Breaking News

ବିଏମ୍‌ସି ଢୋଲ ଭିତରେ ଅଫିସର ମୂଷା: ତେଲ ଖର୍ଚ୍ଚ କମାଇବାକୁ କାର୍ଡ କରିଥିଲେ

ଭୁବନେଶ୍ବର: ବିଏମ୍‌ସିରେ ବ୍ୟବହୃତ ଗାଡ଼ିରେ ଖର୍ଚ୍ଚ ହେଉଥିବା ତେଲର ବାସ୍ତବ ପରିମାଣ ଠାରୁ ଅଧିକ ‌ଦେଖାଇ ଲୁଟ୍‌ତରାଜ ଚାଲିଥିଲା। ଯେତିକି ତେଲ ଖର୍ଚ୍ଚ ହେଉଥିଲା ତା’ ଠାରୁ ଅଧିକ ଦେଖାଇ ବାଣ୍ଟି ନେଉଥିଲେ। ଏଭଳି ଅଭିଯୋଗ ପରେ ତେଲ ଚୋରି ରୋକିବା ପାଇଁ ବିଏମ୍‌ସି ‘ଡ୍ରାଇଭ୍‌ ଟ୍ରାକ୍‌…

ଏକାମ୍ରକାନନରେ ବଣଭୋଜିକୁ ମିଳିଲାନି ଅନୁମତି: ପର୍ଯ୍ୟଟନ ଋତୁ‌ରେ ଅସନ୍ତୁଷ୍ଟ ପର୍ଯ୍ୟଟକ

ଖଣ୍ଡଗିରି: ଏକାମ୍ରକାନନରେ ପିକ୍‌ନିକ୍‌ ପାଇଁ ବ୍ୟବସ୍ଥା କରିବାକୁ ରିଜିଓନାଲ ପ୍ଲାଣ୍ଟ ‌ରିସୋର୍ସ ସେଣ୍ଟର (ଆର୍‌ପି୍ଆର୍‌ସି) ପକ୍ଷରୁ ଯୋଜନା ହୋଇଥିଲା। ପାଖାପାଖି ୧୫ ଏକର ଜାଗା ଚିହ୍ନଟ ସହ ଜଙ୍ଗଲ ବିଭାଗ ଅନୁମତି ପାଇଁ ପ୍ରସ୍ତାବ ପଠା ଯାଇଥିଲା। ମାତ୍ର ଏହି ଅଞ୍ଚଳ ଚନ୍ଦକା-ଡମପଡା…

ନିଦ ହଜାଇଲେଣି ଅପରାଧୀ: ଆଗକୁ ପ୍ରବାସୀ ଭାରତୀୟ ସମ୍ମିଳନୀ

ଭୁବନେଶ୍ବର: କେତେବେଳେ ଘରୁ ଡ଼ାକି ନେଇ ରାସ୍ତାରେ ହାଣିଲେଣି ତ କେବେ ପୁଣି ଘରେ ପଶି ଆକ୍ରମଣ କରିବା ସହ ଲୁଟିଲେଣି। ସହର ଭିତରେ ଖୋଲାଖୋଲି ମାରଣାସ୍ତ୍ର ଧରି ବୁଲିଲେଣି ଦୁର୍ବୃତ୍ତ। ସିନ୍ଧିଚୋରି ଘଟଣା ତ ବରିଷ୍ଠ ନାଗରିକଙ୍କ ନିଦ ହଜାଇଦେଲାଣି। ଛିନ୍‌ତାଇ ମାମଲା ମଧ୍ୟ ଆହୁରି ଭୟଙ୍କର।…

ଗଙ୍ଗୁଆକୁ ନେଇ ବଡ଼ ଯୋଜନା: ଜୟପୁର ନଳା ଢାଞ୍ଚାରେ ପୁନରୁଦ୍ଧାର ହେବ

ଭୁବନେଶ୍ୱର: ବିଏମ୍‌ସି ଅଧୀନକୁ ଆସିବନି ଗଙ୍ଗୁଆ ନଳା। ଏହାର ମାଲିକାନା ଜଳସମ୍ପଦ ବିଭାଗର ଡ୍ରେନେଜ୍‌ ଅଧୀନରେ ରହିବ। ପୁନରୁଦ୍ଧାର ମଧ୍ୟ ଜଳସମ୍ପଦ ବିଭାଗ କରିବ। ଏହାକୁ ସଂଯୁକ୍ତ କରୁଥିବା ପ୍ରତିଟି ନଳା ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କରିବ। ନଳାକୁ ଲାଗି ରହିଥିବା ଜବରଦଖଲ ଉଚ୍ଛେଦ…

ଦୁଇଟି ଜୀବନ ଚାଲିଗଲା, ନ୍ୟାୟ ମିଳିଲାନି: ଅଫିସ୍‌ରୁ ଅଫିସ୍‌ ଧାଉଛନ୍ତି ୭୮ ବର୍ଷୀୟ ବୃଦ୍ଧ

ଭୁବନେଶ୍ବର: କ୍ଷମତ‌ା ଓ ବାହୁବଳ କିପରି ବ୍ୟବସ୍ଥାକୁ ଦଳି ମକଚି ଦିଏ ଏବଂ ଅସହାୟ ଲୋକଙ୍କୁ ଅଧିକ ଦୁଃଖ ଯନ୍ତ୍ରଣା ଭିତରକୁ ଠେଲି ଦିଏ ତା’ର ବଡ଼ ଉଦାହରଣ ହେଉଛନ୍ତି ସ୍ବର୍ଗତ ଇନ୍ଦୁମତୀ ନାୟକ। ଜବରଦଖଲ ହୋଇଥିବା ନିଜ ସ୍ଥିତିବାନ ଜମିକୁ ଫେରାଇ ଆଣିବାକୁ ତାଙ୍କ ଜୀବନ ଚାଲିଗଲା। ମା’ଙ୍କୁ…

୬ଷ୍ଠ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ ଉଦ୍‌ଘାଟିତ: ‘ସଭ୍ୟ ଦେଶର ମାନଦଣ୍ଡ ହେଉଛି ପୁସ୍ତକ ମନସ୍କତା’

ଭୁବନେଶ୍ୱର: ଆମେରିକାର ଡାଲି, ଚାଉଳ ଦୋକାନରେ ୱାଲ୍ଡ କ୍ଲାସିକ୍‌ ବିକ୍ରି ହୁଏ। ସେ ଦେଶର ଚିନ୍ତା ଓ ଚେତନାର ଅଗ୍ରଗତି ତାଙ୍କ ପୁସ୍ତକରୁ ହିଁ ମିଳେ। ଯେକୌଣସି ସଭ୍ୟ ଦେଶର ମାନଦଣ୍ଡ ହେଉଛି ପୁସ୍ତକ ମନସ୍କତା ଏବଂ ଯେକୌଣସି ସଭ୍ୟ ଦେଶର ପ୍ରଥମ ଥର୍ମୋ‌ମିଟର ହେଉଛି ସେ ଦେଶର ଲୋକ ବହି…

ଦାଦାବଟି ୫କୋଟି: ନିର୍ମାଣସ୍ଥଳରେ ଆତଙ୍କରାଜ, ଜେସିବିରେ ଭାଙ୍ଗିଲେ, ପାଇପ୍‌ରେ ପିଟିଲେ

ଭୁବନେଶ୍ବର: ହଠାତ୍‌ ଦଳବଳ ହୋଇ ୧୫ରୁ ୨୦ ଯୁବକ ପହଞ୍ଚିଲେ। କେହି କଛି ବୁଝିବା ପୂର୍ବରୁ ଜେସିବି ଲଗାଇ ପାଚେରି ଭାଙ୍ଗିଲେ। ଗୋଡ଼ାଇ ଗୋଡ଼ାଇ କର୍ମଚାରୀଙ୍କୁ ଆକ୍ରମଣ କଲେ। ୫କୋଟି ଟଙ୍କା ଦାଦାବଟି ପାଇଁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନନ୍ଦନକାନନ ଥାନା ରଘୁନାଥପୁର ଅଞ୍ଚଳରେ।…

ଆଇପିଏସ୍‌ ଆଶିଷ ସିଂହ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ

ଭୁବନେଶ୍ୱର: ଆଇପିଏସ୍‌ ଆଶିଷ କୁମାର ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ସେ ଇଣ୍ଡୋ ତିବ୍ବତିଆନ ବର୍ଡର(ଆଇଟିବିଏମ)ର ଆଇଜି ଭାବେ ଯୋଗଦେବେ। ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଅଫିସର ଆଶିଷ ସିଂହଙ୍କର ରାଜ୍ୟର ବିଭିନ୍ନ…

ନୂତନ ପୁଲିସ କ୍ୟାମ୍ପ ଉପରେ ନକ୍ସଲଙ୍କ ଅତର୍କିତ ଆକ୍ରମଣ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡରେ ନକ୍ସଲ ଏବେ ସକ୍ରିୟ ହେବାରେ ଲାଗିଛନ୍ତି। ପୁଲିସକୁ କିପରି ଧରାଶାୟୀ କରିବେ ସେନେଇ ପ୍ରତିଦିନ ନୂଆ ନୂଆ ରଣନୀତି କରୁଥିଲେ ମଧ୍ୟ ସେମାନଙ୍କର ହିଁ କ୍ଷତି ଘଟୁଛି। ନକ୍ସଲ ପୁଲିସର ଘନଘନ ଅପରେସନ ଯୋଗୁ ଏବେ ତେଲେଙ୍ଗାନା ଏବଂ ଓଡ଼ିଶା ମୁହାଁ…

ଅଦିନିଆ ବର୍ଷା ନେଇ ଚାଷୀଙ୍କ ଚିନ୍ତା ବଢ଼ିଲା: ଏକର ଏକର ଚାଷ ଜମିରେ ପାଣି ଭର୍ତ୍ତି

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗତ କିଛି ଦିନ ହେଲା ଲଗାତାର ସନ୍ଧ୍ୟାରେ ବର୍ଷା ହେଉଛି।ଯାହାଦ୍ବାରା ଏହା ଜିଲ୍ଲାର ଚାଷୀଙ୍କ ପାଇଁ ମୁଣ୍ଡ ବ୍ୟଥା ସାଜିଛି। ବର୍ଷା ଅପରାହ୍ନରୁ ଆରମ୍ଭ ହୋଇ ରାତି ତମାମ ବର୍ଷୁଛି। ଜିଲ୍ଲାର ଏକର ଏକର ଜମିରେ ପାଣି ଭର୍ତ୍ତି ହେବା ଯୋଗୁ ଧାନ ଫସଲ ନଷ୍ଟ…