Breaking News

ମାଓ କାର୍ଯ୍ୟକଳାପ: ମାଲକାନଗିରିରେ ଏନଆଇଏ ପକ୍ଷରୁ ଚଢ଼ାଉ

ମାଲକାନଗିରି: ମାଲକାନଗିରିରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ପକ୍ଷରୁ  ଚଢ଼ାଉ ଚାଲିଛି । ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଅନନ୍ତପାଲି ଗାଁରେ ଜାତୀୟ ତଦନ୍ତକାରୀ ସଂସ୍ଥାର ଚଢ଼ାଉ ଜାରି ରହିଛି। ହାଇଦ୍ରାବାଦର ଏନଆଇଏ ଟିମ୍ ଭୋର ୩ଟାରୁ ଚଢ଼ାଉ କରିଛି। ଏଥିରେ ବିଏସ୍ଏଫ୍ ଓ ଡିଭିଏଫ୍…

ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଇଆରଏସଏସ ସେବା ଲୋକାର୍ପିତ

ଭୁବନେଶ୍ବର: ପୁଲିସର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲାଗି ରାଜ୍ୟ ସରକାର ଗୃହରକ୍ଷୀଙ୍କ ସଂଖ୍ୟା୨,୪୧୬ରୁ ୫ ହଜାରକୁ ବୃଦ୍ଧି କରାଯିବ। ବିଭାଗକୁ ପଦବୀ ବଢାଇ ନିଯୁକ୍ତି ପ୍ରକ୍ରିୟା ତ୍ଵରାନିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ସେ ଏନେଇ ବଡ଼ ଘୋଷଣା…

ହଜିଗଲା ମାନବିକତା: ୮ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ରାସ୍ତାରେ ଚଳାଇଲେ

ସୁନ୍ଦରଗଡ଼: ଅମାନବିକତାର ସୀମା ଲଙ୍ଘିଲେ । ୮ ଜଣ ବଙ୍ଗୀୟ ମିସ୍ତ୍ରୀଙ୍କୁ ଉଲଗ୍ନ କରି ନିର୍ଦ୍ଧୁମ ଛେଚିଲେ। ହାତ ବାନ୍ଧି ରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ। ସୁନ୍ଦରଗଡ଼ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଟାଉନ ଥାନା ମିଶନ ରୋଡ ନିକଟ ଅଞ୍ଚଳରେ ଜଣକ ଘରେ ପଶି ଯୁବତୀଙ୍କୁ ଦୁର୍ବ୍ୟବହାର…

କରୀନା କପୁରଙ୍କ ସହ ସାକ୍ଷାତ୍‌କାରକୁ ନେଇ ମୋଦୀଙ୍କୁ ଥଟା କଲା କଂଗ୍ରେସ

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରସିଦ୍ଧ ବଲିଉଡ ଅଭିନେତ୍ରୀ କରୀନା କପୁର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ରାଜ କପୁର ଚଳଚ୍ଚିତ୍ର ମହୋତ୍ସବକୁ ନିମନ୍ତ୍ରଣ କରିବା ପରେ ଏହାକୁ ଥଟା କରିଛି କଂଗ୍ରେସ। ଡିସେମ୍ବର ୧୩ ତାରିଖରେ ଆରମ୍ଭ ହେବାକୁ ଥିବା ଏହି ଉତ୍ସବରେ ରାଜ…

ଇଂଲଣ୍ଡରେ କାର୍‌ ଦୁର୍ଘଟଣାରେ ୩୨ ବର୍ଷୀୟ ଆନ୍ଧ୍ର ଯୁବକ ମୃତ

ଅମରାବତୀ: ଆନ୍ଧ୍ର‌ପ୍ରଦେଶର ଜଣେ ୩୨ ବର୍ଷୀୟ ଯୁବକ ପୂର୍ବ ଇଂଲଣ୍ଡର ଲିସେଷ୍ଟେରେଶରରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମଙ୍ଗଳବାର ସକାଳେ ଲିସେଷ୍ଟରରୁ ମାର୍କେଟ ହାରବୋରୋ ଅଭିମୁଖେ ଯାତ୍ରା…

କଥାଟିଏ-ଯାଯାବର: କିଏ ବଞ୍ଚେ!

