Breaking News

ସଚିନଙ୍କ ରେକର୍ଡକୁ ରୁଟ୍ ବିପଦ: ୧୫୧ ଟେଷ୍ଟ୍ ପରେ ଦୁଇ ମହାନ ତାରକାଙ୍କୁ ନେଇ ତୁଳନା

ଲଣ୍ଡନ: ଇଂଲଣ୍ଡର ପୂର୍ବତନ ଅଧିନାୟକ ଜୋ ରୁଟ୍ ଏବେ ଚମତ୍କାର ଫର୍ମ ଦେଇ ଗତି କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟ୍‌ର ଦ୍ବିତୀୟ ପାଳିରେ ସେ ନିଜ ୩୬ତମ ଶତକ ଅର୍ଜନ କରିଛନ୍ତି। ଏହା କରି ରୁଟ୍, ମାଷ୍ଟର୍ ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସର୍ବାଧିକ ଟେଷ୍ଟ୍ ରନ୍‌ ରେକର୍ଡକୁ…

ଓଡ଼ିଶା ମାଷ୍ଟର୍ସ ଉଦ୍‌ଘାଟିତ: ହର୍ଷିତା, ଅଭିଜିତ୍‌-ଅମ୍ରିତ ବିଦା

କଟକ: ବିଡବ୍ଲୁଏଫ୍‌ ସୁପର ୧୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ‘ଓଡ଼ିଶା ମାଷ୍ଟର୍ସ’ ମଙ୍ଗଳବାର କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଉଦ୍‌ଘାଟିତ ହୋଇଛି। ଉଦ୍‌ଘାଟନୀ ଦିବସରେ ଓଡ଼ିଶା ଖେଳାଳିଙ୍କ ଚମକ ଦେଖିବାକୁ ମିଳିନି। ମହିଳା ଏକକ ଯୋଗ୍ୟତା ପର୍ଯ୍ୟାୟରେ ଓଡ଼ିଆ ଝିଅ…

ଆଇପିଏଲ୍‌ ‘ଅନ୍‌ସୋଲ୍ଡ’ ଖେଳାଳିଙ୍କ ଉପରେ ପାକିସ୍ତାନର ଆଖି

ନୂଆଦିଲ୍ଲୀ: ଆଇପିଏଲ୍‌ ମେଗା ଖେଳାଳି ନିଲାମରେ ଅନେକ ଆନ୍ତର୍ଜାତିକ କ୍ରିକେଟର୍‌ ‘ଅନ୍‌ସୋଲ୍ଡ’ ରହିଯାଇଥିଲେ। ଏସେ ସେହି ଖେଳାଳିମାନଙ୍କୁ ଲୋଭନୀୟ ଅଫର୍‌ ଦେଇ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌)ରେ ସାମିଲ କରାଇବାକୁ ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଚିନ୍ତା କରୁଛି। ଏକ…

ଆଡିଲେଡ୍‌ରେ ଝାଳବୁହା ଅଭ୍ୟାସ: ବୁମ୍‌ରା, ସିରାଜଙ୍କୁ ବିଶ୍ରାମ

ଆଡିଲେଡ୍‌: ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ୍‌ ଶନିବାରଠୁ ବ୍ରିସ୍‌ବେନ୍‌ରେ ଆରମ୍ଭ ହେବ। କିନ୍ତୁ ଭାରତୀୟ ଦଳ ଏବେବି ଆଡିଲେଡ୍‌ରେ ସମୟ ବିତାଉଛନ୍ତି। କାରଣ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ମାତ୍ର ୩ ଦିନରେ ଶେଷ ହୋଇଯାଇଥିବାରୁ ଭାରତୀୟ ଖେଳାଳିମାନେ ବଳକା ସମୟଗୁଡ଼ିକରେ ଅଭ୍ୟାସ ଉପରେ ଧ୍ୟାନ…

ଭେଙ୍କଟେଶଙ୍କ ‘ପିଏଚ୍‌ଡି’ ପ୍ରେମ

କୋଲକାତା: ନିକଟରେ ଶେଷ ହୋଇଥିବା ଆଇପିଏଲ୍ ମେଗା ନିଲାମରେ ବିସ୍ଫୋରକ ବ୍ୟାଟର୍ ଭେଙ୍କଟେଶ ଆୟରଙ୍କୁ କୋଲ୍‌କାତା ନାଇଟ୍ ରାଇଡର୍ସ (କେକେଆର୍‌) ୨୩.୭୫ କୋଟି ଟଙ୍କାରେ କିଣିଛି। ଭାରତୀୟ କ୍ରିକେଟ୍ ଦଳରୁ ଦିନିକିଆ ଓ ଟ୍ବେଣ୍ଟି-୨୦ ଖେଳି ଦରମା ବାବଦରେ ବିସିସିଆଇରୁ ସେ ମଧ୍ୟ କୋଟିକୋଟି…

