Breaking News

ଲୋକସଭାରେ ଆଗତ ପରେ ଜେପିସିକୁ ଗଲା ‘ଏକ ଦେଶ, ଏକ ନିର୍ବାଚନ’ ବିଲ୍

ନୂଆଦିଲ୍ଲୀ: ଲୋକସଭାରେ 'ଏକ ଦେଶ ଏକ ନିର୍ବାଚନ' ବିଲ୍ ଆଗତ ହେବା ପାଇଁ ଭୋଟିଂ ହୋଇଛି। ବିଲ୍ ଆଗତ ସପକ୍ଷରେ ୨୬୯ ଭୋଟ୍ ପଡିଥିବାବେଳେ ବିରୋଧ‌ରେ ୧୯୮ ଭୋଟ୍ ପଡିଛି। ଏହା ପରେ ଏହି ବିଲ୍‌କୁ ଉଭୟ ଗୃହର ମିଳିତ କମିଟି(ଜେପିସି) ନିକଟକୁ ପଠାଯାଇଛି। କେନ୍ଦ୍ର ଗୃହମନ୍ତ୍ରୀ…

ବିଟ୍‌କଏନ୍ ଦାମ୍ ଲକ୍ଷେ ଡଲାର ଟପିଲା

ନୂଆଦିଲ୍ଲୀ: ବିଶ୍ବର ସବୁଠୁ ଲୋକପ୍ରିୟ କ୍ରିପ୍ଟୋକରେନ୍ସି ବିଟ୍‌କଏନ୍ ଦାମ୍ ୧,୦୬,୦୦୦ ଡଲାର ହୋଇଯାଇଛି। ଏହା ହେଉଛି ବିଟ୍‌କଏନ୍‌ ମୂଲ୍ୟରେ ସର୍ବକାଳୀନ ରେକର୍ଡ। ଆମେରିକାର ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରଠାରୁ ଏହାର ଦାମ୍ ନିୟମିତ ଭାବେ ବଢ଼ୁଛି। ସେ…

ସ୍ବାସ୍ଥ୍ୟ ସ୍ବତନ୍ତ୍ର: ନୂଆ ଆଶା ଇତିହାସ

ରାଜ୍ୟର ଚିକିତ୍ସା ବ୍ୟବସ୍ଥାରେ ଅନେକ ସଫଳତାର ନୂଆ ଅଧ୍ୟାୟ ଯୋଡ଼ିଛି ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲ। ଭବିଷ୍ୟତ ପାଇଁ ବି ଆଧୁନିକ ଚିକିତ୍ସା ବ୍ୟବସ୍ଥା କାର୍ଯ୍ୟକାରୀ କରାଇବାର ନୂଆ ଆଶା ସଞ୍ଚାର କରି ଚାଲିଛି। ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ହେଉ,…

ସାହା ହୋଇଥା’ଲୋ ମାଆ: ପାହାଳର ପରମାରାଧ୍ୟା ମା’ ନାରାୟଣ ଚଣ୍ଡୀ

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ…

ଶୁଷ୍କ ହେଲାଣି ତିନି-ଚତୁର୍ଥାଂଶ ସ୍ଥଳଭାଗ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁଁ ବିଗତ ତିନି ଦଶନ୍ଧିରେ ପୃଥିବୀର ତିନି-ଚତୁର୍ଥାଂଶ ସ୍ଥଳଭାଗ ସବୁଦିନ ପାଇଁ ଶୁଷ୍କ ହୋଇଯାଇଛି ବୋଲି ମିଳିତ ଜାତିସଂଘର ଏକ ରିପୋର୍ଟ (ୟୁଏନ୍‌ସିସିଡି)ରେ ସତର୍କ କରାଇ ଦିଆଯାଇଛି। ତିରିଶ ବର୍ଷ ତଳର ସ୍ଥଳଭାଗ ସ୍ଥିତିକୁ ତୁଳନା କଲେ ପୃଥିବୀର…

