Breaking News

ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଏମ୍ କ୍ରୀଷ୍ଣାଙ୍କ ପରଲୋକ

ବେଙ୍ଗାଲୁରୁ: ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାରାଷ୍ଟ୍ରର ପୂର୍ବତନ ରାଜ୍ୟପାଳ ଏସ ଏମ୍ କ୍ରୀଷ୍ଣାଙ୍କର ମଙ୍ଗଳବାର ସକାଳେ ନିଜ ବାସଭବନରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। ଏସ ଏମ୍ କ୍ରୀଷ୍ଣା…

ସୋରସ୍‌, ଆଦାନୀ ପ୍ରସଙ୍ଗରେ ଗୃହ କମ୍ପିଲା: ଆସିପାରେ ଏକ ରାଷ୍ଟ୍ର, ଏକ ନିର୍ବାଚନ ବିଲ୍‌

ନୂଆଦିଲ୍ଲୀ: ସଂସଦରେ ଶୀତ ଅଧିବେଶନର ଆଜି ଥିଲା ଦ୍ବାଦଶ ଦିନ। ଦ୍ବାଦଶ ଦିନରେ ମଧ୍ୟ ଉଭୟ ଗୃହରେ ଅଚଳାବସ୍ଥା ଦେଖାଦେଇଛି। ସରକାରୀ ଦଳର ସଦସ୍ୟମାନଙ୍କ ପକ୍ଷରୁ ଜର୍ଜ‌୍ ସୋରସ୍‌ -କଂଗ୍ରେସ ଲିଙ୍କ୍‌ ଏବଂ ବିରୋଧୀ ସଦସ୍ୟଙ୍କ ପକ୍ଷରୁ ମୋଦୀ-ଆଦାନୀ ସଂପର୍କ ପ୍ରସଙ୍ଗରେ ଉଭୟ ଗୃହ କମ୍ପିଛି।…

କୃଷକ ଆନ୍ଦୋଳନ ସଂକ୍ରାନ୍ତ ପିଟିସନ୍‌ ସୁପ୍ରିମ‌କୋର୍ଟରେ ଖାରଜ: ‘ଦିଲ୍ଲୀ ଚଲୋ’ ଅଭିଯାନ ଅନିର୍ଦ୍ଦିଷ୍ଟ କାଳ ଯାଏଁ…

ନୂ୍ଆଦିଲ୍ଲୀ: କୃଷକମାନେ ଆନ୍ଦୋଳନ କରୁଥିବା ପଞ୍ଜାବ ରାଜପଥକୁ ଅବରୋଧମୁକ୍ତ କରିବାପାଇଁ କେନ୍ଦ୍ର ସରକାର ଏବଂ ମାମଲାରେ ଅନ୍ୟ ପକ୍ଷଙ୍କୁ ନିର୍ଦ୍ଦେଶ ଦେବାପାଇଁ ସୁପ୍ରିମକୋର୍ଟ‌ରେ ହୋଇଥିବା ଆବେଦନକୁ ସୁପ୍ରିମ‌କୋର୍ଟ ଖାରଜ କରିଦେଇଛନ୍ତି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ…

ଉତ୍ତରାଖଣ୍ଡରେ ଚାରି ଧାମ ଯାତ୍ରା ଆରମ୍ଭ: ଓଁକାରେଶ୍ବର ମନ୍ଦିରରେ ମୁଖ୍ୟମନ୍ତ୍ରୀ ଧାମୀଙ୍କ ପୂଜାର୍ଚ୍ଚନା

ଡେରାଡୁନ୍‌: ଉତ୍ତରାଖଣ୍ଡରେ ଶୀତକାଳୀନ ଚାରି ଧାମ ଯାତ୍ରା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ରବିବାର ବାବା କେଦାରଙ୍କ ଶୀତକାଳୀନ ପ୍ରବାସ ସ୍ଥଳ ଉଖିମଠର ଓଁକାରେଶ୍ବର ମନ୍ଦିରରେ ପୂଜାର୍ଚ୍ଚନା କରି ଯାତ୍ରାର ଶୁଭାରମ୍ଭ କରିଛନ୍ତି। ଏଥିସହିତ ସମସ୍ତ ଦେଶବାସୀଙ୍କ ସୁଖ ଓ…

ମୋଦୀ ଓ ଆଦାନୀଙ୍କ ମୁଖା ପିନ୍ଧି କଂଗ୍ରେସ ସାଂସଦଙ୍କ ପ୍ରଦର୍ଶନ

ନୂଆଦିଲ୍ଲୀ: ଶିଳ୍ପପତି ଗୌତମ ଆଦାନୀଙ୍କ ବିରୋଧରେ ଆମେରିକାରେ ହୋଇଥିବା ଲାଞ୍ଚ ଅଭିଯୋଗର ତଦନ୍ତ ଦାବି କରି ବିରୋଧୀ ଦଳ ନେତାମାନେ ସଂସଦରେ ଆଜି ପୁଣି ହଟ୍ଟଗୋଳ କରିଥିଲେ। କଂଗ୍ରେସ ସାଂସଦ ମାଣିକମ ଟାଗୋର ଓ ସପ୍ତଗିରି ଉଲାକା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଦାନୀଙ୍କ ମୁଖା…

ଅସଦ୍‌ଙ୍କ ପତନ ଭାରତକୁ ପ୍ରଭାବିତ କରିବ: ଶାନ୍ତିପୂର୍ଣ୍ଣ କ୍ଷମତା ହସ୍ତାନ୍ତର ପାଇଁ ନୂଆଦିଲ୍ଲୀର ଆହ୍ୱାନ

ନୂଆଦିଲ୍ଲୀ: ଭାରତ ଓ ସିରିଆ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଓ ସଭ୍ୟତାଗତ ସମ୍ପର୍କ ରହିଥିବାରୁ ସିରିଆରେ ଇସଲାମିକ ବିଦ୍ରୋହୀଙ୍କ ଦ୍ୱାରା ବସର ଅଲ-ଅସଦ୍‌ଙ୍କୁ ହଟାଯିବାର ପ୍ରଭାବ ନୂଆଦିଲ୍ଲୀ ଉପରେ ପଡ଼ିବାର ସମ୍ଭାବନା ରହିଛି। ସୋମବାର ଭାରତ କହିଛି, ସିରିଆର ଏକତା, ସାର୍ବଭୌମତ୍ୱ ଓ…

ବାଂଲାଦେଶକୁ ଭାରତର ଉଦ୍‌ବେଗ ଜଣାଇଲେ ମିସ୍ରି

ନୂଆଦିଲ୍ଲୀ: ଅଗଷ୍ଟ ମାସରେ ଶେଖ୍ ହସିନା କ୍ଷମତାରୁ ହଟିବା ପରେ ପ୍ରଥମ ଉଚ୍ଚସ୍ତରୀୟ ଗସ୍ତ ଅବସରରେ ବୈଦେଶିକ ସଚିବ ବିକ୍ରମ ମିସ୍ରି ସୋମବାର ତାଙ୍କ ବାଂଲାଦେଶ ପ୍ରତିପକ୍ଷ ମହମ୍ମଦ ଜାଶିମ୍ ଉଦ୍ଦିନଙ୍କ ସହ ଆଲୋଚନା କରିଛନ୍ତି। ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣକୁ…

କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀଙ୍କ ସୂଚନା: ପୋଲାଭରମ୍‌ ହେଲେ ଓଡ଼ିଶାର ବୁଡ଼ିବ ୬୪୮.୦୫ ହେକ୍ଟର

ନୂଆଦିଲ୍ଲୀ: ପୋଲାଭରମ୍‌ ପ୍ରକଳ୍ପ ହେଲେ ଓଡ଼ିଶା‌ର ୬୪୮.୦୫ ହେକ୍ଟର ଓ ଛତିଶଗଡ଼ର ୭୯୫.୫୯ ହେକ୍ଟର ଜମି ଜଳମଗ୍ନ ହେବ। ଆଜି ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ଉପରୋକ୍ତ ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜଭୂଷଣ…

ଶିମିଳିପାଳ ଛାଡି ଝାଡ଼ଖଣ୍ଡରେ ପହଞ୍ଚିଲାଣି ବାଘୁଣୀ ‘ଜିନ୍ନତ’, ପୁଣି ଶିମିଳିପାଳକୁ ଫେରାଇ ଆଣିବାକୁ ଚାଲିଛି ଉଦ୍ୟମ

ବାରିପଦା, ୯।୧୨(ଆ ପ୍ର ) : ଶିମିଳିପାଳ ଛାଡି ଏବେ ଝାଡଖଣ୍ଡ ପହଞ୍ଚିଲାଣି ମହାରାଷ୍ଟ୍ର ତଡ଼ବା-ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘୁଣୀ ଜିନ୍ନତ l ଝାଡ଼ଖଣ୍ଡରେ ବାଘୁଣୀ ଜିନ୍ନତ ପହଞ୍ଚି ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ…

କିରଣ ରିଜ୍ଜୁଙ୍କ ବିସ୍ପୋରକ ବୟାନ; କହିଲେ ଭାରତ ବିରୋଧି କାମ ବିରୋଧରେ ସମସ୍ତଙ୍କୁ ଏକଜୁଟ ହେବାକୁ ପଡିବ

ନୂଆଦିଲ୍ଲୀ: ଜର୍ଜ ସୋରସଙ୍କ ସହ କଂଗ୍ରେସ ଓ ସୋନିଆ ଗାନ୍ଧୀଙ୍କର ଲିଙ୍କ ରହିଛି। ସୋରସଙ୍କ ଭାରତ ବିରୋଧୀ କାର୍ଯ୍ୟକଳାପରେ ମଧ୍ୟ ସୋନିଆଙ୍କ ନିରବ ସମର୍ଥନ ରହିଛି। କିଛି ଏହିପରି ଦାବି କରିଛି ଶାସକ ଦଳ ବିଜେପି। ଏହାକୁ ନେଇ ଭାରତରେ ବର୍ତ୍ତମାନ ରାଜନୈତିକ ମାହୋଲ ଗରମ ରହିଛି। ଭାରତ ବିରୋଧି…