ୟୁଜିକେ କହିଲେ- ଆମ ବିଚାର ସର୍ବଦା ଏକପାଖିଆ। ଆମେ ଭାବୁ ଯେ ଈଶ୍ବର ମଧ୍ୟ ଆମ ଭଳି ଦୃଷ୍ଟିକୋଣ ରଖି ବିଚାର କରନ୍ତି ଓ ଭଲ ମନ୍ଦ ପାଞ୍ଚନ୍ତି। ତା’ ପରେ ସେ କହିଲେ ଏହି କଥାଟି। ଥରେ ଗୋଟିଏ ସ୍ଥାନରେ ଅଚାନକ ଭୀଷଣ ବର୍ଷା ଆରମ୍ଭ ହେଲା ଓ ତା’ ସାଙ୍ଗକୁ ଭୀଷଣ ଘଡ଼ଘଡ଼ି। ସଡ଼କରେ ଯାଉଥିବା ଲୋକେ…

ଭାରତୀୟ ସଂବିଧାନର ମୂଳ ଚରିତ୍ର

ମହାମେଘବାହନ ଐର ଖାରବେଳ ସ୍ୱାଇଁ ଭାରତୀୟ ସଂବିଧାନକୁ ନେଇ ବିରୋଧୀ ଓ ସରକାରୀ ଦଳମାନଙ୍କ ମଧ୍ୟରେ ଗୁରୁତର ବିବାଦ ଲାଗି ରହିଛି। ବିରୋଧୀମାନେ ଅଭିଯୋଗ ଆଣନ୍ତି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାର ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ନେଇ ଗତ ୨୦୧୪ରୁ ଏ ଯାବତ୍‌ ଶାସନ…

କଠିନ କୂଟନୀତି

ଭାରତକୁ ବର୍ତ୍ତମାନ ତା’ର ଭୂ-ରାଜନୈତିକ, ନିରାପତ୍ତା ଓ ଏନର୍ଜି ସଂପର୍କିତ ରଣକୌଶଳରେ ସୂକ୍ଷ୍ମ ପରିବର୍ତ୍ତନମାନ ଘଟାଇ ସେ ଅଞ୍ଚଳରେ କାର୍ଯ୍ୟ କରିବାକୁ ହେବ। ଆସାଦ୍‌ଙ୍କ ମିତ୍ର ରାଷ୍ଟ୍ର ରୂପେ ଜଣାଶୁଣା ଭାରତକୁ ସିରିଆର ନୂତନ ଜିହାଦୀ ସରକାର ସନ୍ଦେହ ଦୃଷ୍ଟିରେ ଦେଖିବା ସ୍ବାଭାବିକ।…

ଘରେ ତାଲା ପକାଇ ଫେରାର୍‌ ହୋଇଗଲେ ନିକିତାଙ୍କ ମାଆ ଓ ଭାଇ

ବେଙ୍ଗାଲୁରୁ: ଗୋଟିଏ ଖବର ଯାହା ସାରା ଦେଶକୁ କରିଛି ଚକିତ, ବର୍ତ୍ତମାନ ଏହି ଖବର ନ୍ୟାୟିକ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନ । କଣ ସମ୍ଫର୍କ ଏତେ ଅତିଷ୍ଠ ହୋଇପାରେ ?  ଜଣେ ଏଥିପାଇଁ ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଏ, ଏସମସ୍ତ ପ୍ରଶ୍ନ ଏବେ ପୁରା  କରିଛି ଆଲୋଡନ, ପତ୍ନୀଙ୍କ ଅତ୍ୟାଚାରୁ…

ୟୁଟ୍ୟୁବ୍‌ରେ ୨୯ ଭାଷାରେ ଏନ୍‌ସିଇଆର୍‌ଟି ପାଠ୍ୟକ୍ରମ

ୟୁଟ୍ୟୁବ୍‌ ଶିକ୍ଷା ଗ୍ରହଣର ଏକ ସହଜ ମାଧ୍ୟମ ହୋଇସାରିଛି। ତେଣୁ ସାରା ଭାରତରେ ଗୁଣାତ୍ମକ ଶିକ୍ଷାର ଅଭିବୃଦ୍ଧି ପାଇଁ ଜାତୀୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ସହିତ ଗୁଗୁଲ୍ ଏକ ମହତ୍ତ୍ବାକାଂକ୍ଷୀ ଭାଗୀଦାରି ଘୋଷଣା କରିଛି। ଏହାର ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀ,…