Breaking News

ସିରିଆରେ ଇସ୍ରାଏଲର ବୋମାବର୍ଷା: ୧୦୦ରୁ ଅଧିକ ସାମରିକ ସ୍ଥଳ ଧ୍ବସ୍ତ

ତେଲ ଅବିବ: ଇସ୍ରାଏଲ ସୋମବାର ପୂର୍ବତନ ଅସଦ୍ ସରକାର ସହ ଜଡିତ ସିରିଆର ୧୦୦ରୁ ଅଧିକ ସାମରିକ ସ୍ଥଳ ଉପରେ ଏୟାର ଷ୍ଟ୍ରାଇକ୍ କରିଛି। ସିରିଆନ୍ ଅବଜର୍ଭେଟରି ଫର୍ ହ୍ୟୁମାନ ରାଇଟ୍ସ ଅନୁଯାୟୀ, ଏହି ଆକ୍ରମଣରେ ଦାମାସ୍କସ୍ ନିକଟସ୍ଥ ବାର୍ଜାହ ବୈଜ୍ଞାନିକ ଗବେଷଣା କେନ୍ଦ୍ର ଉପରେ ଆକ୍ରମଣ…

ଖାଦ୍ୟ, ବସ୍ତ୍ର, ବାସଗୃହ ନୁହେଁ ସର୍ବନିମ୍ନ ଆବଶ୍ୟକତା: ଶିକ୍ଷା, ସ୍ବାସ୍ଥ୍ୟ ଚିନ୍ତା ଅଧିକ

ନୂଆଦିଲ୍ଲୀ: ଦିନ ଥିଲା ପେଟ ଲାଗି ଦାନା ଯୋଗାଡ଼ କରିବା ଥିଲା ଜୀବନର ସବୁଠୁ ବଡ଼ ଚିନ୍ତା। ପେଟକୁ ଦାନା, ଦେହକୁ କନା ଓ ରହିବାକୁ ଘର ଅନେକ ବର୍ଷ ପର୍ଯ୍ୟନ୍ତ ସର୍ବନିମ୍ନ ଆବଶ୍ୟକତା ହୋଇରହିଥିଲା। ମାତ୍ର ଗତ କିଛି ବର୍ଷ ମଧ୍ୟରେ ଅର୍ଥନୀତିର ଦ୍ରୁତ ବିକାଶ ସର୍ବନିମ୍ନ ଆବଶ୍ୟକତାର ପରିଭାଷା…

ଧନଖଡ଼ଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ଇଣ୍ଡି ମେଣ୍ଟ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡ଼ଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ଏକ ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ କରିଛି। ରାଜ୍ୟସଭା ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ କ୍ରୋଧିତ ହୋଇ ବିରୋଧୀ ଦଳ ଏହି ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ପ୍ରସ୍ତାବରେ ବାଚସ୍ପତି ଗୃହରେ…

ଡିଜିପି ସମ୍ମିଳନୀ ବେଳେ ଆସିଥିବା ଆତଙ୍କୀ ମେଲ୍‌ ଘଟଣା । ମେଲ୍‌ କାନାଡାରୁ ଆସିଥିବା ସ୍ପଷ୍ଟ । ଓଡ଼ିଶାର ନାହିଁ…

କନକ ବ୍ୟୁରୋ: ଡିଜିପି ସମ୍ମିଳନୀ ସମୟରେ ଆସିଥିବା ଆତଙ୍କୀ ମେଲକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଏହି ମେଲ କାନାଡାରୁ ଆସିଥିଲା ବୋଲି ସ୍ପଷ୍ଟ ହୋଇଛି। ଆଇପି ଆଡରେସ ଯାଞ୍ଚ୍ ବେଳେ ଏସମ୍ପର୍କରେ ସୂଚନା ମିଳିଛି । ଆସିଥିବା ଧମକପୂର୍ଣ୍ଣ ଅଡିଓ ରେକର୍ଡ ମଧ୍ୟ ଦେଶ ବାହାରୁ ଆସିଛି । ଏହାକୁ…

ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଡବଲ୍ ଡେକର ଇ-ବସ୍ । ଘରୋଇ ସଂସ୍ଥାଙ୍କୁ ଟେଣ୍ଡର ଆହ୍ବାନ କଲା କ୍ରୁଟ୍..

ଭୁବନେଶ୍ବରରେ ଚାଲିବ ଡବଲ୍ ଡେକର ଇଲେକ୍ଟ୍ରିକ୍ ବସ୍। ଏଥିପାଇଁ ଘରୋଇ ସଂସ୍ଥା ମାନଙ୍କୁ ଟେଣ୍ଡର ଆହ୍ବାନ କରିଛି କ୍ରୁଟ୍। ଭୁବନେଶ୍ବର, କଟକ ଓ ପୁରୀରେ ଚାଲିବ ଏହି ଡବଲ୍ ଡେକର ଇ-ବସ୍। ପ୍ରଥମ ପର୍ଯ୍ୟାୟରେ ୫ଟି ଡବଲ୍ ଡେକର୍ ବସ୍ ଆସିବ। ଏହି ଇ-ବସ୍ ପାଇଁ ୧୦ ବର୍ଷିଆ ଚୁକ୍ତି ହେବ।…

କାନ୍ଦ ପାଇଁ କରନ୍ତୁନି କଞ୍ଜୁସୀ । ଦୁର୍ବଳର ପରିଚୟ ନୁହେଁ ‘ମନଖୋଲା କାନ୍ଦ’ । ଭୋ ଭୋ ହୋଇ କାନ୍ଦିଲେ ଶରୀରକୁ ମିଳେ…

‘ସେ ନାକକାନ୍ଦୁରୀଟା , ଟିକେ ଟିକେ କଥାରେ କାନ୍ଦେ । ଆରେ ପୁଅପିଲା ପରା ଝିଅଙ୍କ ପରି କାନ୍ଦୁଛୁ କ’ଣ? ଦେଖ କିଛି କଥା ନାହିଁ ଆରମ୍ଭ ହୋଇଗଲା ୟାର ଗଙ୍ଗା , ଯମୁନା ।’ ଏ ଚିରାଚରିତ ଶବ୍ଦ କାହିଁ କେଉଁ କାଳରୁ ସମାଜ କହିଆସୁଛି । ଅତ୍ୟନ୍ତ ସମ୍ବେଦନଶୀଳ ମଣିଷଟିଏ ଏକଥା ଶୁଣିବା ପ୍ରାୟତଃ…

ସିରିଆ ବିଦ୍ରୋହ ପରେ ଇସ୍ରାଏଲ୍-ଆମେରିକାର ମିଳିତ ଆକ୍ରମଣ

ୱାଶିଂଟନ: ମଧ୍ୟପ୍ରାଚ୍ୟର ଅବସ୍ଥା ଗୁରୁତର ହେବାରେ ଲାଗିଛି। ଇସ୍ରାଏଲ, ଆମେରିକା ଏବଂ ତୁର୍କୀ ଭଳି ଅନେକ ଦେଶର ସାମରିକ କାର୍ଯ୍ୟକଳାପ ଯୋଗୁ ସିରିଆରେ ତିକ୍ତତା ଆହୁରି ବୃଦ୍ଧି ପାଇଛି। ନିକଟରେ ଇସ୍ରାଏଲ୍ ବାୟୁସେନା ସିରିଆରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍ କରିଥିଲା। ଏହି ଆକ୍ରମଣର ଉଦ୍ଦେଶ୍ୟ…

ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସହିତ ସମ୍ପର୍କ ଭାଙ୍ଗିଲେ ସାନ ଭାଇ

ନୂଆଦିଲ୍ଲୀ: ଧାର୍ମିକ ପ୍ରଚାରକ ଆଚାର୍ଯ୍ୟ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ବାଗେଶ୍ୱର ନାମରେ ଜଣାଶୁଣା। ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ସାନଭାଇଙ୍କ ନାମ ହେଉଛି ଶାଲିଗ୍ରାମ ଓରଫ ସୌରଭ ଗର୍ଗ। ସୌରଭଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ଧୀରେନ୍ଦ୍ର…

ଦୁଇଘଣ୍ଟାର ଅପରେସନ୍‌: ଚୋର ଲୁଟିଲେ ନଗଦ ଲକ୍ଷାଧିକ ଟଙ୍କା ସହ ସୁନାଗହଣା

ବୈଶିଙ୍ଗା: ଶୀତୁଆ ରାତିରେ ଯାତ୍ରା ଦେଖିବାର ମଜା ନିଆରାl ମଞ୍ଚ କଳାକାରଙ୍କ ବଳିଷ୍ଠ ସଂଳାପରେ ଦର୍ଶକଙ୍କୁ ଶୀତ ମଧ୍ୟ ଜଣାପଡ଼ି ନଥାଏ। ଗାଁ ପଡ଼ିଆରେ ଯାତ୍ରା ଚାଲିଥିବା ବେଳେ ଦର୍ଶକ ଏଥି ପାଇଁ ଉତ୍ସାହିତ ଥିଲେ। ଅନ୍ୟମାନଙ୍କ ଭଳି ରବୀନ୍ଦ୍ର ସେଠୀଙ୍କ ପରିବାର ମଧ୍ୟ ସୋମବାର ରାତିରେ ଯାତ୍ରା…

ନିର୍ବାଚନ ପୂର୍ବରୁ ବସ ଡ୍ରାଇଭରଙ୍କୁ ପାଇଁ ଏହି ବଡ ଘୋଷଣା କଲେ ଅତିଶି

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅତିଶି ଡିଟିସି କର୍ମଚାରୀଙ୍କ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି। ଚୁକ୍ତିଭିତ୍ତିକ ଡ୍ରାଇଭର ଏବଂ ଡିଟିସିର କଣ୍ଡକ୍ଟରଙ୍କ ଦରମା ବୃଦ୍ଧି ପାଇଁ ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ…