Breaking News

ଏନଟିଏ କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ ଉପରେ ଗୁରୁତ୍ବ ଦେବ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନଟିଏ) ୨୦୨୫ରୁ କେବଳ ପ୍ରବେଶିକା ପରୀକ୍ଷା ଆୟୋଜନ କରିବ । ଏନଟିଏ ଆଉ ନିଯୁକ୍ତି ଲାଗି ପରୀକ୍ଷା ଆୟୋଜନ କରିବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଘୋଷଣା କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଏନଟିଏ…

ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା : ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ବର, ୧୭।୧୨ : ଓଡିଶା ପୋଲିସରେ ଡ୍ରାଇଭର ନିଯୁକ୍ତି ମାମଲା।  ସର୍ବାଧିକ ବୟସସୀମା କୋହଳ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ।  ନିୟମିତ ଭାବେ ନିଯୁକ୍ତି ପ୍ରକ୍ରିୟା ହୋଇନଥିବାରୁ ବୟସସୀମା କୋହଳ କରିବାକୁ ହୋଇଥିଲା ଆବେଦନ। ୨୦୨୧ ମସିହା ପରେ ପ୍ରଥମ ଥର ପାଇଁ ବାହାରିଥିଲା ବିଜ୍ଞପ୍ତି…

ବିଏମ୍‌ସି ପାଣି ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀ ମୃତ

ଭୁବନେଶ୍ୱର ୧୭/୧୨: ବିଏମ୍‌ସି ପାଣି ଟ୍ୟାଙ୍କର ଧକ୍କାରେ ସାଇକେଲ ଆରୋହୀଙ୍କ ଗଲା ଜୀବନ।  ଭୁବନେଶ୍ୱର ପଳାସପଲ୍ଳୀ ବ୍ରିଜ ନିକଟରେ ଦୁର୍ଘଟଣା ଘଟିଛି। ମୃତ ବ୍ୟକ୍ତି ଜଣଙ୍କ କାରଗିଲ ବସ୍ତି ଅଞ୍ଚଳର ଜଣେ ଶୁଖୁଆ ବେପାରୀ ହୋଇଥିବା ସୂଚନା ମିଳିଛି। ପୋଲିସ ମୃତଦେହ ଜବତ କରି କ୍ୟାପିଟାଲ…

ଆଜିଠୁ କମିବ ଶୀତ, ୩ରୁ ୫ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା: ଦକ୍ଷିଣ ଓଡ଼ିଶାରେ ତିନି ଦିନ ବର୍ଷା ଆଶଙ୍କା

ଭୁବନେଶ୍ୱର,୧୭/୧୨: ୫ ଦିନ ହେଲାଣି ଅସ୍ତବ୍ୟସ୍ତ କରୁଥିଲା ଶୀତ । ପୂରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଥିଲା । ଅନେକ ସହର  ୧୦ ଡିଗ୍ରୀ ସେଲସିୟସ୍‌ ତଳକୁ ଖସି ଆସିଥିଲା । ହେଲେ ମଙ୍ଗଳବାର ରାତିରୁ ଏଭଳି ସ୍ଥିତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ଶୀତ କମିବ । ରାତି ତାପମାତ୍ରା ୩ରୁ ୫ ଡିଗ୍ରୀ…

ପିକେଟି ପାହାର

ଦାରିଦ୍ର୍ୟର ସୁଷମ ବଣ୍ଟନ ଦ୍ବାରା ବୈଷମ୍ୟରେ ହ୍ର‌ାସ ଘଟାଯାଇପାରେ, କିନ୍ତୁ ତାହା ଆମର କାମ୍ୟ ହୋଇପାରିବ ନାହିଁ। ଅର୍ଥନୀତିର ଦ୍ରୁତ ଅଭିବୃଦ୍ଧି ଦ୍ବାରା ହିଁ ଦାରିଦ୍ର୍ୟରେ ହ୍ରାସ ଘଟାଇବା ସମ୍ଭବ ହେବ। ତେବେ ଏହି ଅଭିବୃଦ୍ଧି ନିଯୁକ୍ତିହୀନ ନ ହୋଇ ନିଯୁକ୍ତିଯୁକ୍ତ ହେବା ଆବଶ୍ୟକ। ଏହି…

ଆଧୁନିକ ଯୁଗର ‘ସମ୍ପର୍କ ଭଞ୍ଜକ’

