Breaking News

ନବୀନଙ୍କ ବଡ଼ ପ୍ରତିକ୍ରିୟା: କହିଲେ ଆଗରୁ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା, ଆଉ ଏବେ…

ଭୁବନେଶ୍ୱର,୬ା୧୨: ପୋଲାଭରମ୍‌ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ ଆଗକୁ ବି ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି। ପୋଲାଭରମ୍‌ ପ୍ରସଙ୍ଗରେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ…

ସାଂସଦଙ୍କ ଆସନରୁ ପୁଳା ପୁଳା ଟଙ୍କା ମିଳିବାରୁ ରାଜ୍ୟସଭାରେ ହଙ୍ଗାମା

ନୂଆଦିଲ୍ଲୀ: ଶୁକ୍ରବାର ଦିନ ରାଜ୍ୟସଭାରେ ଏକ ନୂଆ ବିବାଦ ଦେଖିବାକୁ ମିଳିଥିଲା। ବିରୋଧୀ ଦଳର ସାଂସଦ ଅଭିଷେକ ମନୁ ସିଂହବୀଙ୍କ ଆସନରୁ ପୁଳା ପୁଳା ଟଙ୍କା ମିଳିବା ପରେ ହଙ୍ଗାମା ଆରମ୍ଭ ହୋଇଥିଲା। ଏହାକୁ ଏକ ଗମ୍ଭୀର ବିଷୟ ବୋଲି କହିବା ସହ ଘଟଣାର ତଦନ୍ତ ଚାଲିଥିବା କହିଛନ୍ତି ରାଜ୍ୟସଭା…

କ୍ରମାଗତ ୧୧ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ବ ବ୍ୟାଙ୍କ

ନୂଆଦିଲ୍ଲୀ: କ୍ରମାଗତ ୧୧ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ରିଜର୍ଭ ବ୍ୟାଙ୍କର ଆର୍ଥିକ ନୀତି ପ୍ରଣୟନ (ଏମପିସି) ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏମପିସି ବୈଠକରେ ଏହି…

କଥାଟିଏ-ଯାଯାବର: ଯୌବନ ଓ ଉପଭୋଗ

ଜଣେ ଯୁବକ ଅଖଣ୍ତ ଯୌବନର ଅଧିକାରୀ ହେବାକୁ ଚାହିଲା। ସେଥିପାଇଁ ସେ ଜଣେ ଗୁରୁଙ୍କ ପାଖକୁ ଗଲା। ଗୁରୁ ସବୁ ଶୁଣି କହିଲେ- ତପସ୍ୟା କଲେ ତୁମେ ତାହା ପାଇବ। ଯୁବକ ତପସ୍ୟା କରିବାକୁ ବସିଗଲେ। ଅନେକ ବର୍ଷ ବିତିଗଲା ପରେ ବି ଈଶ୍ବରଙ୍କ ସାକ୍ଷାତ ମିଳିଲା ନାହିଁ। ତେଣୁ ସେ ଧୈର୍ଯ୍ୟହରା ହୋଇଗଲେ।…

ସାହିତ୍ୟର ସଂଜ୍ଞା ଓ ସ୍ବରୂପ

ହିମାଂଶୁ ଶେଖର ମହାପାତ୍ର ପିଲାଦିନର ଗୋଟିଏ ଘଟଣାରୁ ଆରମ୍ଭ କରୁଛି। ପ୍ରାଥମିକ ଶ୍ରେଣୀରେ ଯେତେବେଳେ ପଢ଼ାବହି ସହ ପରିଚୟ ହେଲା ଏକ ନିର୍ଦ୍ଦିଷ୍ଟ ବିଷୟର ବହି ଆମ ମନରେ ପ୍ରଚୁର ଉତ୍ସାହ, ଆଗ୍ରହ ଓ ଉଦ୍ଦୀପନା ସୃଷ୍ଟି କରୁଥିଲା। ତାହା ଥିଲା ସାହିତ୍ୟ ବହି। ଅଙ୍କ ବହି ମଧ୍ୟ ତା’ର ଉପସ୍ଥିତି…

କଥାଟିଏ-ଯାଯାବର: ଯୌବନ ଓ ଉପଭୋଗ

ଜଣେ ଯୁବକ ଅଖଣ୍ତ ଯୌବନର ଅଧିକାରୀ ହେବାକୁ ଚାହିଲା। ସେଥିପାଇଁ ସେ ଜଣେ ଗୁରୁଙ୍କ ପାଖକୁ ଗଲା। ଗୁରୁ ସବୁ ଶୁଣି କହିଲେ- ତପସ୍ୟା କଲେ ତୁମେ ତାହା ପାଇବ। ଯୁବକ ତପସ୍ୟା କରିବାକୁ ବସିଗଲେ। ଅନେକ ବର୍ଷ ବିତିଗଲା ପରେ ବି ଈଶ୍ବରଙ୍କ ସାକ୍ଷାତ ମିଳିଲା ନାହିଁ। ତେଣୁ ସେ ଧୈର୍ଯ୍ୟହରା ହୋଇଗଲେ।…

