Breaking News

ମହଜୁଦ ସୀମା କମିଲା: ଅଧିକ ଗହମ ରଖିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କେଉଁମାନେ ନିଜ ପାଖରେ ସର୍ବାଧିକ କେତେ ଗହମ ରଖିପାରିବେ ତାହାର ସୀମାକୁ ପୁନଃ ନିର୍ଧାରଣ କରାଯାଇଛି। ବ୍ୟବସାୟୀ ଓ ଖାଦ୍ୟ ପ୍ରକ୍ରିୟାକରଣକାରୀମାନଙ୍କୁ କମ୍ ଗହମ ରଖିବାକୁ କୁହାଯାଇଛି। ଯେଉଁମାନେ ନିର୍ଧାରିତ ସୀମାଠାରୁ ଅଧିକ ଗହମ ରଖିବେ ସେମାନଙ୍କ ବିରୋଧରେ ଅତ୍ୟାବଶ୍ୟକ ଆଇନରେ…

ବ୍ରିସ୍‌ବେନ୍‌ରେ ପହଞ୍ଚିଲା ଭାରତୀୟ ଦଳ: ଶୀର୍ଷ ୩୦ରୁ ବାଦ୍‌ ପଡ଼ିଲେ ରୋହିତ

ବ୍ରିସ୍‌ବେନ୍‌: ବର୍ଡର-ଗାଭାସ୍କର ଟ୍ରଫି ଏବେ ୧-୧ରେ ସ୍ଥିତିରେ ରହିଛି। ତୃତୀୟ ମ୍ୟାଚ୍‌ ୧୪ ତାରିଖରୁ ଗାବାରେ ଆରମ୍ଭ ହେବ। ଏଥିପାଇଁ ଭାରତୀୟ କ୍ରିକେଟ୍‌ ଦଳ ବୁଧବାର ବ୍ରିସ୍‌ବେନ୍‌ରେ ପହଞ୍ଚିଛି। ପ୍ରଥମ ମ୍ୟାଚ୍‌କୁ ଭାରତ ଜିତିବା ପରେ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ୧୦ ୱିକେଟ୍‌ରେ ପରାଜିତ…

ଜାତୀୟ କନିଷ୍ଠ ଦୌଡ଼କୁଦ: ଓଡ଼ିଶାକୁ ୬ ସ୍ବର୍ଣ୍ଣ ସହ ୧୧ ପଦକ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ୩୯ତମ ଜାତୀୟ କନିଷ୍ଠ ଦୌଡ଼କୁଦରେ ହରିୟାଣା ବିଜେତା ହୋଇଥିବା ବେଳେ ତାମିଲନାଡୁ ଉପ‌ବିଜେତା ହୋଇଛି। ଓଡ଼ିଶା ୬ ସ୍ବର୍ଣ୍ଣ ସହ ୧୧ ପଦକ ଜିତିଛି। ଶେଷ ଦିନରେ ଓଡ଼ିଶାର ଓମ୍‌କାର ପସାଦ ନନ୍ଦ, ଦଣ୍ଡପତି ମୃତ୍ୟୁମ ଜୟରାମ ଓ ଲକ୍ଷ୍ମୀପ୍ରିୟା କିଷାନ…

ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ଗୁମର ଖୋଲୁଛି: ୩ ବର୍ଷ ହେଲା ଲୁଟ୍‌ତରାଜ୍‌ ଚାଲିଛି

ଭୁବନେଶ୍ବର: ସବ୍‌ପ୍ଲଟ୍‌ ବିକ୍ରି କଟକଣାକୁ ନେଇ ଅଫିସର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଦିଲ୍ଲୀ ମୁମ୍ବାଇ ଭଳି ମେଟ୍ରୋ ସିଟି ପାଇଁ ହୋଇଥିବା କଟକଣା ଓଡ଼ିଶାର ଗ୍ରାମାଞ୍ଚଳରେ ଲାଗିଛି। ପ୍ରଥମେ କଟକଣା‌ ଲଗାଇ ଦେଉଛନ୍ତି। ତା’ ପରେ ‌ଲୋକ ଅଫିସରଙ୍କ ପାଖକୁ ଦଉଡ଼ୁଛନ୍ତି। ସେଠାରେ…

ପ୍ରତିଶୋଧ: ପ୍ରେମିକାକୁ ୬ ଖଣ୍ଡ କରି ନଦୀ, ଗାତରେ ଫିଙ୍ଗିଦେଲା ପ୍ରେମିକ

ରାଉରକେଲା: ପ୍ରେମ ଯେତିକି ସୁନ୍ଦର। ଏହାର ସଠିକ୍‌ ପରିଚାଳନା କରି ନଜାଣିଲେ ତାଠାରୁ ଅଧିକ ଅସୁନ୍ଦର ହୋଇଯାଏ। ଏପରିକି ହିଂସା ଦିଗକୁ ମଧ୍ୟ ଗତିକରିବାର ଯଥେଷ୍ଟ ସମ୍ଭାବନା ଥାଏ, ଯାହାକି ଆଜୀବନ ଦୁଇଟି ପରିବାରକୁ କନ୍ଦାଇ ଦେଇଥାଏ। ଇସ୍ପାତ ନଗର ରାଉରକେଲା ଅଞ୍ଚଳରେ ଏଭଳି ଏକ ନୃଶଂସ ପ୍ରେମ ଓ…