ସୁନ୍ଦରଗଡ଼ରେ ଆଗକୁ ବଢୁନି ସ୍ବାସ୍ଥ୍ୟସେବା, ଧୋକା ଦେଉଛନ୍ତି ଡିଏମ୍‌ଏଫ୍‌ ଡାକ୍ତର

ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ରେ ସ୍ବାସ୍ଥ୍ୟସେବାର ସୁଧାର ଆଣିବାକୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମ୍‌ଏଫ୍‌) ପାଣ୍ଠିରୁ ନିଯୁକ୍ତ ହୋଇଛନ୍ତି ଡାକ୍ତର, ବିଶେଷଜ୍ଞ, ନର୍ସ ଓ ଅନ୍ୟ କର୍ମଚାରୀ। ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ମାସିକ ୭୦ ହଜାରରୁ ଆରମ୍ଭ କରି ୪ ଲକ୍ଷ ଟଙ୍କା…

୧୦ ବର୍ଷରେ ୧୨ ଲକ୍ଷ କୋଟି ରାଇଟ୍‌ ଅଫ୍‌: ଟଙ୍କା ଫେରିନି, ଖାତାରୁ ହଟାଇଦେଲେ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶରେ କାରବାର କରୁଥିବା ବ୍ୟାଙ୍କଗୁଡ଼ିକ କର୍ପୋରେଟ୍ ଓ ଶିଳ୍ପସଂସ୍ଥାକୁ କୋଟି କୋଟି ଟଙ୍କାର ଋଣ ଦେଉଛନ୍ତି। ତାହା ଅସୁଲ ହୋଇ ନ ପାରିଲେ ତାହାକୁ ରାଇଟ୍‌-ଅଫ୍‌ ଦର୍ଶାଇ ଖାତାରୁ ହଟାଇ ଦେଉଛନ୍ତି। ସେହି ରାଶି ବ୍ୟାଙ୍କ ଖାତାକୁ ଫେରି ନଥାଏ। କିନ୍ତୁ ଖାତା ସଫାସୁତୁରା ରହିଛି…

ସବୁଠୁ ବୟସ୍କ ପକ୍ଷୀର ଅଣ୍ଡାଦାନ

ବିଶ୍ବର ସବୁଠୁ ବୟସ୍କ ବଣୁଆ ପକ୍ଷୀଟିଏ ୭୪ ବର୍ଷ ପରିଣତ ବୟସରେ ଅଣ୍ଡାଦେବା ଘଟଣା ପକ୍ଷୀପ୍ରେମୀମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଉତ୍ତର ଆମେରିକାର ହାଵାଇ ଉପଦ୍ବୀପ ଅନ୍ତର୍ଗତ ‘ମିଡ୍‌ୱେ ଆଟଲ୍‌’ ଜାତୀୟ ପକ୍ଷୀବିହାରକୁ ଫେରିଥିବା ‘ଵିସ୍‌ଡମ୍‌’ ନାମକ ଲେସାନ୍‌ ଆଲ୍‌ବାଟ୍ରସ୍‌ ଜାତିର…

ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ପ୍ରସଙ୍ଗ: ବିଏମ୍‌ସି ଘେରିଲା ଛାତ୍ର କଂଗ୍ରେସ

ଚନ୍ଦ୍ରଶେଖରପୁର: ଗାଡ଼କଣ ଟିଟିଏସ୍‌ ସ୍ଥାନାନ୍ତର ପ୍ରସଙ୍ଗ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଟିଟିଏସ୍‌ ଗସ୍ତ କରି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ପଡ଼ି ନାହିଁ। ଆଜି ଛାତ୍ର କଂଗ୍ରେସ ଆନ୍ଦୋଳନକୁ…

ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ବଡ଼ସାହି: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବଡ଼ସାହି-ମାଣତ୍ରୀ ରାସ୍ତାର ଅଙ୍ଗାରୀ ଛକରେ ଜନୈକା ଯୁବତୀଙ୍କ ମୃତ ଦେହକୁ ପୁଲିସ ଉଦ୍ଧାର କରିଛି। ମୃତକର ପରିଚୟ ମିଳିପାରିନଥିବା ବେଳେ ହତ୍ୟା ହୋଇଥିବା ନେଇ ପାରିପାର୍ଶ୍ବିକ ସ୍ଥିତିରୁ ପୁଲିସ ତଦନ୍ତ ଜାରି ରଖିଛି।…