Breaking News

ଜାତୀୟ ମହିଳା ଦିନିକିଆ: ସୁଶ୍ରୀ, ଜାନକୀଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ, ଓଡ଼ିଶାର ଚତୁର୍ଥ ବିଜୟ

କଟକ: ଚଳିତ ଜାତୀୟ ମହିଳା ଦିନିକିଆ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ସୋମବାର ଚତୁର୍ଥ ବିଜୟ ପାଇଛି। ହ୍ୟାଟ୍ରିକ୍‌ ବିଜୟ ପରେ ଗତ ମ୍ୟାଚ୍‌ରେ ମୁମ୍ବାଇଠୁ ହାରିଥିବା ଓଡ଼ିଶା ପୁଣି ଥରେ ଲୟକୁ ଫେରିଛି। ଅହମଦାବାଦରେ ସୋମବାର ଖେଳାଯାଇଥିବା ମ୍ୟାଚ୍‌ରେ ସୁଶ୍ରୀ ଦିବ୍ୟଦର୍ଶିନୀ ଓ ଜାନକୀ…

କ୍ରିକେଟ୍‌ରେ ବିରଳ: ଡବଲ୍ ହ୍ୟାଟ୍ରିକ୍‌

ନୂଆଦିଲ୍ଲୀ: କ୍ରିକେଟ୍‌ରେ ନିୟମିତ ‌ନ‌ହେଲେ ବି ଡବଲ୍ ହ୍ୟାଟ୍ରିକ ଖୁବ୍ ବିରଳ। ଆଇସିସିର ପୂର୍ଣ୍ଣ ସଦସ୍ୟ ହୋଇ ନଥିବା ଆର୍ଜେଣ୍ଟିନାର ଜଣେ ବୋଲର ଏବେ ଏହି କ୍ଲବ୍‌ରେ ସାମିଲ‌ ହୋଇଯାଇଛନ୍ତି। ୩୬ ବର୍ଷୀୟ ଦ୍ରୁତ ବୋଲର୍‌ ହର୍ମାନ୍ ଫେନେଲ୍‌ ଆଇସିସି ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସବ୍…

ଓହରିଲେ ୨୯ ବିଦେଶୀ ଖେଳାଳି

ରାଉରକେଲା: ଅକ୍ଟୋବରରେ ଅନୁଷ୍ଠିତ ହକି ଇଣ୍ଡିଆ ଲିଗ୍(ଏଚ୍‌ଆଇଏଲ୍‌) ଖେଳାଳି ନିଲାମରେ ୮ ପୁରୁଷ ଓ ୪ ମହିଳା ଫ୍ରାଞ୍ଚାଇଜ୍ ୯୬ ଜଣ ଖେଳାଳିଙ୍କୁ କିଣିଥିଲେ। ପ୍ରତିଯୋଗିତା ଆରମ୍ଭ ହେବାକୁ ଆଉ ମାତ୍ର ୧୨ ଦିନ ଥିବାବେଳେ ଆୟୋଜକ ହକି ଇଣ୍ଡିଆକୁ ବଡ଼ ଝଟ୍‌କା ଲାଗିଛି। ପାଖାପାଖି ୨୯ଜଣ ନାମୀଦାମୀ…

ତିନି ଦିନିଆ କୋରାପୁଟ, ମାଲକାନଗିରି ଗସ୍ତରେ ଯିବେ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର/କୋରାପୁଟ/ମାଲକାନଗିରି: ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆସନ୍ତାକାଲି (ବୁଧବାର) ଠାରୁ ତିନି ଦିନିଆ କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ଗସ୍ତ କରିବେ। ଏହି ଗସ୍ତ କାର୍ଯ୍ୟକ୍ରମରେ ସେ କୋରାପୁଟ ଜିଲ୍ଲା ମହୋତ୍ସବ "ପରବ ୨୦୨୪" ରେ ଯୋଗ ଦେବେ। ଏହା ସହ ଶ୍ରୀମତୀ ପରିଡ଼ା ଏହି ଦୁଇ…

ସାଇବର ସଚେତନତାମୂଳକ ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ସମ୍ପ୍ରତି ସାଇବର ଅପରାଧ ଚିନ୍ତାଜନକ ପାଲଟିଥିବା ବେଳେ ସାମ୍ବାଦିକ ଶୁଭକାନ୍ତ ପଢ଼ିହାରୀଙ୍କ ଦ୍ବାରା ରଚିତ ସଚେତନତା ପୁସ୍ତକ ‘ସାଇବର ଅପରାଧ’କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉନ୍ମୋଚନ କରିଛନ୍ତି। ବିଧାନସଭାର ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ପୁସ୍ତକକୁ ଗତ ୧୧ ତାରିଖରେ…

ବୋମା ବିସ୍ଫୋରଣ ଘଟାଇ ରୁଷ୍‌ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କୁ ହତ୍ୟା!

