Breaking News

ଅଭିଭାବକଙ୍କ ଦାୟିତ୍ୱ

ପ୍ରଚଳିତ ଅର୍ଥରେ ଶାସନ ମାନେ ନିୟନ୍ତ୍ରଣ, ତିରସ୍କାର ଅଥବା ଦଣ୍ଡବିଧାନ। କିନ୍ତୁ ଶାସନର ପ୍ରକୃତ ଅର୍ଥ ହେଲା- କୌଣସି ଜୀବନୀୟ ଅନୁଶାସନ ବା ବିଧି-ବିଧାନରେ ନିୟନ୍ତ୍ରିତକରି ଶାସିତର ଜୀବନରେ ମଙ୍ଗଳ ବିଧାନ କରିବା। ସୁତରାଂ ଯେତେବେଳେ ପିତାମାତା ଅଥବା ଅନ୍ୟ କୌଣସି ଅଭିଭାବକ କିମ୍ବା…

ମୁଖ୍ୟମନ୍ତ୍ରୀ ହେବା ପରେ ଶିନ୍ଦେଙ୍କ ଗୁମର ଫିଟାଇଦେଲେ ଫଡନଭିସ, ରାଜନୀତିରେ ହଲଚଲ!

ମୁମ୍ବାଇ,୭।୧୨: ମହାରାଷ୍ଟ୍ରରେ ଦୀର୍ଘ ଦିନର ସସପେନ୍ସ ପରେ ଦେବେନ୍ଦ୍ର ଫଡନଭିସ ଶେଷରେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଶେଷ ଯାଏ ଉପ ମୁଖ୍ୟମନ୍ତ୍ରୀ ପଦ ପାଇଁ ଅରାଜି ଥିବା ଏକନାଥ ଶିନ୍ଦେ, ଅଜିତ ପାୱାରଙ୍କ ସହ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସରକାର ଗଠନରେ ଏତେ ବିଳମ୍ବ…

ତୁରନ୍ତ ଦେଶ ଛାଡ:ଏହି ଦେଶରେ ଫସିଥିବା ଲୋକଙ୍କୁ ଆଡଭାଇଜରି ଜାରି କଲା ଭାରତ

ନୂଆଦିଲ୍ଳୀ,୭।୧୨: ସିରିଆରେ ବିଦ୍ରୋହୀଙ୍କ ଦ୍ୱାରା ବୃଦ୍ଧି ପାଉଥିବା ଆକ୍ରମଣ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁକୁ ଦୃଷ୍ଟିରେ ରଖି ଭାରତ ସରକାର ଏହାର ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ଭାରତୀୟ ନାଗରିକମାନଙ୍କୁ ପରାମର୍ଶ ଦିଆଯିବା ପର୍ଯ୍ୟନ୍ତ ସିରିଆ ଯାତ୍ରା ନ…

ଭୋଟର ତାଲିକାରୁ ନାଁ କଟାଯିବା ଗଣତନ୍ତ୍ରକୁ ବିପଦ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୭ା୧୨:ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ଭୋଟର ତାଲିକାରୁ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଶୁକ୍ରବାର ଅଭିଯୋଗ କରିଛନ୍ତି। ଆମ ଆଦ୍‌ମୀ ପାର୍ଟି ଆବାହକ କେଜ୍‌ରିଓ୍ବାଲ କହିଛନ୍ତି, ଶହଦର ଅଞ୍ଚଳରୁ ୧୧,୦୧୮ ଜଣଙ୍କ…

ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ହତ୍ୟାକଲେ ଛାତ୍ର

ଛତରପୁର,୭ା୧୨:ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍‌ ଏସ୍‌.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍‌ରେ…

ନାମକୁ ମାତ୍ର ଗବେଷଣା କେନ୍ଦ୍ର, ନଳିତା ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ

ପଟ୍ଟାମୁଣ୍ଡାଇ,୭ା୧୨( କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ସରକାରୀ ପ୍ରୋତ୍ସାହନ ଅଭାବରୁ ନଳିତା ଚାଷ ପ୍ରତି ଚାଷୀ ବିମୁଖ ହେଉଛନ୍ତି। ଯେଉଁ କେତେଜଣ ଚାଷୀ ଚାଷ କରୁଛନ୍ତି ଝୋଟର ଉଚିତ ଦାମ ନ ମିଳିବାରୁ ସେମାନେ ମଧ୍ୟ ହତାସ ହୋଇ ପଡ଼ିଲେଣି। ନଳିତା ଚାଷ ଲାଭ ଜନକ…

ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ

ଭୁବନେଶ୍ୱର,୭ା୧୨(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ବୈଠକରେ ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ…

ମର୍ଣ୍ଣିଂ ୱାକ୍‌ରେ ଯାଇଥିବା ବେଳେ ଗୁଳିମାଡ଼‌ରେ ବ୍ୟବସାୟୀ ମୃତ

ନୂଆଦିଲ୍ଲୀ: ଶନିବାର ପୂର୍ବାହ୍ନରେ ଉତ୍ତର-ପୂର୍ବ ଦିଲ୍ଲୀର ଶାହଦରାଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଜଣେ ବ୍ୟବସାୟୀ ସକାଳୁ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ବାଇକ୍ ଯୋଗେ ଆକ୍ରମଣକାରୀଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଛନ୍ତି। ଏହି ଘଟଣାର ତଦନ୍ତ କରି ପୁଲିସ୍‌ କହିଛି ଯେ ସେ…

ଏଏସଓ ଚାକିରି ବିକ୍ରି ପ୍ରସଙ୍ଗ ତାତି: ସାଢ଼େ ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ବର: ଏଏସଓ ଚାକିରି ବିକ୍ରି ପ୍ରସଙ୍ଗକୁ ନେଇ ବିଧାନସଭାରେ ଶନିବାର ଗୃହକାର୍ଯ୍ୟ ଆରମ୍ଭରୁ ହଟ୍ଟଗୋଳ ସୃଷ୍ଟି ହୋଇଥିଲା। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଇଥିବା ବିବୃତିକୁ ବିରୋଧ କରି ବିଜେଡି ସଦସ୍ୟମାନେ ହଟ୍ଟଗୋଳ କରିବା ସହିତ ନାରାବାଜି କରିଥିଲେ। ଏହା ପରେ ଗୃହକୁ…

ରାଜ୍ୟରେ ତାପମାତ୍ରା କମିବ: ୯ରୁ ବଢିବ ଶୀତ

ଭୁବନେଶ୍ୱର: ଶୀତ ପୁଣି ଫେରିବ। ରାଜ୍ୟରେ ତାପମାତ୍ରା କମିବ। ଶନିବାରଠାରୁ ରାତି ତାପମାତ୍ରା ୨ରୁ ୪ ଡିଗ୍ରି ହ୍ରାସ ପାଇବା ସହିତ ଥଣ୍ଡା ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ପୁଣି ବଢ଼ିବ ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।…