Breaking News

ଦିଲ୍ଳୀର ୩ଟି ସ୍କୁଲ୍‌କୁ ବୋମା ଧମକ; ସପ୍ତାହ ମଧ୍ୟରେ ମିଳିଲା ଦ୍ବିତୀୟ ଥର

ନୂଆଦିଲ୍ଲୀ: ସପ୍ତାହ ମଧ୍ୟରେ ଦ୍ବିତୀୟ ଥର। ଦିଲ୍ଳୀର ଅତି କମ୍‌ରେ ୩ଟି ସ୍କୁଲ୍‌କୁ ବୋମା ଧମକ ମିଳିଛି। ଶୁକ୍ରବାର ଦିନ ଏକ ଇମେଲ ମାଧ୍ୟମରେ ବୋମା ଧମକ ମିଳିବା ପରେ ପୁଲିସ୍‌ ଏହାକୁ ନେଇ ତଦନ୍ତ ଆରମ୍ଭ କରିଛି। ତେବେ ଯିଏ ମେଲ୍‌ ପଠାଇଛି ‌ସେ ସେଥିଲେ ଉଲ୍ଲେଖ କରିଛି ଯେ ଆମର ଦାବି ଜାଣିବା…

ଆଜି ପ୍ରୟାଗରାଜ୍‌ରେ କୁମ୍ଭ ‘ସାହାୟକ’ ଚାଟବଟ୍ ଲଞ୍ଚ କରିବେ ମୋଦୀ

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ଗସ୍ତ କରିବେ। ଏହି ଗସ୍ତ ବେଳେ ମହାକୁମ୍ଭ ୨୦୨୫ ପାଇଁ ୬୬୭୦ କୋଟିରୁ ଅଧିକ ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିରେ ବିଭିନ୍ନ ରେଳ ଏବଂ ସଡକ ପ୍ରକଳ୍ପ ରହିଛି। ୧୦ଟି ନୂତନ ରୋଡ୍ ଓଭର…

ଭାରତୀୟ ରିଜର୍ଭ ବ୍ୟାଙ୍କ୍‌କୁ ମିଳିଲା ବୋମା ଧମକ

ନୂଆଦିଲ୍ଲୀ: ଦିଲ୍ଲୀର ୩ଟି ସ୍କୁଲ୍‌ ପରେ ଭାରତୀୟ ରିଜର୍ଭ ବ୍ୟାଙ୍କକୁ ବୋମା ବିସ୍ଫୋରଣ ଧମକ ମିଳିଛି। ଏହି ଧମକ ମେଲ୍‌ରୁ ରଷୀୟାନ୍‌ ଭାଷାରେ ମିଳିଥିବା ସୂଚନା ରହିଛି। ଜଣେ ଅଜଣା ଯୁବକଙ୍କ ନାମରେ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଛି। ଗତ ମାସରେ, ଆରବିଆଇର…

ସରଣ୍ଡାରେ ଦୁଇ ଓଡ଼ିଶା ଯୁବକଙ୍କୁ ହତ୍ୟା: ଘଟଣାର ରିପୋର୍ଟ ମାଗିଲେ ରାଷ୍ଟ୍ରପତି

ବିଶ୍ରା: ସୁନ୍ଦରଗଡ଼ ଜିଲା ସୀମାନ୍ତରେ ଥିବା ଝାଡ଼ଖଣ୍ଡ ପଶ୍ଚିମସିଂଭୂମ ଜିଲ୍ଲାର ଗୋଇଲକେରା ଏବଂ ସୋନୁଆ ସ୍ଥିତ ସରଣ୍ଡା ଜଙ୍ଗଲରେ ମାଓବାଦୀଙ୍କ ବିରୋଧରେ ଗ୍ରାମବାସୀ ଚଳାଇଥିବା ‘ସେନ୍ଦ୍ରା’ ଅପରେସନରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି।…

ବିମାନ ବିଳମ୍ବ ହେତୁ ଅଟକି ରହିଲେ ଶହ ଶହ ଯାତ୍ରୀ

ନୂଆଦିଲ୍ଲୀ: ବିମାନ ଚଳାଚଳ ବିଳମ୍ବ ହେତୁ ତୁର୍କୀକୁ କିମ୍ବା ତୁର୍କୀରୁ ବିମାନ ଉଡ଼ାଣ ଭରିବାକୁ ଥିବା ଶହ ଶହ ଇଣ୍ଡିଗୋ ଯାତ୍ରୀ ଦୀର୍ଘ ୨୪ ଘଣ୍ଟା ଧରି ଯାତ୍ରା ନକରି ଅଟକି ରହିଛନ୍ତି। ଏଥିମଧ୍ୟରେ ଦିଲ୍ଲୀ ଏବଂ ମୁମ୍ବାଇ ସହିତ ଇସ୍ତାନବୁଲକୁ ସଂଯୋଗ କରୁଥିବା ଅତି କମରେ…

