତ

ଭୁବନେଶ୍ୱର: ଆଜିଠାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ ଦିନିଆ ଦିଲ୍ଲୀ ଏବଂ ରାଜସ୍ଥାନ ଗସ୍ତରେ ଯିବେ। ମୁଖ୍ୟମନ୍ତ୍ରୀ ଗୁରୁବାର ସନ୍ଧ୍ୟା ସାଢ଼େ ୫ଟାରେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ। ୨୦ ତାରିଖରେ ଦିଲ୍ଲୀରୁ ରାଜସ୍ଥାନ ଯିବେ। ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ…

ଚେତୁନି ରେଳବିଭାଗ: ସରୁନି ଆର୍‌ଓବି, ଅକାମୀ ହୋଇପଡ଼ିଛି ଅଣ୍ଡରପାସ୍‌

ରାଉରକେଲା: ରାଉରକେଲା ମଧ୍ୟ ଦେଇ ଯାଇଥିବା ମୁମ୍ବାଇ-ହାଓଡା ମୁଖ୍ୟ ରେଳମାର୍ଗର ବନ୍ଧମୁଣ୍ଡା କୁକୁଡ଼ା ଗେଟ୍‌ ଓ କଲୁଙ୍ଗା ରେଳ ଓଭରବ୍ରିଜ୍‌ (ଆର୍‌ଓବି) କାମ ସରୁନି। ଜାଗା ବିବାଦ ଓ ରେଳବାଇର ଅବହେଳାରୁ ବର୍ଷବର୍ଷ ଧରି କାମ କଚ୍ଛପ ଗତିରେ ଚାଲିଛି। ଏଥିପାଇଁ ଟ୍ରାଫିକ୍‌ଜାମ୍‌…

କଲୁଙ୍ଗା ରେଳ ଦୁର୍ଘଟଣା ବନ୍ଦ ଫାଟକ ପାରିହେବା ଘାତକ ହେଲା

ରାଉରକେଲା: ଏକ୍ସପ୍ରେସ୍‌ ଟ୍ରେନ୍‌ ଧକ୍କାରେ ମୃତ୍ୟୁବରଣ କରିଥିବା ଦୁଇ ଯୁବକଙ୍କ ପରିଚୟ ମିଳିଛି। ସେମାନେ ହେଲେ ହିମାଚଳପ୍ରଦେଶର ପଙ୍କଜ ଶର୍ମା (୩୪) ଏବଂ ବିହାର ମୁଜାଫରପୁରର ଲଳିତ କୁମାର (୨୬)। ବୁଧବାର ରେଳବାଇ ପୁଲିସ ମୃତ ପଙ୍କଜର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର…