Breaking News

ରୁଲ ୨୬୭ କଣ ? ଯାହାକୁ ନେଇ ରାଜ୍ୟସଭାରେ ଶାସକ-ବିରୋଧୀ ମୁହାଁମୁହିଁ

ନୂଆଦିଲ୍ଲୀ,୧୧/୧୨: ସଂସଦର ଶୀତ ଅଧିବେଶନ ଚାଲିଛି । ଏଥିରେ ଦେଶର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେଉଛି । ମାତ୍ର ଅଧିବେଶନ ଆରମ୍ଭ ହେବା ଦିନଠୁ ଗୋଟିଏ ବି ଦିନ ଗୃହକାର୍ଯ୍ୟ ଚାଲିପାରୁନାହିଁ । ବିରୋଧୀଙ୍କ ହଙ୍ଗାମା ପାଇଁ ଗୃହ ମୁଲତବୀ କରିବାକୁ ପଡୁଛି । ସଂସଦକୁ ଚଲାଇବାକୁ…

କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାରେ ନାଇପର ପ୍ରତିଷ୍ଠା ପାଇଁ କଲେ…

ନୂଆଦିଲ୍ଲୀ/ଭୁବନେଶ୍ୱର, ୧୧।୧୨ – ଓଡ଼ିଶାରେ ଏକ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ୍ ରିସର୍ଚ୍ଚ (NIPER) ପ୍ରତିଷ୍ଠା କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ, ରସାୟନ ଓ ସାର ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କୁ ଚିଠି ଲେଖି ଅନୁରୋଧ…

ଆଉ ଏକ ଯୁଦ୍ଧ ଆଶଙ୍କା: ତାଇୱାନ ପରିସ୍ଥିତି ବଦଳିଲା, ଚୀନ୍‌ ପକ୍ଷରୁ ପ୍ରସ୍ତୁତି

ବେଜିଂ/ତାଇପେଇ: ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ତାଇୱାନ ବୁଧବାର କହିଛି ଯେ, ଗତ ୨୪ଘଣ୍ଟା ମଧ୍ୟରେ ତାଇୱାନ ନିକଟରେ ୫୩ଟି ଚୀନ୍ ସାମରିକ ବିମାନ ଏବଂ ୧୯ ଟି ଜାହାଜ ଚିହ୍ନଟ କରାଯାଇଛି। ତାଇୱାନ ନିକଟରେ ଏତେ ସଂଖ୍ୟକ ସାମରିକ ବିମାନର ଆଗମନ ବେଜିଂ ଦ୍ୱାରା ବର୍ଷ ବର୍ଷ…

ଟେଲି ଅଭିନେତ୍ରୀଙ୍କ ପୁଅର ମିଳିଲା ମୃତଦେହ, ହତ୍ୟା ସନ୍ଦେହ

ମୁମ୍ବାଇ: 'କ୍ରାଇମ ପାଟ୍ରୋଲ' ଏବଂ 'ମଟ୍ଟି କି ବନୋ' ସମେତ ଅନେକ ଟିଭି ଧାରାବାହିକରେ କାମ କରିଥିବା ଅଭିନେତ୍ରୀ ସପନା ସିଂଙ୍କ ପୁଅଙ୍କର ଦେହାନ୍ତ ହୋଇଛି। ସନ୍ଦେହଜନକ ପରିସ୍ଥିତିରେ ଡ୍ରେନରୁ ଅଭିନେତ୍ରୀଙ୍କ ପୁଅ ସାଗର ଗଙ୍ଗୱାରଙ୍କ ମୃତଦେହ ମିଳିଛି। ୧୪ ବର୍ଷର ପୁଅକୁ ହରାଇବା ‌ପରେ ସପନା ଓ…

ଭିକ୍ଷା ମାଗିବାର ଚ୍ୟାଲେଞ୍ଚ ଆପଣାଇ ଯୁବକ ସଂଗ୍ରହ କଲେ ଏତିକି ଟଙ୍କା

ନୂଆଦିଲ୍ଲୀ: ନିକଟରେ ପଶ୍ଚିମବଙ୍ଗର ଜଣେ ଯୁବକ ଭିକାରି ହେବାର ଚ୍ୟାଲେଞ୍ଜ ଆପଣାଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଯୁବକଙ୍କ ଚ୍ୟାଲେଞ୍ଜ ଥିଲା ଗୋଟିଏ ଦିନରେ ସେ ଭିକ ମାଗି କେତେ ଟଙ୍କା ସଂଗ୍ରହ କରିପାରିବେ। ପନ୍ଥ ଦେବ ନିଜର ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି ଲେଖିଛନ୍ତି,…