ରୁଗ୍‌ଣ ଅବସ୍ଥାରେ ରଣପୁର ଦୁଗ୍‌ଧ ସମବାୟ ସମିତି: ମୁହଁ ଫେରାଉଛନ୍ତି ଚାଷୀ

ବାଲିଅନ୍ତା: ବାଲିଅନ୍ତା ବ୍ଲକ୍‌ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ୍ୟ ଦୁଗ୍‌ଧ ସମବାୟ ସମିତି ରୁଗ୍‌ଣ ଅବସ୍ଥାରେ ପହଞ୍ଚିସାରିଛି। କ୍ରମାଗତଭାବେ ଚାଷୀମାନେ ଏହି ସମିତିରୁ ମୁହଁ ଫେରାଇ ନେଉଥିବାରୁ ଏହା ଆଉ ବେଶି ଦିନ ତିଷ୍ଠିବା ସମ୍ଭବ ନୁହେଁ ବୋଲି ଜଳଜଳ ହୋଇ ଦେଖାଗଲାଣି। ବିଭାଗୀୟ…

‘ନେତୃତ୍ବ ସଙ୍କୁଚିତ ହେଲେ ସାମାଜିକ ଅଗ୍ରଗତି ବାଧାପ୍ରାପ୍ତ ହୁଏ’

ଭୁବନେଶ୍ବର: ଗତ ୫୦ ବର୍ଷ ମଧ୍ୟରେ ଓଡ଼ିଶା ଏକ ଭିନ୍ନ ଦିଗରେ ଯାଉଛି। ଶିକ୍ଷା, ସ୍ବାସ୍ଥ୍ୟ, ପରିବହନ ଓ ପ୍ରତ୍ନତତ୍ତ୍ବ ଆଦି କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ଭୁବନେଶ୍ବରରେ ପୂର୍ବରୁ ଥିବା ବିଭିନ୍ନ ଐତିହ୍ୟ ବିଭିନ୍ନ ସଙ୍କଟ ଦେଇ ଗତି କରୁଛି। ଭୁବନେଶ୍ବର ଛାତିରୁ ‘ଶିଶୁପାଳଗଡ଼’…

ସତ କହିଲେ ପଥ କଣ୍ଟକିତ ହୋଇଥାଏ

ଭୁବନେଶ୍ବର: ସତ୍ୟ ପରିବେଷଣ କରିବା ସମ୍ବାଦପତ୍ରର ଦାୟିତ୍ବ। ସତ୍ୟ ପରିବେଷଣ କରିବା ଯାହାର କାର୍ଯ୍ୟ ତାକୁ କଣ୍ଟକିତ ପଥ ଦେଇ ଗତି କରିବାକୁ ପଡ଼ିଥାଏ। ଯିଏ ଯେତେ କଷ୍ଟ ପାଇବ ସେ ହିଁ ସତ୍ୟ ସହିତ ରହିଛି ବୋଲି ମାନିବାକୁ ହେବ ବୋଲି ଦୈନିକ ତ୍ରୈଭାଷିକ ସମ୍ବାଦପତ୍ର ବିଶ୍ବବାଣୀର ୨୦ତମ…

ବାଜିରେ ଲାଗିଛି ଜୀବଜନ୍ତୁଙ୍କ ଜୀବନ: ପାଚେରି ମରାମତିରେ ତାଳିପକା କାମ

ଖଣ୍ଡଗିରି: ଚନ୍ଦକା-ଡମପଡ଼ା ଅଭୟାରଣ୍ୟ ସଂଲଗ୍ନ ଭରତପୁର ସଂରକ୍ଷିତ ଜଙ୍ଗଲ ପାଚେରି ବା‌ରମ୍ବାର ଭାଙ୍ଗୁଛି। କେଉଁଠି ଖଣ୍ଡ ଖଣ୍ଡ ହୋଇ ଜଙ୍ଗଲ ଭିତରକୁ ଖସିପଡ଼ୁଛି ତ କେବେ ଫାଟ ମେଲୁଛି। ତେବେ ଜଙ୍ଗଲ ପାଚେରି ଭାଙ୍ଗିବାଠାରୁ ଏହାର ମରାମତି ଏବେ ଅନେକଙ୍କୁ ଆ‌ଶ୍ଚର୍ଯ୍ୟ କରିଛି। ସମ୍ପୂର୍ଣ୍ଣ…

ଲିଙ୍ଗରାଜଙ୍କ କଥା ବୁଝିବାକୁ କେହି ନାହିଁ: ସୁରକ୍ଷା ଢ଼ିଲା, ମନ୍ଦିରରେ ମାଳମାଳ ମୋବାଇଲ୍‌

ପୁରୁଣା ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମନ୍ଦିର କଥା ବୁଝିବାକୁ କେହି ନାହିଁ। ବିଶୃଙ୍ଖଳା ହେଲେ କେହି ଆସୁନାହାନ୍ତି। ନା ଟ୍ରଷ୍ଟ ବୋର୍ଡ ବସୁଛି, ନା ପ୍ରଶାସନ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ କରୁଛି। ମହାପ୍ରଭୁ ଗୋଟିଏ ଦିନ ଖାଡ଼ା ଉପବାସ ରହିଲେ। ଓଡ଼ଣୀ ଷଷ୍ଠୀ ନୀତି ବିଭ୍ରାଟ ହୋଇଗଲା।…