Breaking News

ପିତା ଓ ପୁତ୍ର

ଆମେରିକା ଭଳି ଭାରତର ରାଷ୍ଟ୍ରପତି ମଧ୍ୟ ରାଜକ୍ଷମା ପ୍ରଦାନ ଅଧିକାର ଉପଭୋଗ କରିଥାନ୍ତି ତଥା ନିୟମିତ ଭାବରେ କାର୍ଯ୍ୟକାରୀ କରିଥାନ୍ତି। କିନ୍ତୁ ବିଗତ ୭୫ ବର୍ଷର ସାଧାରଣତନ୍ତ୍ର ଇତିହାସରେ ଭାରତର କୌଣସି ରାଷ୍ଟ୍ରପତି ଥରଟିଏ ହେଲେ ମଧ୍ୟ ନିଜର କୌଣସି ଆତ୍ମୀୟସ୍ବଜନଙ୍କୁ ଏହାଦ୍ବାରା ଉପକୃତ…

କଥାଟିଏ-ଯାଯାବର: ଈଶ୍ବର ଭରସା

ଜଣେ ପର୍ବତାରୋହୀଙ୍କୁ ଯେତେବେଳେ ପଚରାଗଲା ଉଚ୍ଚ ପର୍ବତାରୋହଣ କରୁଥିବା ବେଳେ ଅତ୍ୟନ୍ତ କଠିନ ପରିସ୍ଥିତିରେ ଏବଂ ଟିକିଏ ଭୁଲ ହେଲେ ପ୍ରାଣ ଯିବାର ସମସ୍ତ ସମ୍ଭାବନା କାଳରେ କ’ଣ ମନେ ହୋଇଥାଏ? ସେ କହିଲେ- ମନେ ହୁଏ ଯେ କେବଳ ଈଶ୍ବର ହିଁ ଭରସା। କିନ୍ତୁ ସେ ଭରସା ବି ରହେନାହିଁ। ତା…

ପୁଣ୍ୟ ମାସରେ ‘କାଟ୍‌ଲ କ୍ଲାସ୍‌’

ସତ୍ୟନାରାୟଣ ଗନ୍ତାୟତ ଜାଣୁ, ଆପଣ ପଚାରିବେ ଯେ ପୁଣ୍ୟ ମାସ ବୋଇଲେ କାର୍ତ୍ତିକ ମାସ ତ ସରିଗଲା, ଏବେ ପୁଣି ଏ ପୁଣ୍ୟ ମାସର ଚର୍ଚ୍ଚା କିଆଁ? କଥା ହେଲା ଆମ ସହରର ନାମ ହେଉଛି ଗଡ଼ଗଡ଼ା ସହର। ଏଠି ଲୋକେ ଧର୍ପପ୍ରାଣ ବୋଲି ଆଖପାଖ ଲୋକେ ଜାଣନ୍ତି। ତେଣୁ, ପୁଣ୍ୟ ମାସ ସରିବାର ଢେର ଦିନ ପରେ…

ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାନେ ଦୋଷୀକୁ ମୃତ୍ୟୁ ଦଣ୍ଡାଦେଷ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗାନା ଜିଲ୍ଲାରେ ଜଣେ ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୯ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଗତ ଅକ୍ଟୋବର ୫ ତାରିଖରେ ମହିଷାମାରିରେ ଏହି ଅପରାଧ ଘଟିବାର ଏକ ଘଣ୍ଟା ପରେ ଅଭିଯୁକ୍ତ…

ବାଂଲାଦେଶ ନାବାଳିକା ଚାଲାଣ ଘଟଣା: ମୟୂରଭଞ୍ଜରୁ ଗିରଫ ହେଲା ସୁନିତା ଓରଫ୍‌ ଦିଦି

କଟକ: ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବାଂଲାଦେଶ ନାବାଳିକା ଚାଲାଣ ଘଟଣାରେ ସଂପୃକ୍ତ ଦିଦି ଓରଫ ସୁନିତା ଦାସକୁ ପୁଲିସ ଗିରଫ କରିଛି। ଦିଦି ହେଉଛି ବାରିପଦାରେ ନାବାଳିକାଙ୍କୁ ୨୨ ଦିନ ଦେହ ବ୍ୟବସାୟରେ ନିୟୋଜିତ କରିବା ଘଟଣା ପଛର କାର୍ପଟଦାର୍। ବାରିପଦା ଭଞ୍ଜପୁର ଥାନା…

୪୦୦ କଏଦୀଙ୍କ ୩୦ଦିନର ସଜା କୋହଳ: ଉତ୍ତମ ଆଚରଣରୁ ନିଷ୍ପତ୍ତି ନେଲେ ଜେଲ୍‌ ଡିଜି

ଭୁବନେଶ୍ବର: ଚଳିତ ମାସ ୧୦ ତାରିଖରେ ପାଳିତ ହେବ ଜେଲ୍‌ ପ୍ରତିଷ୍ଠା ଦିବସ। ଏହାକୁ ଦୃଷ୍ଟିରେ ରଖି ଜେଲ୍‌ ବିଭାଗ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି। ବିଭାଗୀୟ ଡିଜିଙ୍କ କ୍ଷମତା ବଳରେ ରାଜ୍ୟର ୮୭ ଜେଲ୍‌ରେ ଥିବା ୪୦୦ରୁ ଅଧିକ କଏଦୀଙ୍କ ସଜା କମ୍‌ ହେବାକୁ ଯାଉଛି। ଜେଲ୍‌ରେ ଉତ୍ତମ ଆଚରଣ…

ଶାଶୂଘର ସାମନାରେ ବୋହୂର ଜୁଇ: ହତ୍ୟା ଅଭିଯୋଗରେ ସ୍ବାମୀ କୋର୍ଟ ଚାଲାଣ, ଶାଶୂ-ଶ୍ବଶୁର ଫେରାର

ଭୋଗରାଇ: ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ଅଧୀନ ଗୁନାଇବସାଣ ପଞ୍ଚାୟତ ହରିପୁର ଗ୍ରାମର ସସ୍ମିତା ମାହାନା (୨୪)ଙ୍କୁ ଶାଶୂଘର ଲୋକେ ହତ୍ୟା କରିଥିବା ଗୁରୁବାର ଅଭିଯୋଗ ହୋଇଥିଲା। ଘରେ ତାଲା ପଡ଼ିଥିବା ବେଳେ ବାପଘର ଲୋକ ଶାଶୂଘର ସମ୍ମୁଖରେ ଶେଷକୃତ୍ୟ ସଂପନ୍ନ କରିଛନ୍ତି। ସସ୍ମିତାଙ୍କୁ…

ଏସିଏଫ୍‌ଙ୍କ ଘରୁ ବାହାରିଲା ନଗଦ ୧୪.୭୧ ଲକ୍ଷ ଟଙ୍କା

ସମ୍ୱଲପୁର: ହୀରାକୁଦ ବନ୍ୟପ୍ରାଣୀ ବିଭାଗର ସହଯୋଗୀ ବନସଂରକ୍ଷକ (ଏସିଏଫ) ରେବତୀ ରମଣ ଯୋଶୀଙ୍କ ଅଚଳାଚଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଛି। ସମ୍ବଲପୁର ଅଇଁଠାପାଲିରେ ତାଙ୍କର ୧.୮ କୋଟି ଟଙ୍କାର ଭବ୍ୟ ତିନିମହଲା କୋଠା ସହିତ ସମ୍ବଲପୁର, ବରଗଡ଼ ଓ ଭୁବନେଶ୍ବରରେ ଏକାଧିକ ପ୍ଲଟ୍‌ ଓ ଫ୍ଲାଟ୍‌…

ଚମତ୍କାର ୨୪: ଲେଉଟାଣି ବେଳ

୨୦୨୪କୁ ଲୋକମାନେ ପ୍ରତ୍ୟାବର୍ତ୍ତନର ବର୍ଷ ଭାବେ ମନେ ରଖିବେ। ଅର୍ଥନୈତିକ ଓ ବ୍ୟାବସାୟିକ କାରଣ ଲାଗି ଦେଶ ତଥା ରାଜ୍ୟରୁ ମୁହଁ ଫେରାଇଥିବା ଅନେକ ସଂସ୍ଥା ପୁଣି ଥ‌ରେ ଫେରିବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଦୀର୍ଘ ବର୍ଷ ପରେ ପୁଣି ଓଡ଼ିଶା ଫେରିବାକୁ ପୋସ୍କୋ ମନ ବଳାଇଛି।…

ହଟିଲେ ପ୍ରଭାସ, ଜାଗା ନେଲେ ଚିରଞ୍ଜୀବୀ

‘କଲକୀ ୨୮୯୮ ଏଡି’ର ସଫଳତା ପରେ ଏବେ ନିଜର ଆଗାମୀ ଫିଲ୍ମ ‘ଦ ରାଜା ସାବ୍’ର ସୁଟିଂ‌ରେ ବ୍ୟସ୍ତ ଅଛନ୍ତି ସୁପର୍‌ଷ୍ଟାର୍ ପ୍ରଭାସ। ଫିଲ୍ମଟି ୨୦୨୫ ଏପ୍ରିଲ ୧୦ରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଥିଲା। ଏବେ ଫିଲ୍ମର ରିଲିଜ୍ ଘୁଞ୍ଚିପା‌ରେ ବୋଲି ଚର୍ଚ୍ଚା ହେଉଛି। ‘ଦ ରାଜା ସାବ୍’ରେ ଅନେକ…