Breaking News

ଗୋଟିକରେ ନାୟିକା, ଆରଟିରେ ଆଇଟମ୍ ଗାର୍ଲ

୨୦୧୧ରେ ‘ମୁଁ ପ୍ରେମୀ ମୁଁ ପାଗଳ’ ସିନେମାରୁ କ୍ୟାରିଅର୍ ଆରମ୍ଭ କରିଥିବା ଓଲିଉଡ୍‌ର ଅନ୍ୟତମ ଜଣାଶୁଣା ନାୟିକା ଅନୁଭାଙ୍କୁ ଏ ବର୍ଷ ଦୁଇଟି ଛବିରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏଥିମଧ୍ୟରୁ ଗୋଟିକରେ ତାଙ୍କୁ ନାୟିକା ଭୂମିକାରେ ଦେଖିବାକୁ ପାଇଛନ୍ତି ଦର୍ଶକ ଓ ଆରଟିରେ ଆଇଟମ୍ ଗାର୍ଲ ବନିଛନ୍ତି…

ଅଲ୍ଲୁଙ୍କର, ଅଲ୍ଲୁଙ୍କ ଦ୍ବାରା, ଅଲ୍ଲୁଙ୍କ ପାଇଁ

ପ୍ରଥମ ‘ପୁଷ୍ପା’ ଚଳଚ୍ଚିତ୍ରରେ ପୁଷ୍ପା ରାଜ (ଅଲ୍ଲୁ ଅର୍ଜୁନ) କାଠ କୁଲିରୁ ଜଣେ ଉଦୀୟମାନ ଚନ୍ଦନ ତସ୍କର ପାଲଟିବାର କାହାଣୀ ଦେଖିବାକୁ ମିଳିଥିବା ବେଳେ ଏହି ଦ୍ବିତୀୟ ଭାଗରେ ସେ ଗୋଟିଏ ରାଜ୍ୟର ଶାସନ କ୍ଷମତାକୁ ଅକ୍ତିଆର କରିବାକୁ ଉଦ୍ୟମ କରୁଛି, ଯେଉଁ କାରଣରୁ ଏହାର ନାମ ସହିତ ‘ଦି ରୁଲ୍‌’…

ସଙ୍ଗୀତକାର ବିକାଶଙ୍କ ବ୍ୟଥା

ଦେ’ରେ କାଳିଆ ଦେ’ ତୋ’ ପାଦେ ଶରଣ ଦେ...। ଭଜନସମ୍ରାଟ ଭିକାରୀ ବଳଙ୍କ ଏହି ଜନପ୍ରିୟ ଭଜନ ଯିଏ ଶୁଣିଛି, ସିଏ ଅଭିଭୂତ ହୋଇଛି। ହେଲେ ଏ ଗୀତର ସ୍ବରକାର କିଏ ତାହା ଜାଣିବାକୁ ଖୁବ୍‌ କମ୍ ଶ୍ରୋତା ଚେଷ୍ଟା କରିଥାନ୍ତି। ଏହି ଗୀତର ସ୍ବରକାର ହେଉଛନ୍ତି ବିକାଶ ଶୁକ୍ଳା। ପାଖାପାଖି ଚାରି…

ଡିସେମ୍ବର ୮ରେ ‘ସାରେଗାମାପା’ ଗ୍ରାଣ୍ଡ୍ ଫିନାଲେ

ଜୀସାର୍ଥକର ସଂଗୀତ ଭିତ୍ତିକ ମନୋରଞ୍ଜନ କାର୍ଯ୍ୟକ୍ରମ ‘ସାରେଗାମାପା’ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଡିସେମ୍ବର ୮ ତାରିଖ ସନ୍ଧ୍ୟା ୬.୩୦ରେ ‘ସାରେଗାମାପା’ର ଗ୍ରାଣ୍ଡ୍‌ ଫିନାଲେ ପ୍ରସାରିତ ହେବ। ଏହି ୪ ଘଣ୍ଟିଆ ଏପିସୋଡର ମୁଖ୍ୟ ଆକର୍ଷଣ ସାଜିବାକୁ ଯାଉଛନ୍ତି ସୁପରଷ୍ଟାର ଅନୁଭବ…

‘ଗ୍ୟାଙ୍ଗ୍‌ସ ଅଫ୍ ପୁରୀ’ ସିଜନ୍‌-୨ର ଶୁଭ ମହୁରତ

ଭୁବନେଶ୍ବର: ସିଜନ୍‌-୧ର ସଫଳତା ପରେ ଓଡ଼ିଆ କ୍ରାଇମ୍‌ ଥ୍ରିଲର୍‌ ୱେବ୍‌ ସିରିଜ୍‌ ଗ୍ୟାଙ୍ଗ୍‌ସ ଅଫ୍ ପୁରୀ ସିଜନ-୨ର ଶୁଭମହୁରତ ହୋଇଛି। ଏହାର ସୁଟିଂ ଚଳିତମାସ ୧୧ରୁ ଆରମ୍ଭ ହେବ। ମାର୍ଚ୍ଚ ୨୦୨୫ ସୁଦ୍ଧା ଟେକ୍ନୋଆର୍ଟ ପ୍ରଡକ୍ସନ୍ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ନିର୍ମିତ ଏହି ବହୁ…