କଳିଙ୍ଗ ଓପନ୍ ଗଲ୍‌ଫ: ଦିଲୀପ ତିର୍କି, ଲଖୀ ସ୍ବାଇଁ ବିଜେତା

ଭୁବନେଶ୍ବର: ଭୁବନେଶ୍ବର ଗଲ୍‌ଫ କୋର୍ସରେ ଗତ ସପ୍ତାହନ୍ତରେ ୨୧ତମ କଳିଙ୍ଗ ଓପନ୍ ଗଲ୍‌ଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଗ୍ରୁପ୍ (୦-୧୬)ରେ ହକି ଅଲିମ୍ପିଆନ୍ ଦିଲୀପ ତିର୍କି ବିଜେତା ହୋଇଥିବାବେହେଳ କ୍ୟାପଟେନ୍‌ ସୁଭାଷ ଦାସ ବେଷ୍ଟ ଗ୍ରସ୍‌ ଓ ଅସିତ କୁମାର ସାହୁ ଉପବିଜେତା…

ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ଗୁମର ଖୋଲୁଛି: ୩ ବର୍ଷ ହେଲା ଲୁଟ୍‌ତରାଜ୍‌ ଚାଲିଛି

ଭୁବନେଶ୍ବର: ସବ୍‌ପ୍ଲଟ୍‌ ବିକ୍ରି କଟକଣାକୁ ନେଇ ଅଫିସର ସନ୍ତୋଷ ଜନକ ଉତ୍ତର ଦେଇ ପାରୁ ନାହାନ୍ତି। ଦିଲ୍ଲୀ ମୁମ୍ବାଇ ଭଳି ମେଟ୍ରୋ ସିଟି ପାଇଁ ହୋଇଥିବା କଟକଣା ଓଡ଼ିଶାର ଗ୍ରାମାଞ୍ଚଳରେ ଲାଗିଛି। ପ୍ରଥମେ କଟକଣା‌ ଲଗାଇ ଦେଉଛନ୍ତି। ତା’ ପରେ ‌ଲୋକ ଅଫିସରଙ୍କ ପାଖକୁ ଦଉଡ଼ୁଛନ୍ତି। ସେଠାରେ…

କନେଷ୍ଟବଳ, ହାବିଲ୍‌ଦାରଙ୍କୁ ସ୍ବପ୍ନ ଦେଖାଇ ଠକିଦେଲେ: ତଳିଆ କର୍ମଚାରୀଙ୍କୁ କ୍ଷମତା ଦେବାକୁ ଡରିଲେ!

ଭୁବନେଶ୍ବର: ଚୋରି ହେଉ କି ଛିନ୍‌ତାଇ। ହତ୍ୟାଠାରୁ ନେଇ ଦୁଷ୍କର୍ମ ପର୍ଯ୍ୟନ୍ତ। ଦିନକୁ ଦିନ କମିସନରେଟ୍‌ ପୁଲିସରେ ଆପରାଧିକ ମାମଲା ବଢ଼ିବାରେ ଲାଗିଛି। ମାମଲା ବଢ଼ିବାଠାରୁ ବଳିଯାଇଛି ନ୍ୟାୟ ପାଇବାର ବିଳମ୍ବିତ ପ୍ରକ୍ରିୟା। ନୂଆ ନିୟମ ଅନୁସାରେ ୧୦ବର୍ଷରୁ ଊର୍ଧ୍ବ ସଜା ଥିବା ମାମଲାଗୁଡ଼ିକରେ…

କୁହନ୍ତି ଯେଡ଼େ, ନୁହନ୍ତି ସେଡ଼େ: ଲକ୍ଷେ ଗଛ ଲଗାଇପାରିଲେନି

ଭୁବନେଶ୍ୱର: ଗଛ ଲଗାଇବାକୁ ଗାତ ଖୋଳାଗଲା। ଜେସିବି ସାହାଯ୍ୟରେ ରାସ୍ତାପାର୍ଶ୍ବ, ଖୋଲା ସ୍ଥାନ, ମେଡିଆନ୍‌ରେ ୩ରୁ ୪ ଫୁଟ୍‌ ବ୍ୟବଧାନରେ ମାଟି ତଡ଼ା ହେଲା। କେଉଁଠି ଗୋଟିଏ ଫୁଟ୍‌ ଗଭୀରତା ତ ଆଉ କେଉଁଠି ୩ ଫୁଟ୍‌ ଗଭୀରର ଗାତ କରାଗଲା। ସହରବାସୀ ଭାବିଲେ ଦେଢ଼ ବର୍ଷିଆ ଗଛ ଲାଗିବ। ସବୁଜିମାମୟ…

ଦୟାନଦୀରୁ ଦିନରାତି ଉଠୁଛି ବାଲି: ସମସ୍ତଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ଶହଶହ ଗାଡ଼ି ଧୂଳି ଉଡ଼ାଇ ଯାଉଛି

ଧଉଳି: ଧଉଳି ଥାନା ଟିକରପଡ଼ା ପଞ୍ଚାୟତ ଅଧୀନ କଲ୍ୟାଣପୁରଶାସନ ଦୟ‌ାନଦୀ ପଠାରୁ ଚୋରାରେ ବ୍ୟାପକ ବାଲି ଚାଲାଣ ଚାଲିଛି। ଦିନରାତି ମାଫିଆମାନେ ବେଧଡ଼କ ବାଲି ଉଠାଇ ନେଉଛନ୍ତି। ମାଫିଆମାନେ ଏମିତି ବାଲି ତାଡ଼ୁଛନ୍ତି, ଯେମିତି ନିଲାମ ଘାଟ। ଶହଶହ ଟ୍ରିପ୍‌ ବାଲି ଉଠାଇ ନିଆଯାଉଛି। ଜେସିବି,…