Breaking News

ରିଜର୍ଭ ବ୍ୟାଙ୍କରେ ଶକ୍ତିକାନ୍ତଙ୍କ ୬ ବର୍ଷ: ଘନିଷ୍ଠ ସମ୍ପର୍କ ମତଭେଦରେ ଶେଷ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ଯେତେବେଳେ ରିଜର୍ଭ ବ୍ୟାଙ୍କ ଓ ସରକାରଙ୍କ ମଧ୍ୟରେ ସମ୍ପର୍କରେ ଖରାପ ସମୟ ଦେଇ ଗତି କରୁଥିଲା ସେଭଳି ଏକ ଗୁରୁତ୍ବପୂର୍ଣ୍ଣ ମୁହୂର୍ତ୍ତରେ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କର ୨୫ତମ ଗଭର୍ଣ୍ଣର ଭାବେ ନିଯୁକ୍ତି ମିଳିଥିଲା। ସରକାରଙ୍କ ସହ ମତଭେଦ କାରଣରୁ ନିଜ କାର୍ଯ୍ୟକାଳ ଶେଷ…

ବ୍ୟାଙ୍କ ହଟାଇଲେ ୪୨,୦୦୦ କୋଟି ଋଣ

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ସରକାରୀ ବ୍ୟାଙ୍କଗୁଡ଼ିକ ନିଜ ଋଣ ଖାତାରୁ ୪୨ ହଜାର କୋଟି ଟଙ୍କା ରାଇଟ୍‌ ଅଫ୍‌ କରିଛନ୍ତି। ରାଇଟ୍‌ ଅଫ୍‌ ହେଉଛି ସେହି ପ୍ରକ୍ରିୟା ଯେଉଁଥିରେ ଅସୁଲ ହେବାରେ ଅସୁବିଧା ହେଉଥିବା ଋଣଗୁଡ଼ିକ ଲାଗି ପାଣ୍ଠିର ବ୍ୟବସ୍ଥା କରିବା ପରେ ତାହାକୁ…

ଏୟାର ଇଣ୍ଡିଆ କିଣିବ ୧୦୦ ବିମାନ: ଗତବର୍ଷ ମଗାଇଥିଲା ୪୭୦ ବିମାନ

ମୁମ୍ବାଇ: ଟାଟା ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବା ଏୟାରଲାଇନ୍ ଏୟାର ଇଣ୍ଡିଆ ଆ‌ଉ ୧୦୦ ବିମାନ କିଣିବା ଲାଗି ଏୟାରବସ୍‌କୁ ବରାଦ ଦେଇଛି। ଏହା ୧୦ଟି ଏ୩୫୦ ଓସାରିଆ ବିମାନ ଓ ୯୦ଟି ଅଣ ଓସାରିଆ ଏ୩୨୦ ବିମାନ କିଣିବ। ଗତବର୍ଷ କମ୍ପାନି ୪୭୦ଟି ବିମାନ କିଣିବା ଲାଗି ଉଭୟ ଏୟାରବସ୍‌ ଓ ବୋଇଂକୁ…

ଆଜିଠୁ କଟକରେ ଓଡ଼ିଶା ମାଷ୍ଟର୍ସ: ଭାଗ ନେବେ ୨୯ ଦେଶରୁ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି

ଭୁବନେଶ୍ବର: କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ମଙ୍ଗଳବାରଠୁ ବିଡ୍‌ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାର ତୃତୀୟ ସଂସ୍କରଣ ଆରମ୍ଭ ହେବ। ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୨୯ ଦେଶରୁ…

ରୋହିତ ଓପନିଂକୁ ଫେରିବା ଦରକାର କି?

ଆଡିଲେଡ୍: ଆଡିଲେଡ୍ ଟେଷ୍ଟ୍‌ରେ ଘରୋଇ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ପରେ ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟର୍‌ ଓ ବ୍ୟାଟିଂକ୍ରମକୁ ନେଇ ତର୍କବିତର୍କ ଆରମ୍ଭ ହୋଇଯାଇଛି। ବିଶେଷ କରି ଅଧିନାୟକ ରୋହିତ ଶର୍ମା ନିଜ ନିୟମିତ ସ୍ଥାନ ‘ଓପନିଂ’ ଛାଡ଼ି ଷଷ୍ଠ ସ୍ଥାନରେ ଖେଳିବା ଏବଂ ଉଭୟ ପାଳିରେ…

ଖୋ ଖୋ ବିଶ୍ବକପ୍ ସମ୍ଭାବ୍ୟ ଦଳରେ ଓଡ଼ିଶାରୁ ୭

ଭୁବନେଶ୍ବର: ସ୍ବଦେଶୀ ଖେଳ ଖୋ ଖୋର ପ୍ରଥମ ବିଶ୍ବକପ୍ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଜାନୁଆରି ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏଥିରେ ୨୪ଟି ଦେଶ ଅଂଶଗ୍ରହଣ କରିବେ। ସାରା ବିଶ୍ବର ନଜର ଥିବା ଏହି ବିଶ୍ବକପ୍ ଲାଗି ସୋମବାର ଭାରତୀୟ ସମ୍ଭାବ୍ୟ ଦଳ ଘୋଷିତ…

କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବାର ଆବଶ୍ୟକତା ନାହିଁ: ପ୍ରଭାତୀ ପରିଡ଼ା

ଭୁବନେଶ୍ବର: ମିଶନ ଶକ୍ତିକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କଡ଼ା ଚେତାବନୀ ଦେଇଛନ୍ତି। ସେ କହିଛନ୍ତି, ମିଶନ ଶକ୍ତିର ମହିଳାଙ୍କୁ କେହି ବିଭ୍ରାନ୍ତ କରନ୍ତୁ ନାହିଁ। ଗତକାଲି ଏହି ପ୍ରସଙ୍ଗରେ ଗୃହରେ ଚର୍ଚ୍ଚା ହୋଇଛି। କାହା କଥାରେ ପଡ଼ି ରାସ୍ତାରେ ଗଡ଼ିବା ଆବଶ୍ୟକତା ନାହିଁ ।…

ଖୋଲୁଛି ଦେବଯାନୀଙ୍କ ଟଙ୍କା ପେଡି, ମିଳିଲାଣି ୧୫ ଲକ୍ଷରୁ ଅଧିକ ଟଙ୍କା

ଭୁବନେଶ୍ୱର: ଖୋଲିବାରେ ଲାଗିଛି, କନିଷ୍ଠ କିରାଣୀଙ୍କ ଲାଞ୍ଚ ଟଙ୍କାର ପେଡି | ୨୦ ହଜାର ଲାଞ୍ଚର ଚେର ଖୋଜୁ ଖୋଜୁ ଭିଜିଲାନ୍ସ ହାତରେ ଲାଗିଲାଣି ୧୫ ଲକ୍ଷରୁ ଅଧିକ ଟଙ୍କା | ଆମେ କହୁଛୁ ଭୁବନେଶ୍ୱର ଖଣ୍ଡଗିରି ସବ ରେଜିଷ୍ଟର ଅଫିସ୍ ର ଜୁନିଅର କ୍ଲର୍କ ଦେବଜାନୀ କରଙ୍କ କଳା କାରନାମା ବାବଦରେ |…

ଭାଷା ଆନ୍ଦୋଳନର ସ୍ବତନ୍ତ୍ର କାର୍ଯ୍ୟକ୍ରମ: ‘ଓଡ଼ିଆ ଭାଷା ଆଇନକୁ କାର୍ଯ୍ୟକାରୀ କରିବାକୁ ପଡ଼ିବ’

ଭୁବନେଶ୍ୱର: ଭାଷାକୁ ବଞ୍ଚାଇ ରଖିବାକୁ କେବଳ ଆଇନ ନୁହେଁ, ବରଂ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ଭାର୍ଯ୍ୟାଳୟ (ଘର) ଓ ବେପାରାଳୟ (ବାଣିଜ୍ୟସ୍ଥଳ), ଏଭଳି ମୁଖ୍ୟ ୫ଟି ସ୍ଥାନରେ ଭାଷା ବହୁଳ ବ୍ୟବହାର ଜରୁରୀ। ଆଜି ଷଷ୍ଠ ରାଜ୍ୟ ପୁସ୍ତକ ମହୋତ୍ସବ ପରିସରରେ ସାତକଡ଼ି ହୋତା ମଞ୍ଚରେ ଭାଷା…

ଛାତ୍ରଛାତ୍ରୀମାନେ ନିଜର ଆତ୍ମା, ପ୍ରକୃତି, ପ୍ରବୃତ୍ତି ଅନୁଯାୟୀ କାର୍ଯ୍ୟ କରନ୍ତୁ: ସୌମ୍ୟରଞ୍ଜନ

ବାରଙ୍ଗ: ଭବିଷ୍ୟତରେ କ’ଣ କରିବ ଚିନ୍ତା କରି ଭାରାକ୍ରାନ୍ତ ହୁଅ ନାହିଁ। ନିଜର ଆତ୍ମା, ପ୍ରକୃତି ଓ ପ୍ରବୃତ୍ତି ଯାହା କହୁଛି ତାହା କର। ବାପା ମା’ ମଧ୍ୟ ପିଲାଙ୍କୁ ତାଙ୍କ ପସନ୍ଦର ବାଟରେ ଯିବାକୁ ଦିଅନ୍ତୁ। ପିଲାଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ ନାହିଁ। ପିଲାମାନେ ନିଜର ଶିକ୍ଷାନୁଷ୍ଠାନକୁ…