Breaking News

ଗୋଟିଏ ଦିନ‌ରେ ଦୁଇ ମୁଣ୍ଡ ଗଡ଼ିଲା: ପୂର୍ବତନ ସରପଞ୍ଚଙ୍କୁ ଗାଁ ଦାଣ୍ଡରେ ହତ୍ୟା

ଭୁବନେଶ୍ବର: ମଙ୍ଗଳବାର ବିଳମ୍ବିତ ରାତିରେ ଏୟାର୍‌ଫିଲ୍‌ଡ ଥାନା ବୀରବନ୍ଧ ଗାଁରେ ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। କେହି ଦୁର୍ବୃତ୍ତ ପ୍ରଧାନସାହି ପଞ୍ଚାୟତର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ ବେହେରା(୬୮)ଙ୍କୁ ହତ୍ୟାକରି ଗାଁ ଦାଣ୍ଡରେ ଫୋପାଡ଼ି ଦେଇଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡର ସମ୍ମୁଖ…

ଗାଡ଼କଣ ଟିଟିଏସ୍‌ ବୁଲିଲେ: ମନ୍ତ୍ରୀଙ୍କ ନାକରେ ପଶିଗଲା ଦୁର୍ଗନ୍ଧ

ଚନ୍ଦ୍ରଶେଖରପୁର: ‘ଗାଡ଼କଣ ଟିଟିଏସ୍‌ରେ ବାୟୋ-କଲଚର ପ୍ରୟୋଗ ହେଉଛି। ଯାହାକି ଖାଦ ପ୍ରକ୍ରିୟାକୁ ତୀବ୍ର କରିବା ସହ କୌଣସି ପ୍ରକାର ଦୁର୍ଗନ୍ଧରୁ ବଞ୍ଚିତ କରୁଛି।’ ଡିସେମ୍ବର ୩ ତାରିଖରେ ବିଧାନସଭାରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଏଭଳି ଉତ୍ତର…

ଗାଡ଼ି ସାଇଡ ମରାକୁ ନେଇ ଚାଳକଙ୍କୁ ପିଟିଲେ, ଲୋକଙ୍କୁ ବସରୁ ଓହ୍ଲାଇଦେଲେ

ଭୁବନେଶ୍ବର: ରାଜଧାନୀ ରାଜରାସ୍ତାରେ ଯୁବକମାନଙ୍କ ଆତଙ୍କରାଜ । ଗାଡ଼ି ସାଇଡ ମରାକୁ ନେଇ ଅଧ ଘଣ୍ଟା ଧରି ରାସ୍ତା ଉପରେ ଆତଙ୍କ ଚଳାଇଲେ ଯୁବକମାନେ। ସେ ବସକୁ ଅଟକାଇଲେ ଓ ଡ୍ରାଇଭରଙ୍କୁ ପିଟିଲେ । ସେମାନେ ବସ ଭଙ୍ଗାରୁଜା କରିବା ସହ ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଲେ। ଏଭଳି ଘଟଣା ଘଟିଛି…

ଦୁର୍ଘଟଣା: ପିଆଜ ବୋଝେଇ ଟ୍ରକ୍ ସହ ଜଳିଗଲା ବାଇକ୍, ଶ୍ରମିକଙ୍କର ଜୀବନ ଗଲା

ରାଇରଙ୍ଗପୁର: ବିଳମ୍ୱିତ ରାତିରେ ମୟୂରଭଞ୍ଜ ଜିଲ୍ଲା ୪୯ ନଂ ଜାତୀୟ ରାଜପଥ ବିଶୋଇ ଥାନା ଅଧୀନ ଡୁମୁରୁଡ଼ିହା ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରାକ୍ଟର ଓ ପିଆଜ ବୋଝେଇ ଟ୍ରକ୍ ଧକ୍କା ହେବା ଫଳରେ ଜଳିଯାଇଛି ଏକ ପିଆଜ ବୋଝେଇ ଟ୍ରକ୍ ସହ ଗୋଟିଏ ବାଇକ୍ । ଏହି…

