Breaking News

ମୌଳିକ ସମସ୍ୟାର ତ୍ବରିତ ସମାଧାନ କର: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୁଣି ଆରମ୍ଭ ହୋଇଛି। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହୋଇଥିବା ଷଷ୍ଠ ଶୁଣାଣିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାଧାରଣ ଲୋକଙ୍କର ଅଭିଯୋଗ ଶୁଣି ସମସ୍ୟା ସମାଧାନର ପ୍ରତିଶ୍ରୁତି…

ଆଜିଠୁ ରତ୍ନଭଣ୍ଡାର ମରାମତି: ପ୍ରଥମେ ଭାରାବନ୍ଧା, ପରେ ଚୁନଛଡ଼ା

ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ପ୍ରତ୍ନତତ୍ତ୍ବ ସର୍ବେକ୍ଷଣ ସଂସ୍ଥା (ଏଏସ୍‌ଆଇ) ଭାରା ବାନ୍ଧିବାକୁ ଲୁହାପାଇପ୍‌ ଓ ଅନ୍ୟାନ୍ୟ ସରଞ୍ଜାମ ପ୍ରସ୍ତୁତ ରଖିଛି। ଦୁଇ ତିନିଦିନ ଭିତରେ ଭାରାବନ୍ଧା କାମ ସରିବା ପରେ ଡି ପ୍ଲାଷ୍ଟରିଂ…

ବାଇକକୁ ପିଟିଲା ତେଲ ବୋଝେଇ ଟ୍ରକ୍: ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ

ନୀଳଗିରି: ବାଇକକୁ ପିଟିଲା ଟ୍ରକ ଚାଲିଗଲା ଯୁବ ସାମ୍ବାଦିକଙ୍କ ଜୀବନ। ଶେରଗଡ ଝରଣଘାଟୀ ୧୯ ନଂ ରାଜ୍ୟ ରାଜପଥର ଭାଲୁକାଶୁଣୀ ଛକରେ ଘଟିଛି ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯୁବକ ଜଣକ ସୋର ନିକଟସ୍ଥ ଦହିସଡ଼ା ଗ୍ରାମର ସଞ୍ଜୀବ ବେହେରା(୩୮) ବୋଲି ଜଣାପଡ଼ିଛି। ସଞ୍ଜୀବ ସୋରରୁ…

ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ : ୪ ଜଣଙ୍କ ଜୀବନ ଗଲା

ୱାଶିଂଟନ୍‌: ଆମେରିକାରେ ପୁଣି ଏକ ସ୍କୁଲରେ ଗୁଳିକାଣ୍ଡ  । ୱିକୋସିନ ଅଞ୍ଚଳରେ ଥିବା ଏକ ସ୍କୁଲରେ ଗୁଳିକାଣ୍ଡ ଘଟିଥିବା ବେଳେ ଏଥିରେ ଛାତ୍ର ସମେତ ୪ ଜଣଙ୍କ ମୃତ୍ୟୁ ହୋଇଛି  । ପୁଲିସର ପାଲଟା ଗୁଳିରେ ଆତତାୟୀର ଜୀବନ ମଧ୍ୟ ଯାଇଛି  । ଏକ ପ୍ରାଇଭେଟ୍‌ ସ୍କୁଲରେ ଏହି ଗୁଳିକାଣ୍ଡ ଘଟିଛି । ଏହି…

ଯାତ୍ରୀବାହୀ ବସକୁ ପଛରୁ ଧକ୍କା ଦେଲା ଫ୍ଲାଇଆସ ବୋଝେଇ ହାଇୱା: ଏକାଧିକ ଯାତ୍ରୀ ଆହତ

ବୈଶିଙ୍ଗା: ମୟୂରଭଞ୍ଜ -ବାଲେଶ୍ୱର ସୀମାନ୍ତ ପଦମପୁର ଛକ ନିକଟରେ ବୈଶିଙ୍ଗା ଅଭିମୁଖେ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ ଏବଂ ଫ୍ଲାଇଆସ ବୋଝେଇ ହାଇୱା ମଧ୍ୟରେ ଦୁର୍ଘଟଣା ଘଟି ଏକାଧିକ ଯାତ୍ରୀ ଆହତ ହୋଇଛନ୍ତି l ବୈଶିଙ୍ଗା ଅଭିମୁଖେ ଓଡି -୦୨ଜେଡ-୦୧୦୫ନମ୍ବର ବିଶିଷ୍ଟ…

