Breaking News

ମାତୃଭାଷାର ବିକଳ୍ପ ହୋଇପାରିବନି ଇଂରାଜୀ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜିକାଲିର ପିଲାମାନେ ଇଂରାଜୀ ଭାଷାକୁ ଯୋଗାଯୋଗର ଏକ ମାଧ୍ୟମ ଭାବେ ବ୍ୟବହାର ନ କରି, ଇଂରାଜୀ କହିବାକୁ ଏକ ଫେସନ୍ ଭାବେ ଗ୍ରହଣ କରୁଛନ୍ତି। ଇଂରାଜୀ ମାଧ୍ୟମରେ ପଢ଼ୁଥିବା ଅନେକ ଛାତ୍ରଛାତ୍ରୀ ଓଡ଼ିଆ ଭାଷା ପଢ଼ିବାରେ ଅକ୍ଷମ। ଏହା ଅତ୍ୟନ୍ତ ଦୁଃଖର ବିଷୟ। ଇଂରାଜୀ ଓ ହିନ୍ଦୀ ଆମ ପାଇଁ…

ସ୍ବାଭିମାନ ଅଂଚଳ: ଅଣ୍ଡ୍ରାପାଲୀବାସୀଙ୍କ ପାଇଁ ଆଜି ବି ଡଂଗା ହିଁ ଭରସା

ମାଲକାନଗିରି: ସ୍ବାଭିମାନ ଅଂଚଳ କହିଲେ ନକ୍ସଲଙ୍କ ଗଡ଼ ଏବଂ ବାହ୍ୟ ଜଗତର ବିଛିନ୍ନ ଥିବା ଅଂଚଳକୁ ବୁଝାଇଥାଏ। କିନ୍ତୁ ୨୦୧୮ ଜୁଲାଇ ୨୬ ପରେ ଏହି ଅଂଚଳର ବିକାଶ ଦ୍ରୁତଗତିରେ ଆରମ୍ଭ ହୋଇଥିଲା। ଗାଁକୁ ପକ୍କା ରାସ୍ତା ସହ ପାନୀୟ ଜଳ, ମୋବାଇଲ ଟାୱାର, ଶିକ୍ଷା,ସ୍ବାସ୍ଥ୍ୟ ସେବା ଇଦ୍ୟାତି ପହଞ୍ଚି…

ରେଳବାଇକୁ ନେଇ କଥା କଟାକଟି

ଭୁବନେଶ୍ବର: ପୂର୍ବତଟ ରେଳବାଇରୁ ୱାଲ୍‌ଟିୟର ଡିଭିଜନକୁ ଅଲଗା କରିବାକୁ ନେଇ ଆଜି ବିଧାନସଭାରେ ସରଗରମ ଆଲୋଚନା ହୋଇଛି। ବିଜେଡି ଓ ବିଜେପି ସଭ୍ୟମାନଙ୍କ ଭିତରେ କଥା କଟାକଟି ହୋଇଛି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ କହିଲେ, ବିଜୁ ପଟ୍ଟନାୟକଙ୍କ…

ଟ୍ରେନ୍‌ରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାଜସୁନାଖଳା: ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ରାଜସୁନାଖଳା ଷ୍ଟେସନରେ ଭୁବନେଶ୍ୱର-ଦଶପଲ୍ଲା ମେମୁ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ନିଆଁରେ ଟ୍ରେନ୍‌ ବଗି କ୍ଷତିଗ୍ରସ୍ତ ହୋଇଥିବାବେଳେ ଯାତ୍ରୀମାନେ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି। ବୁଧବାର ସନ୍ଧ୍ୟାରେ…

୫୭ ଘଣ୍ଟା ବୋର୍‌ୱେଲ୍‌ରେ ପଡ଼ିରହି ଚାଲିଗଲା ୫ ବର୍ଷ ବାଳକର ଜୀବନ

ନୂଆଦିଲ୍ଲୀ: ରାଜସ୍ତାନରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ପାଞ୍ଚ ବର୍ଷର ବାଳକ ଦୀର୍ଘ ୫୭ ଘଣ୍ଟା ଧରି ବୋରୱେଲରେ ଖସିପଡ଼ିବା ପରେ ଶେଷରେ ବାଳକଟିର ମୃତ୍ୟୁ ଘଟିଛି। ପିଲାଟି ବୋର୍‌ୱେଲ୍‌ରେ ପଡ଼ି ରହିଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା। ଉଦ୍ଧାର କାର୍ଯ୍ୟ ଦୁଇ ଦିନରୁ ଅଧିକ ସମୟ…

