Breaking News

ଦାବି ହାସଲ ପାଇଁ ମହାତ୍ମାଗାନ୍ଧୀ ମାର୍ଗରେ ଗର୍ଜିଲେ: ବିଧାନସଭା ଘେରିଲା ୱାର୍ଡମେମ୍ବର ମହାସଂଘ

ଭୁବନେଶ୍ବର: ୫ ଦଫା ଦାବିରେ ଓଡ଼ିଶା ରାଜ୍ୟ ୱାର୍ଡମେମ୍ବର ମହାସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାସଂଘର ଦାବିଗୁଡ଼ିକ ହେଲା ପାରିତୋଷିକ ହିସାବରେ ମାସିକ ୬୦୦୦ ଟଙ୍କା ଓ ମାସିକ ୩୦୦୦ ଟଙ୍କା ପେନସନ୍‌ ଦିଆଯିବାର ବ୍ୟବସ୍ଥା କରିବା। ସେହିଭଳି କାର୍ଯ୍ୟକାଳ ସରିବା ପୂର୍ବରୁ…

ସାହା ହୋଇଥା’ଲୋ ମାଆ: ଅଭୟ ବରଦାୟିନୀ ମା’ ବରଦେଇ, ସାତଭଉଣୀ

ଗ୍ରାମଦେବତୀ ଓଡ଼ିଆ ଗାଁର ଆସ୍ଥା ଓ ବିଶ୍ବାସର କେନ୍ଦ୍ର। ଓଡ଼ିଶାର ଅଧିକାଂଶ ପୁରୁଣା ଗାଁରେ କେଉଁ ଆବହମାନକାଳରୁ ଜଣେ ଜଣେ ଗ୍ରାମଦେବତୀ ବିଜେ କରିଛନ୍ତି। ତାଙ୍କୁ ଗ୍ରାମବାସୀ ନିଜ ପରିବାର ସଦସ୍ୟ ଭାବେ ଗ୍ରହଣ କରନ୍ତି, ଅଭିଭାବକ ମାନନ୍ତି। ସବୁ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ସେ ନିମନ୍ତ୍ରିତ…

ଜଙ୍ଗଲକୁ ଫେରିଲେ ହାତୀପଲ: ଉପକଣ୍ଠବାସୀ ଭୟଭୀତ, ସହାୟତା ଲୋଡ଼ିଲେ

ଚନ୍ଦ୍ରଶେଖରପୁର: ଚନ୍ଦକା-ଡମପଡ଼ା ଅଭୟାରଣ୍ୟରୁ ଭରତପୁର ସଂରକ୍ଷିତ ଜଙ୍ଗଲ। ଆଉ ସେଠାରୁ ସିଧାସଳଖ ଶିଖରଚଣ୍ଡୀ ପାହାଡ଼। ଏଭଳି ଏକ ଚଲାପଥ ତିଆରି କରିଛନ୍ତି ହାତୀ ପଲ। କେତେବେଳେ ଗୋଟିଏ ତ କେତେବେଳେ ହାତୀପଲ ମାଡ଼ି ଆସୁଛନ୍ତି। ଗତ ମାସେ ହେଲା ଲଗାତାର ଭାବେ ସହର ଉପକଣ୍ଠରେ ବୁଲୁଥିବା ହାତୀ ପଲ…

ଫଟୋଗ୍ରାମେଟ୍ରିକ୍‌ ସର୍ଭେ, ଥ୍ରିଡି ଲେଜର ସ୍କାନିଂ ଧୂଆଁବାଣ: ରକ୍ଷଣାବେକ୍ଷଣରେ ଢିଲା ଏଏସ୍‌ଆଇ

ଭୁବନେଶ୍ୱର: ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଭିତରେ ଏକାଧିକ ସ୍ଥାନରେ ପାଣି ଗଳୁଛି। ଭିତର ଓ ବାହାରେ ପଥର ନଷ୍ଟ ହେଉଛି। ମନ୍ଦିର ଭିତର କେଉଁ ଅବସ୍ଥାରେ ଅଛି ତାହା ବାହାରୁ ଜଣାପଡ଼ୁନାହିଁ। ତେଣୁ ଖୁବ୍‌ ଶୀଘ୍ର ଲିଙ୍ଗରାଜ ମନ୍ଦିରର ଭିତର ଓ ବାହାର ତୁରନ୍ତ ବିଶେଷଜ୍ଞଙ୍କ ଦ୍ବାରା ଯାଞ୍ଚ…