ଶକ୍ତିକାନ୍ତଙ୍କ ତିନି ଚିନ୍ତା‌: ବିକାଶ, ଦରଦାମ୍, ଟଙ୍କା

ମୁମ୍ବାଇ: ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ତାଙ୍କ ଦ୍ବିତୀୟ ପାଳି କାର୍ଯ୍ୟକାଳର ଶେଷ ମୁଦ୍ରାନୀତି ସମୀକ୍ଷାରେ ସାହସିକ ପଦକ୍ଷେପ ଗ୍ରହଣ କରିଛନ୍ତି। ସରକାରଙ୍କ ଚାପ ଆଗରେ ମୁଣ୍ଡ ନ ନୁଆଁଇ ଦରଦାମ୍‌ ନିୟନ୍ତ୍ରଣକୁ ଦେଇଛନ୍ତି ପ୍ରାଥମିକତା। ତାଙ୍କ କାର୍ଯ୍ୟକାଳ ୧୦…

ଜାନୁଆରିରୁ ମହଙ୍ଗା ହେବ କାର୍: ୬ କମ୍ପାନିର ଆଗୁଆ ଘୋଷଣା

ନୂଆଦିଲ୍ଲୀ: ନୂଆବର୍ଷରୁ ମହଙ୍ଗା ମାଡ଼ ହେବାକୁ ଯାଉଛି। କାର୍‌ କିଣିବାକୁ ଯୋଜନା କରୁଥିବା ଲୋକମାନଙ୍କୁ ପକେଟ୍‌ରୁ ଅଧିକ ଟଙ୍କା ବାହାର କରିବାକୁ ପଡ଼ିବ। କାରଣ ଦେଶର ପ୍ରମୁଖ କାର୍‌ ନିର୍ମାତାମାନେ ଜାନୁଆରିରୁ ଦାମ୍‌ ବଢ଼ାଇବେ। ଜାନୁଆରିରୁ କାର୍‌ ଦାମ୍ ୪ ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇବାକୁ…

ବର୍ଡର-ଗାଭାସ୍କର ଟ୍ରଫି: ପ୍ରଥମ ଦିନରେ ବୋଲର୍‌ଙ୍କ ଆଧିପତ୍ୟ

ଆଡିଲେଡ୍‌: ପର୍ଥ ଟେଷ୍ଟ୍‌ ଭଳି ଆଡିଲେଡ୍‌ରେ ମଧ୍ୟ ପ୍ରଥମ ଦିନ ବୋଲର୍‌ଙ୍କ ଆଧିପତ୍ୟ ରହିଛି। ପ୍ରଥମ ମ୍ୟାଚ୍‌ର ପ୍ରଥମ ଦିନରେ ୧୭ ୱିକେଟ୍‌ର ପତନ ହୋଇଥିଲା ବେଳେ ଆଡିଲେଡ୍‌ରେ ୧୧ ୱିକେଟ୍‌ ଝଡ଼ିଛି। ଏହି ଦିବାରାତ୍ର ଗୋଲାପି ବଲ୍‌ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରିଥିଲା ବେଳେ ୧୮୦…

ଜାତୀୟ ବାଳିକା ହକି: ଓଡ଼ିଶାକୁ କାଂସ୍ୟ

ଭୁବନେଶ୍ବର: ତେଲେଙ୍ଗାନାରେ ଆୟୋଜିତ ଚତୁର୍ଦ୍ଦଶ ଜାତୀୟ ଉପକନିଷ୍ଠ ବାଳିକା ହକିରେ ଓଡ଼ିଶା କାଂସ୍ୟ ପଦକ ଜିତିଛି। ଶୁକ୍ରବାର ତୃତୀୟ ସ୍ଥାନ ଲାଗି ହୋଇଥିବା ମୁକାବିଲାରେ ଓଡ଼ିଶା ୪-୩ ଗୋଲ୍‌ରେ ମିଜୋରାମକୁ ହରାଇଛି। ଅଞ୍ଜନା ଖାଖା (୪ ମିନିଟ୍‌)ଙ୍କ ଗୋଲ୍‌ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ…

ପୁଣି ସୂର୍ଯ୍ୟବଂଶୀଙ୍କ ଚମକ: ରବିବାର ଫାଇନାଲ୍‌ରେ ଭାରତ-ବାଂଲାଦେଶ

ସାରଜା: ଚଳିତ ୧୯ ବର୍ଷରୁ କମ୍‌ (ଯୁବ) ଏସିଆ କପ୍‌ରେ ଆଇପିଏଲ୍ ନିଲାମରେ ୧କୋଟିରୁ ଅଧିକ ଟଙ୍କାରେ ବିକ୍ରି ହୋଇ ଚର୍ଚ୍ଚାରେ ଥିବା ବୈଭବ ସୂର୍ଯ୍ୟବଂଶୀଙ୍କ ଚମକ ଜାରି ରହିଛି। ପ୍ରଥମ ଦୁଇ ମ୍ୟାଚ୍‌ରେ ବିଫଳ ହୋଇଥିବା ୧୩ ବର୍ଷୀୟ ସୂର୍ଯ୍ୟବଂଶୀ ଶେଷ ଲିଗ୍‌ ଓ ସେମିଫାଇନାଲ୍‌ରେ ଚମତ୍କାର…