Breaking News

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଜିଜିଏମ୍‌ଙ୍କୁ ୧୦ ଲକ୍ଷ ଲାଞ୍ଚ ମାମଲା: ବିଷ୍ଣୁପଦଙ୍କୁ ଭେଟିଥିଲେ ଚଞ୍ଚଲ୍‌!

ଭୁବନେଶ୍ବର: ବ୍ରିଜ୍‌ ଆଣ୍ଡ ରୁଫ୍‌ ଲାଞ୍ଚ ମାମଲାରେ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି। ୧୦ ଲକ୍ଷ ଟଙ୍କା ଡିଲ୍‌ ହେବାର ୪ଦିନ ପୂର୍ବରୁ ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ୍‌ ଇଷ୍ଟକୋଷ୍ଟ ଜିଏମ୍ ବି କେ ସିଂହଙ୍କ ପକ୍ଷରୁ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ଭେଟିବା ଲାଗି…

ଉଦ୍ୟୋଗୀଙ୍କ ସଫଳତାର କାହାଣୀ ଲୋକଲୋଚନକୁ ଆଣୁଛି: ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟର ଶିଳ୍ପ ସଂସ୍ଥା ଓ ଉଦ୍ୟୋଗୀମାନଙ୍କ ଅବଦାନକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କୁ ସମ୍ମାନିତ କରିବା ଲାଗି ରାଜ୍ୟର ଏକ ନମ୍ବର ସମ୍ବାଦପତ୍ର ‘ସମ୍ବାଦ’ର ‘କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୨୫: ବ୍ରାଣ୍ଡ୍‌ସ ଅଫ୍‌ ଓଡ଼ିଶା, ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’କୁ ପ୍ରଶଂସା…

ପ୍ରିୟଙ୍କାଙ୍କ ସାହସ ପାଇଁ ପ୍ରଶଂସା କଲେ ପୂର୍ବତନ ପାକ୍‌ ମନ୍ତ୍ରୀ

ଇସ୍‌ଲାମବାଦ୍‌:କଂଗ୍ରେସ ନେତ୍ରୀ ତଥା ୱାୟାନାଡ୍‌ ସାଂସଦ  ପ୍ରିୟଙ୍କା ଗାନ୍ଧୀଙ୍କ "ପାଲେଷ୍ଟାଇନ" ବ୍ୟାଗ୍‌କୁ ପ୍ରଶଂସା କରିଛନ୍ତି ପାକିସ୍ତାନର ପୂର୍ବତନ ମନ୍ତ୍ରୀ ଚୌଧୁରୀ ଫୱାଦ୍‌ ହୁସେନ। ପ୍ରିୟଙ୍କା "ପାଲେଷ୍ଟାଇନ" ଲେଖାଥିବା ଏକ ବ୍ୟାଗ୍‌ ଧରି ଗତକାଲି ସଂସଦକୁ ଯାଇଥିବା ବେଳେ ତାହାକୁ…

ମହାରାଷ୍ଟ୍ରରେ ‘ମହାୟୁତି’ର କ୍ୟାବିନେଟ୍‌ ସମ୍ପ୍ରସାରଣ: ଶପଥ ନେଲେ ୩୯ ମନ୍ତ୍ରୀ

ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଆଜି ହୋଇଛି। ତିନିଦଳର ୩୯ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ବିଜେପିର ଦେବେନ୍ଦ୍ର ଫଡ଼ନାବିସ, ଉପମୁଖ୍ୟମନ୍ତ୍ରୀ ଭ‌ାବେ ଶିବସେନାର ଏକନାଥ ସିନ୍ଦେ ଓ ଏନ୍‌ସିପିର ଅଜିତ ପାୱାର…

ରହସ୍ୟମୟୀ ମୋନା ଲିସା

ଇଟାଲିର ମହାନ ଚିତ୍ରକର ଲିଓନାର୍ଡୋ ଦା ଭିନ୍‌ସିଙ୍କ ହାତର ଯାଦୁ ହେଉଛି ପୃଥିବୀ ପ୍ରସିଦ୍ଧ ମୋନା ଲିସା ପେଣ୍ଟିଂ। ୧୫୦୩ରୁ ୧୫୦୬ ମସିହା ମଧ୍ୟରେ ତିଆରି ଆରମ୍ଭ ହୋଇଥିବା ଏହି ପେଣ୍ଟିଂ ସମ୍ପୂର୍ଣ୍ଣ ହେବାଲାଗି ୧୪ ବର୍ଷ ସମୟ ଲାଗିଥିଲା। ଏହା ଯେତିକି ରହସ୍ୟମୟ ସେତିକି ମୂଲ୍ୟବାନ। ତେବେ କେବେ…

