Breaking News

ଫ୍ରାନ୍ସରେ ରାଜନୈତିକ ସଙ୍କଟ: ଇସ୍ତଫା ଦେବେନି ମାକ୍ରନ

ପ୍ୟାରିସ: ସଂସଦରେ ଅନାସ୍ଥା ପ୍ରସ୍ତାବରେ ହାରି ଫ୍ରାନ୍ସ ପ୍ରଧାନମନ୍ତ୍ରୀ ମିସେଲ ବାର୍ନିୟର ଇସ୍ତଫା ଦେବା ପରେ ଅଚଳାବସ୍ଥା ଦେଖା ଦେଇଛି। ଏହି ସମୟରେ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ଉପରେ ଇସ୍ତଫା ଦେବା ପାଇଁ ଚାପ ବଢ଼ୁଥିବା ବେଳେ ସେ କ୍ଷମତାରେ ରହିବେ ଏବଂ ଖୁବ୍‌ଶୀଘ୍ର ଜଣେ ନୂଆ…

ରାଜ୍ୟସଭାରେ ଆଶ୍ବସ୍ତ କ‌ଲେ କେନ୍ଦ୍ର କୃଷିମନ୍ତ୍ରୀ: ଏମ୍‌ଏସ୍‌ପିରେ ସମସ୍ତ ଚାଷ ଉତ୍ପାଦ କିଣିବେ ସରକାର

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀ ସରକାର ସମସ୍ତ ଚାଷ ଉତ୍ପାଦକୁ ଏମ୍‌ଏସ୍‌ପି ( ସର୍ବନିମ୍ନ ସହାୟକ ମୂଲ୍ୟ)ରେ କିଣିବାପାଇଁ ପ୍ରତିଶ୍ରୁତିବଦ୍ଧ ବୋଲି ଆଜି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂହ ‌ଚୌହାନ ରାଜ୍ୟସଭାରେ ନିଶ୍ଚିତ କରାଇଛନ୍ତି। ଗୃହରେ ଏମ୍‌ଏସ୍‌ପି ପାଇଁ ଆଇନଗତ ସ୍ବୀକୃତି ଦାବିରେ…

ହିନ୍ଦୁଙ୍କ ସ୍ଥିତି ନେଇ ଆମେରିକାର ଚିନ୍ତା ପ୍ରକଟ: ପ୍ରତ୍ୟେକ ବ୍ୟକ୍ତିଙ୍କ ମାନବାଧିକାର ସୁରକ୍ଷିତ ରହିବା ଜରୁରୀ

ନୂଆଦିଲ୍ଲୀ: ବାଂଲାଦେଶରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର ମାମଲାରେ ଆମେରିକା ଏକ ବୟାନ ଜାରି କରିଛି। ଆମେରିକା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାର୍ଗାରେଟ୍‌ ମ୍ୟାକ୍‌ଲାଉଡ୍ କହିଛନ୍ତି, ଆମେରିକା ବାଂଲାଦେଶରେ ଏକ ସୁସ୍ଥ ଗଣତନ୍ତ୍ର ଦେଖିବାକୁ ଚାହୁଛି। ସେଠାରେ ପ୍ରତ୍ୟେକ ବ୍ୟକ୍ତିଙ୍କ…

ସୀମାରେ ଡ୍ରୋନ୍ ମୁତୟନ କଲା ବାଂଲାଦେଶ: ହାଇ ଆଲର୍ଟରେ ଭାରତ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସୀମାରେ ବାଂଲାଦେଶ ଏବେ ତୁର୍କୀ ନିର୍ମିତ ଡ୍ରୋନ୍ ମୁତୟନ କରିଥିବା ଖବର ମିଳିବା ପରେ ଭାରତ ପଡ଼ୋଶୀ ଦେଶ ସୀମାରେ ତଦାରଖ ଜୋରଦାର କରିଛି। ଶେଖ୍ ହସିନାଙ୍କ ଆୱାମୀ ଲିଗ୍ ସରକାରର ପତନ ପରେ ସୀମାନ୍ତ ଅଞ୍ଚଳରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ନେଇ ଗୁଇନ୍ଦା…

ରାହୁଲ ଗାନ୍ଧୀଙ୍କ ନାଗରିକତା ବିବାଦ କେନ୍ଦ୍ରକୁ ଜବାବ ମାଗିଲେ ଦିଲ୍ଲୀ ହାଇକୋର୍ଟ, ଜାନୁଆରି ୧୩ରେ ଶୁଣାଣି

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଦ୍ବୈତ ନାଗରିକତା ପ୍ରସଙ୍ଗରେ ବିଜେପି ନେତା ସୁବ୍ରମଣ୍ୟମ ସ୍ବାମୀ କରିଥିବା ଆବେଦନ ଉପରେ ଆଜି ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ସରକାରକୁ ଜବାବ ମାଗିଛନ୍ତି। ଦିଲ୍ଲୀ ହାଇକୋର୍ଟ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ବିଭୁ ବାଖରୁ ଏବଂ ଜଷ୍ଟିସ ତୁଷାର…

ଗୁଗଲ୍‌ ମ୍ୟାପକୁ ଭରସା କରି ଜଙ୍ଗଲ ଭିତରେ ରାତି ବିତାଇଲେ ପୂରା ପରିବାର

ପାଟ୍‌ନା: ବିହାରରୁ ଗୋଆ ଅଭିମୁଖେ ଯାତ୍ରା କରୁଥିବା ଏକ ପରିବାର ଗୁଗଲ୍‌ ମ୍ୟାପ୍‌ ମାୟାରେ ବାୟା ହୋଇ ଏକ ଘଞ୍ଚ ଜଙ୍ଗଲ ଭିତରକୁ ପଶି ଯାଇଥିବାର ଏକ ମାମଲା ଏବେ ସାମ୍ନାକୁ ଆସିଛି। ପୂର୍ବରୁ ଗୁଗଲ୍‌ ମ୍ୟାପ୍‌ ପାଇଁ ଅନେକଙ୍କ ଜୀବନ ଯାଇଥିବା ବେଳେ ଏବେ ଏହିଭଳି ଏକ ମାମଲା ସାମ୍ନାକୁ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ପ୍ରସଙ୍ଗ, ସମୟକୁ ଅପେକ୍ଷା କରିଛି ଏଏସ୍‌ଆଇ

ପୁରୀ,୦୬/୧୨: ରତ୍ନଭଣ୍ଡାର ମରାମତି କାମ ଆରମ୍ଭକୁ ନେଇ ଅନିଶ୍ଚିତତା ଲାଗି ରହିଛି । ଫଳରେ ରତ୍ନ ଅଳଙ୍କାର ଗଣତିମଣତି ନେଇ ଥିବା ଦ୍ୱନ୍ଦ୍ୱ ହଟିବା ବିଳମ୍ବ ହେବା ଆଶଙ୍କା କରାଗଲାଣି । ଅତିଶୀଘ୍ର ରତ୍ନଭଣ୍ଡାର ମରାମତି ହେବ ବୋଲି ନିକଟରେ ଆଇନମନ୍ତ୍ରୀ କହିସାରିଛନ୍ତି । ଏଏସ୍‌ଆଇ ରତ୍ନଭଣ୍ଡାର…

ସମାଜ ପାଇଁ ଅଭିଶାପ ଲିଭ୍‌-ଇନ୍‌ ରିଲେସନସିପ୍‌ , ମହିଳା ଆୟୋଗ କହିଲେ ମହିଳାମାନେ ହିଁ ହେଉଛନ୍ତି ଶିକାର

ନୂଆଦିଲ୍ଲୀ : ହରିଆଣା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷ ରେନୁ ଭାଟିଆ ଲିଭ୍‌-ଇନ୍‌ ରିଲେସନସିପ୍‌କୁ ସମାଜ ପାଇଁ ଅଭିଶାପ ଭାବେ ଦର୍ଶାଇଛନ୍ତି। ଯୁବପିଢି ମଧ୍ୟରେ ପାରମ୍ପରିକ ସାଂସ୍କୃତିକ ମୂଲ୍ୟବୋଧ ଓ ରୀତିନୀତିକୁ ପୁନଃସ୍ଥାପିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି। ସେ କହିଛନ୍ତି ଯେ, ଏହି…

ନକଲି ଏବଂ ନିକୃଷ୍ଟମାନର ଔଷଧ ବିରୋଧରେ ସରକାରଙ୍କ ମେଗା ଅଭିଯାନ: ମାନ ପରୀକ୍ଷାରେ ବିଫଳ ୩୦୦୦ ମେଡିସିନ୍

ନୂଆଦିଲ୍ଲୀ,୦୬/୧୨: ୨୦୨୩-୨୪ ଆର୍ଥିକବର୍ଷରେ ମୋଟ ୧,୦୬,୧୫୦ ସଂଖ୍ୟକ ଔଷଧର ମାନ ପରୀକ୍ଷା କରାଯାଇଥିଲା । ଏଥିରେ ୨,୯୮୮ଟି ଔଷଧ ବିଫଳ ହୋଇଥିବାବେଳେ ୨୮୨ଟି ଔଷଧ ନକଲି ଥିଲା । ସରକାରୀ ତଥ୍ୟରୁ ଏହା ଜଣାପଡ଼ିଛି । ଏହି ଔଷଧର ଉତ୍ପାଦନ, ବିକ୍ରି ଏବଂ ବିତରଣ ପାଇଁ ୬୦୪ଟି ମାମଲାରେ…

ଶୁକ୍ରବାରଠୁ ପ୍ରାକ୍‌ ବଜେଟ୍‌ ବୈଠକ, ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ,୦୬/୧୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାରଠାରୁ ବିଭିନ୍ନ ଅଂଶୀଦାରମାନଙ୍କ ସହ ପ୍ରାକ୍‌-ବଜେଟ୍‌ ବୈଠକ ଆରମ୍ଭ କରିବେ । ବଜେଟ୍‌ ପ୍ରସ୍ତୁତି କାର୍ଯ୍ୟବିଧିର ଅଂଶବିଶେଷ ଡିସେମ୍ବର ୬ରେ ପ୍ରମୁଖ ଅର୍ଥନୀତିଜ୍ଞମାନଙ୍କୁ ଭେଟିବେ ଅର୍ଥମନ୍ତ୍ରୀ । ବୈଠକରେ ଅଧ୍ୟକ୍ଷତା…