ବିଶ୍ବରେ ସର୍ବାଧିକ ଖୋଜାଯାଇଥିବା ଟପ୍-୧୦ କଳାକାରଙ୍କ ମଧ୍ୟରେ ଏହି ୩ଭାରତୀୟ

ନୂଆଦିଲ୍ଲୀ: ୨୦୨୪ରେ ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ସେଲିବ୍ରିଟିଙ୍କ ତାଲିକା ଏବେ ସାମ୍ନାକୁ ଆସିଛି। ଏହି ତାଲିକା‌ରେ ଅଲୁ ଅର୍ଜୁନ, ଶାହରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଏବଂ ଆମୀର ଖାନଙ୍କ ଭଳି କଳାକାର ଶୀର୍ଷରେ ରହିଥିବେ ବୋଲି ଆପଣ ଭାବୁଥିବେ। କିନ୍ତୁ ଏମାନଙ୍କ ମଧ୍ୟରୁ…

ସୁନୀଲ ପାଲଙ୍କ ପରି ଗତମାସରେ ଅଭିନେତାଙ୍କୁ ଉଠାଇ ନେଇଥିଲେ ଅପହରଣକାରୀ

ନୂଆଦିଲ୍ଲୀ: କିଛିଦିନ ତଳେ ହାସ୍ୟାଭିନେତା ତଥା ଅଭିନେତା ସୁନୀଲ ପାଲ ମୁମ୍ବାଇ ବାହାରକୁ ସୋ’ କରିବାକୁ ଯାଇଥିବା ବେଳେ ଅପହରଣ ହୋଇଯାଇଥିବା ଖବର ସାମ୍ନାକୁ ଆସିଥିଲା। ସୁନୀଲ ପାଲଙ୍କ ପୂର୍ବରୁ ଅଭିନେତା ମୁଶତାକ ଖାନଙ୍କ ଅପହରଣ ହୋଇଯାଇଥିବା ତାଙ୍କ ମ୍ୟାନେଜର ଅଭିଯୋଗ କରି କହିଛନ୍ତି।…

୨୩ଟି ଶିଳ୍ପ ସଂସ୍ଥା ଉପରେ ରହିଛି ଏତିକି କୋଟି ଟଙ୍କାର ବକେୟା ବିଲ୍‌

ଭୁବନେଶ୍ବର: ରାଜ୍ୟର ୨୩ଟି ଶିଳ୍ପ ସଂସ୍ଥା ଦେଉ ନାହାନ୍ତି ବକେୟା ବିଜୁଳି ବିଲ୍‌। ଏହି ୨୩ଟି ପ୍ରମୁଖ ଶିଳ୍ପ ସଂସ୍ଥା ଉପରେ ୧୦୯୬ କୋଟି ଟଙ୍କା ବକେୟା ରହିଛି। ୧୦ ବର୍ଷ ମଧ୍ୟରେ ୧୪ଟି ଶିଳ୍ପ ସଂସ୍ଥାକୁ ୪୦୯୭ କୋଟି ବକେୟା ବିଲ୍‌ ଛାଡ଼ କରାଯାଇଛି। ଜିନ୍ଦଲ ୨୮୫ କୋଟି ଟଙ୍କା ବାକି ରଖିଥିବା…

୧୭ ରାଜ୍ୟରେ ଅଛି ବ୍ୟବସ୍ଥା, ଓଡ଼ିଶାରେ ବି ସାମ୍ବାଦିକଙ୍କ ପାଇଁ ପେନସନ ଲାଗୁ ହେଉ

ଭୁବନେଶ୍ବର: ସାମ୍ବାଦିକଙ୍କ ପାଇଁ ପେନସନ ବ୍ୟବସ୍ଥା କରିବା ପାଇଁ ବିଜେଡି ବିଧାୟକ ଗୌତମବୁଦ୍ଧ ଦାସ ବିଧାନସଭାରେ ଦାବି କରିଛନ୍ତି। ସେ ଆହୁରି କହିଛନ୍ତି, ପାଖାପାଖି ୧୭ଟି ରାଜ୍ୟରେ ପେନସନ ବ୍ୟବସ୍ଥା ରହିଛି | ସାମ୍ବାଦିକଙ୍କ ପାଇଁ ଥିବା ସ୍ବାସ୍ଥ୍ୟବୀମାରେ ପିତାମାତାଙ୍କୁ ସଂଯୋଗ କରାଯାଉ|…

ଆମ୍ବେଦରଙ୍କ ପ୍ରତିମୂର୍ତ୍ତି ଭଙ୍ଗାରୁଜ୍ଜାକୁ ନେଇ ମହାରାଷ୍ଟ୍ରର ପରଭାନୀରେ ହିଂସା

ମୁମ୍ବାଇ: ସମ୍ବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ମହାରାଷ୍ଟ୍ରର ପରଭାନୀ ଜିଲ୍ଲାରେ ଉତ୍ତେଜନା ପ୍ରକାଶ ପାଇଛି। ଏହାପରେ ଉତ୍ତ୍ୟକ୍ତ ଲୋକେ ଅନେକ ସ୍ଥାନରେ ନିଆଁ ଲଗାଇଦେଇଛନ୍ତି । ଯେଉଁମାନେ ସମ୍ବିଧାନକୁ ଅପମାନ କରୁଛନ୍ତି ସେମାନଙ୍କୁ ଫାଶୀ ଦିଆଯିବା…