Breaking News

ଜେଡିୟୁରେ ଉତ୍ତରାଧିକାରୀ ଲଢ଼େଇ!: ନୀତୀଶଙ୍କ କ୍ଷମତା ଏବଂ ପାର୍ଟି ଉପରେ ନଜର

ପାଟନା: ଜେଡିୟୁରେ ଉତ୍ତରାଧିକାରୀ ଲଢ଼େଇ ଚାଲିଛି। ଦଳରେ ଏବେ ବିଭିନ୍ନ ଗୋଷ୍ଠୀ ନିଜର ସ୍ଥିତି ସଶକ୍ତ କରିବାକୁ ପ୍ରୟାସ କରୁଛନ୍ତି। ଜାତୀୟ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝା ଏବଂ ଜାତୀୟ ମହା ସଚିବ ମନୀଷ ବର୍ମାଙ୍କ ମଧ୍ୟରେ ଏବେ ବିବାଦ ଦୃଶ୍ୟମାନ ହେଉଛି। ଜେଡିୟୁରେ ଆରସିପି ସିଂ ଏବଂ…

ପାରାଦୀପରେ ଫସିଲେ ୭୮ ବାଂଲାଦେଶୀ ନାଗରିକ, ମାଛ ଧରିବାକୁ ଆସି ଅଟକ

ଜଗତସିଂହପୁର: ବିଗତ କିଛି ମାସ ହେଲା ଭାରତ-ବାଂଲାଦେଶର ସଂପର୍କରେ ମଧୁରତା ନାହିଁ। ବିଭିନ୍ନ କାରଣକୁ ନେଇ ଉଭୟ ଦେଶ ମଧ୍ୟରେ ସଂପର୍କ ଭଲ ନଥିବା ବେଳେ ଏଥିରେ ସୁଧାର ଆଣିବା ପାଇଁ ଉଦ୍ୟମ କରାଯାଉଛି। ଏହାରି ମଧ୍ୟରେ ଭାରତୀୟ ସମୁଦ୍ର ସୀମାରୁ ୨ଟି ବାଂଲାଦେଶୀ ମାଛଧରା ଟ୍ରଲର ଜବତ ହୋଇଛି। ଏହି…

ଅଟୋ ଡ୍ରାଇଭରଙ୍କୁ ଝିଅର ବିବାହରେ ୧ ଲକ୍ଷ ଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀର ଆପ ସରକାର ଅଟୋ ଡ୍ରାଇଭରମାନଙ୍କୁ ବହୁତ ଭଲ ଖବର ଦେଇଛନ୍ତି। ଯେଉଁଠାରେ ସରକାର ଦିଲ୍ଲୀର ଅଟୋ ଡ୍ରାଇଭରମାନଙ୍କ ପାଇଁ ଉପହାର ପେଡି ଖୋଲିଦେଇଛନ୍ତି | ସରକାର ଘୋଷଣା କରିଛନ୍ତି ଯେ ସରକାର ବର୍ତ୍ତମାନ ଦିଲ୍ଲୀ ଅଟୋ ଡ୍ରାଇଭରଙ୍କ ଝିଅମାନଙ୍କୁ ସେମାନଙ୍କ ବିବାହରେ ୧ ଲକ୍ଷ…

୧୦ ବର୍ଷରେ ଗଲାଣି ୮୫୭ ହାତୀଙ୍କ ଜୀବନ, ବିଦ୍ୟୁତ ଆଘାତରେ ମଲେଣି ୧୪୯

ଭୁବନେଶ୍ବର,୧୦।୧୨ : ୧୦ ବର୍ଷରେ ମଲେଣି ୮୫୭ ହାତୀ। ସେଥି ମଧ୍ୟରୁ ୩୦୫ ହାତୀ ରୋଗର ଶିକାର ହୋଇ ମୃତ୍ୟୁ ଘଟିଛି। ସେହିପରି ୧୪୯ ହାତୀ ବିଦ୍ୟୁତ ଆଘାତରେ ଓ ପ୍ରାକୃତିକ କାରଣରୁ ୨୨୯ ହାତୀ ମୃତ୍ୟୁ ହୋଇଛି। ସେହିପରି ଶିକାର ଦ୍ୱାରା ୩୦ ହାତୀ, ରେଳ ଦୁର୍ଘଟଣାରେ ୨୯, ପ୍ରତିହିଂଶା ପରାୟଣ…

ଦିଲ୍ଲୀରେ ଅଟୋ ଚାଳକଙ୍କର ହେବ ବୀମା, ପିଲାଙ୍କର କୋଚିଂ ଫିସ୍ ଭରିବେ ସରକାର : କେଜ୍ରିୱାଲଙ୍କ ଘୋଷଣା

ନୂଆଦିଲ୍ଲୀ : ଦିଲ୍ଲୀରେ ଅଟୋ ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟିର ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ। ମଙ୍ଗଳବାର ଅଟୋ ଚାଳକଙ୍କ ପାଇଁ ପ୍ରଥମ ବଡ଼ ଗ୍ୟାରେଣ୍ଟିର ଘୋଷଣା କରିଛନ୍ତି। ସେ କହିଛନ୍ତି କି, ଦିଲ୍ଲୀରେ ଅଟୋ ଚାଳକଙ୍କ ଦୁର୍ଘଟଣା ବୀମା…

