Breaking News

ବିପଦରେ ହିନ୍ଦୁ! ପ୍ରତିବାଦ କରି ଓଡିଶାରେ ଏକାଠି ହେଉଛନ୍ତି ସନାତନୀ

କନକ ବ୍ୟୁରୋ: ବାଂଲାଦେଶରେ ଅହସ୍ୟ ହେଉଛି ହିନ୍ଦୁଙ୍କ ଉପରେ ଆକ୍ରମଣ । ଦିନକୁ ଦିନ ବଢୁଛି ଅତ୍ୟାଚାର । ହିନ୍ଦୁ ବିରୋଧୀ ହିଂସାର ପ୍ରତିବାଦ ସ୍ବର ସବୁଠି ଦେଖିବାକୁ ମିଳିଲାଣି । ବାଂଲାଦେଶ ସରକାରର ଅନ୍ତରୀଣ ମୁଖ୍ୟଙ୍କ ବିରୋଧରେ ଓଡ଼ିଶାରେ ଜୋରସୋରରେ ହେଲାଣି ଆନ୍ଦୋଳନ । ରାଜଧାନୀ ଭୁବନେଶ୍ବର…

କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ ଘୋଷଣା ; କହିଲେ , ଯୁବପୀଢିଙ୍କ ଅକସ୍ମାତ ମୃତ୍ୟୁର କାରଣ ନୁହେଁ ଟିକା

କନକ ବ୍ୟୁରୋ: କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀ ଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଅ୍ରାକିକାଲି…

ମଣ୍ଡି ପାଇଁ ଚାଷୀଙ୍କ ମୁଣ୍ଡବିନ୍ଧା ; ନବରଙ୍ଗପୁରରେ ମଣ୍ଡି ଖୋଲିଲା ହେଲେ ଉଠୁନି ଧାନ

ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ମୁଣ୍ଡବିନ୍ଧା ବଢାଇଲାଣି ମଣ୍ଡି । ଧାନ ମଣ୍ଡି ଖୋଲିଥିଲେ ମଧ୍ୟ ଟୋକନ୍, କଟନିଛଟନିକୁ ନେଇ ହଇରାଣ ହେଉଛନ୍ତି ଚାଷୀ । ଆଜି ଏଭଳି ବିଭିନ୍ନ ଅବ୍ୟବସ୍ଥାକୁ ନେଇ ବରଗଡ଼ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଘେରିଥିଲେ ଶହ ଶହ ଚାଷୀ । ସେପଟେ ସୁବର୍ଣ୍ଣପୁର…

ପୁଲିସ ଇନଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଲିସ ଇନଫର୍ମର ସନ୍ଦେହରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଫେରସଗଡ଼ ଥାନା ଅନର୍ଗତ ସମାନପଲ୍ଲୀ ଗାଁର ବିଜେପି କର୍ମୀ କୁଡ଼ିଆମ ମଣ୍ଡରାମଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ଗତ ରାତିରେ ନକ୍ସଲ…

ଝାରସୁଗୁଡ଼ାର ମହିଳାଙ୍କୁ ହତ୍ୟା: ପାନପୋଷ ବ୍ରାହ୍ମଣୀ ନଦୀରେ ଚାଲିଛି ମୃତଦେହ ଖୋଜା

ରାଉରକେଲା: ଝାରସୁଗୁଡ଼ାର ଜଣେ ମହିଳାଙ୍କୁ ହତ୍ୟା କରି ପାନପୋଷ ବ୍ରାହ୍ମଣୀ ନଦୀରେ ଫିଙ୍ଗି ଦିଆଯାଇଛିl ଘଟଣାରେ ପୁଲିସ ଗିରଫ ଅଭିଯୁକ୍ତକୁ ଗିରଫ କରିଛି। ଏହାପରେ ଗିରଫ ଅଭିଯୁକ୍ତର ସୂଚନା ଆଧାରରେ ରାଉରକେଲା ଓ ଝାରସୁଗୁଡ଼ା ପୁଲିସ ଅଗ୍ନିଶମ, ଓଡ୍ରାଫ୍ଟ ଟିମ ସହାୟତାରେ ମୃତ ମହିଳାଙ୍କ ଶବ…

‘ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌ କାହା ସହ ମେଣ୍ଟ କରିବ ନାହିଁ’