ମସ୍କୋ: ଇଲେକ୍ଟ୍ରିକ୍ ସ୍କୁଟରରେ ଲୁଚା ଯାଇଥିବା ବୋମା ନେଇଛି ରୁଷ୍‌ର ରାସାୟନିକ ଓ ଜୈବିକ ସୁରକ୍ଷା ମୁଖ୍ୟଙ୍କ ଜୀବନ। ଜାଣିବାକୁ ମିଳିଛି ଯେ ମଙ୍ଗଳବାର ମସ୍କୋରେ ଆଣବିକ ସୁରକ୍ଷା ବାହିନୀର ତଦାରଖ କରୁଥିବା ଜଣେ ବରିଷ୍ଠ ଜେନେରାଲଙ୍କୁ ଇଲେକ୍ଟ୍ରିକ୍ ସ୍କୁଟରରେ ବୋମା ଖଞ୍ଜାଯାଇ ହତ୍ୟା…

ପାଲେଷ୍ଟାଇନ୍‌ ପରେ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଗତକାଲି ସଂସଦକୁ ପାଲେଷ୍ଟାଇନ୍‌ ବ୍ୟାଗ୍‌ ଧରି ଯାଇ ଚର୍ଚ୍ଚାରେ ରହିଥିବା କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ ପ୍ରିୟଙ୍କା ଗାନ୍ଧୀ ଆଜି ବାଂଲାଦେଶୀ ବ୍ୟାଗ୍‌ ଧରିଥିବାର ନଜର ଆସିଛନ୍ତି। ସେହି ବ୍ୟାଗ୍‌ରେ ଲେଖାଯାଇଛି ‘‘ଆମେ ବାଂଲାଦେଶର ହିନ୍ଦୁ ଏବଂ ଖ୍ରୀଷ୍ଟିଆନମାନଙ୍କ ସହ…

ଲୋକସଭାରେ ଆଗତ ହେଲା ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌

ନୂଆଦିଲ୍ଲୀ: ଆଜି (ଡିସେମ୍ବର ୧୭ରେ) ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌ ଆଗତ ହୋଇଛି। ଲୋକସଭାରେ ଭାଷଣ ଦେଇ ଗୃହମନ୍ତ୍ରୀ ଅମିତ ଶାହା ମତ ଦେଇଛନ୍ତି ଯେ ଏହି ବିଲ୍ ବିତର୍କ ପାଇଁ ସଂସଦୀୟ ପ୍ୟାନେଲକୁ ପଠାଯାଇପାରିବ। କେନ୍ଦ୍ର ଆଇନ୍ ମନ୍ତ୍ରୀ ଅର୍ଜୁନ ରାମ ମେଘବାଲ ଏହି ବିଲକୁ…

ଶ୍ରଦ୍ଧାଳୁଙ୍କ ସକାଶେ ମାଗଣା ରେଳ ସେବା ଯୋଗାଇ ପାରନ୍ତି ୟୁପି ସରକାର

ପ୍ରୟାଗରାଜ୍‌: ଏଥର ପ୍ରୟାଗରାଜ୍‌ରେ ହେବାକୁ ଥିବା କୁମ୍ଭମେଳାକୁ ନେଇ ସରକାର ବିଶେଷ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ମେଳା ପାଇଁ ସରକାର ୫ ହଜାର କୋଟି ଟଙ୍କାର ବଜେଟ୍‌ ରଖିଛନ୍ତି। ପ୍ରୟାଗରାଜରେ ଆରମ୍ଭ ହେବାକୁ ଥିବା ମହାକୁମ୍ବ ମେଳା ସକାଶେ ରାଜ୍ୟ, ରାଜ୍ୟ ବାହାରୁ,…

ବିବାହର ୪୪ବର୍ଷ ପରେ ସ୍ତ୍ରୀକୁ ଛାଡ଼ପତ୍ର ଦେଲେ ବୃଦ୍ଧ

ଚଣ୍ଡୀଗଡ଼: ଚଣ୍ଡୀଗଡ଼ର କରନାଲ ଜିଲ୍ଲାରେ ବିବାହର ୪୪ବର୍ଷ ପରେ ଦମ୍ପତିଙ୍କ ବିବାହ ବିଚ୍ଛେଦ ହେବା ଘଟଣା ଚର୍ଚ୍ଚାରେ ରହିଛି। ବିବାହ ବିଚ୍ଛେଦ ପରେ ସ୍ବାମୀ ସ୍ତ୍ରୀର ଭରଣପୋଷଣ ପାଇଁ ୩କୋଟି ଟଙ୍କା ଦେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କ ବିବାହ ୧୯୮୦ ମସିହା…