Breaking News

ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ

ଫିରିଙ୍ଗିଆ,୦୯/୧୨: କନ୍ଧମାଳ ଜିଲ୍ଲାର ଅନେକ ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହିଁ ମୋବାଇଲ ନେଟୱାର୍କ । ଫଳରେ ଗୁରୁତର ବାଧାପ୍ରାପ୍ତ ହେଉଛି ଅନଲାଇନ କାମ। ପାହାଡ଼ ପର୍ବତ ଅଞ୍ଚଳ ଲୋକ ଆମ୍ୱୁଲାନ୍ସ ଗାଡି ଯୋଗାଯୋଗ କରିବା ପାଇଁ ମଧ୍ୟ ମୌଳିକ ସୁବିଧା ପାଇବାରେ ବଞ୍ଚିତ ହେଉଛନ୍ତି ।…

ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ ରାଜ୍ୟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋ‌ଷଣା କରିଛି ବିଜେପି। ଆନ୍ଧ୍ରପ୍ରଦେଶରୁ ରୟାଗ କ୍ରିଷ୍ଣୟା,…

ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ ରାଜ୍ୟରୁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ଉପ ନିର୍ବାଚନ ପାଇଁ ୩ଟି ରାଜ୍ୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ ସମିତି। ଆନ୍ଧ୍ରପ୍ରଦେଶ, ହରିଆଣା ଓ ଓଡ଼ିଶାର ଉପ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାମ ଘୋ‌ଷଣା କରିଛି ବିଜେପି। ଆନ୍ଧ୍ରପ୍ରଦେଶରୁ ରୟାଗ କ୍ରିଷ୍ଣୟା,…

ପାତପରଗଞ୍ଜରୁ ଅଭଦ୍ ଓଝା, ସିସୋଦିଆ ଲଢ଼ିବେ ଜାଙ୍ଗପୁରାରୁ

ନୂଆଦିଲ୍ଲୀ: ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ତା’ର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଦଳ ଜାଙ୍ଗପୁରାରୁ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସ୍ଥିର କରିଥିବା ବେଳେ ସିଭିଲ ସର୍ଭିସ ଶିକ୍ଷକ ଅଭଦ୍…

ସୋରସ୍‌ଙ୍କ ସହ ସଂପର୍କ ପ୍ରସଂଗରେ ପ୍ରତିକ୍ରିୟା ରଖିଲା କଂଗ୍ରେସ

ନୂଆଦିଲ୍ଲୀ: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରୋସଙ୍କ ମଧ୍ୟରେ ସଂଯୋଗ ରହିଛି ବୋଲି ଅଭିଯୋଗ ଏକ ଚିନ୍ତାର ବିଷୟ ପାଲଟିଛି। ଏଭଳି ଅଭିଯୋଗ ଆଣିଛନ୍ତି କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ। ତେବେ ବିରୋଧୀ ଦଳର ନେତାମାନେ ବିଜେପିର ଅଭିଯୋଗକୁ…

ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚମକିବ ରାଜଧାନୀ, ତୃତୀୟ ସପ୍ତାହରୁ ପଥୋତ୍ସବ ଲେଉଟିବ

ଭୁବନେଶ୍ୱର,୦୯/୧୨: ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ଚମକିବ ରାଜଧାନୀ । ନାଚଗୀତରେ ଝୁମିବେ ରାଜଧାନୀବାସୀ । ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଭୁବନେଶ୍ୱର ଭାଇବସ୍‌ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହା ସହ ଡିସେମ୍ବର ତୃତୀୟ ସପ୍ତାହରୁ ପୁଣି ପଥୋତ୍ସବ ଲେଉଟିବ ।…

ଖୁବଶୀଘ୍ର ନିଯୁକ୍ତ ହେବେ ୫ହଜାର ଡାକ୍ତର, ୩ହଜାର ପାରାମେଡିକାଲ ଷ୍ଟାଫ୍ : ସ୍ବାସ୍ଥ୍ୟମନ୍ତ୍ରୀ

କନକ ବ୍ୟରୋ: ମେଡିକାଲ ନିଯୁକ୍ତି ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଦୁଇଟି ସଂଶୋଧନ କରାଯାଇଛି। ଏହି କ୍ରମରେ ଖୁବଶୀଘ୍ର ୫୦୦୦ ଡାକ୍ତର, ୩୦୦୦ ପାରା ମେଡିକାଲ ଷ୍ଟାଫ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରିବେ ରାଜ୍ୟ ସରକାର । ଏଥିପାଇଁ ପ୍ରକ୍ରିୟା ଜାରି ରହିଛି । ୩୦ ଜିଲ୍ଲାରେ…

ଉଧୋଉନି ଓଡିଶା କ୍ରିକେଟ ; ଅଚିନ୍ତାରେ ଶୋଇଛନ୍ତି ସିଲେକ୍ଟର, ଅନ୍ଧାରରେ ଖେଳାଳିଙ୍କ ଭବିଷ୍ୟତ

କନକ ବ୍ୟୁରୋ: ନିକଟରେ ଓଡ଼ିଶା କ୍ରିକେଟ ଆସୋସିଏସନର ଘରୋଇ ଓପିଏଲ ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫ୍ ଦି ସିରିଜ୍ ହୋଇଥିଲେ। ଓଡ଼ିଶା ପାଇଁ ୬୦ରୁ ଅଧିକ ରଣଜୀ ଟ୍ରଫି ମ୍ୟାଚ୍ ଖେଳିଛନ୍ତି ଏହି ଆଲରାଉଣ୍ଡର । ଚୟନ ପ୍ରକ୍ରିୟା ଠିକ୍ ହେଉ ନଥିବା ଯୋଗୁଁ ଓଡିଶା ଟିମର ପ୍ରଦର୍ଶନ ସବୁବେଳେ ଖରାପ…

କଟକଣା ମାନୁନି ଆନ୍ଧ୍ରା ଟ୍ରଲର। ଅବାଧରେ ଚାଲିଛି ମାଛମରା ।

କନକ ବ୍ୟୁରୋ: ସମୁଦ୍ର ଭିତରେ କଟକଣା ମାନୁନି ଆନ୍ଧ୍ରା ଟ୍ରଲର। ନଭେମ୍ବର ୧ଠାରୁ ମେ ମାସ ଶେଷ ପର୍ଯ୍ୟନ୍ତ ସମୁଦ୍ରକୂଳ ଠାରୁ ୫ କିଲୋମିଟର ଭିତରେ ମାଛ ମାରିବା ସଂପୂର୍ଣ୍ଣ ନିଷେଧ ବୋଲି କଟକଣା ଜାରି କରିଛି ବନ ବିଭାଗ। ହେଲେ କଟକଣାକୁ ମାନୁନାହିଁ ଆନ୍ଧ୍ରା ମାଛଧରା ଟ୍ରଲର। ସମୁଦ୍ର…

ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ । ରାତି ଅନିଦ୍ରା ହୋଇ ଜଗି ରହିଛନ୍ତି ଗାଁ ଲୋକ ଓ ବନ ବିଭାଗ

କନକ ବ୍ୟୁରୋ: ବାଲେଶ୍ବର ନୀଳଗିରିରେ ହାତୀ ଆତଙ୍କ। ରାତିରେ ଶୁଆଇ ଦେଉନି ହାତୀ ପଲ। ମଶାଲ ଜାଳି, ଟାୟାର ଜାଳି ଜଗି ରହିଛି ବନବିଭାଗ ଓ ଗ୍ରାମବାସୀ। ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସି ନୀଳଗିରିରେ ତାଣ୍ଡବ କରୁଛନ୍ତି ୫୫ ଟିକିଆ ଝାଡଖଣ୍ଡୀ ହାତୀ ପଲ। କେତେବେଳେ ଗାଁ ମୁହାଁ ହେଉଛନ୍ତି ତ କେତେବେଳେ…