ଫାଇନାନ୍ସ ସଂସ୍ଥାରେ ଫୁଟିଲା ଗୁଳି: ବନ୍ଧୁକ ମୁନରେ ଲୁଟ୍‌ ଉଦ୍ୟମ; ଜଣକୁ ଧରିଲେ, ୨ ଖସିଗଲେ

ଫୁଲବାଣୀ: ଫୁଲବାଣୀ ଟାଉନ୍‌ ଥାନା ଅଧୀନ ଫୁଲବାଣୀସାହି ଛକ ନିକଟରେ ଥିବା ଏକ ଘରୋଇ ଫାଇନାନ୍‌ସ ସଂସ୍ଥା ‘ଅଧିକାର’ କାର୍ଯ୍ୟାଳୟରେ ଗତକାଲି ବିଳମ୍ବିତ ରାତିରେ ୩ ଜଣ ବନ୍ଧୁକଧାରୀ ପଶି ଲୁଟ୍‌ ଉଦ୍ୟମ କରିଥିଲେ। ଦୁର୍ବୃତ୍ତମାନେ ଫାଙ୍କା ଗୁଳିଚାଳନା କରିବା ସହିତ ଉପସ୍ଥିତ ୨ କର୍ମଚାରୀଙ୍କୁ…

ସୁଭାଷିତ: ଲକ୍ଷ୍ମୀ; ବିଷ୍ଣୁଦେହାର୍ଦ୍ଧଧାରିଣୀ

‘‘ସମସ୍ତ ଜଗତାଂ ଯାଂ ଶ୍ରୀଃ ସୃଷ୍ଟିସ୍ଥିତିବିନାଶକୃତ୍‌। ବୈଷ୍ଣବୀ ଶକ୍ତିରତୁଳା ବିଷ୍ଣୁ ଦେହାର୍ଦ୍ଧଧାରିଣୀ।’’ -ସ୍କନ୍ଦପୁରାଣ-ଶ୍ରୀପୁରୁଷୋତ୍ତମକ୍ଷେତ୍ରମାହାତ୍ମ୍ୟମ୍‌, ୩୮/୨ ଆମ ଶାସ୍ତ୍ର ଗ୍ରନ୍ଥରେ ଓ ମୂର୍ତ୍ତିକଳା‌େର ଶିବ-ପାର୍ବତୀଙ୍କର ମିଳିତ ତନୁ ଅର୍ଦ୍ଧନାରୀଶ୍ବର ମୂର୍ତ୍ତି…

ଶ୍ରୀରାମଙ୍କ ପଥ: ଆମର ତୀର୍ଥ, ଇନ୍ଦ୍ରଜିତର ଆସ୍ଫାଳନ ଓ ନାଗପାଶ

ଯୁଦ୍ଧରେ କ୍ଷତାକ୍ତ ଇନ୍ଦ୍ରଜିତର ଉପଚାର କରିବା ସମୟରେ ରୋଦନରତା ମନ୍ଦୋଦରୀ ପୁତ୍ରକୁ ଯୁଦ୍ଧରୁ କ୍ଷାନ୍ତ ହେବାପାଇଁ ଉପଦେଶ ଦେଇ କହିଲେ, ରାମ ସ୍ବୟଂ ନାରାୟଣ ଶ୍ରୀବିଷ୍ଣୁ। ସେ ମୋକ୍ଷଦାତା। ତାଙ୍କ ସହିତ ବୈରଭାବ ରଖିଲେ କାହାର ମଙ୍ଗଳ ହୁଏ ନାହିଁ। ଇନ୍ଦ୍ରଜିତ ଥିଲା ଅତ୍ୟନ୍ତ ପିତୃଭକ୍ତ।…

ମଣିମହେଶ ସରୋବର

ହିମାଚଳ ପ୍ରଦେଶର ଚମ୍ବା ଜିଲାରେ ସମୁଦ୍ରପତ୍ତନଠାରୁ ପ୍ରାୟ ୪୦୮୦ ମିଟର ଉଚ୍ଚ ମଣି ମହେଶ ପର୍ବତର ପାଦଦେଶରେ ମଣି ମହେଶ ସରୋବର ଅବସ୍ଥିତ। ଏହାକୁ ଦ୍ବିତୀୟ ମାନସରୋବର କୁହାଯାଇଥାଏ। କାରଣ, ଦେବଦେବ ମହାଦେବଙ୍କର ନିତ୍ୟ ବାସସ୍ଥାନ କୈଳାସର ପ୍ରତିବିମ୍ବ ମାନ ସରୋବର ଧାରଣ କରି ଥିବାରୁ…