Breaking News

ଅର୍ଥ ସୂତ୍ର: ବିବାହ ବୀମା ଜରୁରି କାହ‌ିଁକି?

ଏବେ ବିବାହ ଋତୁ ଚାଲିଛି। ବାହାଘରକୁ ବ୍ୟବସ୍ଥିତ କରିବା ପାଇଁ ଆଜିକାଲି ଲୋକେ ବୀମା ବା ଇନ୍‌ସୁରାନ୍‌ସ୍ କରୁଛନ୍ତି। ବାହାଘର ବୀମା କଥା ଶୁଣିଲେ ବୟସ୍କ ଲୋକଙ୍କୁ ଅଜବ ଲାଗିପାରେ, ହେଲେ ଏହା ଆଜି ଦିନରେ ଜରୁରି ହୋଇଗଲାଣି। ବିବାହ ବୀମା ହେଉଛି ଏକ ପ୍ରକାର ସ୍ୱତନ୍ତ୍ର ଇଭେଣ୍ଟ ପଲିସି,…

ରାଶିଫଳ: ଗୁରୁବାର, ଡିସେମ୍ବର ୧୨ ତାରିଖ

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନକରି ମାନସିକ ବ୍ୟସ୍ତତା ବୃଦ୍ଧିକରିବେ। ଆର୍ଥିକ ଅଭିବୃଦ୍ଧି, ସ୍ବାସ୍ଥ୍ୟରେ ଉନ୍ନତି, ସ୍ଥଗିତ କାମରେ ଅଗ୍ରଗତି, ପାରିବାରିକ ସମସ୍ୟା ସମାଧାନ କରିବେ। ବ୍ୟୟବୃଦ୍ଧି ଓ ଶତ୍ରୁତାଜନିତ ସମସ୍ୟାର ସମ୍ମୁଖୀନ ହେବେ। ଭଲ ସମ୍ପର୍କ ନ ଥିବା…

ଦୁଇଚକିଆ ଇଭି ରିଜ୍‌ଟା

ବଜାରରେ ଏବେ ଇଭି ସ୍କୁଟର୍‌ର ବେଶ୍‌ ଚାହିଦା ରହିଛି। ଏଥିରେ ସାମିଲ ହୋଇଛି ଏଥର୍‌ କମ୍ପାନିର ନୂଆ ସ୍କୁଟର୍‌ ରିଜ୍‌ଟା। ଏହାର ପ୍ରାରମ୍ଭିକ ମୂଲ୍ୟ ରହିଛି ୯୬,୧୨୯ ଟଙ୍କା (ଏକ୍ସ ସୋ’ରୁମ୍‌)। ରିଜ୍‌ଟା ୩ଟି ଭାରିଆଣ୍ଟରେ ବଜାର ପ୍ରବେଶ କରିଛି। ଏଥିରେ ୫୬ ଲିଟର୍‌ ଷ୍ଟୋରେଜ୍‌ ସ୍ପେସ୍‌,…

ଫୋକସ୍‌ରେ ଗ୍ୟାଜେଟ୍: ବଜାରରେ ନୂଆ ମୋବାଇଲ୍‌ ଗେମିଂ କଣ୍ଟ୍ରୋଲର୍‌

ମୋବାଇଲ୍‌ ଗେମ୍‌ ଲଭର୍ସଙ୍କ ପାଇଁ ଏକ ଭଲ ଖବର। ଆଇଫୋନ୍‌ ୧୬ ସିରିଜ୍‌ ଲଞ୍ଚ୍‌ ଇଭେଣ୍ଟ୍‌ରେ ଉନ୍ମୋଚିତ ହୋଇଥିବା ବ୍ୟାକ୍‌ବୋନ୍‌ ୱାନ୍‌ ଗେମିଂ କଣ୍ଟ୍ରୋଲର୍‌ ବର୍ତ୍ତମାନ ଭାରତରେ ଉପଲବ୍ଧ ହେବାକୁ ଯାଉଛି। ଏହା ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ୍ ସହିତ ୟୁଏସ୍‌ବି-ସି ଓ ଆଇଫୋନ୍‌ ସହିତ ଲାଇଟ୍‌ନିଂ…

ଚମତ୍କାର ୨୪: ନିଷ୍ପେସିତଙ୍କ ପ୍ରତି ଉତ୍ସର୍ଗୀକୃତ ବିନୋଦ

ଏମାନଙ୍କୁ ନିଜ ନିଜ ଅଞ୍ଚଳର ନାୟକ ବା ‘ଲୋକାଲ୍‌ ହିରୋ’ କହିଲେ ଅତ୍ୟୁକ୍ତି ହେବ ନାହିଁ। ଯେଉଁମାନେ ଆମ ସମାଜରେ ଖାଲି ପରିବର୍ତ୍ତନର ବାର୍ତ୍ତାବହ ସାଜିନାହାନ୍ତି, ସାମାଜିକ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ଜଣେ ଜଣେ ଚର୍ଚ୍ଚିତ ତଥା ସମ୍ମାନୀୟ ବ୍ୟକ୍ତିତ୍ବ ମଧ୍ୟ। ନିଜ…

ଯୁଦ୍ଧକ୍ଷେତ୍ରରେ ଅବତୀର୍ଣ୍ଣ ହେଲା ‘ଓପନ୍‌ଏଆଇ’: ଜୀବନ-ମରଣ ନିଷ୍ପତ୍ତି ନେବ ଏଆଇ!

