Breaking News

ଚିନ୍ମୟ ଚେତନା: ମେଦବୃଦ୍ଧି ସପକ୍ଷରେ

ଚିନ୍ମୟ ହୋତା ନିକଟରେ ରାଜ୍ୟର ଅଗ୍ନିଶମ ବିଭାଗ ଦ୍ୱାରା ଆୟୋଜିତ ପଦୋନ୍ନତି ପରୀକ୍ଷା ବେଳେ ଆଶାୟୀମାନଙ୍କର ପୃଥୁଳକାୟ ଶରୀରକୁ ନେଇ କେତେକ ଘଟଣା ରୋଚକ ଢଙ୍ଗରେ ଗଣମାଧ୍ୟମଗୁଡ଼ିକରେ ବର୍ଣ୍ଣିତ ହୋଇଛି। ଦୀର୍ଘ କାଳ ଧରି ଚାକିରି କରୁଥିବା କେତେକ ଅଶାୟୀଙ୍କର ଥନ୍ତଲ ପେଟ, ସେମାନଙ୍କ…

ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ରାଜଧାନୀରେ ‘ରନ୍ ଫର୍ ୟୁନିଟି’ ମାରାଥନ୍

ଭୁବନେଶ୍ବର: ରାଷ୍ଟ୍ରୀୟ ଏକତା ଦିବସ ପାଳନ ପାଇଁ  ରାଜଧାନୀ ଭୁବନେଶ୍ବରରେ ‘ରନ୍ ଫର୍ ୟୁନିଟି’ ମାରାଥନ୍ ଆୟୋଜିତ ହୋଇଛି।କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପତାକା ଦେଖାଇ ଉଦଘାଟନ କରିଛନ୍ତି। କଳିଙ୍ଗ ଷ୍ଟାଡିୟମ୍ ପରିସରରେ ଏହାକୁ…

ବାଣ ପାଇଁ ବଢ଼ୁଛି ଚୋରା ବିସ୍ଫୋରକ କାରବାର: କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର: ଦୀପାବଳି ପୂର୍ବରୁ ବାଣ କାରବାର ନାଁରେ ବେଆଇନ ବିସ୍ଫୋରକ କାରବାର ବଢ଼ିଚାଲିଛି। ବିନା ଲାଇସେନ୍ସରେ ବାଣ ତିଆରି ହେଉ ଅବା ବିସ୍ଫୋରକ ଗଚ୍ଛିତ ରଖିବା ବେଳେ ଅସାବଧାନତା ଯୋଗୁଁ ଧନଜୀବନ କ୍ଷୟକ୍ଷତି ଘଟୁଛି। ଇତିମଧ୍ୟରେ ଭୁବନେଶ୍ବର ଉପକଣ୍ଠ ସମେତ ରାଜ୍ୟର ବିଭିନ୍ନ ସ୍ଥାନରୁ ବିପୁଳ…

ବୁଦ୍ଧି ଶିଖାଇଲା ଭରତପୁର ଥାନା ମାମଲା: ଏଣିକି ପୋଷାକରେ ବଡି କ୍ୟାମେରା

ଭୁବନେଶ୍ବର: ଏଣିକି ପୁଲିସ ପୋଷାକରେ ଲାଗିବ ବଡି କ୍ୟାମେରା। ଥାନାକୁ ଆସିଥିବା ଅଭିଯୋଗକାରୀ ଓ ଅଭିଯୋଗ ଗ୍ରହଣ କରୁଥିବା ପୁଲିସ ଅଧିକାରୀଙ୍କ କଥୋପକଥନକୁ ଏହି ବଡି କ୍ୟାମେରା କଏଦ କରିବ। ତେଣୁ ପରବର୍ତ୍ତୀ ସମୟରେ ଅଭିଯୋଗ ଗ୍ରହଣକୁ ନେଇ ଉପୁଜୁଥିବା ବିବାଦରେ ମିଛ କହିବାକୁ କୌଣସି…

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ମେଷ:ଆପଣଙ୍କ ଶକ୍ତିର ସ୍ତର ଭଲ ରହିବ। ସମାଜିକ କ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗକୁ ବଢ଼ିବେ। ଆର୍ଥିକ ବିଷୟରେ ମନ ଚାହୁଁଥିବା ସଫଳତା ପାଇବେ। ମହିଳାମାନେ ନିଜର ବ୍ୟବସାୟ ଆରମ୍ଭ କରିପାରନ୍ତି। ଚାକିରିଜୀବୀଙ୍କ ଲାଗି ଭଲ ସମୟ। ଆହ୍ବାନର ସାମ୍‌ନା କରିବାରେ ସକ୍ଷମ ରହିବେ।…

