Breaking News

ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ କଟାକ୍ଷ କଲେ ବିରୋଧୀ ଦଳ ଉପନେତା

ଭୁବନେଶ୍ବର: ବିଧାନସଭା ଆଗୁଆ ସରିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ । ସେ କହିଛନ୍ତି, କହି ଦେଉଥାଏ ପରକୁ, ବୁଦ୍ଧି ନଦିଶଇ ନିଜକୁ। ଛଅ ମାସରେ ସିଭିୟର ରୋଗରେ ପୀଡ଼ିତ ହୋଇଛନ୍ତି ସରକାର। ତେଣୁ ବିଧାନସଭାକୁ ୧୬ ଦିନ ଆଗରୁ ବନ୍ଦ…

ଟାଇଗର ଶ୍ରଫ ବହୁ ଚର୍ଚ୍ଚିତ ଫିଲ୍ମ ‘ବାଗି ୪’ , ଅଭିନେତ୍ରୀ ଭୂମିକାରେ ନଜର ଆସିବେ ହରନାଜ କୌର ସାନ୍ଧୁ

ମୁମ୍ବାଇ,୧୨/୧୨:  ବଲିଉଡ ଅଭିନେତା ଟାଇଗର ଶ୍ରଫ ବହୁ ଚର୍ଚ୍ଚିତ ଫିଲ୍ମ 'ବାଗି ୪' କମବ୍ୟାକ୍ କରିବାକୁ ଯାଉଛନ୍ତି । ଏନେଇ ନିକଟରେ ଫିଲ୍ମ ନିର୍ମାତା ଅଭିନେତାଙ୍କ ଏକ ପୋଷ୍ଟର ସେୟାର କରି ତାଙ୍କର ଲୁକ୍ ସେୟାର କରିଥିଲେ । ସେହିପରି ଫିଲ୍ମରେ ଖଳନାୟକ ଭୂମିକାରେ ସଞ୍ଜୟ ଦତ୍ତ ନଜର ଆସିବାକୁ…

ବାଗୀ ସିରିଜ୍‌ରେ ନୂଆ ଏଣ୍ଟ୍ରି: ଭିଲେନ୍ ହେବେ ସଞ୍ଜୁ ବାବା, ଟାଇଗରଙ୍କ ଲଭ ଲେଡି ସାଜିବେ ସୋନମ୍

ମୁମ୍ବାଇ ୧୨/୧୨: ସାଜିଦ୍‌ ନାଡିଆଡ୍‌ୱାଲାଙ୍କ ଅପ୍‌କମିଂ ଆକ୍ସନ୍‌ ଫିଲ୍ମ ‘ବାଗୀ-୪’କୁ ନେଇ ଚର୍ଚ୍ଚା  ଜାରି ରହିଛି । ‘ବାଗୀ’ ସିରିଜ୍‌ର ପୂର୍ବ ୩ଟି ଫିଲ୍ମ ଭଳି ଏଥିରେ ବି ଟାଇଗର  ଶ୍ରଫ୍‌ ହିରୋ ଭୂମିକାରେ ନଜର ଆସିବେ । ସଂଜୟ ଦତ୍ତଙ୍କୁ ମୁଖ୍ୟ ଭିଲେନ୍‌ ଭାବେ ଦେଖିବାକୁ ମିଳିବ । ତେବେ…

ଜୋମାଟୋ,ସ୍ବିଗିକୁ କଡ଼ା ଟକ୍କର ଦେବ ଜେପ୍ଟୋ, ଆସନ୍ତା ସପ୍ତାହରେ ଲଞ୍ଚ ହେବ ‘ଜେପ୍ଟୋ କାଫେ ଆପ୍’

ନୂଆଦିଲ୍ଲୀ,୧୨/୧୨: ଏଣିକି ଜୋମାଟୋ,ସ୍ବିଗି ଭଳି କ୍ବିକ୍ ଫୁଡ୍‌ର ସେବା ଯୋଗାଇବ ଜେପ୍ଟୋ । କେବଳ ୧୦ ମିନିଟରେ ଡ଼େଲିଭରୀ ହେବ ଫୁଡ଼। ଏନେଇ ଖୁବଶୀଘ୍ର କ୍ବିକ୍ କମର୍ସ କମ୍ପାନୀ ଲଞ୍ଚ କରିବାକୁ ଯାଉଛି  'ଜେପ୍ଟୋ କାଫେ ଆପ୍' । ଜେପ୍ଟୋ କୋ-ଫାଉଣ୍ଡର ଓ ସିଇଓ ଆଦିତ୍ ପଲିଚ଼ା ସୋସିଆଲ ମିଡ଼ିଆ…

୨୦୨୫ରୁ ଏଟିଏମ୍‌ରୁ ପିଏଫ୍‌ ଟଙ୍କା ଉଠାଇପାରିବେ ଉପଭୋକ୍ତା

ନୂଆଦିଲ୍ଲୀ,୧୨/୧୨: ଖୁବ୍‌ଶୀଘ୍ର ଏଟିଏମ୍‌ରୁ ହେବ ପିଏଫ୍‌ ଉଠାଣ । ୨୦୨୫ରୁ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି  ସଂଗଠନ(ଇପିଏଫ୍‌ଓ) ଉପଭୋକ୍ତାମାନେ ସିଧାସଳଖ ଏଟିଏମ୍‌ରୁ ପିଏଫ୍‌ ଟଙ୍କା ଉଠାଇପାରିବେ । ଏଥିପାଇଁ ଶ୍ରମ  ମନ୍ତ୍ରାଳୟ ଏହାର ସୂଚନା ପ୍ରଯୁକ୍ତି ଭିତ୍ତିଭୂମିର ଆଧୁନିକୀକରଣ  କରୁଛି ।…

ପ୍ରବାସୀ ଭାରତୀୟ ଦିବସ: ପୁରୀରେ ୫୧ ହୋଟେଲରେ ରହିବେ ଅତିଥି, ୧୬୦୦ ରୁମ୍‌ ବୁକ୍‌

ପୁରୀ,୧୨/୧୨: ଆସନ୍ତା  ମାସ ୭, ୮ ଓ ୯ ତାରିଖରେ ପ୍ରବାସୀ  ଭାରତୀୟ ଦିବସ ପାଳନ କରିବାକୁ  ଯାଉଛନ୍ତି ସରକାର । ଏହି ସମୟରେ  ପୁରୀକୁ ପ୍ରବାସୀ ଭାରତୀୟଙ୍କ ଆଗମନ  ବହୁ ସଂଖ୍ୟାରେ ହେବ । ଏହାକୁ  ଦୃଷ୍ଟିରେ ରଖି ପୁରୀ ଜିଲ୍ଲା ପ୍ରଶାସନ  ପକ୍ଷରୁ ପ୍ରଭାସୀ ଭାରତୀୟ ଅତିଥିଙ୍କୁ  ସ୍ୱାଗତ…

ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରାର ଆଦ୍ୟପର୍ବ ଆରମ୍ଭ,୧୭ରେ ରଥକାଠ ଚ୍ଛେଦନ ଅନୁକୂଳ

ଗଣିଆ ୧୨/୧୨: ଶ୍ରୀକ୍ଷେତ୍ରରେ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଦ୍ୟପର୍ବ ଆରମ୍ଭ ହୋଇଛି । ରଥକାଠ ଅନୁକୂଳ ନିମନ୍ତେ  ଦିନ ଧାର୍ଯ୍ୟ ହୋଇଛି । ଆଗାମୀ ୧୭ ତାରିଖ ଦିନ ନୟାଗଡ଼  ଜିଲ୍ଲା ଗଣିଆ ବ୍ଲକର ବଡ଼ମୂଳସ୍ଥିତ ମା' ବଡ଼ରାଉଳଙ୍କ ପୀଠରେ  ରଥକାଠ ଚ୍ଛେଦନ ଅନୁକୂଳ ହେବ । ରଥକାଠ ଅନୁକୂଳ ପୂଜକ…

ବିଲରେ ଚାଷ କାମ ତଦାରଖ ବେଳେ କାମୁଡ଼ିଲା ସାପ, ଚାଷୀ ମୃତ

ଆନନ୍ଦପୁର,୧୨/୧୨: ବିଲରେ ଧାନ କଟା କାମ ତଦାରଖ କରିବା ବେଳେ କାମୁଡିଲା ବିଷଧର ସାପ । ଚାଲିଗଲା ଚାଷୀଙ୍କ ଜୀବନ । ମୃତକ ଶରତ ସାମଲ ବୋଲି ଜଣା ପଡ଼ିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଅନ୍ତର୍ଗତ ବାଙ୍ଖିଡି ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ମୁତାବକ, ନିଜ ଧାନବିଲରେ ଧାନ କଟା…

ନୂଆ ୩୦ ERSS ଗାଡ଼ିକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଟ୍ୱିନ୍‌ସିଟିରେ ଯୋଗାଇବ ସେବା

ଭୁବନେଶ୍ୱର,୧୨/୧୨: ଦୈତନଗରୀରେ ଗଡ଼ିଲା ୩୦ଟି  ଆପାତକାଳୀନ ପ୍ରତିକ୍ରିୟା ସହାୟତା  ପ୍ରଣାଳୀ (ଇଆର୍‌ଏସ୍‌ଏସ୍‌) ଯାନ ।ପୁଲିସ ସେବା ଭବନରେ ସବୁଜ ପତାକା ଦେଖାଇ ଉଦ୍‌ଘାଟନ୍ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଇଆର୍‌ଏସ୍‌ଏସ୍‌ ଯାନ ଲୋକାର୍ପଣ ଉତ୍ସବରେ ମୁଖ୍ୟମନ୍ତ୍ରାୀ ବଡ଼ ଘୋଷଣା…

ଜିଓର ନୂଆବର୍ଷ ଭେଟି, ପ୍ରତିଦିନ ହାଇସ୍ପିଡ୍‌ ୨.୫ଜିବି ଇଣ୍ଟନନେଟ୍‌ ମାତ୍ର ଏତିକି ଟଙ୍କାରେ…

ନୂଆଦିଲ୍ଲୀ,୧୨।୧୨: ଆଉ କିଛି ଦିନ ପରେ ଆସିବ ନୂଆବର୍ଷ । ଏତିପାଇଁ ଜିଓ ଆଣିଛି ଦମଦାର ଅଫର୍‌। ନିଜ କୋଟି କୋଟି ୟୁଜର୍ସଙ୍କୁ ଖୁସି ଖବର ଦେଇଛି ଜିଓ। ଦେଶର ସବୁଠୁ ବଡ଼ ଟେଲିକମ କମ୍ପାନୀ ନୂଆ ହାପି ନ୍ୟୁ ଇୟର ୱେଲକମ ପ୍ଲାନ ଲଞ୍ଚ କରିଛି । ଏହି ପ୍ଲାନରେ ୟୁଜର୍ସଙ୍କୁ ଅନଲିମିଟେଡ କଲିଂ ସହ…