ପୁଣି ପୁଲିସକୁ ସିନ୍ଧିଚୋରଙ୍କ ଚ୍ୟାଲେଞ୍ଜ: ଏଥର ବାପୁଜୀ ହାଇଟ୍‌ସ୍‌ରେ କଳାକନା

ଧଉଳି: ରାଜଧାନୀ ଉପକଣ୍ଠରେ ସିନ୍ଧିରୋରଙ୍କ ଉପଦ୍ରବ ଆପାର୍ଟମେଣ୍ଟବାସିନ୍ଦାଙ୍କ ନିଦ ହଜାଇଦେଇଛି। କମିସନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ୍‌ ଦେଇ ସିନ୍ଧିଚୋର ଗ୍ୟାଙ୍ଗ୍‌ ଗୋଟିଏ ପରେ ଗୋଟିଏ କାଣ୍ଡ ଭିଆଇଚାଲିଛନ୍ତି। ଗତ ମାସ ୨୯ ତାରିଖରୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ସପ୍ତାହକ ଭିତରେ…

ବର୍ଷକରେ ସବୁ ବରବାଦ: କଟକଣା ନାହିଁ, ପୁଣି ଐତିହ୍ୟକୁ ବିପଦ

ଖଣ୍ଡଗିରି: ଖଣ୍ଡଗିରି-ଉଦୟଗିରି ଐତିହ୍ୟ ପାହାଡ଼କୁ ସୁରକ୍ଷା ଦେବାକୁ ହୋଇଥିବା କଟକଣା ଆଉ ନାହିଁ। ଲୁହା ବ୍ୟାରିକେଡ୍‌ ହଟାଇ ଦିଆଯାଇଥିବାରୁ ଉଭୟ ପାହାଡ଼ ମଝି ଦେଇ ଯାଇଥିବା ରାସ୍ତାରେ ଭାରୀଯାନ ଚାଲୁଛି। ରାସ୍ତା କଡ଼ରେ ହୋଇଥିବା ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଯାଇଛି। ପାହାଡ଼ରୁ ବାହାରୁଥିବା…

ନଁାକୁ ସବ୍‌ପ୍ଲଟ୍‌ ରେଜିଷ୍ଟ୍ରେସନ ବନ୍ଦ: ଯିଏ ଲାଞ୍ଚ ଦେଲା ତା’ର ହେଲା

ଭୁବନେଶ୍ୱର: ଜମିକୁ ଭାଗ ଭାଗ କରି ବିକ୍ରି କରିବା ପୂର୍ବରୁ ଲେଆଉଟ୍‌ ପ୍ଲାନ୍ ଅନୁମୋଦନ ଆବଶ୍ୟକ। ଘର କର କି ନକର ଲେ-ଆଉଟ୍‌ ପ୍ଲାନ୍‌ ଅନୁମୋଦନ ହୋଇନଥିଲେ ଜମି ବିକି ହେବନାହିଁ। ଏଭଳି କଟକଣା ଲାଗିଥିବାରୁ ବାହାଘର କିମ୍ବା ସ୍ବାସ୍ଥ୍ୟସେବା ଖର୍ଚ୍ଚ ପାଇଁ କେହି ନିଜ ଜମିର କିଛି…

ବ୍ରାହ୍ମଣୀ ବ୍ରିଜରେ ଦୁଇ ଟ୍ରକ୍ ମୁହାଁମୁହିଁ: ଜଣେ ମୃତ, ଆଉ ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ବ୍ରାହ୍ମଣୀ ବ୍ରିଜରେ ଦୁଇ ଟ୍ରକ ମୁହାଁମୁହିଁ ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ତେବେ ସେମାନଙ୍କ ପରିଚୟ ମିଳିପାରିନାହିଁ। ସେମାନେ ବଙ୍ଗୀୟ…

ଦେଓଗାଁରେ ବୀଭତ୍ସ ହତ୍ୟାକାଣ୍ଡ: ରେଳ ଧାରଣାରୁ ମିଳିଲା ଶବ, ଅଭିଯୁକ୍ତ ଫେରାର

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅଞ୍ଚଳରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ଧାନ କ୍ଷେତ ନିକଟରେ ହତ୍ୟା କରି ରେଳ ଧାରଣାରେ ଫିଙ୍ଗିଛନ୍ତି ଶବ। ଏଭଳି ଏକ ହତ୍ୟାକାଣ୍ଡ ଘଟିଛି ଦେଓଗାଁ ରେଳଷ୍ଟେସନ ନିକଟରେ। ମୃତକର ପରିଚୟ ମିଳିନଥିବା ବେଳେ କିଏ ଓ କାହିଁକି ହତ୍ୟା କରିଛି…

ସକାଳୁ କଟକ ଓ ଭୁବନେଶ୍ବର ସମେତ କେତେକ ସ୍ଥାନରେ ବର୍ଷା

ଭୁବନେଶ୍ବର: କେବେ ରାଜ୍ୟର ପାଗ ବଦଳିବ। ଏନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଥିବା ବେଳେ ଆଜି ସକାଳେ କଟକ ଓ ଭୁବନେଶ୍ବରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଏହାଛଡ଼ା ରାଜ୍ୟର ଆଉ କେତକ ଜିଲ୍ଲାରେ ବି ବର୍ଷା ହୋଇଥିବାର ସୂଚନା ରହିଛି। ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ସ୍ବଳ୍ପରୁ…