ଟ୍ରେନ ଲାଇନରୁ ଆରଏସପି କର୍ମଚାରୀଙ୍କ ଶବ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ରାଉରକେଲା: ରାଉରକେଲା ଇସ୍ପାତ କାରଖାନା ପରିସର ଟ୍ରେନ ଲାଇନ ପାର୍ଶ୍ଵରୁ ଜଣେ କର୍ମଚାରୀଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା ପଡ଼ିଥିବା ଶବ ଉଦ୍ଧାର ହୋଇଛି l ମୃତକ ହେଲେ ସେକ୍ଟର ୪ଡି ବ୍ଲକର ବାସୁଦେବ ପ୍ରଧାନ(୫୦)l ସେ ଆରଏସପି ହେଭି ମେଣ୍ଟେନାନ୍ସ ଇଲେକ୍ଟ୍ରିକାଲ ( ଏଚଏମଇ ) ବିଭାଗର ମାଷ୍ଟର…

୧୧୫ତମ ମନ୍ କୀ ବାତ୍‌: ଡିଜିଟାଲ୍‌ ଗିରଫଦାରୀରୁ ବର୍ତ୍ତିବା ମନ୍ତ୍ର ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ରାଷ୍ଟ୍ରୀୟ ବୀର- ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଓ ଭଗବାନ ବିର୍ସା ମୁଣ୍ଡାଙ୍କୁ ସମ୍ମାନ ଜଣାଇ ରବିବାର ଦେଶବାସୀଙ୍କ ଉଦ୍ଦେଶ୍ୟରେ ତାଙ୍କର ୧୧୫ତମ ‘ମନ୍ କୀ ବାତ୍’ ଅଭିଭାଷଣ ଦେଇଛନ୍ତି। ତାଙ୍କ ସରକାର ଦୁଇ ବରପୁତ୍ରଙ୍କ ୧୫୦ତମ ଜୟନ୍ତୀ ପାଳନ…

ପମ୍ପ୍‌ଡ ଷ୍ଟୋରେଜ୍‌ ବିଦ୍ୟୁତ୍‌ ପ୍ରକଳ୍ପକୁ ମଞ୍ଜୁରି: ଅଭାବ ମେଣ୍ଟାଇବ ଖଡ଼ିକାଯୋଡ଼ି ପ୍ରକଳ୍ପ

ମାଲକାନଗିରି: ବିଦ୍ୟୁତ୍‌ ଅଭାବକୁ ମେଣ୍ଟାଇବା ସହ ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ମାଲକାନଗିରି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଯାଉଛି ନୂଆ ପ୍ରକଳ୍ପ। କେନ୍ଦ୍ର ସରକାର ଏବଂ ଓଡ଼ିଶା ନବୀକରଣ ଯୋଗ୍ୟ ଶକ୍ତି ନୀତି-୨୦୨୨ ଅନୁସାରେ କେନ୍ଦ୍ର ସରକାରଙ୍କ ପମ୍ପଡ୍‌ ଷ୍ଟୋରେଜ୍‌…

କର୍ମଚାରୀଙ୍କ ଆନ୍ଦୋଳନ: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍

ସମ୍ବଲପୁର: ସମ୍ବଲପୁରରେ ଆଜି ଗଡ଼ୁନି ମୋ ବସ୍। ଠିକା କଂପାନିର ଅଧିକାରୀଙ୍କ ମନମୁଖୀ ପ୍ରତିବାଦରେ ମୋ ବସ୍ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଗାଡ଼ି ଚଳାଚଳ ବ୍ୟାହତ ହୋଇଛି। ସୂଚନା ଅନୁଯାୟୀ, ଠିକା କଂପାନିର ଅଧିକାରୀ ଅଯଥା ବସ୍ କଣ୍ଡକ୍ଟର ଓ ଚାଳକଙ୍କ ଦରମାରୁ ଟଙ୍କା କାଟି ଦେଉଛନ୍ତି।…

ଖାମେନି ଗୁରୁତର ଅସୁସ୍ଥ: ରିପୋର୍ଟ

ତେହେରାନ: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନି ଗୁରୁତର ଅସୁସ୍ଥ ଥିବା ବେଳେ ଉତ୍ତରାଧିକାର ପାଇଁ ଏକ ନିରବ ଲଢ଼େଇ ଆରମ୍ଭ ହୋଇଛି। ଶନିବାର ସକାଳେ ଇସ୍ରାଏଲ ଆକ୍ରମଣର ଜବାବ ଦେବାକୁ ଦେଶ ଚିନ୍ତା କରୁଥିବା ବେଳେ ଏହା ସାମ୍ନାକୁ ଆସିଛି। ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ…