Breaking News

ଡଗ୍‌ ସୋ ଉଦ୍‌ଯାପିତ: ମନ ଜିଣିଲେ ‘ଟିକ୍‌ ଟିକ୍‌ ବୁମ୍‌’,‘ଏମ୍’

ଭୁବନେଶ୍ୱର: ସୁନ୍ଦର ଚେହେରାକୁ ଭିନ୍ନ ଭିନ୍ନ ଶୈଳୀରେ କଟା ହୋଇଥିଲା ଚୁଟି। କିଏ ବିଭିନ୍ନ ଅଙ୍ଗଭଙ୍ଗୀରେ ଚାଲି ଚାଲି ଯାଉଥିଲେ ତ ଆଉ କିଏ ଅଖି ଲାଖିବା ଭଳି ‌କୌଶଳ ଦେଖାଉଥିଲା। ହେଲେ ସମସ୍ତଙ୍କ ମନ କିଣିଥିଲା ଦେଢ଼ ବର୍ଷୀୟ ‘ଟିକ୍‌ ଟିକ୍‌ ବୁମ’ ଓ ବଡ଼ ଭଉଣୀ ‘ଏମ୍’। ସିହ୍-ଜୁ ବ୍ରିଡର…

ସାଲିଆସାହି ରୁଦ୍ର ମୃତ୍ୟୁ ମାମଲା: ବେକକୁ ଗାମୁଛାରେ ଭିଡ଼ି ମାରିଦେଲା ସାଙ୍ଗ

ଭୁବନେଶ୍ବର: ସାଲିଆସାହି ରୁଦ୍ରମଣି ଡାକୁଆ(୨୫)ଙ୍କ ସନ୍ଦେହଜନକ ମୃତ୍ୟୁ ପଛର ପର୍ଦ୍ଦାଫାସ କରିଛି ମୈତ୍ରୀବିହାର ଥାନା ପୁଲିସ। ନିଜ ଗାଁର ପିଲାଦିନର ସାଙ୍ଗ ସ୍ବରାଜ ନାୟକ(୨୫) ଗାମୁଛାରେ ତଣ୍ଟିକୁ ଭିଡ଼ି ରୁଦ୍ରକୁ ହତ୍ୟା କରିଥିବା ନେଇ ନିଜେ ସ୍ବୀକାର କରିଛି। ଶବ ପଞ୍ଚନାମା ଓ ବ୍ୟବଚ୍ଛେଦ…

ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା, ଗୋଟିଏ ଜୁଇରେ ଆଗ ପଛ ଦୁଇ ଜଣଙ୍କ ଶବଦାହ

ବନ୍ଧୁଗାଁ: କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡି ପଞ୍ଚାୟତ ଝାରାପା ଗାଁରେ ଆଜି ଜଣେ ଲୋକଙ୍କ ମୃତ୍ୟୁ ପରେ ତାକୁ ଗୁଣି କରିଥିବା ସନ୍ଦେହରେ ଆଉ ଜଣକୁ ହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ସକାଳେ ଗାଁର ଜାଙ୍ଗମା ମିଣ୍ୟାକାଙ୍କ ଦେହ ଅସୁସ୍ଥ ଥିବାରୁ ହଠାତ ନିଜ ଘରେ ମୃତ୍ୟୁ ହୋଇଯାଇଥିଲା।…

ଦୁଇ ଧାନ ଚୋରଙ୍କୁ ବେକରେ ଜୋତାମାଳ ପିନ୍ଧାଇ ଗାଁ ଦାଣ୍ଡରେ ବୁଲାଇଲେ ଗ୍ରାମବାସୀ

ତେଲକୋଇ: ଗତକାଲି ରାତିରେ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମକାଣ୍ଡ ପଞ୍ଚାୟତ ଡିମିରିମୁଣ୍ଡା ଗ୍ରାମର ସୁରେଶ ପଧାନଙ୍କ ଘର ଝରକା ଭାଙ୍ଗି ଗ୍ରାମର ଦୁଇ ଜଣ ଯୁବକ ବାବୁଲି ପଧାନ ଓ ଅଖି ପଧାନ ୮ ବସ୍ତା ଧାନ ଚୋରି କରିଥିଲେ। ପରିବାର ଲୋକେ ଘରେ ଶୋଇଥିବା ବେଳେ ରାତି ପ୍ରାୟ ୧୧ଟା ବେଳେ ଏହି…

ଘର ଭିତରେ ଜଳିଗଲା ୪ ବାଇକ୍, ନିଆଁକୁ ଆୟତ୍ତ କଲେ ଦମକଳ ବାହିନୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବ୍ୟାଟେରି ବାଇକ ହେଲା କାଳ। ବ୍ୟାଟେରି ବାଇକ ଚାର୍ଜ କରୁକରୁ ସର୍ଟ ସର୍କିଟରୁ ଜଳିଗଲା ଅନ୍ୟ ୩ ବାଇକ୍। ଘର ଭିତରେ ହଠାତ ଜଳିଗଲା ୪ ବାଇକ୍। ସୁନ୍ଦରଗଡ଼ ସହର ଆରଏଚଏସ କଲୋନିରେ ଅଭାବନୀୟ ଘଟଣା ଦେଖିବାକୁ…

ପୁରୀ ବିଚ୍‌ ମାରାଥନ୍‌: ଭାଗନେଲେ ୫ଶହ କ୍ରୀଡ଼ାବିତ୍‌

ପୁରୀ: ଭୁବନେଶ୍ବର ସାଇକ୍ଲିଂ ଆଣ୍ଡ୍‌ ଆଡ୍‌ଭେଞ୍ଚର୍‌ କ୍ଲବ୍‌ (ବିସିଏସି) ପକ୍ଷରୁ ଆୟୋଜିତ ‘ପୁରୀ ବିଚ୍‌ ମାରାଥନ୍‌’ ଚତୁର୍ଥ ସଂସ୍କରଣରେ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ। ରାଜ୍ୟ, ଦେଶ ଓ ଦେଶ ବାହାରୁ ୫ଶହ କ୍ରୀଡ଼ାବିତ୍‌ ଅଂଶଗ୍ରହଣ କରିଥିବା ବେଳେ ୮୦ ଜଣ…

୧୦ରେ ଛତିଶା ନିଯୋଗ ବୈଠକ: ୧୬ରୁ ରତ୍ନଭଣ୍ଡାର ମରାମତି

ପୁରୀ: ଆସନ୍ତା ୧୬ ତାରିଖରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆରମ୍ଭ ହେବ। ରତ୍ନଭଣ୍ଡାର ମରାମତି ପାଇଁ ଦୈନିକ ୫ରୁ ୬ ଘଣ୍ଟା ସମୟ ଆବଶ୍ୟକ କରୁଛି ଏଏସ୍‌ଆଇ। ତେଣୁ ଆସନ୍ତା ୧୦ ତାରିଖରେ ଛତିଶା ନିଯୋଗର ବୈଠକ ବସିବ। ମହାପ୍ରଭୁଙ୍କ ନୀତିକାନ୍ତି ପ୍ରଭାବିତ ନ ହୋଇ ମରାମତି ପାଇଁ ସମୟ ବାହାର…

କଟକରେ ଡ୍ରେନ୍ କାମ ବେଳେ ଅଘଟଣ: ପାଚେରି ଭୁଶୁଡ଼ି ଶ୍ରମିକ ମୃତ, ଜଣେ ଗୁରୁତର

କଟକ: ବିନା ସୁରକ୍ଷା ବ୍ୟବସ୍ଥା ଓ ସୂଚନା ଫଳକ ନଥାଇ ଚାଲିଥିଲା ଡ୍ରେନ୍ କାମ। ନିର୍ମାଣ ସମୟରେ ଠିକାଦାର କିମ୍ବା ସୁପରଭାଇଜର୍‌ କେହି ନଥିଲେ। କେବଳ ୫ଜଣ ଶ୍ରମିକ କାମ କରୁଥିଲେ। ମାଟି ତାଡ଼ୁଥିବା ସମୟରେ ହଠାତ୍‌ ପାଚେରି ଗଳିରାସ୍ତା ଉପରକୁ ଧସିଗଲା। ଚାପି ହୋଇଗଲେ ୨ଜଣ ଶ୍ରମିକ। ଜଣେ…

ସାଟେଲାଇଟ୍‌ ଧରିଲା, ୬୦% ପ୍ଲଟ୍‌ ମିଛ: ମଣ୍ଡିରେ ଧାନ ବିକ୍ରି ପାଇଁ ଚକ୍ରାନ୍ତ

ନବରଙ୍ଗପୁର: ସାଟେଲାଇଟ୍‌ ସର୍ଭେରୁ ନକଲି ଚାଷୀଙ୍କ ଅସଲି କାରନାମା ଧରାପଡ଼ିଛି। ଖାଲି ପଡ଼ିଆ ତଥା ଅନ୍ୟ ଫସଲ ହୋଇଥିବା ଜମିକୁ ଧାନ ଚାଷ ବୋଲି ଦର୍ଶାଇଥିଲେ। ଧରାପଡ଼ିବା ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ନକଲି ଚାଷୀ ବେଫିକର। ଅନ୍ୟପଟେ ମିଛ ପ୍ଲଟ୍‌ ସନ୍ଧାନ କରି ନାକେଦମ…

ଢେଙ୍କାନାଳ ଜିଲ୍ଲାରେ ସଙ୍ଗିନ୍‌ ସ୍ଥିତି: ୫ ବର୍ଷରେ ୨୨୮୯ ନାବାଳିକା ଗର୍ଭବତୀ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ନାବାଳିକା ଗର୍ଭବତୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏଥିରେ ଲଗାମ୍‌ ଲଗାଇବା ପାଇଁ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି। ଜିଲ୍ଲାରେ ମହିଳା ଓ ଶିଶୁ ବିକାଶ ବିଭାଗର ବିଭିନ୍ନ ଶାଖା, ସ୍କୁଲ୍‌ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ବିଭାଗ ଓ ଶିଶୁ ମଙ୍ଗଳ କମିଟି…