କୁଲଡିହାମୁହାଁ ‘ଯମୁନା’: ସୋନ ନଦୀପଠାରେ ବାଘ ପାଦଚିହ୍ନ

ବାରିପଦା: ମହାରାଷ୍ଟ୍ରର ତଡ଼ବା ଅନ୍ଧେରୀ ଅଭୟାରଣ୍ୟରୁ ଆସିଥିବା ବାଘୁଣୀ ‘ଜୀନତ୍‌’ ଶିମିଳିପାଳ ଛାଡ଼ି ଝାଡ଼ଖଣ୍ଡର ରାଜାବସା ଅଞ୍ଚଳରେ ବୁଲୁଥିବା ବେଳେ ଅନ୍ୟ ଏକ ବାଘୁଣୀ ‘ଯମୁନା’ ମଧ୍ୟ ଶିମିଳିପାଳ ଛାଡ଼ି ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍‌ର କୁଲଡିହା ଅଭୟାରଣ୍ୟ ଆଡ଼କୁ ମୁହାଁଇଛି। ତେବେ ଯମୁନା…

ଠାକୁରମୁଣ୍ଡାରେ ଚାଞ୍ଚଲ୍ୟ: ସାପ୍ତାହିକ ହାଟରେ ଅର୍ଦ୍ଧଦଗ୍ଧ ଶବ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ କେନ୍ଦୁଜିଆଣୀ ସାପ୍ତାହିକ ହାଟରେ ଏକ ଅର୍ଦ୍ଧଦଗ୍ଧ ଶବ ମିଳିଛି। ତେବେ ଏଯାଏ ଶବଟି ଚିହ୍ନଟ ହୋଇନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଲ୍ୟ ଖେଳାଇ ଦେଇଛି। ତେଣେ ଏହା ସୁଚିନ୍ତିତ…

ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କଲେ ବୃଦ୍ଧ ରୋଗୀ

ଭୁବନେଶ୍ୱର: ଭୁବନେଶ୍ୱର ଏମ୍ସରେ ୭୦ ବର୍ଷୀୟ ଦିଲୀପ ସାହୁ ନାମକ ବ୍ୟକ୍ତି ଚିକିତ୍ସାଧୀନ ଅବସ୍ଥାରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଦିଲୀପଙ୍କର ଅସ୍ଥିଶଲ୍ୟ ବିଭାଗରେ ଚିକିତ୍ସା ଚାଲିଥିଲା। ଡାକ୍ତରଖାନାର କର୍ମଚାରୀ, ନର୍ସ ଓ ସିକ୍ୟୁରିଟି ଗାର୍ଡ ଥିବା ସତ୍ତ୍ଵେ କେମିତି ରୋଗୀ ଜଣକ…

ଗୁରୁତର ସ୍ତରରେ ଦିଲ୍ଳୀ ବାୟୁ : ବିମାନବନ୍ଦରରେ କମ୍ ଦୃଶ୍ୟମାନତା

ନୂଆଦିଲ୍ଲୀ: ଦିଳ୍ଲୀର ବାୟୁ ଅବସ୍ଥା ଲଗାତର ଭାବେ ଖରାପ ସ୍ଥିତିରେ ରହିଆସୁଛି। ଗତକାଲ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ ସାମାନ୍ୟ ହ୍ରାସ ପାଇ ୪୦୦ରୁ ଅଧିକ ରହିଥିବା ବେଳେ ବାୟୁ ସ୍ତର ଏବେ ‘ଗୁରୁତର’ ରହିଛି। ସହରର ୩୭ଟି ମନିଟରିଂ ଷ୍ଟେସନ୍ ମଧ୍ୟରୁ ୨୬ଟିରେ ୪୦୦ ବାହାରେ…

ପୋଷାକ ପାଇଁ ମିଳିବ ୧୦ ହଜାର: ମୁଖ୍ୟମନ୍ତ୍ରୀ

ମହାନଦୀବିହାର: ହାବିଲଦାର, କନେଷ୍ଟବଳ ଓ ସିପାହିମାନେ ଏଣିକି ପୂର୍ବରୁ ମିଳୁଥିବା ଏକ ମାସର ଅଧିକ ଦରମା ନୂତନ ବେତନ ହାରରେ ପାଇବେ। ହାବିଲଦାର ଓ କନେଷ୍ଟବଳମାନେ ପୂର୍ବରୁ ସାଇକେଲ ଭତ୍ତା ବାବଦରେ ମାତ୍ର ୩ ଶହ ଟଙ୍କା ପାଉଥିଲେ। ଏବେ ମୋଟର ସାଇକଲ ଭତ୍ତା ବାବଦରେ ଏକ ହଜାର ଟଙ୍କା…