Breaking News

ଅପରିବର୍ତ୍ତନୀୟ ଗୀତା ଜ୍ଞାନ

ହଜାର ହଜାର ବର୍ଷ ଧରି ଭାରତରେ ପିଲାମାନେ ବାଲ୍ୟ ଓ ଶୈଶବ କାଳରେ ଶୁଣିଆସୁଥିବା ଗଳ୍ପ ଗୁଡିକ ମଧ୍ୟରୁ ମହାଭାରତର କାହାଣୀଗୁଡ଼ିକ ସେମାନଙ୍କୁ ସବୁଠାରୁ ଅଧିକ ଆକର୍ଷିତ କରି ଆସିଛି | ମହାଭାରତ କାବ୍ୟର ପ୍ରତ୍ୟେକ ପୃଷ୍ଠାରେ ବର୍ଣ୍ଣିତ ଯୁଦ୍ଧର ଷଡ଼ଯନ୍ତ୍ର ଓ ଏହାର ବିଭିନ୍ନ ଜଟିଳତା ଏବଂ ଚରିତ୍ର…

ମୁଖଗହ୍ବର କର୍କଟର ଆଦ୍ୟ ଲକ୍ଷଣ

ପାନ, ପୁଡ଼ିଆ, ଖଇନି, ଗୁଟଖା ଆଦି ତମାଖୁଜାତୀୟ ଦ୍ରବ୍ୟ ସେବନରେ ଭାରତୀୟମାନେ ବେଶ୍‌ ଆଗରେ। ଫଳରେ ଭାରତରେ ଦିନକୁ ଦିନ ମୁଖଗହ୍ୱର କର୍କଟ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରିପୋର୍ଟ ମୁତାବକ ଦେଶରେ ପ୍ରତି ଏକଲକ୍ଷ ଲୋକଙ୍କ ମଧ୍ୟରୁ ୨୦ଜଣ ମୁଖଗହ୍ୱର କର୍କଟରେ ଆକ୍ରାନ୍ତ। ଏଥିଯୋଗୁଁ ପ୍ରତି…

ଚମତ୍କାର ୨୪: ୧୦୦ ବିଲିୟନ୍ ଡଲାର ମାଇଲ୍‌ଖୁଣ୍ଟ

ଅନେକ ଦୃଷ୍ଟିରୁ ୨୦୨୪ ମସିହା ଓଡ଼ିଶା ଅର୍ଥନୀତି ପାଇଁ ଅନେକ ସ୍ବପ୍ନ ଓ ସମ୍ଭାବନା ଆଣିଛି। ରାଜ୍ୟର ମାଟି ତଳେ ସୁନା ଖଣି ଠାବ ଠାରୁ ଆରମ୍ଭ କରି ଡ୍ରାଗନ୍ ଫ୍ରୁଟ୍‌ ଦୁବାଇ ରପ୍ତାନି ହେବା ଭଳି ଉତ୍ସାହଜନକ ଘଟଣା ଘଟିଛି। ୨୪ ବର୍ଷ ପରେ ରାଜ୍ୟରେ ସରକାର ବଦଳିବାରୁ ଶିଳ୍ପପତିମାନେ ଆସି…

ଚାପି ରଖନ୍ତୁ ନାହିଁ ପରିସ୍ରା

ଏମିତି ଅନେକ ବଦଭ୍ୟାସ ରହିଛି, ଯାହା ପରିହାର୍ଯ୍ୟ ହେଲେ ସୁଦ୍ଧା ତାହାକୁ ବେଳେବେଳେ ଦୂରେଇଦେବା ସମ୍ଭବ ହୋଇ ନଥାଏ। ସେଥି ମଧ୍ୟରୁ ପରିସ୍ରାକୁ ଦୀର୍ଘ ସମୟ ଧରି ଚାପି ରଖିବା ହେଉଛି ଅନ୍ୟତମ। ପରିସ୍ଥିତିରେ ପଡ଼ି ଦୀର୍ଘ ସମୟ ଧରି ପରିସ୍ରା ନଯିବାକୁ ଆମେ ବାଧ୍ୟ ହୋଇଥାଉ। ତେବେ ଏଭଳି ସାମାନ୍ୟ…

ଦେହ ପାଇଁ ଭଲ ଖଜୁରୀ ଗୁଡ଼

ଗୁଡ଼ ତ’ ଶରୀର ପାଇଁ ହିତକ‌ାରୀ। କିନ୍ତୁ ଖଜୁରୀ ଗୁଡ଼ ଶରୀର ପାଇଁ ଅମୃତ ସମାନ। ଏହାର ସ୍ବାଦ ବି ଅତୁଳନୀୟ। ଖାଦ୍ୟ ଖାଇସାରିବା ପରେ ଖଜୁରୀ ଗୁଡ଼ ଖାଇବା ଦ୍ବାରା ଏହା ପାଚନ କ୍ରିୟାରେ ସାହାଯ୍ୟ କରିଥାଏ। ମହାରାଷ୍ଟ୍ର ଓ ରାଜସ୍ଥାନରେ ଆଗରୁ ଖରା ଦିନେ ଅତିଥି ଅଭ୍ୟର୍ଥନା ପାଇଁ ଖଜୁରୀ ଗୁଡ଼ ସର୍ବତ…