ବଣାଇରେ ଚାଞ୍ଚଲ୍ୟ: ଗର୍ଭବତୀ ମହିଳାଙ୍କୁ ଗୁଳି କରି ହତ୍ୟା

ରାଉରକେଲା:ସୁନ୍ଦରଗଡ଼ ଜିଲ୍ଲା ବଣାଇ ଟିକାୟତ ପାଲି ଥାନା ଅନ୍ତର୍ଗତ ଜର୍ଡାପାଲିରେ ଦୁର୍ବୃତ୍ତଙ୍କ ଗୁଳି ମାଡ଼ରେ ଜଣେ ୭ ମାସର ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ଗତକାଲି ବିଳମ୍ବିତ ରାତିରେ ଘଟିଛି ଏହି ଗୁଳି କାଣ୍ଡ ହୋଇଥିଲା । ମହିଳା ଜଣକ ନିଜ ଘରେ ଥିବା ବେଳେ ଦୁଇ ଜଣ ଯୁବକ ଆସି ତାଙ୍କ…

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି: ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ

ପୁରୀ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେଉଥିବା ହେତୁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ୪ ଘଣ୍ଟା ବନ୍ଦ ରହିବ। ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି ଲାଗି ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ…

ବିଧାନସଭାରେ ପୁଣି ମିସନ୍‌ ଶକ୍ତି ଝଡ଼: ଯିଏ କ୍ଷମତାକୁ ଆସିବ, ସମାଧାନ ଦାୟିତ୍ବ ତା’ର

ଭୁବନେଶ୍ବର: ରାଜଧାନୀରେ ଆନ୍ଦୋଳନ ଚଳାଇଥିବା ଏମ୍‌ବିକେ, ସିଆର୍‌ପି ଓ ବ୍ୟାଙ୍କ ମିତ୍ରମାନଙ୍କୁ ନେଇ ଲଗାତାର ତୃତୀୟ ଦିନ ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ପୂର୍ବ ସରକାରକୁ ଦୋଷ ନ ଲଦି ସମାଧାନର ବାଟ ବାହାର କରିବାକୁ ସରକାରଙ୍କୁ ଆହ୍ବାନ ଦେଇଛନ୍ତି ବିରୋଧୀ। ନିଜ ଦୋଷ ଘୋଡ଼ାଇବାକୁ…

ଚାଉଳ ନେବାରେ ଏଫ୍‌ସିଆଇର ବିଳମ୍ବ: ଅଭାବୀ ବିକ୍ରି ରାସ୍ତା ଖୋଲିଲେ

ସମ୍ବଲପୁର: ଏଫ୍‌ସିଆଇ ନେଇ ପାରୁନାହିଁ ନା ମିଲ ମାଲିକ ଦେଇ ପାରୁନାହାନ୍ତି? କାହା ଯୋଗୁଁ ବର୍ତ୍ତମାନ ପଶ୍ଚିମ ଓଡ଼ିଶାର ମିଲ୍‌ଗୁଡ଼ିକରେ ଚାଉଳ ଜମା ହୋଇ ରହିଛି? ଯେଉଁ କାରଣରୁ ମଣ୍ଡି ଖୋଲିଥିଲେ ମଧ୍ୟ ଠିକ ଭାବରେ ଧାନ ସଂଗ୍ରହ ଆରମ୍ଭ ହୋଇ ପାରୁନାହିଁ ଓ କଟ୍‌ନି ଛଟ୍‌ନି ବଢୁଛି। ଧାନ ଅଭାବୀ…

ଶୀତ ରାତିରେ ପଥ ସମ୍ମୋହନ, କୁହୁଡ଼ି କାଳ; ରାତିଅଧରେ ଡ୍ରାଇଭରଙ୍କୁ ମାଗଣା ଚା’

କଟକ: ଶୀତଋତୁ ଆରମ୍ଭ ହୋଇଯାଇଥିବାରୁ କୁହୁଡ଼ି ପାଇଁ ଦୁର୍ଘଟଣା ଆଶଙ୍କା ବଢ଼ିଯାଇଛି। ଏମିତିକି ପଥ ସମ୍ମୋହନ ବି ଆହୁରି ଭୟଙ୍କର ସ୍ଥିତି ସୃଷ୍ଟି କରିଛି। ଏହି ସମୟରେ ବିଳମ୍ବିତ ରାତି ଓ ଭୋର ସମୟରେ ଦୁର୍ଘଟଣା ଏଡ଼ାଇବାକୁ ରାଜ୍ୟ ପରିବହନ ପ୍ରାଧିକରଣ (ଏସ୍‌ଟିଏ) ଚାଳକଙ୍କୁ ସତେଜ ଓ ସଚେତନ…