ଅବଶ ପରିଡ଼ା କଳ୍ପନା କରନ୍ତୁ, ଆପଣ ନିଜ ବନ୍ଧୁଙ୍କ ସହ କଥା ହେଉଛନ୍ତି। କିନ୍ତୁ ବାର୍ତ୍ତାଳାପ ମଧ୍ୟରେ ଆପଣଙ୍କ ବନ୍ଧୁ ବାରମ୍ବାର ଫୋନ୍ ଦେଖୁଛନ୍ତି ଏବଂ ଆପଣଙ୍କ କଥାକୁ ଧ୍ୟାନ ଦେଉନାହାନ୍ତି। ସ୍ୱାଭାବିକ ଭାବେ ଆପଣ ପ୍ରଥମେ ଚିନ୍ତା କରିବେ ଯେ ତାଙ୍କର ଫୋନ୍‌ରେ କିଛି…

ରାଶିଫଳ: ମଙ୍ଗଳବାର , ଡିସେମ୍ବର ୧୭ ତାରିଖ

ମେଷ ଶୁକ୍ର କର୍ମସ୍ଥାନସ୍ଥ ଯୋଗୁ ଆପଣ ମଧୁର ବାକ୍ୟାଳାପ ଦ୍ୱାରା ଅନ୍ୟକୁ ଆପଣାର କରିବାରେ ସମର୍ଥ ହେବେ। ବନ୍ଧୁଙ୍କ ଆସିବା ବାଟକୁ ଅପେକ୍ଷା କରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ବିବାଦୀୟ ଘଟଣାରେ କୌଣସି ପକ୍ଷ ସମର୍ଥନ କରିବା ଠିକ୍‍ ହେବ ନାହିଁ। ଚଳଚ୍ଚିତ୍ର,…

କଥାଟିଏ-ଯାଯାବର: ଜିହ୍ବାର କ୍ଷମତା

ସୃଷ୍ଟି ଆରମ୍ଭରେ ଭଗବାନ ଜିହ୍ବାକୁ ଏମିତି ଗଢ଼ିଲେ ଯେ ତା’ ଦେହରେ ହାଡ଼ ଟିକିଏ ଦେଲେ ନାହିଁ। ତେଣୁ ଅସାଡ଼ ଭାବେ ତାହା ଦୁଇ ଧାଡ଼ି ଦାନ୍ତ ମାଳା ଭିତରେ ବନ୍ଦୀ ହୋଇ ପଡ଼ି ରହିଲା। ତା’ର ଅଧିକା˚ଶ ସମୟ ଏକ ଅନ୍ଧକାରମୟ ଗୁମ୍ଫା ଭିତରେ କଟିଲା। ଭଗବାନ ଜିହ୍ବାର ଦୁଃଖ ଶୁଣିଲେ। ତାକୁ କହିଲେ…

ପୁଣି ଭୁଶୁଡ଼ିଲା ଶୀର୍ଷକ୍ରମ: ମୁଣ୍ଡ ଉପରେ ଝୁଲୁଛି ଫଲୋଅନ୍ ଖଣ୍ଡା

ବ୍ରିସବେନ୍: ଭାରତୀୟ ଶୀର୍ଷକ୍ରମ ପୁଣି ଥରେ ଅଷ୍ଟ୍ରେଲୀୟ ବୋଲରଙ୍କ ଆଗରେ ବିନା ଲଢ଼େଇରେ ଆତ୍ମସମର୍ପଣ କରିଛି। ଲଗାତାର ଭାବେ ପ୍ରଥମ ଓଭରରେ ୱିକେଟ୍ ହରାଇ ସଙ୍କଟ ଘେରରେ ଫସିଛି ଟିମ୍ ଇଣ୍ଡିଆ। ଅଷ୍ଟ୍ରେଲିଆର ୪୪୫ ରନ୍‌କୁ ପିଛା କରି ଜୟସ୍ବାଲ, ଗିଲ୍, କୋହଲି ଓ ପନ୍ତ ମାତ୍ର ୪୪ ରନ୍ ଭିତରେ…

ବୁମ୍‌ରାଙ୍କୁ କ୍ଷମା ମାଗିଲେ ଈଶା

ବ୍ରିସବେ: ଭାରତୀୟ ଦ୍ରୁତ  ବୋଲର ଯଶପ୍ରୀତ୍ ବୁମରାଙ୍କ ପ୍ରତି ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ପୂର୍ବତନ ଇଂଲଣ୍ଡ ମହିଳା କ୍ରିକେଟର୍ ଈଶା ଗୁହା ଶେଷରେ ଏଥି ପାଇଁ କ୍ଷମା ମାଗି ନେଇଛନ୍ତି। ବୁମ୍‌ରାଙ୍କୁ ପ୍ରଶଂସା କରିବାକୁ ଯାଇ ମୁଁ ଯେଉଁ ଶବ୍ଦଟି ବ୍ୟବହାର କରିଥିଲି ଏହାକୁ…