ଏହି ୮ କାରଣ ଭିତ୍ତିରେ ଭରଣପୋଷଣ ନେବେ ମହିଳା: ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ ଗତକାଲି ଏକ ଗୁରୁତ୍ବପୂର୍ଣ୍ଣ ଶୁଣାଣି କରିଛନ୍ତି। ବେଙ୍ଗାଲୁରୁରେ ଜଣେ ୩୪ ବର୍ଷୀୟ ଯୁବକଙ୍କ ଆତ୍ମହତ୍ୟା ପରେ ଯୌତୁକ ନିଷେଧ…

ଅନାସ୍ଥା ନୋଟିସ୍‌ ନେଇ ପ୍ରବଳ ହଟ୍ଟଗୋଳ: ରାଜ୍ୟସଭା ମୁଲତବୀ, ବିରୋଧୀଙ୍କୁ ଘେରିଲେ ରିଜିଜୁ

ନୂଆଦିଲ୍ଲୀ: ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ନୋଟିସ୍‌ ନେଇ ଆଜି ଗୃହରେ ପ୍ରବଳ‌ ହଟ୍ଟଗୋଳ ହୋଇଛି। ପୂର୍ବାହ୍ନ ୧୧ଟାରେ ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ଲଗାତାର ହଙ୍ଗାମା ଯୋଗୁଁ ଗୃହକୁ ମୁଲତବୀ ରଖାଯାଇଥିଲା। କେନ୍ଦ୍ରମନ୍ତ୍ରୀ କିରେନ…

ଧନଖଡ଼ଙ୍କ ବିରୋଧରେ ଖଡ଼ଗେଙ୍କ ଅଭିଯୋଗ: ହେଡ୍‌ମାଷ୍ଟରଙ୍କ ଭଳି ଧମକାଉଛନ୍ତି

ନୂଆଦିଲ୍ଲୀ: କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଆଜି ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଧନଖଡ଼ ସବୁଠାରୁ ବଡ଼ ସରକାରୀ ମୁଖପାତ୍ର ସାଜିଛନ୍ତି ଏବଂ ଗୃହରେ ହେଡ୍‌ମାଷ୍ଟରଙ୍କ ଭଳି ଧମକାଉଛନ୍ତି ବୋଲି ଖଡ଼ଗେ ସାମ୍ବାଦିକ ସମ୍ମିଳନୀରେ…

‘ବାଂଲାଦେଶ ପାଇଁ ୨ଟି ରାଫେଲ୍‌ ଯଥେଷ୍ଟ’

କୋଲକାତା: ବାଂଲାଦେଶର ଶେଖ୍‌ ହସିନାଙ୍କ ସରକାରର ପତନ ଓ ଅନ୍ତରୀଣ ସରକାରର ଦାୟିତ୍ବ ଗ୍ରହଣ ପରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହିଂସା ବୃଦ୍ଧି ପାଇଛି। ବାଂଲାଦେଶ ସରକାରଙ୍କ ସୂଚନାନୁସାରେ, ବର୍ତ୍ତମାନ ସୁଦ୍ଧା ୮୮ଟି ଏଭଳି ଆକ୍ରମଣ ହୋଇଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଅନେକ ଗୁଣ…

ଅଭିନେତା ମୁସ୍ତାକ ଖାନଙ୍କୁ ଅପହରଣ ପରେ ୧୨ ଘଣ୍ଟା ନିର୍ଯାତନା

ମୁମ୍ବାଇ: ହାସ୍ୟ ଅଭିନେତା ସୁନୀଲ ପାଲଙ୍କ ପରେ ଅଭିନେତା ମୁସ୍ତାକ ଖାନ ମଧ୍ୟ ସମାନ ଘଟଣାର ଶିକାର ହୋଇଛନ୍ତି। ନିକଟରେ ତାଙ୍କୁ ଉତ୍ତରପ୍ରଦେଶରେ ଏକ କାର୍ଯ୍ୟକ୍ରମକୁ ଡାକି ଅପହରଣ କରାଯାଇଥିଲା। ମୁସ୍ତାକଙ୍କୁ କିପରି ନଭେମ୍ବର ୨୦ରେ ମେରଠକୁ ଏକ ଆୱାର୍ଡ ସୋ ପାଇଁ ଡାକି ଅପହରଣ ପରେ ୧୨ ଘଣ୍ଟା…