ହରିଶଙ୍କର ରୋଡ୍‌ ରେଳ ଷ୍ଟେସନ୍‌ରୁ ରାଜ୍ୟର ସର୍ବାଧିକ ଦାଦନ ଚାଲାଣ

ଲାଠୋର: ବଲାଙ୍ଗୀର ଜିଲ୍ଲା ଲାଠୋରସ୍ଥିତ ହରିଶଙ୍କର ରୋଡ୍‌ ରେଳ ଷ୍ଟେସନକୁ ରାଜ୍ୟର ଛୋଟ ଷ୍ଟେସନ୍‌ ମଧ୍ୟରେ ଗଣତି କରାଯାଇଥାଏ। ଦୈନିକ ୫-୬ଟି ଟ୍ରେନ୍‌ ଗୋଟିଏ କିମ୍ବା ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଏହି ଷ୍ଟେସନ୍‌ରେ ଅଟକି ଥାଏ। କିନ୍ତୁ ଦାଦନ ଋତୁରେ ଏଠାରେ ଟ୍ରେନ୍‌ଗୁଡ଼ିକର ରହଣି ସମୟ ବଢ଼ି…

ଚମତ୍କାର ୨୪: ଆମ ଅଞ୍ଚଳର ହିରୋ

ସାଧାରଣ ଜୀବନରେ ଏମାନେ ଅସାଧାରଣ। ନିଜର ବୃତ୍ତିଗତ ଦକ୍ଷତା ହେଉ ବା ପରୋପକାର ଗୁଣ କାରଣରୁ ହେଉ, ଏମାନେ ନିଜ ନିଜ ଅଞ୍ଚଳରେ ଜଣେ ଜଣେ ଚର୍ଚ୍ଚିତ ନାୟକ। ଏମାନଙ୍କର ପ୍ରତ୍ୟେକ ଦିନର କାର୍ଯ୍ୟ ସାଧାରଣ ଦିଶିଲେ ମଧ୍ୟ ଜୀବନରେ ସେମାନେ ଏକ ଆଦର୍ଶ ସୃଷ୍ଟି କରିଥାନ୍ତି। ଏହି ଲୋକମାନଙ୍କର…

ଶିମିଳିପାଳରେ କାଶ୍ମୀର ଭ୍ରମ, ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି,

ବାରିପଦା: ମୟୂରଭଞ୍ଜ ଜିଲ୍ଲାର  ଶିମିଳିପାଳରେ କାଶ୍ମୀର ଭ୍ରମ ସୃଷ୍ଟି ହୋଇଛି| ତୁଷାରପାତରେ ଆଛନ୍ନ ହୋଇଛି ସାରା ଅଞ୍ଚଳ | ତାପମାତ୍ରା ବିଯୁକ୍ତ ଆଡ଼କୁ ଗତି କରୁଛି | ଆଜି ସକାଳେ ଉପରବରଖମୁଣ୍ଡାରେ ସର୍ବନିମ୍ନ ତାପମାତ୍ରା ୧ଡିଗ୍ରି ରେକର୍ଡ କରାଯାଇଛି। ଏହାଛଡ଼ା ବାର୍‌ହାକାଶିମିଳିପାଳରେ…

ଧନୁ ସଂକ୍ରାନ୍ତି: ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ପହିଲି ଭୋଗ ନୀତି

ପବିତ୍ର ଧନୁ ସଂକ୍ରାନ୍ତି ଉପଲକ୍ଷେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ମହାପ୍ରଭୁଙ୍କ ପହିଲି ଭୋଗ ନୀତି। ସ୍ବତନ୍ତ୍ର ଚୁଲିରେ ଏହି ଭୋଗ ପ୍ରସ୍ତୁତ ହୋଇଥାଏ। ପହିଲି ଭୋଗ ସହ ଗୋପାଳବଲ୍ଲଭ ପୂଜା ଅନୁଷ୍ଠିତ ହୁଏ। ଠାକୁରଙ୍କ ସଅଳ ଦର୍ଶନ ସହ ମହାପ୍ରସାଦ ପାଇବେ ଶ୍ରଦ୍ଧାଳୁ। ଏଣେ…

ମୃତ୍ୟୁ ପରେ ଭାଇରାଲ୍‌ ହେଉଛି ତାବଲା ବାଦକଙ୍କ ଶେଷ ଇନ୍‌ଷ୍ଟା ପୋଷ୍ଟ୍‌

ନୂଆଦିଲ୍ଲୀ: ପ୍ରସିଦ୍ଧ ତବଲା ବାଦକ ଜାକିର ହୁସେନଙ୍କ ପରଲୋକ ହୋଇଯାଇଛି। ପରିବାର ଲୋକେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ଭାରତୀୟ ସମୟ ଅନୁସାରେ ସୋମବାର ସକାଳୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ୍…