ୟୁପିର ହାଥରସରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ମ୍ୟାଜିକ୍କୁ ଧକ୍କା ଦେଲା ଟ୍ୟାଙ୍କର, ୭ ମୃତ, ୧୩ ଆହତ…

ନୂଆଦିଲ୍ଲୀ : ୟୁପିର ହାଥରସ୍ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଠାରେ ଏକ ଅନିୟନ୍ତ୍ରିତ ଟ୍ରକ ଏକ ଯାତ୍ରାବାହୀ ଟାଟା ମ୍ୟାଜିକ୍‌କୁ ଧକ୍କା ଦେଇଛି । ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ଖେଳିଯାଇଛି । ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବାହାରକୁ…

୧୭୫ ବର୍ଷ ପୂର୍ବେ ସନଣ୍ଡେକୁ ହଲିଡେ ଘୋଷଣା ହୋଇଥିଲା, ଜାଣନ୍ତୁ ଇତିହାସ

ନୂଆଦିଲ୍ଲୀ,୧୦/୧୨: ସନଣ୍ଡେକୁ ସମସ୍ତେ ଚାତକ ପରି ଚାହିଁଥାନ୍ତି । ବିଶେଷ କରି ଚାକିରିଆଙ୍କୁ ଏହି ଦିନର ଅଧିକ ଅପେକ୍ଷା ଥାଏ । କେଉଁଦିନ ସନଣ୍ଡେ ଆସିବ ଆଉ ଟିକେ ଛୁଟି ମିଳିବ ସେହି ଅପେକ୍ଷାରେ ରହିଥାନ୍ତି । କାରଣ ସନଣ୍ଡେ ବା ରବିବାର ଏକ ସପ୍ତାହିକ ଛୁଟି ଦିନ । ରବିବାର ଆସିବା କ୍ଷଣି ଆମେ…

ହିମାଚ଼ଳରେ ଅଘଟଣ; ୨୦୦ ଫୁଟ୍ ତଳକୁ ଖସିଲା ବସ୍, ଡ଼୍ରାଇଭର ମୃତ ଓ ଏକାଧିକ ଆହତ

ନୂଆଦିଲ୍ଲୀ,୧୦/୧୨: ହିମାଚ଼ଳରେ ଅଘଟଣ । ଖାଇକୁ ଖସିଲା ବସ୍ । ଫଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ତେବେ ହିମାଚ଼ଳର କୁଲ୍ଲୁ ସ୍ଥିତ ସକେଲଗଡ଼ ନିକଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏହି ଘଟଣା ପରେ ସ୍ଥାନୀୟ ବାସିନ୍ଦା ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ…

ସଂସଦରେ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ୍ ଧରି ପହଞ୍ଚିଲେ ପ୍ରିୟଙ୍କା, ରାହୁଲ କହିଲେ ଖୁବ ସୁନ୍ଦର…

ନୂଆଦିଲ୍ଲୀ,୧୦/୧୨:ସଂସଦର ଶୀତକାଳୀନ ଅଧିବେଶନରେ ଆଦାନୀ ପ୍ରସଙ୍ଗକୁ ନେଇ ଥମୁନି ବିରୋଧୀଙ୍କ ହଙ୍ଗାମା । ଏହାରି ମଧ୍ୟରେ ‘ମୋଦି-ଆଦାନି ଭାଇ-ଭାଇ’ ଲେଖାଥିବା ବ୍ୟାଗ ନେଇ ସଂସଦରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧି। ଆଉ ତାଙ୍କର ଏହି ବ୍ୟାଗକୁ ପ୍ରଶଂସା କରି ବ୍ୟାଗଟି ବେଶ୍ ଭଲ ହୋଇଥିବା…

ସରିବାକୁ ଯାଉଛି ଡିସେମ୍ବର, ୧୫ ସୁଦ୍ଧା କରିନିଅନ୍ତୁ ଆଧାରଠୁ ନେଇ ଆଇଟିର ଅପଡେଟ୍

ନୂଆଦିଲ୍ଲୀ,୧୦/୧୨: ଚଳିତ ବର୍ଷ ଶେଷ ହେବାକୁ ଆଉ କିଛି ଦିନ ବାକି ରହିଛି । ବର୍ଷର ଶେଷ ମାସ ଡିସେମ୍ବର ସରିବାକୁ ମାତ୍ର ୨୧ ଦିନ ରହିଛି । ଡିସେମ୍ବର ୧୫ ଯାଏ କିଛି କାମ କରିବା ଜରୁରୀ ହୋଇଛି । କିଛି ଆର୍ଥିକ କାମ ଅଛି ଯାହା ପୁରଣ କରିବାର ସମୟସୀମା ଶେଷ ହେବାକୁ ଯାଉଛି । ଏଥିରେ ଆଇଟିଆର…