Breaking News

ସଂଜୟ ମାଲହୋତ୍ରା ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ନିଯୁକ୍ତ

ନୂଆଦିଲ୍ଲୀ: ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସ୍ଥାନ ନେବେ। ଡିସେମ୍ବର ୧୦ରେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହେଉଛି । ଆର୍ଥିକ…

ଚାକିରି ଯିବା ପରେ ମୋଦୀଙ୍କୁ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୁକ୍ତକୁ ମୁମ୍ବାଇ ପୁଲିସ ଗିରଫ କରିଛି। ମୁମ୍ବାଇର ୱର୍ଲି ପୁଲିସ ଅଭିଯୁକ୍ତକୁ ରାଜସ୍ଥାନର ଅଜମେରରୁ ଗିରଫ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ଗିରଫ…

ଢାକାରେ ପହଞ୍ଚିଲେ ବୈଦେଶିକ ସଚିବ ବିକ୍ରମ ମିସ୍ରି, ୟୁନୁସଙ୍କୁ ଭେଟିବେ

ଢାକା: ବାଂଲାଦେଶ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ସଚିବ ବିକ୍ରମ ମିସ୍ରି ଆଜି ଢାକାରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ଶେଖ୍ ହସିନା କ୍ଷମତାରୁ ଇସ୍ତଫା ଦେବା ପରେ ଅଗଷ୍ଟ ମାସରୁ ଦ୍ୱିପାକ୍ଷିକ ସମ୍ପର୍କରେ ତିକ୍ତତା ବଢିଚାଲିଛି । ଏପରି ସ୍ଥିତି ମଧ୍ୟରେ ମିସ୍ରି ତାଙ୍କ…

ପଶ୍ଚିମବଙ୍ଗରେ ବାବ୍ରି ମସଜିଦ୍ ନିର୍ମାଣ କରିବୁ: ହୁମାୟୁନ କବୀର

କୋଲକାତା: ପୁଣି ଚର୍ଚ୍ଚାରେ ଟିଏମସି ବିଧାୟକ ହୁମାୟୁନ କବୀର। ସବୁବେଳେ ନିଜ ବୟାନ ପାଇଁ ଚର୍ଚ୍ଚାରେ ରହୁଥିବା ହୁମାୟୁନ ଏବେ ପଶ୍ଚିମବଙ୍ଗରେ ନୂତନ ବାବ୍ରି ମସଜିଦ ନିର୍ମାଣ କରାଯିବ ବୋଲି ଦାବି କରିଛନ୍ତି। ହୁମାୟୁନ କବୀର କହିଛନ୍ତି ଯେ, ମୁର୍ଶିଦାବାଦ ଅଞ୍ଚଳର ବେଲଡାଙ୍ଗାଠାରେ ଏକ ନୂତନ…

ସିରିଆର ଅସ୍ତ୍ରାଗାରକୁ ଧ୍ବଂସ କଲେ ଆମେରିକା, ଇସ୍ରାଏଲ୍

ଦମସ୍କସ: ବଶାର ଅଲ-ଅସଦଙ୍କୁ କ୍ଷମତାଚ୍ୟୁତ କରିବା ପରେ ସିରିଆ ଏବେ ଇସଲାମିକ ବିଦ୍ରୋହୀ ସଙ୍ଗଠନ ହୟାତ ତାହିର ଅଲ-ଶାମ (ଏଚଟିଏସ)ର କବଜାରେ ରହିଛି। ସିରିଆକୁ ଏଚଟିଏସ ଦଖଲ କରିବା ପରେ ରାଷ୍ଟ୍ରପତି ବଶାର ଅଲ-ଅସଦ ଏବଂ ତାଙ୍କ ପରିବାର ରୁଷିଆକୁ ପଳାୟନ କରିଛନ୍ତି। ସେପଟେ ଅସଦଙ୍କ ପଳାୟନ…

ଦିଲ୍ଲୀର ଲୋକପ୍ରିୟ ରେସ୍ତୋରାଁରେ ଭୟାବହ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ: ଦିଲ୍ଲୀର ରାଜୌରି ଗାର୍ଡନର ଜଙ୍ଗଲ ଜମ୍ବୁରି ରେସ୍ତୋରାଁରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡ ସମ୍ପର୍କରେ ଖବର ପାଇ ଦମକାଳ ବିଭାଗର ୧୦ଟି ଗାଡ଼ି ଯୁଦ୍ଧକାଳିନଭିତ୍ତିରେ ଘଟଣାସ୍ଥଳରେ ଆସି ପହଞ୍ଚିଯାଇ ନିଆଁ ଲିଭା କାମରେ ଲାଗିପଡ଼ିଛି। ରାଜୌରି ଗାର୍ଡେନ…

