Breaking News

ପାଣିପାଗ ପରିବର୍ତ୍ତନର ଭୀଷଣ ପ୍ରଭାବ: ଜାଲରେ ପଡ଼ୁନାହାନ୍ତି ମାଛ

ଭୋଗରାଇ: ପାଣିପାଗରେ ଅନିୟମିତତାର ଭୀଷଣ ପ୍ରଭାବ ପରିଲକ୍ଷିତ ହେଲାଣି। ମାଛ ଉତ୍ପାଦନ ଢେର ହ୍ରାସ ପାଇଛି। ଫଳରେ ସମୁଦ୍ର ଉପରେ ନିର୍ଭର କରୁଥିବା ଚାରି ହଜାରରୁ ଅଧିକ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ବିପନ୍ନ ହୋଇପଡ଼ିଛି। ବର୍ଷର ୧୦ ମାସ ସମୁଦ୍ରରୁ ମାଛ ଧରି ଗୁଜୁରାଣ ମେଣ୍ଟାଉଥିବା ଏହି…

ଯୁକ୍ତ ୨ ପ୍ରଥମ କଟ୍‌ ଅଫ୍‌ ମାର୍କ ପ୍ରକାଶିତ: କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଆଗରେ

ଭୁବନେଶ୍ବର: ବହୁ ପ୍ରତୀକ୍ଷିତ ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ତାଲିକା ଗୁରୁବାର ପ୍ରକାଶିତ ହୋଇଛି। ଏଥର ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଛି। ଏହି ଶିକ୍ଷାନୁଷ୍ଠାନରେ କଳାରେ ୮୦, ବିଜ୍ଞାନରେ ୯୧.୬୭ ଓ ବାଣିଜ୍ୟରେ ୭୯.୨୦ ପ୍ରତିଶତ…

ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ

https://www.youtube.com/live/4oikRP3jEUg?feature=share ଭୁବନେଶ୍ୱର: ଶୁଭାରମ୍ଭ ହେଲା ’ଆମ ପୋଖରୀ’ ସହରାଞ୍ଚଳ ଜଳାଶୟ ନବୀକରଣ କାର୍ଯ୍ୟକ୍ରମ। ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକସେବା ଭବନ କନଭେସନ ସେଣ୍ଟରରେ ସହରାଞ୍ଚଳ ଜଳାଶୟ ନବୀକରଣ ପାଇଁ…

କଟକ , ବ୍ରହ୍ମପୁର ଓ ବୁର୍ଲା ତିନି ମେଡିକାଲ କଲେଜର ଅଗ୍ନିସୁରକ୍ଷା ପାଇଁ ୪୫ ପଦବୀ ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ, ବ୍ରହ୍ମପୁର ଏମ୍. କେ.ସି.ଜି ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ବୁର୍ଲା ଭି.ଏସ୍.ଏସ୍ ମେଡିକାଲ କଲେଜ ଓ ହସ୍ପିଟାଲର ଅଗ୍ନି ସୁରକ୍ଷା ପାଇଁ ଅଗ୍ନିଶମ ବିଭାଗରେ ବିଭିନ୍ନ ସ୍ତରରେ ୪୫ ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ…

ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲାର ପାୟଲ

ପାରଳାଖେମୁଣ୍ଡି :-ଗ୍ଳାମର ଦୁନିଆରେ ଓଡ଼ିଆ ଝିଅର କମାଲ ମିସ୍ ଇଣ୍ଡିଆ କନିଷ୍ଠ ପ୍ରତିଯୋଗିତାରେ ମନ ଜିଣିଲେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନୂଆ ନଡିଆତୋଟା ସାହିର ପାୟଲ ପାତ୍ର। ଷ୍ଟାର ଏଣ୍ଟର ଟେନ୍ମେଣ୍ଟ ଜାତୀୟ ସ୍ତରରେ ଗତ ଡିସେମ୍ବର ଠାରୁ ଆରମ୍ଭ ହୋଇଛି ମିସ୍ ଇଣ୍ଡିଆ କନିଷ୍ଠ…

ବିଜେବି କଲେଜରେ ଛାତ୍ର ଅଶାନ୍ତି, ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

ଭୁବନେଶ୍ବର, (ଟୁକୁନା ସାହୁ): ବିଜେବି କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ଅଶାନ୍ତି ଦେଖାଦେଇଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଜଣକୁ ମାରପିଟ ସହିତ ଜଣେ ଅଟକ ରହିଥିବା ସୂଚନା ମିଳିଛି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଟକ ଛାତ୍ରକୁ ଉଦ୍ଧାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ୯ ମୃତ, ୨୦ ଆହତ

