Breaking News

ରାଜ୍ୟସଭାରୁ କାହାକୁ ପଠାଇବ ବିଜେପି । ଆଜି ପ୍ରାର୍ଥୀଙ୍କ ନାଁ ଘୋଷଣା କରିପାରେ ଦଳ

କନକ ବ୍ୟୁରୋ: ଆଜି ଓଡ଼ିଶାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିବ ବିଜେପି। ରାଜ୍ୟସଭା ରେସରେ ଆଗରେ ଅଛନ୍ତି ସୁଜିତ କୁମାର। ସେପଟେ ରେସରେ ନଥିବା ସ୍ପଷ୍ଟ କରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। କହିଛନ୍ତି, ଏଭଳି ଚର୍ଚ୍ଚାର କୌଣସି ମୂଲ୍ୟ ନାହିଁ। ରାଜ୍ୟସଭା ସାଂସଦ ସୁଜିତ…

ବାଂଲାଦେଶରେ ବଢୁଛି ହିନ୍ଦୁଙ୍କ ଉପରେ ଆକ୍ରମଣ । ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରି

କନକ ବ୍ୟୁରୋ: ବାଂଲାଦେଶ ଯିବେ ବୈଦେଶିକ ସଚିବ । ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ବାରମ୍ବାର ଆକ୍ରମଣ ହେଉଛି ଏବଂ ଅନେକ ହିନ୍ଦୁ ମନ୍ଦିରକୁ ମୌଳବାଦୀମାନେ ଟାର୍ଗେଟ କରିଛନ୍ତି। ଭାରତ ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଡିସେମ୍ବର ୯ରେ ବାଂଲାଦେଶ ଗସ୍ତରେ ଯିବେ। ଏହି ଗସ୍ତ ସମୟରେ ମିସ୍ତ୍ରୀ…

ଇଣ୍ଡିଆ ମେଣ୍ଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । ମମତା କହିଲେ, ମୁଁ ଗଢ଼ିଛି ମେଣ୍ଟ

କନକ ବ୍ୟୁରୋ: ଇଣ୍ଡିଆ ମେଣ୍ଟକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ। କହିଲେ ମୁଁ ଗଢିଛି ଇଣ୍ଡିଆ ମେଣ୍ଟ। ଦରକାର ପଡିଲେ ଆଗକୁ ନେବି ନେତୃତ୍ବ। ଏକ ନ୍ୟୁଜ୍ ଚ୍ୟାନେଲକୁ ସାକ୍ଷାତକାରବେଳେ ଏଭଳି ବୟାନ ରଖିଛନ୍ତି ମମତା। ହରିୟାଣା ଓ ମହାରାଷ୍ଟ୍ର ନିର୍ବାଚନରେ ଶୋଚନୀୟ ପରାଜୟକୁ ନେଇ…

ସରକାରଙ୍କୁ ଗୋଟିଏ ଦିନର ସମୟ ଦେଲେ କୃଷକ । ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ

କନକ ବ୍ୟୁରୋ: ଆସନ୍ତାକାଲି ପର୍ଯ୍ୟନ୍ତ ଆନ୍ଦୋଳନକୁ ସ୍ଥଗିତ ରଖିଛନ୍ତି ଚାଷୀ। ସରକାରଙ୍କୁ ଦେଇଛନ୍ତି ଗୋଟିଏ ଦିନ ସମୟ। ଏହା ଭିତରେ ଦାବି ପୂରଣ ନହେଲେ ଆସନ୍ତାକାଲି ପୁଣି ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ରବିବାର ଦିନ ୧୨ଟାରେ ପୁଣି ଥରେ ଆନ୍ଦୋଳନ ଓ ପଦଯାତ୍ରା ଆରମ୍ଭ କରିବେ ବୋଲି…

ଡାକ୍ତରଙ୍କୁ ବି ଛାଡ଼ିଲେନି ଦଲାଲ । ଘରଭଡ଼ା ଦେବା ନାଁରେ ନେଇଗଲେ ଟଙ୍କା..

କନକ ବ୍ୟୁରୋ: ଡେଣ୍ଟିଷ୍ଟଙ୍କୁ ଛାଡିଲେନି ଦଲାଲ। ଘରଭଡା ଦେବା ନାଁରେ ନେଇଗଲେ ଟଙ୍କା। ହେଲେ ନା ଘର ମିଳିଲା, ନା ଟଙ୍କା ଫେରାଇଲା। ଏଭଳି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ବରରେ । ଇନ୍ଫୋସିଟି ଥାନାରେ ଏ ନେଇ ଅଭିଯୋଗ ପରେ ମଧ୍ୟ ନ୍ୟାୟ ଆଶାରେ ବାରଦୁଆର ବୁଲୁଛନ୍ତି ଡେଣ୍ଟିଷ୍ଟ…

କୋଣାର୍କ ସୂର୍ଯ୍ୟମନ୍ଦିରରେ ଏଏସଆଇ । ଗର୍ଭଗୃହରୁ ବାଲି କାଢ଼ିବା ପ୍ରକ୍ରିୟାର ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଲେ ଟିମ୍

କନକ ବ୍ୟୁରୋ: ସୂର୍ଯ୍ୟ ମନ୍ଦିରରୁ ବାଲି କାଢିବା, ସଂରକ୍ଷଣ ଓ ରକ୍ଷଣା ବେକ୍ଷଣକୁ ନେଇ ଏଏସଆଇର ଉଚ୍ଚସ୍ତରୀୟ ବୈଠକ ହେବ । ଏଏସଆଇର ଅତିରିକ୍ତ ଡିଜି ଜାହ୍ନବୀ ଶର୍ମାଙ୍କ ଅଧ୍ୟକ୍ଷତାରେ ବୈଠକରେ ଏଏସଆଇ ସୁପରିଟେଣ୍ଡେଣ୍ଟ ଜି ବି ଗଡ଼ନାୟକ ଓ ଅନେକ ବିଶେଷଜ୍ଞଙ୍କ ସହ ସରକାରୀ ଅଧିକାରୀ ଉପସ୍ଥିତ…

ଅସଲି ବ୍ରାଣ୍ଡରେ ଚାଲିଥିଲା ନକଲି ଚା’ପତି କାରବାର । ଚଢ଼ଉ କରି ଜବତ କଲା ପୋଲିସ

କନକ ବ୍ୟୁରୋ: ଅସଲି ବ୍ରାଣ୍ଡରେ ଚାଲିଥିଲା ନକଲି ଚା’ ପତି କାରବାର । ଚଢ଼ଉ କରି ବିପୁଳ ପରିମାଣର ନକଲି ଚା’ ଜବତ କଲା ପୋଲିସ । ଅଟୋ ପାର୍ଟସ ବ୍ୟବସାୟ ନାମରେ ଚାଲିଥିଲା ନକଲି ଚା ବ୍ୟବସାୟ । ଟାଟା କମ୍ପାନୀର ବ୍ରାଣ୍ଡକୁ ନକଲ କରି ଦୀର୍ଘ ୧୫ ବର୍ଷ ବେପାର କରୁଥିଲେ ଜଳେଶ୍ୱର ଅଗ୍ରୱାଲା ଛକରେ…

ମୟୂରଭଞ୍ଜକୁ ୩ ରେଳ ପ୍ରକଳ୍ପ ଭେଟି ଦେଲେ ସରକାର

ମୟୂରଭଞ୍ଜ,୭ା୧୨: ମୟୂରଭଞ୍ଜ ବାଙ୍ଗିରିପୋଷିରେ ୩ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ବାଙ୍ଗିରିପୋଷି-ଗୋରୁମହିଷାଣୀ, ବୁଡ଼ାମରା-ନ୍ୟୁଜାମଶୋଳା ପ୍ରକଳ୍ପ-ବାଦାମପାହାଡ଼-କେନ୍ଦୁଝରଗଡ଼ ରେଳ ଲାଇନର ଭିତ୍ତିପ୍ରସ୍ତର ସ୍ଥାପନ…

ଭିଆର୍‌ଏସ୍‌ ଧାରା

ଶାସନର ମଜଭୁତ ଢାଞ୍ଚା ଭାବେ ବିଚାର କରାଯାଉଥିବା ଭାରତର ଅମଲାତନ୍ତ୍ର ବିଚିତ୍ର ଘଟଣାର ସମ୍ମୁଖୀନ ହେଉଛି। ବହୁ ସଂଖ୍ୟାର ଅଧିକାରୀମାନେ ଏହାକୁ ଛାଡ଼ି ନୂଆ କ୍ଷେତ୍ରକୁ ଚାଲିଯାଉଥିବା ଦେଖାଯାଉଛି। ମୋଦି ଶାସନରେ ଅନେକ ଶହ ଅଧିକାରୀ ବିଶେଷକରି ଭାରତୀୟ ରାଜସ୍ବ ସେବା (ଆଇଆର୍‌ଏସ୍‌)ରୁ…

ପଞ୍ଚାୟତ ଦୃଢ଼ୀକରଣରେ ବାଧା କେଉଁଠି

ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ହେଉଛି ତୃଣମୂଳ ପରିବାରଠାରୁ ଗ୍ରାମ୍ୟ ଉନ୍ନୟନ ବିକାଶର ପରିଚୟ। କିନ୍ତୁ ଏ ପରିଚୟ ହରାଇବାକୁ ବସୁଛି ଓଡ଼ିଶା। ପଞ୍ଚାୟତ ପ୍ରତି ଦିନକୁ ଦିନ ଲୋକଙ୍କ ବିଶ୍ୱାସ ତୁଟିବାରୁ ବ୍ଲକ ହେଉ ଅବା ଜିଲାପାଳଙ୍କଠାରେ ଦିନକୁ ଦିନ ଅଭିଯୋଗ ବଢ଼ିବାରେ ଲାଗିଛି। ତାହା…