ବୈଷୟିକ ସମସ୍ୟା ହେତୁ ୨ଟି ସ୍ପାଇସ୍‌ଜେଟ୍‌ ବିମାନର ମାର୍ଗ ପରିବର୍ତ୍ତିତ

ନୂଆଦିଲ୍ଲୀ: ସୋମବାର ପୃଥକ ପୃଥକ ଘଟଣାରେ ଦୁଇଟି ସ୍ପାଇସଜେଟ୍ ବିମାନରେ ବୈଷୟିକ ସମସ୍ୟା ଦେଖାଦେଇଛି। ଶିଲୋଙ୍ଗ ଅଭିମୁଖେ ଏବଂ ଅନ୍ୟଟି କୋଚି ଅଭିମୁଖେ ଯାଉଥିବା ବେଳେ ସମସ୍ୟା ଦେଖା ଦେଇଥିଲା। ୨ଟି ବିମାନରେ ସମସ୍ୟା ପରିଲଖିତ ହେବା ପରେ ଏ ସଂପର୍କରେ ଯାତ୍ରୀମାନଙ୍କୁ ଅବଗତ କରାଯାଇଥିଲା।…

ନୀତା ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନ, ଆଇବିଏଲ୍ଏ କାର୍ଯ୍ୟକ୍ରମରେ ସମ୍ମାନିତ

ନୂଆଦିଲ୍ଲୀ, ୦୯/୧୨ : ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା-ଚେୟାରମ୍ୟାନ୍ ନୀତା ମୁକେଶ ଅମ୍ବାନୀଙ୍କୁ “ବ୍ରାଣ୍ଡ୍ ଇଣ୍ଡିଆରେ ଉଲ୍ଲେଖନୀୟ ଅବଦାନ” ସମ୍ମାନ। ଡିସେମ୍ବର ୭ ତାରିଖରେ ମୁମ୍ଵାଇରେ ଆୟୋଜିତ ହୋଇଥିବା CNBC-TV18 ଇଣ୍ଡିଆ ବିଜନେସ୍ ଲିଡର ପୁରସ୍କାର (ଆଇବିଏଲ୍ଏ) ୨୦୨୪ର ୨୦ତମ…

ସୋମବାର ରାଶିଫଳ, ଜାଣନ୍ତୁ କେମିତି କଟିବ ଆପଣଙ୍କ ଦିନ

ମେଷ: ସକାଳ ୯ଟା ୧୫ ମିନିଟ୍‌ ପରେ ଦ୍ୱାଦଶ ଚନ୍ଦ୍ର ଯୋଗୁ ମନରେ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହଭାବ ପ୍ରକାଶ ପାଇବ ଏବଂ ଆୟ ପାଞ୍ଚ ଟଙ୍କା ହେଲେ ବ୍ୟୟ ପଚିଶ ଟଙ୍କା ହେବ। ମନ ଅସ୍ଥିର ଓ ବିଷାଦଗ୍ରସ୍ତ ରହିବ ଏବଂ ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନେବାରେ ଅସମର୍ଥ ହେବେ । ବାଣିଜ୍ୟ,…

କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀଙ୍କ ବୟାନ, କହିଲେ ଦେଶର ଚାଷୀ ଓ ଶ୍ରମିକଙ୍କ ଅବସ୍ଥା ଭଲ ନାହିଁ…

ଅମୃତସର ୦୯/୧୨: ଦେଶର ଚାଷୀ ଓ ଶ୍ରମିକଙ୍କ ଅବସ୍ଥା ଭଲ ନାହିଁ । ଅର୍ଥନୀତି ମଜଭୁତ କରିବାକୁ ହେଲେ ଗାଁ, ଗରିବ, ଚାଷୀ, ଶ୍ରମିକ, କୃଷି ଓ ଜଙ୍ଗଲ କ୍ଷେତ୍ରର ସମୃଦ୍ଧ କରାଯିବା ଆବଶ୍ୟକ । ଜଙ୍ଗଲ ଆଧାରିତ ଶିଳ୍ପାୟନକୁ ଅଗ୍ରାଧିକାର ଦିଆଯିବା ଉଚିତ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ…