Breaking News

ରାଜ୍ୟସଭା ଉପନିର୍ବାଚନ: ପ୍ରାର୍ଥୀପତ୍ର ଦାଖଲ କରିବେ ବିଜେପିର ସୁଜିତ କୁମାର

ଭୁବନେଶ୍ବର: ଆଜି ବିଜେପି ପ୍ରାର୍ଥୀ ସୁଜିତ କୁମାର ରାଜ୍ୟସଭା ଉପନିର୍ବାଚନ ଲାଗି ବିଧାନସଭାରେ ପ୍ରାର୍ଥୀପତ୍ର ଦାଖଲ କରିବେ। ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ରହିବେ ବୋଲି ଜଣାଯାଇଛି। ସୁଜିତଙ୍କର କାର୍ଯ୍ୟକାଳ…

ଉଚ୍ଚାରଣରେ ନୁହେଁ, ଆଚରଣରେ ଆମକୁ ସତ୍‌ସଙ୍ଗୀ ହେବାକୁ ପଡ଼ିବ

ନିରାକାରପୁର: ଉଚ୍ଚାରଣରେ ନୁହେଁ, ଆମକୁ ଆଚରଣରେ ସତ୍‌ସଙ୍ଗୀ ହେବାକୁ ପଡ଼ିବ। ଆମର ଆଚରଣ ଓ ଜୀବନଧାରା ଏଭଳି ହେବ, ଯେପରି ଆମକୁ ଦେଖି ଜଣେ ଅନୁଭବ କରିପାରିବ କି ଆମେ ଶ୍ରୀଶ୍ରୀଠାକୁରଙ୍କ ଲୋକ। କାରଣ ଆମ ଭିତରେ ଠାକୁର ଅଛନ୍ତି। ରବିବାର ନିରାକାରପୁରରୁ ଓଡ଼ିଶା ପରିକ୍ରମାର ଶୁଭାରମ୍ଭ କରି ଭକ୍ତ…

ବୋମା ତିଆରି ବେଳେ ବିସ୍ଫୋରଣ ଘଟି ୩ ମୃତ

କୋଲକାତା: ଗତକାଲି ରାତିରେ ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାର ଖାର୍ତାଲା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସଂପୃକ୍ତ ଅଞ୍ଚଳରେ ବିସ୍ଫୋରଣ ଘଟି ତିନି ଜଣଙ୍କର ମୃତ୍ୟୁ ଘଟିଛି। ଏହି ବି‌ସ୍ଫୋରଣରେ ଆହୁରି ଅନେକ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି। ଜଣାପଡ଼ିଛି ଯେ ମାମୁନ୍‌…

ଅସହାୟ ‘ଆର୍କଟିକ୍‌’

ଅନେକ ରଣନୀତିଜ୍ଞ କହନ୍ତି ‌େଯ ‘ଆର୍କଟିକ୍‌’ର ଦୁଃସ୍ଥିତି ବା କଷଣ ସ୍ବାର୍ଥପର, ଲାଭାର୍ଥୀ ଓ ଏକଦେଶଦର୍ଶୀ ରାଷ୍ଟ୍ରନେତାମାନଙ୍କ ହିମୀକୃତ ହୃଦୟକୁ ହୁଏତ ତରଳାଇ ପାରିବ ନାହିଁ। ଅପର ପକ୍ଷରେ ଆବାସ ଓ ଖାଦ୍ୟ ହରା ଅସହାୟ ମେରୁ ଭଲ୍ଲୁକ ଶାବକଟିଏ ଉତ୍ତପ୍ତ ମେରୁ ଅଞ୍ଚଳରେ ଆଇସ୍‌କ୍ରିମଟିଏ…

କଥାଟିଏ-ଯାଯାବର: ସାଧୁଙ୍କ ଶିକ୍ଷା

ଗୋଟିଏ ଛୋଟ ଗାଁ ଥିଲା। ଥରେ ସେ ଗାଁ ଉପରେ ଶତ୍ରୁ ଆକ୍ରମଣ କରିବେ ବୋଲି ଶୁଣାଗଲା। ଛୋଟ ଗାଁର ଲୋକେ ପାଖରେ ରହୁଥିବା ଜଣେ ସାଧୁଙ୍କ ଶରଣ ପଶିଲେ। ସାଧୁ କହିଲେ- ଚିନ୍ତା ନାହିଁ। ତୁମ ଗାଁର ସବୁ ଲୋକ ମୋ ପାଖକୁ ଆସ। ମୁଁ ତୁମମାନଙ୍କୁ ଯୋଦ୍ଧାରେ ପରିଣତ କରିଦେବି। ସତକୁ ସତ ପର ଦିନ…

ଜାତୀୟ ଶିକ୍ଷା ନୀତିରେ ବିଦ୍ୟାଳୟ ଶିକ୍ଷା

ଜ୍ଞାନରଞ୍ଜନ ପଣ୍ଡା ଶିକ୍ଷା ହେଉଛି ସାମାଜିକ ବିକାଶ ଓ ଅର୍ଥନୈତିକ ପ୍ରଗତିର ଏକ ସଫଳ ମାଧ୍ୟମ। ଗରିବ ଓ ସମାଜର ଅବହେଳିତ ଓ ପଛୁଆ ବର୍ଗଙ୍କୁ ମୁଖ୍ୟସ୍ରୋତରେ ପହଞ୍ଚାଇବାରେ ଶିକ୍ଷା ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିପରି ଏକ ବ୍ୟକ୍ତିର ଗୁଣାତ୍ମକ ମାନ ସେହି ଦେଶର ଶିକ୍ଷା ବ୍ୟବସ୍ଥା…

ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଦାଦାବଟି: ଝିଅକୁ ଉଠାଇ ନେବାକୁ ଧମକ

ପୁରୀ: ସମୁଦ୍ରକୂଳ ଥାନା ଅଞ୍ଚଳରେ କେତେକ ଦୁର୍ବୃତ୍ତ ଜଣେ ହୋଟେଲ ମାଲିକଙ୍କୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିବା ସହ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଛନ୍ତି। ପତ୍ନୀ ବିରୋଧ କରିବାରୁ ତାଙ୍କୁ ମଧ୍ୟ ଅସଦାଚରଣ କରିଛନ୍ତି। ଏପରିକି ଦୁର୍ବୃତ୍ତମାନେ ତାଙ୍କ କଲେଜ ପଢ଼ୁଆ ଝିଅକୁ ଉଠାଇ ନେବେ…

ଶୀତ ସ୍ବତନ୍ତ୍ର

ଯଦିଓ ବିଳମ୍ବ ହୋଇଛି ତଥାପି ଥିରିଥିରି ହୋଇ ଶୀତ ଆସି ଦେହମନକୁ ରୋମାଞ୍ଚିତ କଲାଣି। ଶୀତ ଆସୁଆସୁ ବଦଳି ଗଲାଣି ଆମ ହାବଭାବ, ଚାଲିଚଳଣ, ଖାଦ୍ୟପେୟ ଓ ଫ୍ୟାସନ୍‌। ଉଷୁମ ଖାଦ୍ୟ ପ୍ରତି ଆକର୍ଷଣ ବଢ଼ିଥିବା ବେଳେ କୋଲ୍‌ଡ୍ରିଙ୍କସ୍‌ ପରି ମୃଦୁପାନୀୟ ଆଉ ତୁଣ୍ଡକୁ ସୁଆ‌ଦ ଲାଗୁନି। ତା’ସ୍ଥାନ…

ଉପକାରୀ ଅଁଳା

ଭାରତରେ ଶୀତଋତରେ ପ୍ରଚୁର ଅଁଳା ବଜାରକୁ ଆସିଥାଏ। ହାତପାହାନ୍ତାରେ ସହଜରେ ମିଳୁଥିବା ଏହି ଛୋଟିଆ କୋଳିଟି ଆମ ସ୍ବାସ୍ଥ୍ୟ ଓ ସୌନ୍ଦର୍ଯ୍ୟ ପାଇଁ ଏକ ବରଦାନ କହିଲେ ଅତ୍ୟୁକ୍ତି ହେବନାହିଁ। ଗୋଟିଏ ଅଁଳାରେ ୬୦୦ରୁ ୭୦୦ ମିଲିଗ୍ରାମ୍‌ ଭିଟାମିନ୍‌-ସି ରହିଥାଏ। ଏହା ହୃଦୟର ସ୍ବାସ୍ଥ୍ୟ ଭଲରଖେ।…

ଚମତ୍କାର ୨୪: ୮୦ ହଜାର ଟପିଲା ସୁନା, ସେଞ୍ଚୁରି ମାରିଲା ଟମାଟୋ

୨୦୨୪କୁ ବଜାର ଓ ଅର୍ଥନୀତି ଦୃଷ୍ଟିରୁ ଏକ ଅସ୍ଥିରତାର ବର୍ଷ ଭାବେ ସ୍ମରଣ କରାଯିବ। ଏହି ବର୍ଷ ଷ୍ଟକ୍ ବଜାର, ସୁନା ଓ ରୁପା ଦର, ଟମାଟୋ, ଡାଲି ଓ ତେଲ ଆଦି ଦାମ୍‌ରେ ଘୋର ଅସ୍ଥିରତା ଦେଖିବାକୁ ମିଳିଥିଲା। ଏକ ସମୟରେ ସେନ୍‌ସେକ୍ସରେ ହ୍ରାସ ଓ ସୁନା ଦରରେ ବୃଦ୍ଧି ଚିନ୍ତାର କାରଣ ପାଲଟିଥିଲା।…