Breaking News

ଅଚଳାବସ୍ଥା ନେଇ ଟିଏମ୍‌ସି କ୍ଷୁବ୍ଧ: କଂଗ୍ରେସ ଓ ବିଜେପିକୁ ଦାୟୀକଲା

ନୂଆଦିଲ୍ଲୀ: ଇଣ୍ଡି ମେଣ୍ଟରେ ଫାଟ ବଢ଼ିଛି। ଇଣ୍ଡି ମେଣ୍ଟ ସହଯୋଗୀ କଂଗ୍ରେସ ଏବଂ ଟିଏମ୍‌ସି ନେତାମାନେ ଲଗାତାର ପରସ୍ପର ବିରୋଧୀ ବୟାନ ଦେଇଚାଲିଛନ୍ତି। ଲୋକସଭା ସୁରୁଖୁରୁରେ ପରିଚାଳନା କରାଯିବା ବିରୋଧୀ ଦଳର ଲକ୍ଷ୍ୟ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି କହିଥିବା ବେଳେ ଏହାର…

ଯୌତୁକ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ବଡ଼ ମନ୍ତବ୍ୟ: ଆଇନର ଅପବ୍ୟବହାର ହେଉଛି

ନୂଆଦିଲ୍ଲୀ: ଶାଶୂଘର ଲୋକଙ୍କ ଦ୍ୱାରା ମହିଳାମାନଙ୍କୁ ନିର୍ଯାତନାରୁ ରକ୍ଷା କରିବା ପାଇଁ ଉଦ୍ଦିଷ୍ଟ ଆଇନର ଅପବ୍ୟବହାର ବୃଦ୍ଧି ପାଉଥିବା ଦର୍ଶାଇ ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ନିରୀହ ଲୋକଙ୍କୁ ଅଯଥା ନିର୍ଯାତନାରୁ ରୋକିବା ପାଇଁ ଯୌତୁକ ନିର୍ଯାତନା ମାମଲାର ନିଷ୍ପତ୍ତି ନେବା ସମୟରେ ଅଦାଲତ…

ବୟସ୍କଙ୍କ ଅକସ୍ମାତ ମୃତ୍ୟୁ ପାଇଁ କୋଭିଡ୍ ଟିକା ଦାୟୀ ନୁହେଁ: ଆଇସିଏମ୍ଆର ତଥ୍ୟ ଉପସ୍ଥାପନ କଲେ ସରକାର

ନୂଆଦିଲ୍ଲୀ: କୋଭିଡ୍ ଟିକା ଓ ଆକସ୍ମିକ ମୃତ୍ୟୁ ମଧ୍ୟରେ ସମ୍ପର୍କ ଥିବା ଅଭିଯୋଗ ନେଇ ସାଧାରଣରେ ଚିନ୍ତା ପ୍ରକାଶ ପାଇଛି। ତେବେ ପ୍ରମାଣରୁ ଜଣାପଡିଛି ଯେ, କୋଭିଡ୍ ଟିକାକରଣ ଦ୍ୱାରା ଅଚାନକ ମୃତ୍ୟୁର ଆଶଙ୍କା ବଢ଼େ ନାହିଁ। ଏହା ବଦଳରେ ଟିକା ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ କରି…

ସିସୋଦିଆଙ୍କ ଜାମିନ ସର୍ତ୍ତ କୋହଳ ‌କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାର ଅନ୍ୟତମ ଅଭିଯୁକ୍ତ ତଥା ଆମ୍‌ ଆଦମୀ ପାର୍ଟି ନେତା ମନିଷ ସିସୋଦିଆଙ୍କ ଜାମିନ ସର୍ତ୍ତକୁ ସୁପ୍ରିମକୋର୍ଟ କୋହଳ କରିଛନ୍ତି। ଜାମିନ ସର୍ତ୍ତ ଭାବେ ସିସୋଦିଆ ପ୍ରତି ସପ୍ତାହରେ ଦୁଇଥର- ସୋମବାର ଓ ଗୁରୁବାର ପୂର୍ବାହ୍‌ଣ ୧୦ଟାରୁ ୧୧ଟା ମଧ୍ୟରେ…

୨୦୨୫ଚାମ୍ପିୟନ୍ସ ଟ୍ରଫିକୁ ନେଇ ଆଜି ଆଇସିସି ଶୁଣାଇବ ନିଜ ନିଷ୍ପତ୍ତି, ଜାଣନ୍ତୁ କେଉଁ କାରଣରୁ ଫସିଛି

ନୂଆଦିଲ୍ଲୀ,୧୧/୧୨ : ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ ବି ଭାବି ନ ଥିବ ୮ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫି ଫେରାଇଆଣିବା ନିଷ୍ପତ୍ତି ୨୦୨୪ର ସବୁଠାରୁ ବିବାଦୀୟ ବିଷୟରୁ ଗୋଟିଏ ହୋଇଯିବ । ପାକିସ୍ତାନକୁ ଟୁର୍ଣ୍ଣାମେଣ୍ଟର ଆୟୋଜନ ଲାଗି ବହୁ ଟଙ୍କା ଆବଣ୍ଟିତ କରାଯାଇଥିଲା । କିନ୍ତୁ ଏହି…

ସିରିଆରେ ରହିଛି ୨୦୦୦ ବର୍ଷର ପୁରୁଣା ମନ୍ଦିର; ଜାଣନ୍ତୁ ଏହି ମନ୍ଦିରର କାହାଣୀ…!