ନୂଆଦିଲ୍ଳୀ: ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି (ଆପ୍‌) ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପୁଣି ଥରେ ଦୋହରାଇଛନ୍ତି ଯେ ତାଙ୍କ ଦଳ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଏକାକୀ ​​ପ୍ରତିଦ୍ୱନ୍ଦ୍ୱିତା କରିବ। ଏହାସହିତ ସେ କଂଗ୍ରେସ ସହ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ଥିବା କଳ୍ପନା ଜଳ୍ପନକୁ ଖଣ୍ଡନ…

କୋଭିଡ ଟିକା ପ୍ରସଂଗରେ ପ୍ରତିକ୍ରିୟା ରଖିଲେ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା

ନୂଆଦିଲ୍ଲୀ: କୋଭିଡକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ବଡ଼ ବୟାନ । କହିଲେ, ଯୁବପୀଢିଙ୍କ ହଠାତ୍ ମୃତ୍ୟୁ ପଛରେ ନାହିଁ କରୋନା ଟିକାର ଭୂମିକା । ଆଇସିଏମଆର ଷ୍ଟଡିର ରିପୋର୍ଟକୁ ନେଇ ଏବେ ଚର୍ଚ୍ଚା। ରାଜ୍ୟସଭାରେ ଏ ସମ୍ପକରେ ଉତ୍ତର ରଖିଛନ୍ତି ଜେ.ପି ନଡ୍ଡା । ଆଜିକାଲି ଅନେକ…

ଶିରୋନାସ୍ତି

ସବୁ ଦୃଷ୍ଟିରୁ ବିଚାର କଲେ ଉଭୟ ‘ବ୍ରିକ୍‌ସ’ ମୁଦ୍ରାର ସୃଷ୍ଟି ଓ ଟ୍ରମ୍ପଙ୍କ ଧମକ ‘ଶିରୋନାସ୍ତି ଶିରଃ ପୀଡ଼ା’ ପରି ମନେ ହୋଇଥାଏ। ଭାରତ ସମେତ ବର୍ତ୍ତମାନ ନ’ଟି ଦେଶ ସଦସ୍ୟ ଥିବା ‘ବ୍ରିକ୍‌ସ’ ଗୋଷ୍ଠୀ ଏବେ ଆମେରିକାର ଭାବୀ-ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ପ୍ରଦାନ କରିଥିବା ଏକ ସଦ୍ୟ…

ବଣିଜ ବିଚାର: ଓଡ଼ିଆ ଅସ୍ମିତା ଓ କଟକର ତାରକସି

ପୂର୍ଣ୍ଣେନ୍ଦୁ କର ଓଡ଼ିଆ ଅସ୍ମିତାର ଚର୍ଚ୍ଚା ଅଦ୍ୟାବଧି ଓଡ଼ିଶାର ଲୋକ‌କ୍ଷେତ୍ରରେ ଅନେକତ୍ର ଚଳଚଞ୍ଚଳ ରହିଛି। ଏଥିରୁ ଲବ୍‌ଧ ନିଷ୍କର୍ଷ ହେଲା ଏକ ମହାଜାତି ଭାବେ ଓଡ଼ିଶା ଓ ଓଡ଼ିଆଙ୍କର ରହିଥିବା ସ୍ୱତନ୍ତ୍ର ପରିଚିତି ବା ଅସ୍ତିତ୍ବର ଶଙ୍କୁ ବା ଚିହ୍ନ ହିଁ ହେଉଛି ଓଡ଼ିଆ ଅସ୍ମିତା। ଏହି…

କଥାଟିଏ-ଯାଯାବର: ଲକ୍ଷ୍ମୀଙ୍କ ସଂଜ୍ଞା

ଜଣେ ବଣିକ ଥିଲେ। ତାଙ୍କର ଅଚଳାଚଳ ସଂପତ୍ତି ଥିଲା। ସେ ଯାହା ଚାହୁଥିଲେ ତାହା କରି ପାରୁଥିଲେ। କୌଣସି ଅଭାବ ନ ଥିଲା। ଦିନେ ରାତିରେ ସେ ଏକ ସ୍ବପ୍ନ ଦେଖିଲେ ଯେ ତାଙ୍କ ଘରେ ଜଣେ ସୁନ୍ଦରୀ ଓ ସଂଭ୍ରାନ୍ତ ମହିଳା କାନ୍ଦୁଛନ୍ତି। ବଣିକ ଜଣକ ତାଙ୍କୁ କାନ୍ଦିବାର କାରଣ ପଚାରନ୍ତେ ସେ କହୁଛନ୍ତି…