Breaking News

ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ମାମଲା: ୨ ଗିରଫ

ଭଦ୍ରକ: ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ହେଉଥିବାବେଳେ ପୁଲିସ ଏହି ଉଦ୍ୟମକୁ ପଣ୍ଡ କରିଛି। ଭଦ୍ରକ ଜିଲ୍ଲା ସନ୍ଥିଆ ନିକଟରୁ ପୁଲିସ ୧୭ଟି ଗୋରୁ ଉଦ୍ଧାର କରିଛି। ଵନ୍ତରୁ ଏକ ପିକଅପ୍ ଭ୍ୟାନ ଗୋରୁ ଚାଲାଣ ହେଉଥିବା ପୁଲିସ କୌଣସି ସୁତ୍ରରୁ ଖବର ପାଇଥିଲା। ଭଦ୍ରକ ଜିଲ୍ଲା…

ଶୀତରେ ଥରୁଛି ଇସ୍ପାତ ସହର: ୭ଦିନରେ ସର୍ବନିମ୍ନ ତାପମାତ୍ରା ୫.୭ ଡିଗ୍ରିକୁ ଖସିଲା

ରାଉରକେଲା: ଇସ୍ପାତ ସହରରେ ଶୀତ ଅସହ୍ୟ ହେଲାଣି। ଗତ ସପ୍ତାହେ ହେଲା ରାଜ୍ୟର ସର୍ବାଧିକ ଶୀତୁଆ ସହର ତାଲିକାରେ ରାଉରକେଲା ଶୀର୍ଷରେ ରହୁଛି। ଗତ ୧୨ ତାରିଖରୁ ସହରର ସର୍ବନିମ୍ନ ତାପମାତ୍ରା ରାଜ୍ୟର ଅନ୍ୟ ଜିଲ୍ଲା/ସହର ତୁଳନାରେ ଢ଼େର୍‌ କମ୍‌ ରହିଛି। ବି‌ଶେଷକରି ୧୩ ତାରିଖରୁ…

ଉଦୀୟମାନ ବ୍ୟାଡମିଣ୍ଟନ ଖେଳାଳି ବିଶାଖା ଟପ୍ପୋ

ରାଉରକେଲା: ପୁଣି ଜଣେ ମହିଳା ବ୍ୟାଡମିଣ୍ଟନ ଖେଳାଳିଙ୍କ ଆବିର୍ଭାବ ଘଟିଛି। କଅଁଳ ବୟସରୁ ଏକାଧିକ ପ୍ରତିଯୋଗିତା ଜିତି ନିଜ ତଥା ରାଉରକେଲା ପାଇଁ ଗୌରବ ଆଣି ଦେଇଛନ୍ତି। ଏହି ଉଦୀୟମାନ ଖେଳାଳି ହେଉଛନ୍ତି ବିଶାଖା ଟପ୍ପୋ। ଆର୍‌ଏସ୍‌ପି ଅକ୍ସିଜେନ ପ୍ଲାଣ୍ଟ୍‌ ବିଭାଗର ଏମ୍‌ଓଏମ୍‌ଟି ଚାରୋ…

ଯୁବପିଢ଼ି ସେବାମନସ୍କ ହୁଅନ୍ତୁ: ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଯୁବପିଢ଼ି ସେବାମନସ୍କ ହେବା ଆବଶ୍ୟକ ବୋଲି ‘ଇଣ୍ଡିଆନ ବାଏ ବାର୍ଥ’ ଅନୁଷ୍ଠାନର ପଞ୍ଚମ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି। ବୁଧବାର କେନ୍ଦୁଝର ଅଡିଟୋରିୟମଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଯୋଗ ଦେଇ କହିଥିଲେ,…

ଖୋଲା ଆକାଶ ତଳେ ପଡ଼ିଛି ୧.୫୪ ଲକ୍ଷ ବସ୍ତା ଧାନ

ସମ୍ବଲପୁର: କାମ ଦେଲାନି ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଆଶ୍ବାସନା। ଗତ ସପ୍ତାହରେ ଜିଲ୍ଲାପାଳଙ୍କ ସହିତ ନିଜ ନିର୍ବାଚନ ମଣ୍ଡଳୀ କୁଚିଣ୍ଡାର ବିଭିନ୍ନ ମଣ୍ଡି ବୁଲିଥିଲେ ମନ୍ତ୍ରୀ ରବିନାରାୟଣ ନାଏକ। ଏଥରକ ଚାଷୀଙ୍କୁ ଆଉ ପୂର୍ବଭଳି ହଇରାଣ ହେବାକୁ ପଡ଼ିବ ନାହିଁ ବୋଲି କହିଥିଲେ। ଏହା ସତ୍ତ୍ବେ…