ଡାକ୍ତରଙ୍କୁ ପ୍ରଶ୍ନ: ଦୀର୍ଘକାଳୀନ ରୋଗ ଲାଗି ହୋମିଓପାଥି ଅଧିକ ଉପକାରୀ

 ଦୀର୍ଘକାଳୀନ ରୋଗ ପାଇଁ ସାଧାରଣତଃ ଲୋକମାନେ ହୋମିଓପାଥି ଔଷଧ ଖାଇଥାନ୍ତି। ଦୀର୍ଘକାଳୀନ ରୋଗରେ ହୋମିଓପାଥି ବେଶୀ ପ୍ରଭାବଶାଳୀ କି? ହଁ, ଦୀର୍ଘକାଳୀନ ରୋଗର ଚିକିତ୍ସାରେ ହୋମିଓପାଥି ବେଶ୍‌ ଉପକାରୀ। ଯେକୌଣସି ଦୀର୍ଘକାଳୀନ ରୋଗ ଯଥା ଆଣ୍ଠୁଗଣ୍ଠି ବାତ, ବାଦ୍ଧର୍କ୍ୟଜନିତ…

‘ଉତ୍କର୍ଷ ଓଡ଼ିଶା’ର ପ୍ରଥମ ସହଯୋଗୀ ସିଙ୍ଗାପୁର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିଙ୍ଗାପୁର ଉଚ୍ଚାୟୁକ୍ତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସରକାର ଆସନ୍ତା ବର୍ଷ ଜାନୁଆରି ୨୮-୨୯ରେ ଆୟୋଜନ କରିବାକୁ ଯାଉଛି ଏହାର ପ୍ରଥମ ନିବେଶକ ସମ୍ମିଳନୀ ‘ଉତ୍କର୍ଷ ଓଡ଼ିଶା-ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ ୨୦୨୫’। ଏହି କନ୍‌କ୍ଲେଭ୍‌ର ପ୍ରଥମ ସହଯୋଗୀ ରାଷ୍ଟ୍ର ହୋଇଛି ସିଙ୍ଗାପୁର। ମଙ୍ଗଳବାର…

‘ଉଡେନ୍ ଷ୍ଟ୍ରିଟ୍‌’ରେ ‘ପ୍ରେମ୍‌ଜୀ ଇନ୍‌ଭେ‌ଷ୍ଟ୍‌’ର ୩୫୪ କୋଟି ନିବେଶ

ନୂଆଦିଲ୍ଲୀ: ଆସବାବପତ୍ର ଓ ହୋମ୍ ଡେକର୍‌ର ଅଗ୍ରଣୀ ସଂସ୍ଥା ଉଡେନ୍ ଷ୍ଟ୍ରିଟ୍‌ ସିରିଜ୍-ସି ପର୍ଯ୍ୟାୟ ପାଣ୍ଠି ସଂଗ୍ରହ ପ୍ରକ୍ରିୟାରେ ପ୍ରେମ୍‌ଜୀ ଇନଭେଷ୍ଟ୍‌ଠାରୁ ୩୫୪ କୋଟି ଟଙ୍କା ହାସଲ କରିଛି। ଆସବାବପତ୍ର କ୍ଷେତ୍ରରେ ଏହାକୁ ଅନ୍ୟତମ ବଡ଼ ନିବେଶ ବିଚାର କରାଯାଉଛି। ୨୦୧୫ରେ ସ୍ଥାପନ…

ଶକ୍ତିକାନ୍ତଙ୍କ ୬ ବର୍ଷର ହିସାବନିକାଶ: ମୋଦୀଙ୍କୁ କୃତଜ୍ଞତା, ଜେଟ୍‌ଲିଙ୍କୁ ମନେ ପକାଇଲେ

ମୁମ୍ବାଇ: ଦୀର୍ଘ ୬ ବର୍ଷ ପ୍ରଥମ ଓଡ଼ିଆ ଭାବେ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ପରେ ନିଜର ଶେଷ କାର୍ଯ୍ୟ ଦିବସରେ ଭାବ ବିହ୍ବଳ ହୋଇପଡ଼ିଥିଲେ ଶକ୍ତିକାନ୍ତ ଦାସ। ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଭାବେ କାର୍ଯ୍ୟ କରିବା ଲାଗି ସୁଯୋଗ ଦେଇଥିବାରୁ ସେ ପ୍ରଧାନମନ୍ତ୍ରୀ…

ଚୋକ୍‌ସିଙ୍କ ୨୫୬୫ କୋଟିର ସମ୍ପତ୍ତି ନିଲାମ ହେବ: କୋର୍ଟ ଦେଲେ ଅନୁମତି

ମୁମ୍ବାଇ: ନିଜ ଭଣଜା ନିରବ ମୋଦୀଙ୍କ ସହ ମିଶି ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ୧୪ ହଜାର କୋଟି ଟଙ୍କା ଠକେଇ କରି ଭାରତ ଛାଡ଼ି ପଳାୟନ କରିଥିବା ହୀରା ବ୍ୟବସାୟୀ ମେହୁଲ୍ ଚୋକ୍‌ସିଙ୍କ ଭାରତରେ ଥିବା ୨୫୬୫.୯ କୋଟି ଟଙ୍କାର ସମ୍ପତ୍ତି ନିଲାମ ହେବ। ୨୦୧୮ରେ ପ୍ରବର୍ତ୍ତନ…