୩ ଦିନ ଭିତରେ ପହଞ୍ଚିବାକୁ ଅତୁଲଙ୍କ ପତ୍ନୀଙ୍କୁ ସମନ ଜାରି କଲା ପୁଲିସ୍‌

ବେଙ୍ଗାଲୁରୁ: ସମ୍ବେଦନଶୀଳ ବେଙ୍ଗାଲୁରୁ ଇଞ୍ଜିନିୟରଙ୍କ ଆତ୍ମହତ୍ୟା ମାମଲାରେ ତଦନ୍ତକୁ ଜୋରଦାର କରି କର୍ଣ୍ଣାଟକ ପୁଲିସ ପୀଡ଼ିତ ଅତୁଲ ସୁଭାଷଙ୍କ ପତ୍ନୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ସମନ ଜାରି କରିଛନ୍ତି। ସେମାନଙ୍କୁ ବେଙ୍ଗାଲୁରୁର ମରାଠହଲି ପୁଲିସ ଷ୍ଟେସନରେ ହାଜର ହେବାକୁ ୩ ଦିନ ସମୟ…

ପୂଜାସ୍ଥଳୀ ଆଇନ : ମନ୍ଦିର, ମସଜିଦ ସର୍ଭେ ଉପରେ ସାମୟିକ ସ୍ଥଗିତାଦେଶ

ନୂଆଦିଲ୍ଲୀ: ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ପିଟିସନର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ । ୪ ସପ୍ତାହ ପରେ ଏହାର ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସଂଜୀବ ଖନ୍ନା କହିଛନ୍ତି। ଏହି ସମୟମଧ୍ୟରେ ଏହି ଆଇନକୁ…

ଇରାନର କଠୋର ହିଜାବ ଆଇନ: ଡ୍ରେସ୍ କୋଡ୍‌ର ଉଲ୍ଲଂଘନ କଲେ ମୃତ୍ୟୁଦଣ୍ଡ

ତେହେରାନ: ଇରାନ କଠୋର ନିୟମ ପାଇଁ ଜଣାଶୁଣା। ଇରାନ ହିଜାବ ସମ୍ବନ୍ଧରେ ନୂତନ ନିୟମ ଲାଗୁ କରିଛି ଯାହା ବିବାଦର କାରଣ ପାଲଟିଛି। ଏହି ନିୟମ ଅନୁଯାୟୀ, ଯଦି ମହିଳାମାନେ ହିଜାବର ନିୟମ ଉଲ୍ଲଂଘନ କରନ୍ତି, ତେବେ ସେମାନଙ୍କୁ ମୃତ୍ୟୁଦଣ୍ଡ ମଧ୍ୟ ଦିଆଯାଇପାରେ। ନୂତନ ଆଇନର ଧାରା ୬୦ ଅନୁଯାୟୀ ଦୋଷୀ…

ତଳମୁହାଁ ହେଉଛି ପାରଦ: ବଢୁଛି ଶୀତର ପ୍ରକୋପ

ଜି ଉଦୟଗିରି: ଓଡ଼ିଶାର ଦାର୍ଜିଲିଙ୍ଗ ଭାବେ ପରିଚିତ ଘୁ.ଉଦୟଗିରିର ପାରଦ ତଳମୁହାଁ ହେଉଛିl ସ୍ଥାନୀୟ ଅଞ୍ଚଳରେ ପୁଣି ଥରେ ଶୀତର ପ୍ରକୋପ ବଢିବାରେ ଲାଗିଛି। କିଛିଦିନର ଦିନର ବ୍ଯବଧାନରେ ପୁଣିଥରେ ପାରଦ ତଳକୁ ଖସୁଛି। ଆଜି ଘୁ.ଉଦୟଗିରିର ସର୍ବନିମ୍ନ ତାପମାତ୍ରା ୯.୨ ଡିଗ୍ରିରେ ପହଞ୍ଚି ଥିବା…

ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା

ଭୁବନେଶ୍ବର: ସ୍ୱାଭାବିକ ହେଲା ୧୦୮ ଆମ୍ୱୁଲାନ୍ସ ସେବା । ଏନେଇ ୧୦୮ କର୍ମଚାରୀ ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ଅନରୋଡ୍ ମୋଡ୍‌ରେ ଗାଡ଼ି ଗଡ଼ିବ । କିଛିଦିନ ହେବ ରାଜରାସ୍ତାକୁ ଓହ୍ଲାଇଥିଲେ ଆମ୍ୱୁଲାନ୍ସ କର୍ମଚାରୀ । ଏନେଇ ରୋଗୀ ସେବା ପ୍ରଭାବିତ ହୋଇଛି । କର୍ମଚାରୀଙ୍କୁ ପୁନଃ…