Breaking News

ହିନ୍ଦୁଙ୍କ ବିରୋଧରେ ହିଂସାକୁ ସ୍ବୀକାର କଲା ବାଂଲାଦେଶ

ଢାକା: ବାଂଲାଦେଶ ମଙ୍ଗଳବାର ସ୍ବୀକାର କରିଛି ଯେ, ଅଗଷ୍ଟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ବହିଷ୍କାର କରିବା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ, ମୁଖ୍ୟତଃ ହିନ୍ଦୁଙ୍କ ଉପରେ ୮୮ଟି ସାମ୍ପ୍ରଦାୟିକ ହିଂସା ଘଟିଛି। ମଧ୍ୟବର୍ତ୍ତୀକାଳୀନ ସରକାରୀ ମୁଖ୍ୟ ମହମ୍ମଦ ୟୁନୁସଙ୍କ ପ୍ରେସ ସଚିବ…

ଛାଡ଼ପତ୍ର ମାମଲାର ଶୁଣାଣି ନେଇ ବେଙ୍ଗାଲୁରୁରୁ ୪୦ ଥର ୟୁପି ଆସିଥିଲେ ଅତୁଲ୍‌

ବେଙ୍ଗାଲୁରୁ: ପତ୍ନୀଙ୍କ ଉପରେ ଅତିଷ୍ଟ ହୋଇ ସ୍ବାମୀଙ୍କ ଆତ୍ମହତ୍ୟାକୁ ନେଇ ଏବେ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି। ଦୀର୍ଘ ଅନେକ ଦିନ ପତ୍ନୀଙ୍କଠୁ ମାନସିକ ଓ ଶାରିରୀକ ନିର୍ଯାତନା ପାଇବା ପରେ ଅତୁଶ ଶ୍ରୀବାସ୍ତବ ନାମକ ଯୁବକ ଗଛରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏବେ…

ଖୁସି ପରେ ଦୁଃଖ: ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ସାଙ୍ଗଙ୍କ ଜୀବନ

ବିଡ୍‌: ମୃତ୍ୟୁ କେତେବେଳେ କିପରି ଆସିବ କେହି ପାରିବେନି। ମଣିଷର ଖୁସି, ଦୁଃଖ ତା ପାଖରେ ସବୁ ସମାନ। ଆଉ ସମସ୍ତଙ୍କଠାରୁ ହଠାତ୍ ସବୁ ଆଶାକୁ ଛଡେଇ ନେବ। ଏଭଳି ଏକ ଘଟଣା ଘଟିଛି ମହାରାଷ୍ଟ୍ର ବିଡ୍ ଜିଲ୍ଲାରେ। ଏକ ସଡକ ଦୁର୍ଘଟଣାରେ ଡକାଡକି ହୋଇ ଆରପାରିକୁ ଚାଲିଯାଇଛନ୍ତି ୪ ସାଙ୍ଗ।…

ସର୍ବାଧିକ ରୋଜଗାର କରିଥିବା ୧୦ ଫିଲ୍ମ

‘ଆର୍‌ଆର୍‌ଆର୍‌’ ଓ ‘ଜୱାନ’ ଚଳଚ୍ଚିତ୍ରର ବକ୍ସ ଅଫିସ୍‌ ବ୍ୟବସାୟ ଖୁବ୍‌ ଭଲ ଥିଲା । ତଥାପି ଉଭୟ ହିନ୍ଦୀ ଓ ଦକ୍ଷିଣ ଭାରତୀୟ ସିନେଶିଳ୍ପରେ ଏଭଳି କିଛି ଚଳଚ୍ଚିତ୍ର ଆସିଛି, ଯାହାର ବ୍ୟାବସାୟିକ ରେକର୍ଡ ଭାଙ୍ଗି ପାରିନି ଏହି ଦୁଇ ସିନେମା । ଆମେ ଏ ଆଲେଖ୍ୟରେ ଏଭଳି ୧୦ଟି ଚଳଚ୍ଚିତ୍ର…

ୟୁରୋପୀୟ ଶୈଳୀରେ ଜେଲ୍,୨୦୨୬ ଫେବୃଆରୀ ସୁଦ୍ଧା ସରିବ ନିର୍ମାଣ

ଭୁବନେଶ୍ବର,୧୧/୧୨: ଏଣିକି କଏଦୀମାନେ ଆଉ ଚଟାଣରେ ଶୋଇବେନି । ୟୁରୋପିଆନ କାରାଗାର (ଜେଲ୍‌) ଶୈଳୀରେ ଲୁହା ଖଟରେ ଶୋଇବେ । ଉନ୍ନତମାନ ଚିକିତ୍ସାର ସୁବିଧା ପାଇବେ । ଏହି ଲକ୍ଷ୍ୟରେ ରାଜଧାନୀ ଉପକଣ୍ଠ ଜାମୁଝରୀସ୍ଥିତ ବିଜୁ ପଟ୍ଟନାୟକ ମୁକ୍ତାକାଶ କାରାଶ୍ରମ ପରିସରରେ ନିର୍ମାଣ ଚାଲିଛି…

ଗଜପତିରେ ଅପରେସନ ଗ୍ରୀନ କ୍ଲିନ, ୭ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

ମୋହନା,୧୧/୧୨: ଗଜପତି ଜିଲ୍ଲାରେ ଜାରି ରହିଛି ଅପରେସନ ଗ୍ରୀନ କ୍ଲିନ । ମୋହନା ଥାନା ଅନ୍ତର୍ଗତ ପେଙ୍ଗମ ଗାଁରେ ଚଢ଼ାଉ କରି ୭ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରିଛି ପୋଲିସ ଓ ଅବକାରୀ ବିଭାଗ । ଏହି ଅଞ୍ଚଳରେ ବ୍ୟାପକ ମାତ୍ରାରେ ଗଞ୍ଜେଉ ଚାଷ ହେଉଥିବା ଖବର ପାଇ ଚଢ଼ାଉ କରିଥିଲେ ମିଳିତ…

ରୋଗୀଙ୍କ ଦେବଦୂତ ଲୋକନାଥ, ୫ ବର୍ଷରେ ୨୫ ଶହ ରୋଗୀଙ୍କୁ ନେଇଛନ୍ତି ଡାକ୍ତରଖାନା

କେନ୍ଦୁଝର, ୧୧/୧୨ : ଭୋକରେ ପେଟ ଜଳିଯାଉଛି, ହେଲେ ମାନବ ସେବାକୁ ବ୍ରତ କରିଛନ୍ତି ଉପାନ୍ତ ଅଞ୍ଚଳର ଲୋକନାଥ ମହାନ୍ତ । ଦୁର୍ଗମ ଅଞ୍ଚଳରେ ବାଇକ୍‌ ଆମ୍ବୁଲାନ୍ସ ସେବା ଯୋଗାଇ ଅନେକ ଲୋକଙ୍କ ଜୀବନକୁ ରକ୍ଷା କରିବାରେ ସଫଳ ହୋଇଛନ୍ତି । ଖରା, ବର୍ଷା, ଶୀତ, କାକର ସହିତ ବନ୍ୟପ୍ରାଣୀଙ୍କ ଭୟ…

ରାତି ପାହିଲେ ମାଣବସା ଶେଷ ପାଳି, ଉଜେଇଁବେ ମାଣ ପେଡ଼ି

ଭୁବନେଶ୍ୱର, ୧୧/୧୨ : ନମସ୍ତେ କମଳା ମାଗୋ ସାଗର ଦୁଲଣୀ... । ରାତି ନ ପାହୁଣୁ ଘରେ ଘରେ ଶୁଭିବ ଲକ୍ଷ୍ମୀପୁରାଣର ଏଇ ସୁମଧୁର ଧ୍ୱନି । ଶଙ୍ଖ, ଘଣ୍ଟ, ହୁଳହୁଳିରେ ପ୍ରକମ୍ପିତ ହେବ ଘର । ଝୋଟି ଚିତାରେ ପୂରି ଉଠିବ ଅଗଣାଠୁ ଦୁଆର ବନ୍ଧ । ଆସନ୍ତା ଗୁରୁବାର ହେଉଛି ମାଣବସା ଲକ୍ଷ୍ମୀପୂଜା ଶେଷ…

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କପୁର ପରିବାର, ଜେହ-ତୈମୁରଙ୍କ ପାଇଁ ବିଶେଷ ଉପହାର ଦେଲେ ମୋଦି

ମୁମ୍ବାଇ,୧୧/୧୨: ଆସନ୍ତା ୧୪ ତାରିଖରେ ବଲିଉଡ଼ର ଭେଟେରାନ ଅଭିନେତା ରାଜ କପୁରଙ୍କ ୧୦୦ତମ ଜନ୍ମ ବାର୍ଷିକୀ ଖୁବଶୀଘ୍ର ପାଳନ ହେବାକୁ ଯାଉଛି । ଏହି ଦିନ ଆୟୋଜନ ହେବାକୁ ଯାଉଛି ଫିଲ୍ମ ଫେଷ୍ଟିଭାଲ । ତେବେ କାର୍ଯ୍ୟକ୍ରମ ପୂର୍ବରୁ ଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ…

‘ବେବି ଜନ୍‌’ର ଟ୍ରେଲର ରିଲିଜ୍‌, ଆସନ୍ତା ୨୫ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ

ମୁମ୍ବାଇ ୧୧/୧୨: ନିଜର ଅପ୍‌କମିଂ ଫିଲ୍ମ ‘ବେବି ଜନ୍‌’କୁ ନେଇ ଲଗାତର ଚର୍ଚ୍ଚାରେ ଅଛନ୍ତି ଅଭିନେତା ବରୁଣ ଧୱନ । ଆସନ୍ତା ୨୫ରେ ଫିଲ୍ମଟି ପ୍ରେକ୍ଷାଳୟକୁ ଆସିବ । ତା’ ପୂର୍ବରୁ ଫିଲ୍ମର ଧମାକାଦାର ଟ୍ରେଲର ରିଲିଜ୍‌ ହୋଇଛି । ୩ ମିନିଟ୍‌ ୬ ସେକେଣ୍ଡର ଟ୍ରେଲରରେ ବରୁଣଙ୍କୁ ଦମଦାର ଆକ୍ସନ୍‌…