କୃତ୍ରିମ ବୁଦ୍ଧିମତ୍ତା ପ୍ରଯୁକ୍ତି ପ୍ରତିଦିନ ନିଜର ପତିଆରା ଓ ପ୍ରଭାବ ବଢ଼ାଇବାରେ ଲାଗିଛି। ଖୁବ୍ ଶୀଘ୍ର ଏହା ମଣିଷମାନଙ୍କ ଜୀବନ-ମରଣର ନିର୍ଣ୍ଣାୟକ ନିଷ୍ପତ୍ତି ନେବାକୁ ଯାଉଛି। କୃତ୍ରିମ ବୁଦ୍ଧିମତ୍ତାସଂପନ୍ନ ‘ଚାଟ୍‌ଜିପିଟି’ ଚାଟ୍‌ବଟ୍‌ ନିର୍ମାତା ‘ଓପନ୍‌ଏଆଇ’ ଆରମ୍ଭରୁ ଏହି ବୈଷୟିକ…

୨୦କୋଟିର ବିବାହ ମଣ୍ଡପ, ୧୬.୫କୋଟିର କାର୍; ଜାଣନ୍ତୁ କେତେ କୋଟିର ମାଲିକ ରଜନୀକାନ୍ତ

ନୂଆଦିଲ୍ଲୀ: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ରେ ଅର୍ଥାତ୍ ଆସନ୍ତାକାଲି ତାଙ୍କ ଜନ୍ମଦିନ ପାଳନ କରିବେ । ୭୪ବର୍ଷରେ ପାଦ ଦେବାକୁ ଯାଉଥିବା ରଜନୀକାନ୍ତ ତାଙ୍କ କ୍ୟାରିୟରରେ ଅନେକ ସଫଳତା ପାଇଛନ୍ତି | ସେ ତାଙ୍କର ଚମତ୍କାର ଅଭିନୟ ଶୈଳୀ ଏବଂ ପ୍ରତିଭା ସହିତ ପ୍ରଶଂସକମାନଙ୍କ ମନ…

ଚିନ୍ତା ବଢ଼ାଇଲା ନଭେମ୍ବର: ଗାଡ଼ି ବିକ୍ରି ୧୩.୬୫% କମିଲା

ଭୁବନେଶ୍ବର: ପୂଜା ଋତୁ ପରେ ପରେ ରାଜ୍ୟରେ ଗାଡ଼ି ବିକ୍ରି ପ୍ରଭାବିତ ହୋଇଛି। ଅକ୍ଟୋବର ମାସରେ ଉଭୟ ଦଶହରା ଓ ଦୀପାବଳି ପଡ଼ିବାରୁ ବହୁ ସଂଖ୍ୟାରେ ଗାଡ଼ି ବିକ୍ରି ହୋଇଥିଲା। କିନ୍ତୁ ନଭେମ୍ବର ମାସରେ ସେହି ଧାରା ବଜାୟ ରହିଲା ନାହିଁ। ଏହି ମାସରେ ରାଜ୍ୟରେ ଗାଡ଼ି ବିକ୍ରି ୧୩.୬୫ ପ୍ରତିଶତ…

ଅକ୍ଷୟ ଶକ୍ତିରେ ୧୩୮୬ କୋଟି ନିବେଶ: ସିଙ୍ଗଲ୍‌ ୱିଣ୍ଡୋ କମିଟିର ମୋହର

ଭୁବନେଶ୍ବର: ଶକ୍ତି ବିଭାଗର ପ୍ରମୁଖ ସଚିବ ବିଶାଲ କୁମାର ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅଷ୍ଟମ ସିଙ୍ଗଲ୍ ୱିଣ୍ଡୋ କମିଟି ବୈଠକରେ ମୋଟ ୧୯୨.୪୧ ମେଗାୱାଟ୍ ଅକ୍ଷୟଶକ୍ତି ଉତ୍ପାଦନ ପାଇଁ ଆସିଥିବା ୧୩୮୬.୦୯ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବକୁ ନୀତିଗତ ମଞ୍ଜୁରି ପ୍ରଦାନ କରାଯାଇଛି।…

ହ୍ବାଟସ୍‌ଆପ୍, ଫେସ୍‌ବୁକ୍, ଇନଷ୍ଟାଗ୍ରାମ୍ ଡାଉନ୍

ନୂଆଦିଲ୍ଲୀ: ମାର୍କ ଜୁକରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ତିନି ଲୋକପ୍ରିୟ ‌ସୋସିଆଲ୍‌ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍, ହ୍ବାଟ୍‌ସଆପ୍ ଓ ଇନଷ୍ଟାଗ୍ରାମ୍ ଡାଉନ୍ ରହିଛି। ବିଶ୍ବବ୍ୟାପୀ ଏହାର ସେବାରେ ବିଭ୍ରାଟ ଦେଖିବାକୁ ମିଳିଛି। ଡାଉନ୍‌ଡିଟେକ୍ଟର ତଥ୍ୟ ଅନୁସାରେ…