ନୂଆଦିଲ୍ଲୀ: ସିରିଆରେ ବାଶର ଅଲ-ଅସଦଙ୍କ ଶାସନର ଅନ୍ତ ହୋଇଛି। ଅସଦଙ୍କ ପରିବାରର ୫ ଦଶନ୍ଧିର ଶାସନରେ ଲାଗିଛି ବ୍ରେକ। ବିଦ୍ରୋହୀମାନେ ରାଜଧାନୀ ଡମାସ୍କସ ଦଖଲ କରିଛନ୍ତି। ୨୦୧୧ ମସିହାରୁ ସିରିଆରେ ଅସଦଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହୋଇଥିଲା। ସେତେବେଳେ ଅସଦଙ୍କ ସରକାର ଗଣତନ୍ତ୍ର ସପକ୍ଷରେ…

ରାଜଧାନୀରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ କରିବା ଘଟଣା, ଆୟକର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ

ଭୁବନେଶ୍ବର,୧୧।୧୨ : ରାଜଧାନୀରୁ ସିବିଆଇ ୧୦ ଲକ୍ଷ ଟଙ୍କା ଜବତ ଘଟଣାର ଆୟକର ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ଏହି ଘଟଣାରେ ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ନେଇ ଆୟକର ବିଭାଗ ତଦନ୍ତ କରିବ। ସିବିଆଇ ପାଖରୁ ତଥ୍ୟ ନେଇ ଟିକସ ଫାଙ୍କିବା ଉପରେ ତଦନ୍ତ କରୁଛି…

RBI ୨୬ତମ ଗଭର୍ଣ୍ଣର ଭାବେ ଦାୟିତ୍ବ ନେଲେ ସଞ୍ଜୟ ମଲହୋତ୍ରା

ନୂଆଦିଲ୍ଲୀ,୧୧/୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ନୂଆ ଗଭର୍ଣ୍ଣର ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି ସଞ୍ଜୟ ମଲହୋତ୍ରା । ଆରବିଆର ୨୬ତମ ଗଭର୍ଣ୍ଣର ହୋଇଛନ୍ତି ସଞ୍ଜୟ ମଲହୋତ୍ରା । ରାଜସ୍ବ ସଚିବରୁ ଆରବିଆଇର ଗଭର୍ଣ୍ଣର ହୋଇଛନ୍ତି ସେ । ଆସନ୍ତା ୩ ବର୍ଷ ପାଇଁ ଦାୟିତ୍ବ ଗ୍ରହଣ…

ଶ୍ରମଶକ୍ତିରେ ଗ୍ରାମୀଣ ମହିଳାଙ୍କ ଯୋଗଦାନ ୪୨%, ସହାୟକ ହେଉଛି ନାରୀ ସଶକ୍ତୀକରଣ ଯୋଜନା

ନୂଆଦିଲ୍ଲୀ, ୧୧/୧୨: ଦେଶର ଶ୍ରମଶକ୍ତିରେ ମହିଳାଙ୍କ ଯୋଗଦାନ ହାର ବଡ଼ ଆକାରରେ ବଢ଼ିଛି । ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏଥିରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଥିବା ଅବଧିକାଳୀନ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍‌ଏଫ୍‌ଏସ୍‌) ରୁ ଜଣାପଡ଼ିଛି । ଶ୍ରମଶକ୍ତିରେ ଗ୍ରାମୀଣ ମହିଳାଙ୍କ ଯୋଗଦାନ ହାର…

ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ଦିଲ୍ଲୀ ଗଲେ ଫଡ଼ନବିସ୍‌ ଓ ପାଓ୍ବାର, ସିନ୍ଦେଙ୍କୁ ମିଳିବନି ଗୃହ ମନ୍ତ୍ରାଳୟ !

ମୁମ୍ବାଇ: ମହାରାଷ୍ଟ୍ରରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣକୁ ନେଇ ରାଜନୀତି ଜୋର ଧରିଛି । ବିଜେପି ନେତାଙ୍କ ଅନୁସାରେ ଡିସେମ୍ବର ୧୪ରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇପାରେ । ଏହାକୁ ନେଇ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ୍‌ ଏବଂ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ଦିଲ୍ଲୀ ଗସ୍ତ କରିଛନ୍ତି ।…