ବଦଳୁଛି ହାତୀଙ୍କ ଖାଦ୍ୟାଭ୍ୟାସ ଓ ବାସସ୍ଥଳ: ଜଙ୍ଗଲ ଛାଡ଼ି ଜନପଦମୁହାଁ

ଅନୁଗୁଳ: ଦଶ ବର୍ଷ ତଳେ ଅନୁଗୁଳ ଜିଲ୍ଲାରେ ଯେତିକି ହାତୀ ଥିଲେ, ଏବେ ପାଖାପାଖି ସେତିକି ଅଛନ୍ତି। ଫରକ ଏତିକି, ସେତେବେଳେ ହାତୀ ଜଙ୍ଗଲରେ ରହୁଥିଲେ। ଆଉ ଏବେ ଗାଁ ମୁଣ୍ଡରେ। ସହର ପାଖରେ ବି ବୁଲିଲେଣି। ‌ଏଥିପାଇଁ ଅନୁଗୁଳ ଜିଲ୍ଲାରେ ହାତୀ-ମଣିଷ ଲଢ଼େଇ ବଢ଼ିବାରେ ଲାଗିଛି। ଏଥିରେ ଧନଜୀବନ ନଷ୍ଟ…

ଅସୁରଘାଟୀକୁ ପ୍ରର୍ଯ୍ୟଟନସ୍ଥଳୀର ମାନ୍ୟତା କେବେ ମିଳିବ?

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଶୀତଋତୁ ଆସିଲା। ବଣଭୋଜି ପାଇଁ ବିଭିନ୍ନ ଜଳପ୍ରପାତ, ଡ୍ୟାମ୍‌, ପାହାଡ଼, ପାର୍କ ସମେତ ପର୍ଯ୍ୟଟନସ୍ଥଳୀ ଚଳଚଂଚଳ ହୋଇପଡ଼ିଛି। ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକରେ ଅଛି ଅସୁରଘାଟୀର ମଣିଭଦ୍ରା ଜଳପ୍ରପାତ,  ଯାହା ଏବେ ଅବହେଳିତ ଅବସ୍ଥାରେ। ଏଠାକୁ ଯିବା…

ମୁମ୍ବାଇ ସମୁଦ୍ରରେ ବୋଟ୍‌ ବୁଡ଼ି ୧୩ ମୃତ

ମୁମ୍ବାଇ: ମୁମ୍ବାଇ ଗେଟ୍‌ୱେ ଅଫ୍‌ ଇଣ୍ଡିଆ ଠାରୁ ଏଲିଫାଣ୍ଟା ଦ୍ବୀପକୁ ପ୍ରାୟ ୧୧୦ ଯାତ୍ରୀଙ୍କୁ ନେଇ ଆରବ ସାଗରରେ ଯାଉଥିବା ଏକ ଯାତ୍ରୀବାହୀ ବୋଟ୍‌ ବୁଡ଼ିଯାଇଛି। ନୌସେନାର ଏକ ସ୍ପିଡ୍ ବୋଟ୍‌ ଇଞ୍ଜିନ ପରୀକ୍ଷଣ ବେଳେ ତାହା ନିୟନ୍ତ୍ରଣ ହରାଇ ଯାତ୍ରୀବାହୀ ବୋଟ୍‌ ସହ ପିଟି ହୋଇ…

ଟ୍ରେନ୍‌ର ମହିଳା ବଗିରେ ଚଢ଼ିଲେ ନଗ୍ନ ଯୁବକ

ନୂଆଦିଲ୍ଲୀ: ମୁମ୍ବାଇ ଲୋକାଲ ଟ୍ରେନ୍‌ର ମହିଳା ବଗିରେ ସୋମବାର ଜଣେ ନଗ୍ନ ବ୍ୟକ୍ତି ଚଢ଼ିଯିବାରୁ ଯାତ୍ରୀମାନେ କ୍ଷୁବ୍ଧ ହୋଇଥିଲେ। ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ (ସିଏସ୍‌ଏମ୍‌ଟି)ରୁ କଲ୍ୟାଣ ଅଭିମୁଖେ ଯାଉଥିବା ଲୋକାଲ ଟ୍ରେନରେ ଏହି ଘଟଣା ଘଟିଛି। ଘାଟକୋପର ରେଳ ଷ୍ଟେସନରେ ଉଲ୍ଲଗ୍ନ…

ଅରୁଣ କୁମାର ସାହୁ ବୁଲଗେରିଆ ରାଷ୍ଟ୍ରଦୂତ ନିଯୁକ୍ତ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଥିବା ଅରୁଣ କୁମାର ସାହୁ (ଆଇଏଫ୍‌ଏସ୍‌: ୧୯୯୬ ବ୍ୟାଚ୍‌)ଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ଦିଆଯାଇଛି। ଏନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେିଆଯାଇଛି।…