ମୁମ୍ବାଇ: ମହାରାଷ୍ଟ୍ରର ଧୁଲେ ଜିଲାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି। ଟ୍ରକ୍‌ଟି ଭାରସାମ୍ୟ ହରାଇ ଅନ୍ୟ ଗାଡି ଏବଂ ହୋଟେଲ ସହ ଧକ୍କା ହୋଇଛି। ପୋଲିସର ସୂଚନାନୁସାରେ, ମୁମ୍ବାଇଠାରୁ ୩୦୦ କିଲୋମିଟର ଦୂରରେ ଥିବା…

ମୁନ୍ନାଭାଇ ଷ୍ଟାଇଲରେ ଦେଉଥିଲେ ନିଟ୍ ପରୀକ୍ଷା, ୪ ଜଣ ଏମ୍ସ ଛାତ୍ରଙ୍କୁ ଗିରଫ କଲା ପୋଲିସ

ଦିଲ୍ଲୀ: ମୁନ୍ନାଭାଇ ଷ୍ଟାଇଲରେ ଚାଲିଥିଲା ନିଟ୍ ପରୀକ୍ଷାରେ ଠକେଇ । ଜଣକ ପାଇଁ ଆଉ ଜଣେ ଦେଉଥିଲେ ପରୀକ୍ଷା । ଏପରି ଏକ ଗ୍ୟାଙ୍ଗକୁ ଦିଲ୍ଲୀ ପୋଲିସ ଧରିବା ସହିତ ୪ ଜଣ ଏମ୍ସ ଛାତ୍ରଙ୍କୁ ମଧ୍ୟ ଗିରଫ କରିଛି । ତେବେ ମିଳିଥିବା ସୂଚନା ମୁତାବକ, ଏମ୍ସ ବିଏସସି (ରେଡିଓଲୋଜି, ଦ୍ୱିତୀୟ ବର୍ଷ)…

ପ୍ରତିଶ୍ରୁତି ରଖିଲାନି ପ୍ରଶାସନ; କାହ୍ନୁଗୁଡ଼ାକୁ ରାସ୍ତା ନୋହିଲା, ରୋଗୀଙ୍କୁ କାଉଡ଼ି ଭରସା

ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବହୁ ଗ୍ରାମକୁ ଆଜି ବି ପକ୍କା ରାସ୍ତା ନାହିଁ। ଲୋକେ ଆଜି ବି ପାଦରେ ଚାଲିଚାଲି ନିଜ ଗ୍ରାମକୁ ଯାଉଛନ୍ତି। ବାରମ୍ବାର ପଞ୍ଚାୟତ ଠାରୁ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ରାସ୍ତା ନେଇ ଦାବି କରିଆସୁଥିଲେ ମଧ୍ୟ ପ୍ରତିଶ୍ରୁତି ମିଳୁଛି। କିନ୍ତୁ ପ୍ରତିଶ୍ରୁତି ରକ୍ଷା…

ବାହାନଗା ଟ୍ରେନ୍ ଟ୍ରାଜେଡି : ସିଗନାଲିଂ ତ୍ରୁଟି ଯୋଗୁ ଘଟିଥିଲା ଦୁର୍ଘଟଣା, ଷ୍ଟେସନ୍ ମାଷ୍ଟର ଦାୟୀ

ବାଲେଶ୍ବର: ସିଗନାଲିଂ ତ୍ରୁଟି ଯୋଗୁ ବାଲେଶ୍ୱରର ବାହାନଗା ରେଳ ଦୁର୍ଘଟଣା ଘଟିଛି। ସିଗନାଲ୍ ଓ ଟେଲିକମ ଡିପାର୍ଟମେଣ୍ଟର ଏକାଧିକ ତ୍ରୁଟିରୁ ଦୁର୍ଘଟଣା ଘଟିଛି ବୋଲି କମିସନର ଅଫ୍ ରେଲଓ୍ବେ ସେଫ୍ଟିଙ୍କ ରିପୋର୍ଟରୁ ଜଣାପଡ଼ିଛି। ଏଥିଲାଗି ମୁଖ୍ୟତଃ ଷ୍ଟେସନ୍ ମାଷ୍ଟର ଏସ୍ ବି ମହାନ୍ତିଙ୍କୁ…